ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଚଣ୍ଡିଚୁଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବାଇକ ଆରୋହୀ ଜଣଙ୍କର ପରିଚୟ…
Read More...

ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା !

ଭଦ୍ରକ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପରିବାର ଲୋକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ମୃତକ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ୪…
Read More...

ପୁରୀ ସ୍ବର୍ଗଦ୍ବାରରେ ହେବ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଅନ୍ତିମ ସଂସ୍କାର

କଟକ: ପୁରୀ ସ୍ବର୍ଗଦ୍ବାରରେ ହେବ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଅନ୍ତିମ ସଂସ୍କାର । ତାଙ୍କ ପାର୍ଥୀବ ଶରୀରକୁ କଟକ ବାସଭବନରୁ ଏସସିବି ମେଡିକାଲକୁ ନିଆଯିବ। କାରଣ ୫୦ ବର୍ଷ ଧରି ସେ ଏସସିବି ସହ ଜଡିତ ଥିଲେ । ଏଇଠି…
Read More...

୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍ ପ୍ରସ୍ତୁତି: ଏଥର ଭାଗନେବେ ୬୪ କଣ୍ଟିଜେଣ୍ଟ

ଭୁବନେଶ୍ବର: ଜାନୁଆରୀ ୨୬ରେ ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବାକୁ ଯାଉଛି। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗାନ୍ଧି ମାର୍ଗରେ ଫୁଲ ଡ୍ରେସ୍ ରିହର୍ସେଲ ହୋଇଛି। ଏଥର ଆଇପିଏସ୍ ଅଫିସର ଏ ବି ଶିଳ୍ପା ପରେଡର…
Read More...

ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ

ଯୋଡା: ଫ୍ଲାଏ ଓଭର ନିର୍ମାଣର ଠିକା ସଂସ୍ଥା ଚେଭରକ୍ସ କମ୍ପାନୀ ସୁରକ୍ଷାରେ ଢିଲା ଯୋଗୁଁ ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ କରାଯାଉଛି। ସୁରକ୍ଷାରେ ଢିଲା ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ…
Read More...

ଓଡ଼ିଆ ବିଶ୍ବବିଦ୍ୟାଳୟ ନୂତନ କୋଠା ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସୁଆଣ୍ଡୋ/ସାକ୍ଷୀଗୋପାଳ: କୋଟି କୋଟି ଓଡିଆଙ୍କର ସ୍ବପ୍ନ ପୁରା ହେବାକୁ ଯାଉଛି। ବୁଧବାର ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ  ମାଧ୍ୟମରେ ଲୋକାର୍ପଣ…
Read More...

ଆଜି ବି ରାମଲାଲାଙ୍କ ଦର୍ଶନ ଲାଗି ପ୍ରବଳ ଗହଳି

ନୂଆଦିଲ୍ଲୀ: ବୁଧବାର ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଆଗରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରୁ ରାମ ପଥରେ ଶ୍ରଦ୍ଧାଳୁମାନେ ଧାଡିରେ ଅପେକ୍ଷା କରିଛନ୍ତି। ରାମଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର…
Read More...

କାନାଡାରେ ବିମାନ ଦୁର୍ଘଟଣା: ୬ ମୃତ

ନୂଆଦିଲ୍ଲୀ : କାନାଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।  ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ଜଣେ ଗୁରୁତରଙ୍କୁ…
Read More...

ଟ୍ବିନ୍ ସିଟିରେ ହାଲୁକା ବର୍ଷା : କାଲି ଯାଏଁ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଶୀତ ସାଙ୍ଗକୁ ଝିପଝିପ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଗତ ତିନି ଦିନ ହେବ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳୁଛି। ବୁଧବାର କଟକ ଏବଂ ଭୁବନେଶ୍ବରରେ ହାଲୁକା ଧରଣର ବର୍ଷା…
Read More...

କେମିତି କଟିବ ଆଜି ଆପଣଙ୍କ ଦିନ : ବୁଧବାର ରାଶିଫଳ

ମେଷ: ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ବୃଷ:…
Read More...

ନିଲମ୍ବନ ପ୍ରତ୍ୟାହୃତ: କଂଗ୍ରେସ ଦଳକୁ ଫେରିଲେ ୩ ନେତା

ଭୁବନେଶ୍ଵର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିଲମ୍ବନ ପ୍ରତ୍ୟାହାର ନେଇ…
Read More...

ସଚେତନ ହୁଅ ନହେଲେ ଆଗାମୀ ପୀଢି କ୍ଷମା କରିବେନି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: ମହାମାରୀକୁ ରୋକିବାକୁ ଗୁରୁତ୍ବ ଦିଅ। ଏଭଳି କିଛି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ କହିଛନ୍ତି ମେ ମାସ ସୁଦ୍ଧା ମହାମାରୀକୁ ମୁକାବିଲା କରିବାକୁ ଦେଶ ବିଫଳ…
Read More...

ଆଜି ଅପରାହ୍ଣରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ: ବୁଲିବେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ

ପୁରୀ : ମଙ୍ଗଳବାର ଅପରାହ୍ନରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ । ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା…
Read More...

ନଳୀକୁମ୍ଫା ଜଙ୍ଗଲରେ ଏନ୍‌କାଉଣ୍ଟର: ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ମାଓବାଦୀ

ବୌଦ୍ଧ: ପୁଣି ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ମାଓ କ୍ୟାମ୍ପ ଧ୍ବଂସ ହୋଇଥିବାବେଳେ ୨୫ରୁ…
Read More...

ବଢିଲା ଚିତାସଂଖ୍ୟା: କୁନୋରେ ଶାବକ ଜନ୍ମକଲା ନାମିବୀୟ ଚିତା ‘ଜ୍ବାଳା’

ନୂଆଦିଲ୍ଲୀ: ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଚିତା ଜ୍ବାଲା ୩ଟି ଛୁଆକୁ ଜନ୍ମ ଦେଇଛି। ଏ ନେଇ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ସୂଚନା ଦେଇଛନ୍ତି।…
Read More...

ଚୀନରେ ଭୀଷଣ ଭୂମିକମ୍ପ: ଦିଲ୍ଲୀରେ ବି ଝଟ୍‌କା

ନୂଆଦିଲ୍ଲୀ:  ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳୀ ନେପାଳ-ଚୀନ ସୀମାନ୍ତ ବୋଲି କୁହାଯାଉଛି। ଭୂପୃଷ୍ଠରୁ ଏହାର ଗଭୀରତା ୮୦…
Read More...

ଓଏସ୍‌ଆରଟିସି ବସକୁ ଧକ୍କା ଦେଲା ଘରୋଇ ବସ୍ , ଏକାଧିକ ଆହତ

ଭୁବନେଶ୍ବର: ବାଣୀବିହାର ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଓଏସ୍‌ଆର୍‌ଟିସି ବସକୁ ଏକ ଘରୋଇ ବସ୍ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଲୋକ ଆହତ ହୋଇଥିବା ସୂଚନା​‌ ମିଳିଛି।…
Read More...

ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ: ଚଳଚଞ୍ଚଳ ନେତାଜୀଙ୍କ ଜନ୍ମସ୍ଥାନ

କଟକ: ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ। ଏଥିଲାଗି କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପୁରା ଚଳଚଞ୍ଚଳ ହୋଇପଡିଛି। ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର କୋଠାକୁ…
Read More...

ପାଣି ଓ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ

ମୟୁରଭଞ୍ଜ: ପାଣି ଏବଂ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ମୁଖ୍ୟ ରାସ୍ତାରେ ଶତାଧିକ ଲୋକ ଗରା ବାଲଟି ଧରି ଆନ୍ଦୋଳନ କରିଛନ୍ତି। କପ୍ତିପଦା ବ୍ଳକ ଲାବଣ୍ୟଦେଇପୁର…
Read More...

ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପ୍ରବଳ ଭିଡ

ନୂଆଦିଲ୍ଲୀ : ଭାରତ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଓ ଗୌରବମୟ ଅଧ୍ୟାୟ । ଐତିହାସିକ କ୍ଷଣରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମନ୍ଦିରର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି ।…
Read More...

ଆମେରିକାରେ ଗୁଳିମାଡ: ୮ ମୃତ

ନୂଆଦିଲ୍ଲୀ: ଆମେରିକାରେ କେହି ଜଣେ ଦୁର୍ବୁତ୍ତ ଆଖିବୁଜା ଗୁଳିଚାଳନା କରିଛନ୍ତି । ଏଥିରେ ୮ଜଣଙ୍କର ମୃତ୍ୟୁ ଘଟିଛି। ଶିକାଗୋ ସହରର ଦୁଇଟି ପୃଥକ ପୃଥକ ସ୍ଥାନରେ ଏହି ଗୁଳିମାଡ କରାଯାଇଛି। ଗୁଳିମାଡ କରି ଦୁର୍ବୁତ୍ତ ଜଣକ…
Read More...

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅଶାନ୍ତିର ପରିସମାପ୍ତି ଘଟିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜ ବଂଶୋଦ୍ଭବ ପୂଜ୍ୟ ହେବେ। ନାନା ସୁନ୍ଦର ବସ୍ତୁ ଲାଭ ହୋଇପାରେ। ତୀର୍ଥ ସୁଖ ମିଳିବ। ସୁନ୍ଦର ବସ୍ତୁ ଲାଭ ହୋଇପାରେ। ବୃଷ:…
Read More...

କଣ୍ଟେନର ଓଲଟି ୪୦ ଗୋରୁଙ୍କ ମୃତ୍ୟୁ

ସୋନପୁର: ସୋନପୁର ବିଶିମୁଣ୍ଡା ଚକରେ ଅଭାବନୀୟ ଘଟଣା ଘଟିଛି। ଏକ ଗୋରୁ ବୋଝେଇ କଣ୍ଟେନର ଓଲଟି ୪୦ ଗୋରୁଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ  ଏକ କଣ୍ଟେନରରେ…
Read More...

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ବାଇକ୍‌ ଆରୋହୀ ମୃତ

ଜଗତସିଂହପୁର: ଜଗତସିଂହପୁର ରାହାମା ତେରମାଣପୁର ମଠସାହିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।  ଜଣେ ଗୁରୁତରଙ୍କୁ ନିକଟସ୍ଥ…
Read More...

ଅଯୋଧ୍ୟାରେ ନୂଆ ବିଶ୍ୱ ରେକର୍ଡ କଲା ସୁଦର୍ଶନଙ୍କ ବାଲୁକା କଳା

ନୂଆଦିଲ୍ଲୀ: ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି। ସାରା ବିଶ୍ବବାସୀ ସେହି ଦିବ୍ୟ ମୁହୁର୍ତ୍ତକୁ ଅପେକ୍ଷା କରି ରହିଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ…
Read More...

ଜଙ୍ଗଲୀ ହାତୀଙ୍କୁ ଆୟତ୍ତ କରିବାକୁ କୁମକି ହାତୀଙ୍କୁ ତାଲିମ ଦେବେ ମାହୁନ୍ତ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ବଣୁଆ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ଫଳରେ କେତେବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି ତ ଆଉ କେତେବେଳେ ହାତୀ…
Read More...

ବ୍ୟାଙ୍କ ଫେରନ୍ତାଙ୍କ ଠାରୁ ଟଙ୍କା ଲୁଟ୍

ପାଟଣା : ଦିନକୁ ଦିନ ଲୁଟ୍ ରାହାଜାନି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।  ଘଟଗାଁ ଥାନା ଅଞ୍ଚଳ ପିପିଳିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଜଣେ ବ୍ୟକ୍ତି ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଛନ୍ତି।…
Read More...

ଏହି ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ – ସୋମବାର ରାଶିଫଳ

ମେଷ: ସ୍ବାଧୀନ ଭାଷଣ, ସ୍ବାଧୀନ ବିହାର, ସ୍ବାଧୀନ ଜୀବନ ଓ ସ୍ବାଧୀନ ସମିତି ଏହି ଚାରିସ୍ତମ୍ଭ ହେଉଛି ମାନବ ସଂସ୍ଥତି; ଯାହା ଆପଣଙ୍କଠାରେ ପ୍ରତିଭାତ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟରେ ସର୍ବତ୍ର ବିଜୟୀ…
Read More...

ଫେବୃଆରୀରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

ଭୁବନେଶ୍ବର : ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ  ଆଗାମୀ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ରାଜଧାନୀର…
Read More...

ରାଜ୍ୟରେ ୪ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ପ୍ରାୟ ସ୍ଥାନରେ ପାଗ ମେଘୁଆ ରହିବା ସହ ୧୫ଟି ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ୪ଦିନ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କିଛି…
Read More...

ଆଜି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା

ଅଯୋଧ୍ୟା : କୋଟି କୋଟି ଭାରତୀୟଙ୍କର ଦୀର୍ଘ ପ୍ରାୟ ୫୦୦ ବର୍ଷର ଏକ ବଡ ସ୍ବପ୍ନ ସାକାର ହେବାକୁ ଯାଉଛି। ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିର ସୋମବାର ପ୍ରତିଷ୍ଠା କରାଯିବ। ମନ୍ଦିର ପ୍ରତିଷ୍ଠା ସହିତ…
Read More...

ମଣିଷଙ୍କୁ ଦେଖୁଛନ୍ତି ଏଲିଅନ୍ !

ନୂଆଦିଲ୍ଲୀ: ଏଲିଅନ୍‌ ନାହାଁନ୍ତି ବୋଲି କେହି ମଧ୍ୟ ଦାବି କରିପାରିବେ ନାହିଁ। ବହୁତ୍ କମ୍ ଲୋକ ଜାଣନ୍ତି ଯେ ବୈଜ୍ଞାନିକମାନେ ମଧ୍ୟ ଏମାନଙ୍କୁ ନେଇ ଅଧ୍ୟୟନ କରନ୍ତି। ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ…
Read More...

୩ ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍ , ଡ୍ରାଇଭର୍‌ ଫେରାର୍‌

ଭଦ୍ରକ: ଭଦ୍ରକ ରାଣୀତାଲ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜ ସାମ୍ନାରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦୁଇ ଜଣ ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣଙ୍କର…
Read More...

୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ

ଭୁବନେଶ୍ବର: ୨୦୨୩ ବର୍ଷ ପାଇଁ ରାଜ୍ୟ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ରାଜ୍ୟପାଳ ପଦକ ପାଇବେ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ,…
Read More...

ଅଟୋ ଓଲଟି ୫ ଯାତ୍ରୀ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପିଠିଆଷଣ୍ଢ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିଛି। ଏଥିରେ ୫ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ…
Read More...

ନିର୍ମାଣଧିନ ଘରୁ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବାଲିଗୁଡା: ବାଲିଗୁଡା ଥାନା ପଣସପଡି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିର୍ମାଣଧିନ ଘରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଙ୍କର ବେକ ଏବଂ ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।…
Read More...

ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

କରଞ୍ଜିଆ: ରାଜ୍ୟର କିଛି ସ୍ଥାନରେ ଘନ କୁୁହୁଡି ସାଙ୍ଗକୁ ଲଗାଣ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଇଛି। ଆଗାମୀ ୩ ଦିନ ଯାଏଁ କିଛି ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଏହାରି…
Read More...

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ: ଶ୍ବଶୁର ଘର ଲୋକ ଫେରାର୍‌

ମାଲକାନଗିରି: ମାଲାକାନଗିରି ଜିଲ୍ଲା ସଦର ପାପଡାହାଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଜଣେ  ନବବଧୂକୁ ଶ୍ବଶୁର ଘର ଲୋକ ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଗୀତା ସେଠି ବୋଲି ଜଣାପଡିଛି।…
Read More...

ପ୍ରାଣ ପ୍ରତିଷ୍ଠା ଦିନ ଛୁଟି ଘୋଷଣା ପ୍ରସଙ୍ଗ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୪ ଛାତ୍ର

ନୂଆଦିଲ୍ଲୀ: ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଅଯୋଧ୍ୟାରେ୧୨୫ କଳସରେ ରାମଲାଲାଙ୍କ ବିଗ୍ରହର …
Read More...

ରାଜ୍ୟରେ ୩ ଦିନ ପାଇଁ ଘନ କୁହୁଡି ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟ ପାଣିପାଗରେ ଅଚାନକ ପରିବର୍ତ୍ତନ ଦେଖାଦେଇଛି।  ସୁନ୍ଦରଗଡର ବଣାଇ ସମେତ ବିଭିନ୍ନ ଅଞ୍ଚଳରେ ରବିବାର ସକାଳୁ ଝିପଝିପ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳରେ କୋହଲା ପାଗ…
Read More...

ଚତୁର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍

ସୁନ୍ଦରଗଡ: ସୁନ୍ଦରଗଡର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ଚଢାଉ ଜାରି ରହିଛି। ଲଗାତାର ୪ଦିନ ଧରି ଘନଶ୍ୟାମଙ୍କ ଘର ଏବଂ ଶିଳ୍ପାନୁଷ୍ଠାନ ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍…
Read More...

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

କଟକ: କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ବାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…
Read More...

ରାସ୍ତାକଡରେ ବିସ୍କୁଟ୍ ବିକ୍ରି କରି ୫୦ଲକ୍ଷର କାର୍‌ କିଣିଲେ ଦୋକାନୀ !

ନୂଆଦିଲ୍ଲୀ : କୁହାଯାଏ ଦୁନିଆରେ କୌଣସି କାମ ଛୋଟ ନୁହେଁ।  କେବଳ ଲୋକଙ୍କ ମନର ଧାରଣା ହିଁ ଛୋଟ ହୋଇଥାଏ। କାହା ଆଗରେ ହାତ ପତାଇବା ଠାରୁ ରାସ୍ତାରେ ଠେଲା ଦୋକାନଟିଏ କରିବା ଭଲ । ଦୁନିଆ ବଦଳିବା ସହ ଲୋକଙ୍କ ଧାରଣା…
Read More...

ପୁଣି କଟକରେ ଅଘଟଣ : ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ

କଟକ: କଟକ କାଠଯୋଡି ବ୍ରିଜ୍ ନିକଟରେ ଅଭାବନୀୟ ଘଟଣା ଘଟିଛି। ମାଞ୍ଜା ସୂତାରେ ପୁଣି ଜଣେ ବ୍ୟକ୍ତିଙ୍କ ବେକ କଟିଯାଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତି ଜଣକ ଅକ୍ଷୟ ମହାପାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ…
Read More...

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବାଲେଶ୍ବର:  ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ ଘଟିଛି।  କିଛି ଦିନ ପୂର୍ବେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ…
Read More...

ଆଜି ବି ବ୍ୟବସାୟୀଙ୍କ ଘରେ ରେଡ୍ : ଅଢେଇ କୋଟି ଟଙ୍କା ଓ ୩ କେଜି ସୁନା ଅଳଙ୍କାର ଜବତ

ସୁନ୍ଦରଗଡ : ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍ ଜାରି ରହିଛି। ତିନି ଦିନ ହେଲା ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢଉ ଚାଲିଛି। ରାଜ୍ୟ ଭିତରେ ଏବଂ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ରେଡ୍ କରାଯାଉଛି।…
Read More...

ପବିତ୍ର ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ : ଶନିବାର ପବିତ୍ର ଶାମ୍ବ ଦଶମୀ ଲାଗି ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ  ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପ୍ରତି…
Read More...

୧୨ ଘଣ୍ଟିଆ ତୁଷୁରା ଏବଂ ଗୁଡଭେଲା ବନ୍ଦ

ଟିଟଲାଗଡ : ଶନିବାର ତୁଷୁରା ଏବଂ ଗୁଡଭେଲା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଗୁଡଭେଲା ଚାଷୀ ସଂଗଠନ ଓ ତୁଷୁରା ୟୁଥ୍ ଆକ୍ସନ୍ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଧାନ ମଣ୍ଡିରେ କଟନୀଛଟନୀ ଓ…
Read More...

ଅନାଦି ସାହୁଙ୍କ ପରଲୋକ

କଟକ: ପୂର୍ବତନ ପୁଲିସ ଅଧିକାରୀ ତଥା ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ ହୋଇଛି । କଟକର ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ…
Read More...

ଘନ କୁହୁଡି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଉପକୂଳ ଓଡିଶାର ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ରହିଛି। ଏଥିପାଇଁ ଉପକୂଳ ଏବଂ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ଦେଖାଦେଇଛି। ଘନ କୁହୁଡି ନେଇ ଶନିବାର ପାଇଁ ୧୯ଟି ଜିଲ୍ଲାକୁ ୟେଲୋ…
Read More...

ଏହି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍‌ ହେବେ – ଶନିବାର ରାଶିଫଳ

ମେଷ : ଜନସେବାକୁ ବୃତ୍ତିଭାବେ ଗ୍ରହଣ କରିପାରନ୍ତି। ଲୋକପୂଜ୍ୟ ହେବେ। ଚଞ୍ଚଳମନା ହୋଇପାରନ୍ତି। ଧନଶାଳୀ ହେବା ଆଶା କରାଯାଏ। ବିଦେଶ ଯାତ୍ରା ଯୋଗ ଅଛି। ଲୋଭୀ ଓ କ୍ଷଣକୋପୀ ହେବେ। ବୃଷ : ଦେବ କାର୍ଯ୍ୟ ସମ୍ପାଦନ…
Read More...

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ହାଇକୋର୍ଟଙ୍କ ଅଙ୍କୁଶ

ଭୁବନେଶ୍ୱର:ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟ ରୋକ ଲଗାଇଛନ୍ତି। କନିଷ୍ଠ ଶିକ୍ଷକ ହୋଇଥିବା ଦୁର୍ନିତୀକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି…
Read More...

ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ: ୧୮ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି: ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି।  ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି। ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ୍…
Read More...

ହ୍ବାଟ୍ସଆପ୍‌ରେ ଫାଇଲ୍ ଡାଉନ୍‌ଲୋଡ ବେଳେ ସମସ୍ୟା ହେଉଛି କି ?

ନୂଆଦିଲ୍ଲୀ: ଆଜିକାଲିର ସମୟରେ ହ୍ବାଟ୍ସଆପ୍ ଆମ ଦୈନିନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଗଲାଣି। ଅନ୍ୟମାନଙ୍କ ସହ ଚାଟିଂ କିମ୍ବା ଯୋଗାଯୋଗରେ ରହିବା ଲାଗି ପ୍ରାୟ ୯୦ ପ୍ରତିଶତ ଲୋକ ହ୍ବାଟ୍ସଆପ୍ କୁ ବ୍ୟବହାର…
Read More...

ହାଇକୋର୍ଟଙ୍କ ରାୟ : ଅବିବାହିତ ଝିଅଙ୍କୁ ପିତାମାତା ଭରଣପୋଷଣ ଦେବା ବାଧ୍ୟତାମୂଳକ

ପ୍ରୟାଗରାଜ : ଅବିବାହିତ ଝିଅଙ୍କୁ ନେଇ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି।  ପରିବାରରେ ବିବାହ କରିନଥିବା ଝିଅମାନେ ମାତା ପିତାଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର୍ ହୋଇପାରିବେ।  ଝିଅ ଯେ କୌଣସି ଧର୍ମ କିମ୍ବା…
Read More...

ଯାଆଁଳା ଶିଶୁଙ୍କୁ ହତ୍ୟା ପଛରେ ମାଆର ସମ୍ପୃକ୍ତି !

ଅନୁଗୁଳ: କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ସତ୍ୟତା ସାମ୍ନାକୁ ଆସିଛି। ନିଜ ଜନ୍ମ କଲା ମାଆ ହିଁ ନିଜେ ଦୁଇ ଯାଆଁଳା ଶିଶୁଙ୍କୁ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମାଆ ତପସ୍ବିନୀ ସାହୁ ନିଜ…
Read More...

ଗଛରେ ପିଟି ହେଲା ଆମ୍ବୁଲାନ୍ସ : ଶିଶୁ ପୁତ୍ର ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରୁଣିଆ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ଦେଢ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ…
Read More...

ପାକ୍‌ର ପାଲଟା ଜବାବ୍‌ : ଇରାନ୍-ପାକିସ୍ତାନ ସୀମାରେ ଏୟାରଷ୍ଟ୍ରାଇକ୍ ସହ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ପାକିସ୍ତାନ ଇରାନ୍ ଏୟାର ଷ୍ଟ୍ରାଇକର ପାଲଟା ଜବାବ ଦେଇଛି। ଇରାନର ଆତଙ୍କୀ ଠିକଣା ଉପରେ ପାକ୍ ବାୟୁସେନା ଆକ୍ରମଣ କରିଛି। ଇରାନ୍-ପାକ୍ ସୀମାରେ ଏୟାରଷ୍ଟ୍ରାଇକ୍ ସହ ଡ୍ରୋନ୍ ଆକ୍ରମଣ ମଧ୍ୟ କରାଯାଇଛି।…
Read More...

ମାଓ କ୍ୟାମ୍ପ ଧ୍ବଂସ କଲେ ଯବାନ

ବୌଦ୍ଧ: ବୌଦ୍ଧରେ କୁମ୍ବିଂ ଅପରେସନ୍ ବେଳେ ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଛନ୍ତି । ଗୁଳି  ବିନିମୟ ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେବା ସହ ମାଓ କ୍ୟାମ୍ପକୁ ମଧ୍ୟ ଧ୍ବଂସ କରାଯାଇଛି।  ବୁଢାଖୋଲ ଓ ମାତାକ୍ରୁପା…
Read More...

ଚେକିଂ ବେଳେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିଲା ପୁଲିସ

ପୁରୀ : ପିପିଲିରେ ଚେକିଂ ବେଳେ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଜେନାକୁ ଡେଲାଙ୍ଗ ଥାନା ପୁଲିସ୍  ଗିରଫ କରିଛି। ସୁନିଲଠାରୁ ବନ୍ଧୁକ ସହ ଦୁଇଟି ଗୁଳି ମଧ୍ୟ ଜବତ…
Read More...

ହାଜର ହେବେ କି କେଜ୍ରିୱାଲ୍ ?

ନୂଆଦିଲ୍ଲୀ: ଆଜି ଇଡିରେ ହାଜର ହେବେ ନା ପୁଣି ଟାଳିଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀ ମଦ ନୀତି ମାମଲାରେ ଗୁରୁବାର ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ…
Read More...

ବାରିପଦା ସହରରେ ଦନ୍ତା ଉତ୍ପାତ

ବାରିପଦା : ବାରିପଦା ଏମ୍‌କେସି ହାଇସ୍କୁଲ ପରିସରରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ହାତୀଟି ସ୍କୁଲ ପରିସରରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆତଙ୍କିତ…
Read More...

ଡକାୟତି ଯୋଜନା ପଣ୍ଡ: ୬ ଅଭିଯୁକ୍ତ ଗିରଫ

ରାଉରକେଲା:  ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳର ସୁନାଗହଣା ଦୋକାନରେ ଡ଼କାୟତି ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୩ଟି ବନ୍ଧୁକ, ୬ ଗୁଳି…
Read More...

ବାଣ କାରଖାନାରେ ବିସ୍ଫୋରଣ: ୨୩ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମଧ୍ୟ ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୨୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା…
Read More...

ଗୁରୁବାର ରାଶିଫଳ (ଜାନୁଆରୀ ୧୮)

ମେଷ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ସହାୟତା ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଶୁଭ ରଙ୍ଗ ଲାଲ ଓ ଶୁଭ ସଂଖ୍ୟା ୯। ବୃଷ: ଅଯଥା…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ

ପୁରୀ: ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଧବାର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜାଙ୍କ ଉପସ୍ଥିତିରେ ନଡ଼ିଆ ପିଟି ଏହାକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ…
Read More...

ବିଡିଓଙ୍କ ବାସଭବନରୁ ଲୁଟ୍: ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉଦଳା: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଉଦଳା କପ୍ତିପଦାରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଡିଓ ସିଦ୍ଧେଶ୍ବର ନାଏକଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୂତାବକ…
Read More...

କେନ୍ଦ୍ରାପଡ଼ାରେ ଦୁଇଦିନ ମଦ ବ୍ୟବସାୟ ବନ୍ଦ

ଭୁବନେଶ୍ୱର: ପୁରୀର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ୨୨ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଦିନ ମଦ ବ୍ୟବସାୟ ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୁରୀରେ ଝିପ୍‌ଝିପ୍‌ ବର୍ଷା

ପୁରୀ : ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ ହୋଇଉଠିଛି। ସବୁଠି ବଡ ଠାକୁରଙ୍କ ଜୟ ଜୟକାର ଧ୍ବନୀ ଶୁଣିବାକୁ ମିଳିଛି । ସମୁଦ୍ରକୂଳରୁ ସିଂହଦ୍ବାର , ବଡଦାଣ୍ଡରୁ ବଡ ଦେଉଳ ସବୁଠି ନାମ ସଂକୀର୍ତ୍ତନ କରାଯାଉଛି। ଘଣ୍ଟାଘଣ୍ଟା ,…
Read More...

ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ବୁଧବାର ସକାଳୁ ଜଣେ ଯୁବକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।‌ ମୃତ ଯୁବକ ଜଣକ ହେମନ୍ତ ମହାନ୍ତ ବୋଲି ଜଣାପଡିଛି।…
Read More...

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ବାଜିବ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର

ଅଯୋଧ୍ୟା: ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ହାତରେ ମାତ୍ର ଆଉ କିଛିଟା ଦିନ ବାକି ରହିଛି। ଏ ନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ଏହି ସମାରୋହ କାର୍ଯ୍ୟକ୍ରମ ସମୟରେ ପ୍ରସିଦ୍ଧି ଲାଭ…
Read More...

କୁନୋରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ମୃତ ଚିତାବାଘର ନାମ ହେଉଛି ସୌର୍ଯ୍ୟ। ଚିତାବାଘ ପ୍ରକଳ୍ପର ନିର୍ଦେଶକ କହିବା ମୂତାବକ ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟାରେ ସୌର୍ଯ୍ୟର…
Read More...

ମେସି , ବୋନମାଟିଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଦିଲ୍ଲୀ : ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ଶେଷ ୪ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଏକ କଡ଼ା ପ୍ରତିଯୋଗିତା​‌ରେ ସେ ନରୱେର ଷ୍ଟ୍ରାଇକର ଏରଲିଙ୍ଗ…
Read More...

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ : ବେଙ୍ଗାଲୁରରେ ଖେଳାଯିବ ଅନ୍ତିମ ମ୍ୟାଚ୍ , ପ୍ରଥମ ବିଜୟ ଲକ୍ଷ୍ୟରେ ଆଫଗାନ ଟିମ୍

ବେଙ୍ଗାଲୁରୁ: ଆଫ୍‌ଗାନିସ୍ତାନ ବିପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ହାତେଇ ନେଇଛି ଘରୋଇ ଭାରତ। ବୁଧବାର ୩ୟ ତଥା ଅନ୍ତିମ  ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ୨ଟି…
Read More...

ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ଲୋକାର୍ପିତ ହେବାକୁ ଯାଉଛି । ମହାଯଜ୍ଞର ପୂର୍ଣ୍ଣାହୂତି ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ସାଢେ ଚାରି କୋଟି ଓଡିଶାବାସୀ ଏହି ଶୁଭ…
Read More...

ବୁଧବାର ରାଶିଫଳ (ଜାନୁଆରୀ ୧୭)

ମେଷ: କର୍ମଚଞ୍ଚଳ ରହିବେ। ଏକାନ୍ତ ଜପ, ତପ, ସାଧନା ଫଳବତୀ ହେବ। ରାଜଯୋଗ ଭୋଗ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ସହକର୍ମୀଙ୍କ ପଥ ପ୍ରଦର୍ଶକ ହେବେ । ପୁତ୍ର ସୁଖ ମିଳିବ। ସୁସ୍ଥ ରହିବେ। ବୃଷ: ସୁସ୍ଥ ଓ ନିରାମୟ…
Read More...

ଚଢାଉ ବେଳେ ମାଇନିଂ ଅଫିସରଙ୍କୁ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ଖଣି ମାଫିଆଙ୍କ ଆତଙ୍କ ବଢିବାରେ ଲାଗିଛି। ଟାଉନ ଥାନା ଗୁଡୁମ୍ ପଥର ଖଣିରେ ଚାଲୁଥିବା ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ଜଣେ ମାଇନିଂ ଅଫିସରଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ…
Read More...

ବିଶ୍ବଜିତ୍‌ଙ୍କୁ ପିଟି ମାରିଥିଲା କେୟାର ଟେକର: ସୂଚନା ଦେଲେ ଡିସିପି

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ବିଶ୍ବଜିତ୍ ନାୟକ ମୃତ୍ୟୁ ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି। ଅଭିଯୁକ୍ତ ମହିଳା ସୁଙ୍କି ରଣାଙ୍କୁ ପୁଲିସ ଗିରଫ କରିଛି। ଭୁବନେଶ୍ବର ଡିସିପି ଘଟଣା ସମ୍ପର୍କରେ ସୂଚନା…
Read More...

ଆଇଆଇଏମଟିରେ ମାନବ ସମ୍ବଳ ପରିଚାଳନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଉପରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ପ୍ରଶିକ୍ଷଣ ଏବଂ ବିକାଶ ସଂଗଠନର ମିଳିତ ସହଯୋଗରେ କଣ୍ଟାବାଡ଼ ସ୍ଥିତ ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜି ପରିସରରେ ମାନବ ସମ୍ବଳ ପରିଚାଳନାରେ ଯୁଗାନ୍ତକାରୀ…
Read More...

ନାବାଳକକୁ ମାରି ଫିଙ୍ଗି ଦେଲେ !

କେନ୍ଦୁଝର : କେନ୍ଦୁଝର ଯୋଡା ଥାନା କୋହ୍ଲହୁଣ୍ଡୁଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଲ ତଳୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ରକ୍ତ ଭିଜା ପଥର ପଡିଥିବା ଦେଖିବାକୁ ମିଳିଛି।…
Read More...

ଧାନମଣ୍ଡି ଅବ୍ୟବସ୍ଥା : ୧୨ଘଣ୍ଟିଆ ଦେବଗଡ ଜିଲ୍ଲା ବନ୍ଦ

ଦେବଗଡ : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ମଙ୍ଗଳବାର ୧୨ଘଣ୍ଟିଆ ଦେବଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କୃଷକ ସଂଘର୍ଷ…
Read More...

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର : ବଲାଙ୍ଗୀରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଦେଓଗାଁର ଖଇରଗୁଡା ବଡଖଳାରେ ଏକ ବିଶାଳ ଶୋଭାଯାତ୍ରା ପହଞ୍ଚିଛି। କୁମୁରିଆର ସାନଖଳାରେ ମଧ୍ୟ ଏକ ଶୋଭାଯାତ୍ରା ପହଞ୍ଚିଛି।…
Read More...

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା ଚନ୍ଦବାଲିରେ ପୁଣି ଶିଶୁକନ୍ୟା ଅଲୋଡା ହୋଇଛି । ଧାମରାସ୍ଥିତ ପେଟ୍ରୋଲ ପମ୍ପ ନିକଟରୁ ସମାଜସେବୀମାନେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ତେବେ ଶିଶୁ କନ୍ୟାଟିକୁ ଭଦ୍ରକ ମେଡିକାଲରେ…
Read More...

ଘନକୁହୁଡି ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ

ଭୁବନେଶ୍ବର: ଶୀତ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ମିଟର ପରେ…
Read More...

ମଙ୍ଗଳବାର ରାଶିଫଳ (ଜାନୁଆରୀ ୧୬)

ମେଷ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ସଦ୍‌ଗୁରୁଙ୍କ ଶରଣାଗତ ହୋଇପାରନ୍ତି। ହେୟକୁ ପ୍ରତ୍ୟାଖ୍ୟାନ କରି ଶ୍ରେୟକୁ ଗ୍ରହଣ କରିପାରନ୍ତି। ଅର୍ଥ ଓ ସମ୍ମାନ ପ୍ରାପ୍ତିର ସୂଚନା…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆଜି ମହାଯଜ୍ଞର ଦ୍ବିତୀୟ ଦିନ, ବୁଧବାର ପୂର୍ଣ୍ଣାହୂତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର ହୋଇଉଠିଛି। ତ୍ରିଦିନାତ୍ମକ ହୋମଯଜ୍ଞ ଚାଲିଥିବାବେଳେ ମଙ୍ଗଳବାର ମହାଯଜ୍ଞର ଦ୍ବିତୀୟ ଦିନ ରହିଛି। ଶ୍ରୀମନ୍ଦିର ଚାରି ଦ୍ବାରରେ ଚର୍ତୁବେଦ…
Read More...

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆରମ୍ଭ ହେବ ଧାର୍ମିକ ରୀତିନୀତି

ନୂଆଦିଲ୍ଲୀ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆରମ୍ଭ ହେବ ଧାର୍ମିକ ରୀତିନୀତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପ୍ରାୟଶ୍ଚିତ ଏବଂ କର୍ମକୂଟି…
Read More...

ମୋଦୀଙ୍କୁ ଅପମାନ: ଥାନାରେ ମାମଲା ରୁଜ୍ଜୁ

ଭୁବନେଶ୍ବର :  ଲକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ପ୍ରସଙ୍ଗକୁ ନେଇ ମାମଲା ରୁଜ୍ଜୁ ହୋଇଛି । ବିଜେପି ଏତଲା ଆଧାରରେ ସାଇବର ଥାନାରେ ମାମଲା ରୁଜ୍ଜୁ ହୋଇଛି। ଅଜଣା ଦୁର୍ବୁତ୍ତଙ୍କ ନାଁରେ…
Read More...

ନୀରବି ଗଲେ ମୁନଦ୍ଦର ରାଣା

ଲକ୍ଷ୍ନୌ: ସୁପ୍ରସିଦ୍ଧ ଉର୍ଦ୍ଧୁ କବି ମୁନଦ୍ଦର ରାଣାଙ୍କର ପରଲୋକ ଘଟିଛି। ୭୧ ବର୍ଷ ବୟସରେ ଲକ୍ଷ୍ନୌସ୍ଥିତ  ସଞ୍ଜୟ ଗାନ୍ଧୀ  ପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ କିଡନୀ…
Read More...

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ଦୁଇ ବାଇକ ଆରୋହୀ ଆହତ

କଟକ: ମକର ସଂକ୍ରାନ୍ତି ଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଥିବାବେଳେ କଟକରେ ଏକ ଅଘଟଣ ଘଟିଛି। ଗୁଡି ସୂତା ଲାଗି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଚାଇନା ଗୁଡି ସୂତା ଲାଗିଯିବାରୁ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ…
Read More...

ବରଗଡ଼ରେ କଂସ ମହାରାଜଙ୍କ ରାଜୁତି: ୧୧ଦିନ ଧରି ଚାଲିବ ଧନୁଯାତ୍ରା

ବରଗଡ: ସୋମବାରଠାରୁ ବରଗଡରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ। ମଥୁରାନଗରୀରେ ୧୧ ଦିନ ବ୍ୟାପୀ କଂସ ମହାରାଜଙ୍କ ରାଜୁତି ଚାଲିବ । ଚଳିତବର୍ଷ ବରଗଡ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ବର୍ଷ ପୂରୁଛି।…
Read More...

ରେଳଧାରଣାରୁ ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର​‌ ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଖୁଜେନପାଲି ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ବୋଲି ଜଣାପଡିଛି। ସ୍ଥାନୀୟ…
Read More...

ଆଉ ୪-୫ଦିନ ଘନ କୁହୁଡି: ସତର୍କ କଲା ଆଇଏମ୍‌ଡି

ନୂଆଦିଲ୍ଲୀ : ସାରା ଦେଶରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଆହୁରି ୪ରୁ ୫ଦିନ ଘନ କୁହୁଡି ରହିବା ନେଇ ଆଇଏମଡି ପୂର୍ବାନୁମାନ କରିଛି। ସମଗ୍ର ଉତ୍ତର ଭାରତରେ ଏପରି ପାଗ…
Read More...

ସୋମବାର ରାଶିଫଳ (ଜାନୁଆରୀ ୧୫)

ମେଷ: ବିଶାଳ ଯଶ ଅର୍ଜନ କରିବେ। ନାନା ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଦୁଃଖୀ, ଦରିଦ୍ର ଓ ବ୍ରହ୍ମ ଉପାସକ ଭଳି ସତ୍‌ପାତ୍ରରେ ଧନଦାନ କରିପାରନ୍ତି। ଶତ୍ରୁ ବିଜୟୀ ହେବେ। ଅସାଧ୍ଯ ସାଧନ କରି ସନ୍ତୁଷ୍ଟ ହେବେ। ସୁଖୀ…
Read More...

ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମକରଚୌରାଶୀ ବେଶରେ ଦର୍ଶନ ଦେବେ​‌ ଶ୍ରୀଜିଉ

ପୁରୀ: ସୋମବାର ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀଜିଉ ମକର ଚୌରାଶି ବେଶରେ ଦର୍ଶନ ଦେବେ । ସେପଟେ ପୁରପଲ୍ଲୀରେ ଇଷ୍ଟ ଦେବାଦେବୀଙ୍କୁ ମକର ଚାଉଳ ଅର୍ପଣ କରି ଲୋକେ ପର୍ବ ପାଳୁଛନ୍ତି। ଇଷ୍ଟଦେବାଦେବୀଙ୍କ ଠାରେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର : ଆଜିଠାରୁ ହେବ ମହାଯଜ୍ଞ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଅଙ୍କୁର ପୂଜନ ପରେ ଯଜ୍ଞ ଅଧିବାସ ଚାଲିଛି। ସୋମବାରଠାରୁ ମହାଯଜ୍ଞ ଆରମ୍ଭ ହେବ । ଶ୍ରୀମନ୍ଦିର ଚାରିଦ୍ବାରରେ ଋକ୍‌, ସାମ୍‌, ଯଜୁଃ ଏବଂ…
Read More...

ରାଜସ୍ଥାନରେ ଦୁଇ କାର୍ ମୁହାଁମୁହିଁ ଧକ୍କା : ୬ ମୃତ

ଜୟପୁର : ରାଜସ୍ଥାନ ସିକର ଜୟପୁର ବିକାନେର ରାସ୍ତା ଲକ୍ଷ୍ମୀଗଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଆହତ…
Read More...

୨୯ରୁ ପୁଣି ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଥରେ ୩ ଦଫା ନେଇ ଆନ୍ଦୋଳନକୁ ଓହ୍ଲାଇବେ । ରାଜଧାନୀ ଲୋୟର ପିଏମଜିରେ ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ମାନେ ଆସି ଏକାଠି ହେବେ । ଠିକା କର୍ମଚାରୀଙ୍କୁ…
Read More...

କେନାଲରୁ ଆହତ ସମ୍ବର ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଟେମରା ସିର୍ଲିଗୁଡ଼ା ଗାଁ ନିକଟସ୍ଥ କେନାଲରୁ ଏକ ଆହତ ସମ୍ବର ଉଦ୍ଧାର କରାଯାଇଛି ।  ଶନିବାର ରାତିରୁ ସମ୍ବରଟି ମେଗା ଲିଫ୍ଟ କେନାଲରେ ପଡିରହିଥିଲା। ରବିବାର ସକାଳୁ…
Read More...

ପଡିଆରେ କ୍ରିକେଟ୍ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ମାଣତ୍ରୀ ମିନି ଷ୍ଟାଡିୟମ୍‌ରେ ଅଭାବନୀୟ ଘଟଣା ଘଟିଛି।  ସାଙ୍ଗ ମାନଙ୍କ ସହ କ୍ରିକେଟ୍ ଖେଳୁଥିବାବେଳେ ହଠାତ୍ ତଳେ ପଡିଯାଇ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ମୃତ ଖେଳାଳି…
Read More...