www.samajalive.in
Monday, December 15, 2025
24.1 C
Bhubaneswar

ହାଲୋ ଅର୍ବିଟରେ ଆଦିତ୍ୟ ଏଲ୍-ୱାନ୍

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ବଡ ସଫଳତା। ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍-ୱାନ୍ । ଦୀର୍ଘ ୧୫ କିଲୋମିଟର ଅତିକ୍ରମ କରି ଏହା ହାଲୋ ଅର୍ବିଟରେ ପହଞ୍ଚିଛି । ଆଦିତ୍ୟ ଏଲ-ୱାନ୍ ର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ ଭାରତୀୟ ବୈଜ୍ଞାନିକ ମାନଙ୍କୁ ପ୍ରଶଂସା କରିଛନ୍ତି ।

ଭାରତ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଗତବର୍ଷ ସେପ୍ଟେମ୍ବର ୨ତାରିଖରେ ଆଦିତ୍ୟ ଏଲ-ୱାନ୍ ପ୍ରେରଣ ହୋଇଥିଲା। ଏହା ସୂର୍ଯ୍ୟର ବିଭିନ୍ନ ଗତିବିଧି ଓ ମହାକାଶର ପାଣିପାଗ ସମ୍ପର୍କରେ ଅନୁଧ୍ୟାନ କରିବ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories