bjd gruha runa banner

ମାଓକ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

mission shakti banner

ରାଉରକେଲା: ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେନଟୋ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କୁମ୍ବିଂ ଅପରେସନ୍ ସମୟରେ ଏହି ମାଓକ୍ୟାମ୍ପ  ଠାବ କରାଯାଇଛି।  ବିଷାକ୍ତ ଲେପ ଥିବା ୨୧ ଟି ତାର, ଅଢେଇ କିଲୋର ଗନ୍ ପାଉଡର , ୫ କିଲୋ ଆମୋନିଆ ନାଇଟ୍ରେଡ୍ ପାଉଡର , ୧ କିଲୋ ସଲଫର ପାଉଡର ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି। ଆଗକୁ ନିର୍ବାଚନକୁ ନଜରରେ ରଖି ଝାଡଖଣ୍ଡ, ରାଉରକେଲା ସହ ସୁନ୍ଦରଗଡ ପୁଲିସ୍ ପୁରା ଆଲର୍ଟରେ ରହିଛି।

Comments are closed.