www.samajalive.in
Thursday, December 11, 2025
13.1 C
Bhubaneswar

ଜି ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ।  ରବିବାର ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୫ ସହର। ୭.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। କୋରାପୁଟରେ ୮, ଦାରିଙ୍ଗବାଡିରେ ୮.୫ , ଫୁଲବାଣୀରେ ୯.୫ , ସିମିଳିଗୁଡାରେ ୯.୯ , ନବରଙ୍ଗପୁରରେ ୧୧.୫, କିରେଇରେ ୧୧.୭ , ଅନୁଗୋଳରେ ୧୨, ରାଣୀତାଳରେ ୧୨.୬, ତାଳଚେରରେ ୧୪.୨, ସୋନପୁରରେ ୧୩.୫, ସମ୍ବଲପୁରରେ ୧୫.୩, ଦେବଗଡ଼ରେ ୧୫, ରାୟଗଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳରେ ୧୪.୩, ବଲାଙ୍ଗିରରେ ୧୩.୨, ନୂଆପଡ଼ାରେ ୧୩, ଭବାନୀପାଟଣାରେ ୧୨, କେନ୍ଦ୍ରାପଡ଼ାରେ ୧୪, ଜଗତସିଂହପୁରରେ ୧୪.୨ ଓ ବାରିପଦାରେ ୧୫ , ଭୁବନେଶ୍ବରରେ ୧୪.୪ ଓ କଟକରେ ୧୫.୪ ଡିଗ୍ରୀ ତାପମାତ୍ରା ରହିଥିବା ସୂଚନା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories