www.samajalive.in
Saturday, December 6, 2025
15.1 C
Bhubaneswar

ଆମେରିକାରେ କାର୍‌ ଦୁର୍ଘଟଣା: ୩ ଭାରତୀୟ ମୃତ

ୱାଶିଂଟନ : ଆମେରିକାର ସାଉଥ୍‌ କ୍ୟାରୋଲାଇନା ପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ଭାରତୀୟ ମହିଳା ପ୍ରାଣ ହରାଇଛନ୍ତି। ଦ୍ରୁତଗତିରେ ଯାଉଥିବା ଏହି ଏସ୍‌ୟୁଭି ଏକ ଉଠାଣି ରାସ୍ତାକୁ ଅତିକ୍ରମ କରିବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏସ୍‌ୟୁଭି ଭୂପୃଷ୍ଠରୁ ୨୦ ଫୁଟ ଉଚ୍ଚତାକୁ ଉଠି ଗୋଟିଏ ଗଛରେ ପିଟି ହୋଇଥିଲା। ଏସ୍‌ୟୁଭି ସହ ସେଥିରେ ଯାତ୍ରା କରୁଥିବା ଆରୋହୀମାନେ ଗଛରେ ଲାଖି ଯାଇଥିଲେ। ଆମେରିକାର ସଡକ ଦୁର୍ଘଟଣା ଇତିହାସରେ ଏଭଳି ଦୃଶ୍ୟ ବିରଳ ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories