www.samajalive.in
Saturday, December 6, 2025
14.1 C
Bhubaneswar

ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ

ଭୁବନେଶ୍ବର: ଥମୁନି ହାତୀ ମୃତ୍ୟୁ। ମଙ୍ଗଳବାର ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ ଘଟିଛି। ତେବେ ଖୋର୍ଦ୍ଧା ଅଞ୍ଚଳରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା। ଏହାପରେ ଦନ୍ତାଟିକୁ ଭରତପୁର ଜଙ୍ଗଲକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ବାଣ ବିସ୍ଫୋରଣରେ ହାତୀଟିର ପାଟିରେ ଗଭୀର କ୍ଷତ ହୋଇଥିଲା। ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି। ତେବେ କିଏ ଏବଂ କାହିଁକି ଏପରି କରିଛି। ତାର ତଦନ୍ତ ହେବା ସହ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ୍ ପରେ ଜଣାପଡିବ ବୋଲି ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories