www.samajalive.in
Saturday, December 6, 2025
15.1 C
Bhubaneswar

ଆମେରିକାରେ ଗୁଳିମାଡ: ୮ ମୃତ

ନୂଆଦିଲ୍ଲୀ: ଆମେରିକାରେ କେହି ଜଣେ ଦୁର୍ବୁତ୍ତ ଆଖିବୁଜା ଗୁଳିଚାଳନା କରିଛନ୍ତି । ଏଥିରେ ୮ଜଣଙ୍କର ମୃତ୍ୟୁ ଘଟିଛି। ଶିକାଗୋ ସହରର ଦୁଇଟି ପୃଥକ ପୃଥକ ସ୍ଥାନରେ ଏହି ଗୁଳିମାଡ କରାଯାଇଛି। ଗୁଳିମାଡ କରି ଦୁର୍ବୁତ୍ତ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories