www.samajalive.in
Friday, December 5, 2025
23.1 C
Bhubaneswar

ବ୍ୟାଙ୍କ ଫେରନ୍ତାଙ୍କ ଠାରୁ ଟଙ୍କା ଲୁଟ୍

ପାଟଣା : ଦିନକୁ ଦିନ ଲୁଟ୍ ରାହାଜାନି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।  ଘଟଗାଁ ଥାନା ଅଞ୍ଚଳ ପିପିଳିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଜଣେ ବ୍ୟକ୍ତି ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଛନ୍ତି। ବ୍ୟକ୍ତି ଜଣକ ଚିକିଣିଆ ଗାଁର ବନମାଳୀ ନାଏକ ବୋଲି ଜଣାପଡିଛି। ସୂଚନା ମୂତାବକ ବନମାଳୀ ବ୍ୟାଙ୍କରୁ ୫୧ ହଜାର ଟଙ୍କା ଉଠାଇ ଚିକିଣିଆ ଗାଁକୁ ଫେରୁଥିଲେ । ଏତିକିବେଳେ ଏକାକୀର ସୁଯୋଗ ନେଇ କିଛି ବ୍ୟକ୍ତି ତାଙ୍କୁ ବାଇକରେ ପିଛା କରିଥିଲେ । ପରେ ଦୁଇ ଜଣ ଲୁଟେରା ତାଙ୍କ ହାତରୁ ଟଙ୍କା ଥିବା ପଲିଥିନଟିକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ଘଟଗାଁ ଥାନାରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories