www.samajalive.in
Sunday, December 7, 2025
15.1 C
Bhubaneswar

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଜୟସ୍ବାଲ୍‌ଙ୍କ ଦ୍ବିଶତକ

ରାଜସ୍ଥାନ: ରାଜକୋଟ ଟେଷ୍ଟରେ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଦ୍ବିଶତକ । ଟେଷ୍ଟ କ୍ୟାରିଅରରେ ଆଉ ଏକ ଦ୍ୱିଶତକ ଯୋଡ଼ିଛନ୍ତି ଯଶସ୍ୱୀ ଜୟସ୍ବାଲ୍ । ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଦ୍ୱିଶତକ କରିଛନ୍ତି । ସେହିପରି ଡେବ୍ୟୁ କରୁଥିବା ସର୍ଫରାଜ ଖାନ ମଧ୍ୟ ଦୁଇଟି ଅର୍ଦ୍ଧଶତକ କରିଛନ୍ତି। ୨୩୧ ବଲ୍‌ରୁ ଜୟସ୍ବାଲ୍ ଦ୍ବିଶତକ ହାସଲ କରିଛନ୍ତି। ସେ ୧୩ଟି ଚୌକା ଓ ୧୦ଟି ଛକା ମାରିଛନ୍ତି। ଜୟସ୍ବାଲ୍ ୨୩୬ ବଲ୍ ଖେଳି ୨୧୪ ରନ୍ କରିଥିବାବେଳେ ସର୍ଫରାଜ୍ ୭୦ ବଲ୍‌ରେ୬୮ ରନ୍ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories