www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ଥାନା ଅଧିକାରୀଙ୍କୁ ମାଡ

ଜଳେଶ୍ବର: ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ତାଳସାରୀ ସାମୁଦ୍ରିକ ଥାନାର ମହିଳା ଆଇଆଇସିଙ୍କୁ ସ୍ଥାନୀୟ ଲୋକ ମାଡ ମାରିଛନ୍ତି। ଯାହାକୁ ନେଇ ଭୋଗରାଇ ବ୍ଲକ ଉଦୟପୁରରେ ଚାପା ଉତ୍ତେଜନା ଦେଖାଦେଇଛି। ଏଥିରେ ୨୦ ଜଣଙ୍କୁ ଅଟକ ରଖାଯାଇଛି। ତେବେ​‌ ଗାଁରେ ଜୁଆ ଖେଳ ଚାଲିଥିବାରୁ ଏହାକୁ ବନ୍ଦ କରିବାକୁ କହିବାରୁ ଗାଁ ଲୋକ ଆକ୍ରମଣ କରିଥିଲେ। ଏକ ଦୋକାନ ଘରେ ବନ୍ଦ କରି ଆଇଆଇସିଙ୍କୁ ନିର୍ଯ୍ୟାତନା ଦେବା ସହ ଡ୍ରାଇଭରଙ୍କୁ ମାଡ ମରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories