BJD Bijuli 480×75 Mob

ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

BJD Bijuli 480×75 Mob

ମାଲକାନଗିରି: ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ। ଛତିଶଗଡ ନାରାୟଣପୁର ଆବୁଜମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ତେବେ ଡିଆରଜି ଏବଂ ଏସଟିଏଫର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ ୪ ନକ୍ସଲ ନିପାତ ହୋଇଛନ୍ତି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Comments are closed.