ମାଘରେ ମୁଣ୍ଡଫଟା ଖରା: ଗୁରୁବାର ଯାଏଁ ଶୁଖିଲା ରହିବ ପାଗ, ୨୨ରୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ମାଘ ନ ସରୁଣୁ ରାଜ୍ୟରୁ ଗାଏବ ହୋଇଗଲାଣି ଶୀତ । ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି(ଗୁରୁବାର) ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବାବେଳେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ…
Read More...

ବାରବାଟୀ ଷ୍ଟାଡିୟମ୍‌ ଯାଇ ନବୀକରଣ ପ୍ରକଳ୍ପର ସମୀକ୍ଷା କଲେ ଫାଇଭ୍‌-ଟି ଅଧ୍ୟକ୍ଷ

କଟକ : ବାରବାଟୀ ଷ୍ଟାଡିୟମରେ ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ବୁଧବାର ସକାଳୁ କଟକ ବାରବାଟୀ ଷ୍ଟାଡିୟମ୍‌ ଯାଇ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବାରବାଟୀ ୱାଲ୍ଡ କ୍ଲାସ୍ ଷ୍ଟାଡିୟମ୍‌…
Read More...

ଅଜଣା ଗାଡି ଧକ୍କାରେ ଅଟୋ ଦୁର୍ଘଟଣାଗ୍ରସ୍ତ: ୮ ମୃତ

ପାଟନା: ବିହାରର ଲାଖିସରାୟିରେ ଅଜଣା ଗାଡି ଧକ୍କାରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କ ଆହତଙ୍କୁ ନିକଟସ୍ଥ ମେଡିକାଲରେ…
Read More...

ଆଜିଠୁ ପୁଣି କୃଷକଙ୍କ ‘ଦିଲ୍ଲୀ ଚାଲ’ ଆନ୍ଦୋଳନ: ରାଜପଥରେ ଟ୍ରାକ୍ଟର-ଟ୍ରଲି ଚଳାଚଳ କଟକଣା

ନୂଆଦିଲ୍ଲୀ : ସ୍ଥଗିତ ରହିଥିବା କୃଷକଙ୍କ ‘ଦିଲ୍ଲୀ ଚାଲ’ ଆନ୍ଦୋଳନ ଆଜିଠାରୁୁ (ବୁଧବାର) ପୁନର୍ବାର ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କୃଷକ ସଂଗଠନଗୁଡିକ ଅଗ୍ରାହ୍ୟ କରିବା ପରେ…
Read More...

ବସ୍‌କୁ ପିଟିଲା ଟ୍ରକ୍: ୧୫ ଆହତ

ବଣାଇ: ସୁନ୍ଦରଗଡ ବଣାଇ​‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌କୁ ଏକ ଟ୍ରକ୍ ଧକ୍କା ଦେଇଛି। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଟିକାୟତପାଲି ଥାନା ଖମଣ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନୁପମା ନାମକ…
Read More...

ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି(ବୁଧବାର) ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ…
Read More...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ: ଜୀବନରେ ଜିଇ ରହିବା ପାଇଁ ପ୍ରଦୂଷଣମୁକ୍ତ ଗୃହ ଓ ଆହର ପାଇଁ ନିଜ କ୍ଷେତରୁ ଉତ୍ପାଦିତ ଶସ୍ୟ ଆମଦାନୀ ଉପରେ ଗୁରୁତ୍ବ ଦେବେ। ଯାତାୟାତ ପାଇଁ ଯନ୍ତ୍ରଚାଳିତ ଯାନର ଯତ୍ନ ନେବେ। ବୃଷ: ପରିଶ୍ରମର ଫଳ ସ୍ବରୂପ ଧନଧାନ୍ୟ…
Read More...

ଜେଲ୍‌ରୁ ଅପରେଟ୍ ବ୍ରାଉନ୍‌ସୁଗାର ବେପାର !

ଖୋର୍ଦ୍ଧା : ଥମୁନି ଧଳା ଜହର କାରବାର । ମଙ୍ଗଳବାର ଖୋର୍ଦ୍ଧା ଗୁରୁଜଙ୍ଗ ମହୋତ୍ସବ ପଡିଆରୁ ୨୬୨ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ ହୋଇଛି। ଘଟଣାରେ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଟାଉନ୍ ଥାନା ପୁଲିସ୍ ଗିରଫ କରିଥିବା…
Read More...

ସମ୍ବଲପୁରରୁ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଗଲା ଆସ୍ଥା ସ୍ବତନ୍ତ୍ର ଟ୍ରେନ୍

ସମ୍ବଲପୁର: ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ସକାଳେ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି…
Read More...

ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ବର: ରାଜଧାନୀରେ କମୁନି ଲୁଟେରାଙ୍କ ପ୍ରାଦୁର୍ଭାବ। ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା।  ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଦୁଇ ଜଣ ଯୁବତୀ ଭୁବନେଶ୍ବର ଇସ୍କନ…
Read More...

ଖାତରୁ ଉଦ୍ଧାର କାର୍‌ରୁ ପୁଳା ପୁଳା ଗଞ୍ଜେଇ ଜବତ

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଘଟଣା ଘଟିଛି। ପାଣି ଭର୍ତ୍ତି ଥିବା ଏକ ଖାତରୁ ପୁଲିସ ଏକ କାର୍‌ ଉଦ୍ଧାର କରିଛି। ପୁଇଁତଳା ଭାଲେର ଗାଁ ନିକଟରେ ଥିବା ଏକ ଖାତରୁ କ୍ରେନ୍ ସାହାର୍ଯ୍ୟରେ କାର୍‌ଟିକୁ ଉଦ୍ଧାର…
Read More...

ହଠାତ୍ ବଢିଲା ପିଆଜ ଦର: କେତେ ରହିଛି ଆସନ୍ତୁ ଜାଣିବା…

ନାସିକ: ନାସିକର ଲାସାଲଗାଓଁ ମଣ୍ଡିରେ  ସୋମବାର ପିଆଜର ହାରାହାରି ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଶନିବାର ପିଆଜ କ୍ବିଣ୍ଟାଲ ପିଛା ମୂଲ୍ୟ  ୧୨୮୦ ଥିବାବେଳେ ସୋମବାର ଦିନ କ୍ବିଣ୍ଟାଲ ପିଛା ୧୮୦୦ ଟଙ୍କାକୁ ବୃଦ୍ଧି…
Read More...

ପେନାଲ୍ଟି ସୁଟ୍ ଆଉଟରେ ସ୍ପେନକୁ ୮-୭ ଗୋଲରେ ପରାସ୍ତ କଲା ଭାରତ

ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ପୁରୁଷ ଏଫଆଇଏଚ୍ ହକି ପ୍ରୋ ଲିଗରେ ଭାରତୀୟ ଦଳ ପେନାଲ୍ଟି ସୁଟ୍ ଆଉଟରେ ସ୍ପେନକୁ ୮-୭ ଗୋଲରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨-୨…
Read More...

ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।  ଜାମ୍ମୁ ଓ…
Read More...

ବ୍ରହ୍ମପୁରରେ ଆଇଜର୍‌ର ସ୍ଥାୟୀ କ୍ୟାମ୍ପସ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର: ଆଜି (ମଙ୍ଗଳବାର) ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ - ଆଇଜର୍‌‌ର ସ୍ଥାୟୀ କ୍ୟାମ୍ପସ୍‌‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।…
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣା। ଏହାର ପ୍ରତିବାଦରେ ଆଜି (ମଙ୍ଗଳବାର)୧୨ ଘଣ୍ଟିଆ କଣ୍ଟାବାଞ୍ଝି ବନ୍ଦ ଡାକରା ଦିଆଯାଇଛି।  ନଗର କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା…
Read More...

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ବଲାଙ୍ଗୀର: ବଲାଙ୍ଗୀର ସାତମାଇଲ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକକୁ ବସ୍ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି।…
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା: ରିକ୍ଟର ସ୍କେଲରେ ତୀବ୍ରତା ୪.୭

ନୂଆଦିଲ୍ଲୀ: ଆଫଗାନିସ୍ତାନ ଫୈଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫୈଜାବାଦଠାରୁ ୧୩୧ କିଲୋମିଟର ଦୂର ଏବଂ ୧୩୦ କିଲୋମିଟର…
Read More...

କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଆତ୍ମବାଦୀ ହେବେ। ସମତ୍ବଭାବ ଅନ୍ତରରେ ବିକଶିତ କରି ପରମାତ୍ମାଙ୍କ କରୁଣା ଓ ଅନୁଗ୍ରହ ପ୍ରାପ୍ତ ହେବେ। ଧନ, ଜନ, ଗୋପ, ଲକ୍ଷ୍ମୀଯୁକ୍ତ ଓ ସର୍ବତ୍ର ବିଜୟୀ ହେବେ। ବୃଷ: ଯତ୍ନ,…
Read More...

ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଆଜି (ମଙ୍ଗଳବାର) ଶେଷ ଦିନ। ଓଡିଶାରୁ ରାଜ୍ୟସଭା ପାଇଁ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି।…
Read More...

ପରୀକ୍ଷା ଚାପରେ ମାଟ୍ରିକ୍ ଛାତ୍ରଙ୍କ ଆତ୍ମହତ୍ୟା !

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବଲାଙ୍ଗୀର ବିଶ୍ବାତ୍ମା ବିଦ୍ୟାଳୟ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଟିର ମୃତଦେହ ଉଦ୍ଧାର ହୋଇଛି ।…
Read More...

ଆଜିଠୁ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ବର: ଆଜିଠୁ(ମଙ୍ଗଳବାର) ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା କେନ୍ଦ୍ର ଏବଂ…
Read More...

ବିବାହ ଉତ୍ସବରେ ମହୁମାଛି ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ ଅତିଥି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିବାହ ଉତ୍ସବ ଚାଲିଥିବାବେଳେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ପ୍ରାୟ ୨୦ରୁ ଅଧିକ ସଂଖ୍ୟକ ଅତିଥି ଆହତ ହୋଇଛନ୍ତି। ଚାରି…
Read More...

ବାହା ହେଲେ ଦେବୋଁ କେ ଦେବ ମହାଦେବର ପାର୍ବତୀ ଅଭିନେତ୍ରୀ ସୋନାରିକା

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୋନାରିକା ଭଦୁରିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘଦିନର ପ୍ରେମିକ ବିକାଶ ପରାଶରଙ୍କୁ ସେ ବିବାହ କରିଛନ୍ତି।…
Read More...

ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣା: ୫ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣାରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପାରିବାରିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନା ମୂତାବକ ଶନିବାର ଦିନ…
Read More...

ଆଇସିୟୁରେ ଭୋଗରାଇ ବିଧାୟକ ଅନନ୍ତ ଦାସ: ଆଶୁ ଆରୋଗ୍ୟ କାମନା କଲେ ବରିଷ୍ଠ ନେତୃବୃନ୍ଦ

ଭୋଗରାଇ : ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା।…
Read More...

ହାଇୱା ଧକ୍କାରେ ଭାଉଜ ମୃତ, ଦିଅର ଆହତ

ଆଠଗଡ: ଆଠଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜ​‌ଣେ ଗୁରୁତର ଆହତ ହୋଇଛନ୍ତି।  ଉଭୟ ସମ୍ପର୍କରେ ଭାଉଜ ଓ ଦିଅର ବୋଲି ଜଣାପଡିଛି। ତିଗିରିଆ ଥାନା ପାଞ୍ଚଗାଁ…
Read More...

ହ୍ବାଟ୍ସ ଆପ୍ ଆଣୁଛି ନୂଆ ଫିଚର: କେମିତିି ରଖିବେ ନିଜ ପ୍ରାଇଭେଟ୍ ଚାଟ୍‌କୁ ସୁରକ୍ଷିତ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ସୁରକ୍ଷାକୁ ନେଇ ବହୁତ୍ ସକ୍ରିୟ ରହିଥାଏ। ଗତ କିଛି ମାସ ମଧ୍ୟରେ ସୁରକ୍ଷା ଏବଂ ଗୋପନୀୟତା ସହ ଜଡିତ  କିଛି ଫିଚର ଆସିଛି। ଏହିକ୍ରମରେ ଲକ୍ ହୋଇଥିବା ଚାଟ୍ ଗୁଡିକୁ…
Read More...

ବରଯାତ୍ରୀ ଗାଡ଼ି ଓଲଟି ଦୁଇ ମୃତ, ୧୨ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ କାଳିଆଗୁଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋରିଗୁମ୍ମା ଥାନା ୨୬ ନମ୍ବର ଜାତୀୟ ରାଜପଥ ଚାଲାନ ଗୁଡା ଏବଂ କମରା  ମଝିରେ ଥିବା ଭାରତ ମାଳା ଓଭର ବ୍ରିଜକୁ…
Read More...

ପିକ୍‌ଅପ୍ ଭ୍ୟାନ୍ ଓଲଟି ୧୩ ଗୋରୁ ମୃତ

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଯୋଗୀବନ୍ଧ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟିପଡିଛି। ଦୁର୍ଘଟଣାରେ ୧୩ ଗୋରୁଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଗୋରୁ…
Read More...

ରାସ୍ତା ନବୀକରଣ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ

ଧର୍ମଗଡ: ରାସ୍ତା ନବୀକରଣ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଧର୍ମଗଡ ବାନେର ଛକରେ ୨୦ଟି ଗାଁ ଲୋକ ରାସ୍ତା ଅବରୋଧ କରିଛନ୍ତି। ଜୟପାଟଣା-ମୋଟେର ରାସ୍ତା ବନ୍ଦ କରାଯାଇଛି। ତେଣୁ ଗାଡି ଚଳାଚଳ ସମ୍ପୁର୍ଣ୍ଣ ଠପ୍…
Read More...

ଉପକୂଳ ଓଡିଶାରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର: ଉପକୂଳରେ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡିର ମାତ୍ରା ଏତେ ଅଧିକ ଯେ ରାସ୍ତା ଦିଶୁନାହିଁ। ଦୃଶ୍ୟମାନ କ୍ଷମତା କମିଯିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଓଡିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ…
Read More...

ଦେଶରେ ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶରେ ପୁଣିଥରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବାଧିକ ଲୋକପ୍ରିୟତା କ୍ଷେତ୍ରରେ ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି।…
Read More...

ସଇତାନ ବାପାର ଦୁଷ୍କର୍ମରେ ଅତିଷ୍ଠ ହୋଇ ଝିଅର ଆତ୍ମହତ୍ୟା

ପୁରୀ: ନାବାଳିକା ଝିଅକୁ ବାପାର ବାରମ୍ବାର ଦୁଷ୍କର୍ମ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସେ ମାଆକୁ ଜଣାଇବା ପରେ ମାଆ ମଧ୍ୟ ଏଥିରୁ ନିବୃତ ରହିବାକୁ ଅଭିଯୁକ୍ତକୁ ତାଗିଦ କରିଥିଲେ। କିନ୍ତୁ ସୈତାନ ବାପାର ଅତ୍ୟାଚାର…
Read More...

ମହିଳା ଥାନା ଅଧିକାରୀଙ୍କୁ ମାଡ

ଜଳେଶ୍ବର: ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ତାଳସାରୀ ସାମୁଦ୍ରିକ ଥାନାର ମହିଳା ଆଇଆଇସିଙ୍କୁ ସ୍ଥାନୀୟ ଲୋକ ମାଡ ମାରିଛନ୍ତି। ଯାହାକୁ ନେଇ ଭୋଗରାଇ ବ୍ଲକ ଉଦୟପୁରରେ ଚାପା ଉତ୍ତେଜନା…
Read More...

ଚାକିରିଆଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦରମାପ୍ରାପ୍ତ ବା ଚାକିରିଆ ସଦସ୍ୟଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀଙ୍କ ଭୁମିକା। ଏକ ଗାଡି ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି  ସୁପ୍ରିମକୋର୍ଟ ଗୃହିଣୀଙ୍କ ସମ୍ପର୍କରେ ଏଭଳି…
Read More...

କେମିତି କଟିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ପ୍ରଭୂତ ବିତ୍ତର ଅଧିକାରୀ ହେବେ। ପ୍ରବଳ ପ୍ରତାପୀ ହେବାର ସୂଚନା ମିଳୁଛି। ଶତ୍ରୁପକ୍ଷ ଉପରେ ବିଜୟ ହାସଲ କରିପାରନ୍ତି। କ୍ଷମାସାଗର ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ବୃଷ: ପୁତ୍ର…
Read More...

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଜୟସ୍ବାଲ୍‌ଙ୍କ ଦ୍ବିଶତକ

ରାଜସ୍ଥାନ: ରାଜକୋଟ ଟେଷ୍ଟରେ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଦ୍ବିଶତକ । ଟେଷ୍ଟ କ୍ୟାରିଅରରେ ଆଉ ଏକ ଦ୍ୱିଶତକ ଯୋଡ଼ିଛନ୍ତି ଯଶସ୍ୱୀ ଜୟସ୍ବାଲ୍ । ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଦ୍ୱିଶତକ କରିଛନ୍ତି । ସେହିପରି ଡେବ୍ୟୁ…
Read More...

ଚଢିଗଲା ଟ୍ରକ୍: ମାଆ ମୃତ, ବାପାଝିଅ ଗୁରୁତର

କଟକ: କଟକ ନୂଆବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ମାର ମୃତ୍ୟୁ ଘଟିଥିବାବେଳେ ବାପା, ଝିଅ ଗୁରୁତର ହୋଇଛନ୍ତି।  ବାଇକରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାପାଝିଅଙ୍କୁ…
Read More...

ସିଏଏଫ୍ ଯବାନଙ୍କ ଗଳା କାଟିଲେ ମାଓବାଦୀ

ମାଲକାନଗିରି: ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଳା​ରେ ମାଓବାଦୀମାନେ  ଜଣେ ଯବାନଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯବାନ ଜଣଙ୍କ ସାପ୍ତାହିକ ହାଟକୁ…
Read More...

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ କବି ଗୁଲଜାରଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ସଂସ୍କୃତ ବିଦ୍ବାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାରଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ । ଜ୍ଞାନପୀଠ ଚୟନ କମିଟି ପକ୍ଷରୁ ଏହି ଘୋଷଣା…
Read More...

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଭଞ୍ଜନଗର: ଜଙ୍ଗଲରୁ ଖଲି ପତ୍ର ତୋଳୁଥିବାବେଳେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବୋଡିଗୋମା ଜଙ୍ଗଲରେ ଏହି…
Read More...

ଅଖା ଭିତରେ ଶିଶୁପୁତ୍ରର ମୃତଦେହ

ରାୟଗଡା: ରାୟଗଡା ବସଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଏକ ଅଖା ଭିତରୁ ସଫେଇ କର୍ମଚାରୀମାନେ ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରିଛନ୍ତି। ଶିଶୁଟିର ଶରୀରରେ ବାପା ମାଆଙ୍କ ନାଁ ଲେଖାଥିବା…
Read More...

ଝରକା ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି। ତାଲା ପଡିଥିବା ଘରକୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି ଲୁଟେରା। ଭୁବନେଶ୍ବର କପିଳପ୍ରସାଦ କେଳୁଚରଣ ଲେନ୍ ରୁ ଲୁଟ୍ ହୋଇଛି। କପିଳ ପ୍ରସାଦ…
Read More...

ବସକୁ ଧକ୍କା ଦେଲା ଡମ୍ପର: ଦୁଇ ଆହତ

କାମାକ୍ଷାନଗର: ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ଅଭାବନୀୟ ଘଟଣା ଘଟିଛି। ଗୋପୀନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ କୁ ଡମ୍ପର ଧକ୍କା ଦେଇଛି। ବସ୍‌ରେ ଥିବା ୫୦ ଯାତ୍ରୀ…
Read More...

ବିଲକୁ ମାଡିଗଲା ବସ୍‌, ୩ ଆହତ

ଦଶପଲ୍ଲା: ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ବୁଗୁଡାରୁ ଝାରସୁଗୁଡା ଯାଉଥିବା ଏକ ବସ୍‌ ବାଣୀଗୋଚ୍ଛା ଥାନା ଶାଳଭଙ୍ଗା ନିକଟରେ ବିଲକୁ ପଶିଯାଇଛି। ଭାରସାମ୍ୟ ହରାଇ ବିଲକୁ ବସ୍ ଟି…
Read More...

ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କ ଜୀବନ ଗଲା !

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଗୁମୁରୁମାହ ପଞ୍ଚାୟତର ମ୍ଲାଉଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ପାଇଁ ଗର୍ଭବତୀଙ୍କର ଜୀବନ ଚାଲିଯାଇଛି।  ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।…
Read More...

ହଷ୍ଟେଲ ଛାତରୁ ପଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ଛାତରୁ ପଡି ଛାତ୍ରଙ୍କର ମୃତ୍ୟୁ ଘଟିଛି। ହଷ୍ଟେଲ ଛାତରୁ ପଡି ଆଇଟିଆଇ ଛାତ୍ରଙ୍କର ମୃତ୍ୟୁ ହୋଇଛି। ରାଉରକେଲା ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇ କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ମୃତ ଛାତ୍ରଙ୍କ ଘର…
Read More...

ସରକାରୀ ସଭାରେ ଖାଇବା ବଣ୍ଟନକୁ ନେଇ ଗଣ୍ଡଗୋଳ

ଦେଓଗାଁ: ଦେଓଗାଁ ବ୍ଲକରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପନ ହୋଇଛି। ଏହି କାର୍ଯ୍ୟକ୍ରମ​‌ରେ ଖାଇବା ବଣ୍ଟନରେ ବିଶୃଙ୍ଖଳାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି।  ମାମଲା ପୁଲିସ ପାଖକୁ ଯାଇଥିଲେ ବି ଲିଖିତ…
Read More...

ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ: ଆଜି ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନ । ଆଜି( ରବିବାର) ବୈଠକରେ ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ପଦାଧିକାରୀ ଓ ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ…
Read More...

ସ୍ବାମୀର ବେକ କାଟିଲା ସ୍ତ୍ରୀ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ସ୍ତ୍ରୀ କାଟିଦେଲା ସ୍ବାମୀର ବେକ । ପାରିବାରିକ କଳହର ପରିଣତି କେତେ ଯେ ଭୟଙ୍କର ହୋଇପାରେ,  ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ। ସ୍ବାମୀର ବେକ ସ୍ତ୍ରୀ…
Read More...

ବାଣ କାରଖାନାରେ ବିସ୍ଫୋରଣ: ୧୦ ମୃତ, ୧୨ ଆହତ

ଚେନ୍ନାଇ: ତାମିଳନାଡୁର ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ କାରଖାନା ସମେତ ନିକଟରେ…
Read More...

ଟ୍ବିନ୍ ସିଟିରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର: ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି।ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାର ଯାତାୟାତରେ ବାଧା…
Read More...

ସ୍କୁଟି-ବସ୍ ଧକ୍କା: ଦୁଇ ସ୍କୁଟି ଆରୋହୀ ମୃତ

ଆସିକା: ଆସିକାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିକୁ ବସ୍ ମୁହାଁମୁହିଁ ଧକ୍କା ଦେଇଛି। କୋଟିନଡା ଥାନା କଲେଜ ଛକ ନିକଟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କର…
Read More...

ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବଡ ଦୁର୍ଘଟଣା: ଲନ୍ ହ୍ୟାଙ୍ଗର ଭୁଶୁଡି ୮ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଏକ ବଡ ଦୁର୍ଘଟଣା ଘଟିଛି। ଷ୍ଟାଡିୟମ୍‌ର ୧ ନଂ ଗେଟ୍ ନିକଟରେ ଥିବା  ଏକ ଲନ୍ ହ୍ୟାଙ୍ଗର ଭୁଶୁଡି ପଡିଛି। ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…
Read More...

କେନ୍ଦୁ କାଠ ଜବତ, ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ କଣ୍ଟାମାଳ ରେଞ୍ଜ ବନ ବିଭାଗକୁ ବଡ ସଫଳତା ମିଳିଛି। ଖୁଣ୍ଟିଗୋରା ଛକରୁ କେନ୍ଦୁ କାଠ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୂତାବକ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ…
Read More...

ଏମକେସିଜି ମେଡିକାଲ କଲେଜରେ ଛାତ୍ର ରାଗିଂ ଘଟଣା: ୪ ସିନିୟର୍‌ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ସିନିୟର ଛାତ୍ରଙ୍କୁ  କ୍ୟାମ୍ପସରୁ ବ୍ୟାନ୍ କରାଯାଇଛି।…
Read More...

ମନୁଷ୍ୟ ମସ୍ତିଷ୍କରେ ଲାଗିଲା ଚିପ୍ : କଣ ମିଳିବ ସୁଫଳ….

ନୂଆଦିଲ୍ଲୀ: ଟେସଲା ମାଲିକ ଏଲୋନ୍ ମସ୍କଙ୍କ ଷ୍ଟାର୍ଟଅପ୍ ନ୍ୟୁରାଲି ଅସ୍ତ୍ରୋପଚାର ମାଧ୍ୟମରେ ମାନବ ମସ୍ତିଷ୍କରେ ଏକ ଚିପ୍ ଲଗାଇଛି। ଏହି ଡିଭାଇସ୍ ଟିଏକ ଛୋଟ ମୁଦ୍ରାର ଆକାର ସଦୃଶ। ଯାହା ମଣିଷ ମସ୍ତିଷ୍କ ଏବଂ…
Read More...

ବନ୍ଧା ହେଲେ ଆର୍‌ଟିଓ: ଖୁସିରେ ନାଚିଲେ ଡ୍ରାଇଭର୍‌

ବୌଦ୍ଧ: ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଯାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ସମେତ ବିଭିନ୍ନ ସଂଗଠନ…
Read More...

ପିକଅପ୍ ଭ୍ୟାନ୍ ଓଲଟି ୫ ଆହତ

ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ଓଲଟିପଡିଛି। ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଯୁଯୁମରା ଥାନା ହାତୀବାରୀ ନିକଟରେ ଏହି ଅଘଟଣ ଘଟିଛି। ୫…
Read More...

ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ଲାଗି ପୁଟିନ୍‌ ଦାୟୀ: ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଭ୍ଲାଦିମିର୍ ପୁଟିନଙ୍କ ବିରୋଧୀ ଆଲେକ୍ସ ନାଭାଲ୍‌ନିଙ୍କ ମୃତ୍ୟୁ ହୋଇଛି । ସନ୍ଦେହଜନକ ପରିସ୍ଥିତିରେ ଜେଲ୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ…
Read More...

ଉତକ୍ଷେପଣ ହେବ ଇସ୍ରୋର ଇନ୍‌ସାଟ୍-3DS ସାଟେଲାଇଟ୍

ନୂଆଦିଲ୍ଲୀ: ଆଜି (ଶନିବାର) ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ। ପାଣିପାଗ ସାଟେଲାଇଟ୍ ଇନସାଟ୍ ଥ୍ରୀଡି ଏସ୍ ଉତକ୍ଷେପଣ ପାଇଁ କାଉନଡାଉନ୍ ସରି ସରି ଆସୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ…
Read More...

ପରଲୋକରେ ‘ଉଡାନ’ ଫେମ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ପରଲୋକରେ ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍‌ ଅଭିନେତ୍ରୀ କବିତା ଚୌଧୁରୀ। ୬୭ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି। ଅଭିନେତ୍ରୀଙ୍କ ଭଣଜା ଅଜୟ ସୟାଲ ଏନେଇ ସୂଚନା ଦେଇଛନ୍ତି।…
Read More...

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ବର: ଆଜିଠାରୁ (ଶନିବାର) ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେଉଛି। ଚଳିତବର୍ଷ କଳାରେ ମୋଟ୍ ୨ ଲକ୍ଷ ୩୭ ହଜାର ୭୫୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫ହଜାର…
Read More...

ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧିବେଶନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆଜିଠାରୁ (ଶନିବାର) ନୂଆଦିଲ୍ଲୀଠାରେ ଆରମ୍ଭ ହେବ। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ । ରାଷ୍ଟ୍ରୀୟ…
Read More...

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଶନିବାର ରାଶିଫଳ

ମେଷ:ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ। ବୃଷ:…
Read More...

କମିଶନଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ନିର୍ବାଚନ କମିଶନଙ୍କ ଟିମ୍ ଆଜି (ଶନିବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ , ମୁଖ୍ୟ ଶାସନ ସଚିବ , ପୁଲିସ ଡିଜିଙ୍କ ସହିତ ଭୋଟ୍ ପ୍ରସ୍ତୁତି ବ୍ୟବସ୍ଥା ସମ୍ପର୍କ​ରେ ଆଲୋଚନା…
Read More...

୧୩ ଜିଲ୍ଲାରେ ୨୦ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାରେ ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକି ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ। ଆଧୁନିକ ଓ ସ୍ମାର୍ଟ…
Read More...

ଦେଖୁଥିବା ସ୍ବପ୍ନ କାହାରିକୁ କହୁଛନ୍ତି କି ? ହୋଇଯାନ୍ତୁ ସାବଧାନ….

ନୂଆଦିଲ୍ଲୀ: ଯଦି ଆପଣ ସ୍ବପ୍ନ ଦେଖିବା ପରେ କାହାରିକୁ କହିବାର ଅଭ୍ୟାସ ରହିଛି। ତେବେ ସାବଧାନ ରୁହନ୍ତୁ। ଏହି ଅଭ୍ୟାସ ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ। ତେବେ ସ୍ବପ୍ନ ଶାସ୍ତ୍ରରେ ଏମିତି ଅନେକ ଲୋକଙ୍କ ସମ୍ପର୍କରେ…
Read More...

ଆମେରିକା କାନସାସ୍ ସହରରେ ଗୁଳିମାଡ଼: ଜଣେ ମୃତ,୨୨ ଆହତ

ନୂଆଦିଲ୍ଲୀ: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଲଗାତାର ଗୁଳିମାଡରେ ଲୋକଙ୍କ ଜୀବନ ଯାଉଛି। ଆମେରିକା ମିସୋରିର କାନସାସ୍ ସହରରେ ଏକ ରାଲି ସମୟରେ ଗୁଳିମାଡ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ…
Read More...

କଷ୍ଟମ୍ ଅଧିକାରୀଙ୍କ ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟିନେଲେ ୬ ଲକ୍ଷ!

ଲକ୍ଷ୍ନୌ:  ବିଦେଶରୁ ପାର୍ସଲ ଆସିବାର ବାହାନା କରି ଲକ୍ଷ୍ନୌର ଜଣେ ମହିଳାଙ୍କଠାରୁ ସାଇବର ଠକମାନେ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଠକେଇ ସମ୍ପର୍କରେ ସୂଚନା ପାଇବା ପରେ ପୀଡିତା ମହିଳା ଜଣକ ଗୁଡୱା…
Read More...

ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ: ୧୭ ଯାଏଁ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା

ଭୁବନେଶ୍ବର: ଆଜି (ଗୁରୁବାର) ମୁଖ୍ୟ ନିର୍ବାଚନ କମିଶନ ଓଡିଶା ଆସୁଛନ୍ତି। ନିର୍ବାଚନ କମିଶନା ରାଜୀବ କୁମାରଙ୍କ ନେତୃତ୍ବରେ ୭ ଜଣିଆ ଟିମ୍ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶାରେ ୧୭ ତାରିଖ ଯାଏଁ ନିର୍ବାଚନ…
Read More...

ବୌଦ୍ଧ ଆରଟିଓ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି। ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି…
Read More...

ଆଜିଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

ରାଜକୋଟ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରାରମ୍ଭ ଭାରତ ପାଇଁ ସଠିକ୍‌ ନଥିଲା। ପ୍ରଥମ ଟେଷ୍ଟରେ ଘରୋଇ ଦଳର ଦୁର୍ବଳତାର ଫାଇଦା ଉଠାଇ ଇଂଲଣ୍ଡ ଏହାକୁ ଜିତି ନେଇଥିଲା। ଏହାପରେ ଭାରତ ତା’ର ତ୍ରୁଟି ସୁଧାରି ୨ୟ…
Read More...

ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ନୟାଗଡ: ନୟାଗଡ ଦଶପଲ୍ଲା ଥାନା ସିମିଳିସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୁତ୍ତ ମାନେ ଘରେ ପଶି କଳାକନା ବୁଲାଇବା ସହ ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଗାଁର ପ୍ରମୋଦ ପ୍ରଧାନଙ୍କର…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ

ଆଠଗଡ: ଆଠଗଡ ନୂଆ ଆଙ୍କୁଲା ଛକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରକ୍ ରାସ୍ତାକଡକୁ ଓଲଟିପଡିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଏଥିରେ ଗୁରୁତର…
Read More...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ଶକ୍ତିମାନ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ସଂଗ୍ରାମୀ ମନୋବୃତ୍ତିର ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ହେବେ। ଆହାର ପୋଷିତ ହେବ। ବୃଷ: ଏକାନ୍ତ…
Read More...

ଟ୍ବିନ୍‌ ସିଟିରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ବର : ଫେବୃଆରୀରୁ ବଢ଼ିଲାଣି ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା। ସେମିଳିଗୁଡ଼ା ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବାବେଳେ ଦିନ ତାପମାତ୍ରା ମଧ୍ୟ ୧୧ଟି ସ୍ଥାନରେ ୩୩…
Read More...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ରାଜ୍ୟସଭା ପାଇଁ ଗୁରୁବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଏଥିପାଇଁ ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…
Read More...

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଏସ୍ କ୍ଲୋନିଂ କଣ? କିଭଳି ଏଥିରୁ ବର୍ତ୍ତିବେ…

ନୂଆଦିଲ୍ଲୀ: ଯଦି ହଠାତ୍ ଆପଣଙ୍କୁ କେହି ଫୋନ୍ କରି ଖରାପ୍ ଖବର କହି ପଇସା ମାଗୁଛି ତ ଭୟଭୀତ ହୁଅନ୍ତୁନାହିଁ। ଟିକେ ଶାନ୍ତ ରୁହନ୍ତୁ ଏବଂ ସବୁ କିଛି ବିଷୟରେ ଭଲ ଭାବରେ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହା…
Read More...

ଚତୁର୍ଥଥର ପାଇଁ ନୱାଜ ସରିଫ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ରହିଥିବା ଦୋହରାଇଛନ୍ତି। ୭୪ ବର୍ଷୀୟ ନୱାଜ୍ ସରିଫ୍ ୧୯୯୦ ମସିହାରେ ଦାୟିତ୍ବ ଗ୍ରହଣ କରିଥିଲେ।…
Read More...

ସରସ୍ବତୀ ପୂଜାରେ ମହାପ୍ରଭୂଙ୍କୁ ଦର୍ଶନ କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ବୁଧବାର ପୁରୀ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀମନ୍ଦିର ଭିତରେ କାଳିଆ ଦର୍ଶନ ସହ ମା ସରସ୍ୱତୀଙ୍କୁ ମଧ୍ୟ ଦର୍ଶନ କରି ଆଶୀଷ…
Read More...

ଦିଲ୍ଲୀ ଚଲୋ ଜିଦ୍‌ରେ ଅଟଳ ଚାଷୀ : ଶମ୍ଭୁ ବର୍ଡରରେ ଚାଷୀ-ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି କୁହାଯାଇଛି। ହରିୟାଣା ସରକାର ଫେବୃଆରୀ ୧୫ ତାରିଖ…
Read More...

ଶିବ ମନ୍ଦିରରୁ ସୁନା ଅଳଙ୍କାର ଓ ଆସବାବପତ୍ର ଚୋରି

ବାଲେଶ୍ବର: ଜଳେଶ୍ବର ଥାନା ବାଗପୁଞ୍ଜି ଗାଁରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଗାଁରେ ଥିବା ଶିବ ମନ୍ଦିରରୁ ସୁନା ଅଳଙ୍କାର ଏବଂ ଆସବାବପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରରୁ ଠାକୁରଙ୍କର…
Read More...

ହାତ ଛାଡିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ୍ ମହାନ୍ତି

ଭୁବନେଶ୍ବର: କଂଗ୍ରେସକୁ ଆଉ ଏକ ବଡ ଝଟକା। ଦଳ ଛାଡିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ୍ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି।  ଅଂଶୁମାନ୍ କେନ୍ଦ୍ରାପଡା ରାଜନଗରରୁ ୨୦୧୪ ରୁ ୨୦୧୯…
Read More...

ପୁଲୱାମା ଘଟଣାକୁ ୫ବର୍ଷ: ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୫ ବର୍ଷ । କଳା ଦିବସର ସ୍ମରଣ ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଦେଶବାସୀ। ସାରା ଦେଶ ଆଜି ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରୁଛି । ୧୪…
Read More...

ପବିତ୍ର ବସନ୍ତପଞ୍ଚମୀ: ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ, ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଭୁବନେଶ୍ବର: ବୁଧବାର ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମାଆ ସରସ୍ବତୀ। ସରସ୍ବତୀ ହେଉଛନ୍ତି ଜ୍ଞାନର ଦେବୀ। ତେଣୁ ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ମାଆଙ୍କୁ…
Read More...

ପବିତ୍ର ଶ୍ରୀପଞ୍ଚମୀ: ବୁଧବାରଠୁ ରଥ ନିର୍ମାଣ ପାଇଁ ଅନୁକୂଳ ହେବ ରଥକାଠ

ପୁୂରୀ: ବୁଧବାର ପବିତ୍ର ଶ୍ରୀପଞ୍ଚମୀ। ଏଥିଲାଗି ପୁରପଲ୍ଲୀ ଉତ୍ସବମୂଖରିତ ହୋଇଉଠିଛି। ସବୁଟି ବିଦ୍ୟାଦାତ୍ରୀ ମାଆ ସରସ୍ବତୀଙ୍କୁ ଆରାଧନା କରାଯାଉଛି। ଏହି ଅବସରରେ ଆଜିର ତିଥିରେ ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା…
Read More...

ବୁଧବାର ବିଏପିଏସ୍‌ ସ୍ବାମୀ ନାରାୟଣ ମନ୍ଦିରର ଲୋକାର୍ପଣ

ନୂଆଦିଲ୍ଲୀ : ବୁଧବାର ଆବୁଧାବି ସ୍ଥିତ ବିଏପିଏସ୍‌  ସ୍ବାମୀ ନାରାୟଣ ମନ୍ଦିରରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା , ସଂସ୍କୃତିର ଝଲକ ଦେଖିବାକୁ ମିଳିଛି।…
Read More...

ଆଜି ଦିନର ମହତ୍ତ୍ବ: ବୁଧବାର ରାଶିଫଳ

ମେଷ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଅନ୍ତଃକରଣ ଶୁଦ୍ଧି ରଖନ୍ତୁ। ଦେଖିବେ ଜ୍ଞାନ ଚକ୍ଷୁ ଖୋଲିଯିବ। ଆଦର୍ଶବାଦୀ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ। ବୃଷ: ଶୁଦ୍ଧ,…
Read More...

ଓଡିଶାରେ ଆଉଟ୍‌ସୋର୍ସିଂ ସରକାର: ଶିବରାଜ୍ ସିଂ ଚୌହାନ୍

ଭୁବନେଶ୍ବର: ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ୍ । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସମାଲୋଚନା କରି ଓଡିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଛନ୍ତି। ନବୀନ ବାବୁ ନିଜେ…
Read More...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଗତ ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୫ ବର୍ଷରେ ୫୦ଟି ମୁଖ୍ୟ…
Read More...

ଭୁବନେଶ୍ବରରେ ଶିବରାଜ୍ ସିଂ ଚୌହାନ୍

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ୍ । ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଜଗତସିଂହପୁର ଲୋକସଭା…
Read More...

ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ୍: ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ୍। ବିଧାନସଭାରୁ ତାଙ୍କୁ ସଂସଦକୁ…
Read More...

ହୋଟେଲରୁ ମିଳିଲା ନିଖୋଜ ଆଇଆଇଟି ଅଧିକାରୀଙ୍କ ମୃତଦେହ

ନୂଆଦିଲ୍ଲୀ: ଗତ ଦୁଇ ଦିନ ହେଲା ରାଜସ୍ଥାନ ଜୋଧପୁର ଆଇଆଇଟି କଲେଜର ଜଣେ ଅଧିକାରୀ ନିଖୋଜ ହୋଇଯାଇଥିଲେ । ମଙ୍ଗଳବାର ଦିଲ୍ଲୀର ଏକ ହୋଟେଲରୁ ତାଙ୍କର ମୃତଦେହ ମିଳିଛି। ସୂଚନା ମୂତାବକ ଆଇଆଇଟି କଲେଜ ଅଧିକାରୀ ସୁନୀଲ…
Read More...

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ରାଜସ୍ଥାନ: ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ର ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଛନ୍ତି। ଯାହା ଚଳିତବର୍ଷର ଚତୁର୍ଥ ଘଟଣା। ମୃତ ଛାତ୍ର ଜଣକ ଦ୍ବାଦଶ ଶ୍ରେଣୀରେ ପଢୁଥିବାବେଳେ ସେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ…
Read More...

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ: ଜଣେ ମୃତ, ୧୬ ଆହତ

କେରଳ: ସୋମବାର କେରଳର ତ୍ରିପୁନିଥୁରାରେ ଥିବା ଏକ ବେଆଇନ୍ ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ…
Read More...

ଯାଜପୁର ଗସ୍ତରେ ଯିବେ ଫାଇଭ୍-ଟି ଅଧ୍ୟକ୍ଷ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍‌

ଯାଜପୁର: ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତ କରିବେ ଫାଇଭ୍-ଟି ଅଧ୍ୟକ୍ଷ। ତେବେ ପ୍ରଥମ ପର୍ଯ୍ୟାୟରେ ଏନସି କଲେଜ ପଡିଆରେ ଆୟୋଜିତ ନୂଆ-ଓ  ମହୋତ୍ସବରେ ଯୋଗଦେବେ । ଯାଜପୁର ସହରର ଏନସି କଲେଜ ପଡିଆଠାରେ ଜିଲ୍ଲାର ବିଭିନ୍ନ…
Read More...

ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ

ଭୁବନେଶ୍ବର: ଥମୁନି ହାତୀ ମୃତ୍ୟୁ। ମଙ୍ଗଳବାର ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ ଘଟିଛି। ତେବେ ଖୋର୍ଦ୍ଧା ଅଞ୍ଚଳରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା। ଏହାପରେ ଦନ୍ତାଟିକୁ ଭରତପୁର ଜଙ୍ଗଲକୁ ଅଣାଯାଇ ଚିକିତ୍ସା…
Read More...

ସଲେପାଲି, ଉଡାର ଓ ମହଲାଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଦେଓଗାଁ : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି, ଉଡାର ଓ ମହଲାଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସାଲେପାଲି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ବଳ୍ଲବୀ ସାହୁ…
Read More...