ଏହି ରାଶିର ଲୋକ ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ: ମଙ୍ଗଳବାର ରାଶିଫଳ

ମେଷ: ପତ୍ନୀ ସେବିକା ମନୋବୃତ୍ତିର ହେବେ। କର୍ମକ୍ଷେତ୍ରରେ ଚଞ୍ଚଳା ହେବେ। ଧନପ୍ରିୟା ହୋଇପାରନ୍ତି। ସାଧୁଚରିତ ସମ୍ପନ୍ନା ହେବେ। ପତିପ୍ରାଣାଭାବେ ଆଦର୍ଶନୀୟା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ: ଗୃହପାଳିତ…
Read More...

ଆଜି ଦିଶିବନି ନିଜ ଛାଇ, କାହିଁକି ଜାଣନ୍ତୁ …..

ଭୁବନେଶ୍ବର : ମେ’ ୨୧ ଅର୍ଥାତ୍ ଆଜି ଭୁବନେଶ୍ବର ଏବଂ ମେ’ ୨୨ରେ କଟକରେ ଶୂନ୍ୟଛାୟା ଦେଖାଯିବ। ଭୁବନେଶ୍ବରରେ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୪୩ ମିନିଟରେ ଏହି ଶୂନ୍ୟଛାୟା ଦେଖାଯିବ। କଟକରେ ବୁଧବାର ପୂର୍ବାହ୍ଣ ୧୧ଟା…
Read More...

କୁନୋ ପାର୍କରୁ ଚମ୍ପଟ ମାରିଲା ଆଉ ଏକ ଚିତା…

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ମାଈ ଚିତା ଖସି ପଳାଇଥିବା ଜଣାପଡିଛି। ରବିବାର ଉକ୍ତ ଚିତାକୁ ଗୋୱାଲିୟରରେ ଠାବ କରାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ଗୋୱାଲିୟର ଓ…
Read More...

୨୪ରୁ ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର-ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ…
Read More...

ଜୁଲାଇରୁ ସମସ୍ତଙ୍କୁ ମିଳିବ ବିଏସ୍‌କେୱାଇ ସୁବିଧା: ନବୀନ

ଭୁବନେଶ୍ବର : ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ରୋଡ୍ ଶୋ’ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ ହେବାକୁ…
Read More...

ଆଜି ପୁଣି ଓଡ଼ିଶା ଆସିବେ ଅମିତ ଶାହା: ୪ଟି ସ୍ଥାନରେ କରିବେ ମାରାଥନ ପ୍ରଚାର

ଭୁବନେଶ୍ଵର: ଓଡିଶା ଏବେ ବିଜେପି ଫୋକସରେ ରହିଛି। ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।…
Read More...

ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ଓଡିଶାରେ ୬୭.୫୯ ପ୍ରତିଶତ ମତଦାନ

ଭୁବନେଶ୍ବର : ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦେଶରେ ପଞ୍ଚମ ପର୍ଯ୍ୟାୟରେ  ପ୍ରାୟ ୬୦.୦୯ ପ୍ରତିଶତ ମତଦାନ ହୋଇଛି। ଏବଂ ରାଜ୍ୟରେ ପ୍ରାୟ ୬୭.୫୯ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ…
Read More...

ଫ୍ଲାଏଓଭରରୁ ଖସିଲା ଯାତ୍ରୀବାହୀ ବସ୍: ଜଣେ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫ୍ଲାଏଓଭରରୁ ଏକ ଯାତ୍ରୀବାହୀ ବସ୍ ତଳୁ ଖସିପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା…
Read More...

ଆମେ ଖରାବେଳେ ଦେଖୁଥିବା ସ୍ଵପ୍ନ ସତ ହୁଏ ! ଜାଣନ୍ତୁ କଣ କହେ ସ୍ଵପ୍ନ ଶାସ୍ତ୍ର….

ନୂଆଦିଲ୍ଲୀ: ରାତି ହେଉ , ଦିନ ହେଉ କିମ୍ବା ଅପରାହ୍ନ ହେଉ ଆମେ ଦେଖୁଥିବା ସ୍ଵପ୍ନ ସହ ଆମ ବାସ୍ତବ ଜୀବନର କଣ ସମ୍ପର୍କ ରହିଛି। ଅନେକ ସମୟରେ ଏମିତି ବହୁ ଅସମାୟିତ ପ୍ରଶ୍ନ ଆମ ମନକୁ ଆସିଥାଏ। ଆଜି ଆମେ ଖରାବେଳେ…
Read More...

ମତଦାନ ବିଳମ୍ବ ନେଇ ଉତ୍ତେଜନା: ପ୍ରିଜାଇଡିଂ ଅଫିସର ଅସୁସ୍ଥ

ସୁନ୍ଦରଗଡ: ଆଜି ରାଜ୍ୟରେ ୫ଟି ସଂସଦୀୟ କ୍ଷେତ୍ର ଓ ୩୫ବିଧାନସଭା ଆସନରେ ଭୋଟିଂ ହେଉଛି। ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସକାଳ ୭ଟାରୁ ଭୋଟିଂ…
Read More...

ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ, ଦମ୍ପତ୍ତିଙ୍କୁ ଗୁଳି କଲେ ଆତଙ୍କବାଦୀ…

ଜୟପୁର: ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥର ଆତଙ୍କବାଦୀମାନେ ଭାରତୀୟ ସୈନ୍ୟଙ୍କୁ ନୁହେଁ,  ପର୍ଯ୍ୟଟକ ମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଜୟପୁରରୁ ଏକ ଦମ୍ପତ୍ତି ଜାମ୍ମୁ କାଶ୍ମୀର ବୁଲିବାକୁ…
Read More...

ଏହି ରାଶିର ଲୋକ ଆଜି ନୂଆ ବ୍ୟବସାୟିକ ଯୋଜନା କରିପାରନ୍ତି: ସୋମବାର ରାଶିଫଳ

ମେଷ: ନିଜ ବକ୍ତବ୍ୟରେ ଶତ୍ରୁକୁ ଉଚ୍ଚ ପିଢ଼ା ଦେଇ ନିଜ ସତ୍‌ଚରିତ୍ର ସାଧୁ ହୃଦୟର ପରିଚୟ ସୃଷ୍ଟି କରିବେ। ସ୍ବାର୍ଥ ଜଡ଼ିତ ​ସେବା କ୍ଷେତ୍ରରେ ରହି ମଧ୍ୟ ଜନ କଲ୍ୟାଣ ଅଭିମୁଖୀ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।…
Read More...

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ୍ ୧୫ ସୁଦ୍ଧା ଛୁଇଁପାରେ ଓଡିଶା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କୋମୋରିନ-ମାଲଦ୍ବୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଏନେଇ ପାଣିପାଗ ବିଭାଗ ରବିବାର ସ୍ପଷ୍ଟ କରିଛି। ମେ’…
Read More...

ବିପୁଳ ପରିମାଣର ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ୧୮ତାରିଖ ଠାରୁ ମଦ ଦୋକାନ ଗୁଡିକୁ ସିଲ କରାଯାଇଛି। ମାତ୍ର ଏହା ପରେ ବି ଅନେକ ସ୍ଥାନରେ ବେଆଇନ ମଦ କରବାର ହେଉଥିବା ନଜର ଆସିଛି। ଆଜି ଅବକାରୀ ବିଭାଗ ପୁରୁଣାକଟକ ଥାନା…
Read More...

କେନ୍ଦୁଝର ଓ ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର: କହିଲେ ବିଜେଡିର ଅସ୍ତ୍ର ହେଉଛି ବିକାଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର କେନ୍ଦୁଝର ସଦର, ଆନନ୍ଦପୁର ଏବଂ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। କେନ୍ଦୁଝର…
Read More...

ବିଶ୍ବର ସବୁଠାରୁ ବୟସ୍କ ମହାକାଶଚାରୀ: ୯୦ ବର୍ଷରେ ଗଲେ ମହାକାଶ

ୱାଶିଂଟନ : ବିଶ୍ବର ସବୁଠାରୁ ବୟସ୍କ ମହାକାଶଚାରୀ ହୋଇଛନ୍ତି ଏଡୱାର୍ଡ ଡ୍ବାଇଟ୍‌। ଡ୍ବାଇଟ୍‌ଙ୍କ ବୟସ ଏବେ ୯୦ ବର୍ଷ। ଆଉ ମଧ୍ୟ ଜଣେ କୃଷ୍ଣକାୟ ଭାବେ ଡ୍ବାଇଟ୍ ପ୍ରଥମ କରି ମହାକାଶ ଯାତ୍ରା କରିବାର ସୁଯୋଗ ପାଇଛନ୍ତି।…
Read More...

ଜ୍ୟାକି ଶ୍ରଫ୍‌ଙ୍କ ସ୍ବର, ନାମ ବ୍ୟବହାର ଉପରେ କଟକଣା

ନୂଆଦିଲ୍ଲୀ : ବଲିଉଡ୍‌ ତାରକା ଜ୍ୟାକି ଶ୍ରଫ୍‌ଙ୍କ ନାମ ଓ ସ୍ବରକୁ ବ୍ୟବହାର କରିବା ଉପରେ ଦିଲ୍ଲୀ ହାଇକୋର୍ଟ କଟକଣା ଲାଗୁ କରିଛନ୍ତିି। ଜ୍ୟାକିଙ୍କ ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ତାଙ୍କ ନାମ…
Read More...

ଆଜି ବୌଦ୍ଧରେ ମତଦାନ: ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ ୬୬ହଜାର ୪୬୧ ଭୋଟର

ହରଭଙ୍ଗା: ଆଜି ବୌଦ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର ବୌଦ୍ଧ ବିଧାନ ସଭା କ୍ଷେତ୍ରରେ ୧ଲକ୍ଷ ୬୬ହଜାର୪୬୧ଜଣ ଭୋଟର ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ…
Read More...

‘ଲୋକଙ୍କୁ ଦିନବେଳା ଲଣ୍ଠନ ଦେଖାଉଛି ବିଜେପି’

ସମ୍ୱଲପୁର : ବିଜେପି ନେତାମାନେ ଦିନବେଳା ଲଣ୍ଠନ ଦେଖାଉଛନ୍ତିା ଏଠାରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜେପି ନେତାଙ୍କୁ ଢେଙ୍କାନାଳବାସୀ ଗ୍ରହଣ ନ କରିବାରୁ ସେ ସମ୍ବଲପୁର ଚାଲି ଆସିଛନ୍ତି। ସେ ଏଠାରେ ମଧ୍ୟ କାମ କରିବେ…
Read More...

ପୁରୀରେ ପ୍ରଧାନମନ୍ତ୍ରୀ : ମହାପ୍ରଭୁଙ୍କୁ ଦର୍ଶନ ପରେ କରିବେ ରୋଡ୍ ଶୋ

ଭୁବନେଶ୍ଵର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ଵରରେ ପହଞ୍ଚିଥିଲେ। ପରେ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ…
Read More...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ରୁ ଊର୍ଦ୍ଧ୍ବ ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର : ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟ ପଡ଼ିବ। ୩୦୫ ପ୍ରାର୍ଥୀଙ୍କ…
Read More...

ରାତାରାତି ଜନଶୂନ୍ୟ ହେଲା ଗାଁ: ୨୦୦ ବର୍ଷ ପରେ ଆଜି ବି ଶୁଭୁଛି ଚିତ୍କାର…..

ନୂଆଦିଲ୍ଲୀ: ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି। ଯାହା ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହିଛି। ରାଜସ୍ଥାନର ଜୈସଲମେର ଜିଲ୍ଲା କୁଲଧରା ଗାଁରେ ରହିଛି ଏମିତି ଏକ ସ୍ଥାନ। ଏହା ୧୭୦ ବର୍ଷ ତଳର ଗାଁ। ହଠାତ୍ ରାତାରାତି…
Read More...

ଶନିଦଶା ଭୋଗୁଛନ୍ତି କି ତେବେ ବୁଝିଯାନ୍ତୁ , ଆଗକୁ ଆସୁଛି ଭଲ ସମୟ…..

ନୂଆଦିଲ୍ଲୀ: ଶନିଦେବଙ୍କ ବିଷୟରେ ଅନେକ ଲୋକଙ୍କର ବହୁ ନକରାତ୍ମକ ଧାରଣା ରହିଥାଏ। କାରଣ ଅଶୁଭ କର୍ମ ପାଇଁ ଶନିଦେବ ଦଣ୍ଡ ଦେବାରେ କେବେ ହେଲେ ବିଳମ୍ବ କରନ୍ତି ନାହିଁ। ତେଣୁ ଶନିଦେବଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ …
Read More...

ବିଜେଡି ଛାଡି ବିଜେପିରେ ମିଶିଲେ ସମୀର ଦାଶ

ଭୁବନେଶ୍ଵର: ବିଜେଡି ଛାଡି ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ଦାଶ। ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆଜି ସେ ବିଜେପିରେ ମିଶିଛନ୍ତି। ବିଜୟପାଲ ସିଂ ତୋମାର , ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ…
Read More...

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ: ବୁଥ୍ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ବର : ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ପଞ୍ଚମ ପର୍ଯ୍ୟାୟ ମତଦାନ ମେ’ ୨୦ରେ ଅନୁଷ୍ଠିତ ହେବ। ୫ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ…
Read More...

ଆଫଗାନିସ୍ତାନରେ ବନ୍ୟା: ୫୦ ମୃତ

କାବୁଲ : କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଅତିକମ୍‌ରେ ୫୦ଜଣ ଲୋକଙ୍କ ଜୀବନ ଯାଇଛି। ଏ ନେଇ ଗୋର୍‌ ପ୍ରଦେଶ ସୂଚନା ବିଭାଗ ମୁଖ୍ୟ ଅବଦୁଲ ହାଜି ଜଇମ୍‌ ଶନିବାର ଗଣମାଧ୍ୟମକୁ…
Read More...

ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟା ମାମଲା: ତଦନ୍ତ କରିବ ୪ଜଣିଆ ଏସ୍‌ଆଇଟି

ଛତ୍ରପୁର : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁରରେ ଘଟିଥିବା ପ୍ରାକ୍‌ ନିର୍ବାଚନୀ ହିଂସା ଓ ହତ୍ୟା ମାମଲାର ତଦନ୍ତ ପାଇଁ ୪ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ହୋଇଛି।…
Read More...

ଆଜି ସମ୍ବଲପୁର ଆସୁଛନ୍ତି ରାଜନାଥ ସିଂହ: ୨୧ରେ ଆସିବେ ଶାହା

ସମ୍ବଲପୁର:  ସମ୍ବଲପୁର ଲୋକସଭା ଆସନ ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରିବା ସହିତ ଓଡିଶାରେ ହଟ ସିଟ ରୂପେ ପରିଣତ ହୋଇଥିବାରୁ ଏହି ଆସନର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ମୋଦୀ ସରକାରଙ୍କ ଅନ୍ୟତମ ପ୍ରମୁଖ…
Read More...

ବଙ୍ଗୋପସାଗରରେ ଆସୁଛି ଲଘୁଚାପ: ୨୨ରେ ସୃଷ୍ଟି, ୨୪ରେ ଅବପାତ

ଭୁବନେଶ୍ବର : ବଙ୍ଗୋପସାଗରରେ ଆସୁଛି ଏକ ଲଘୁଚାପ। ଚଳିତ ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବ।…
Read More...

ଆଜି ଶେଷ ଦୁଇ ଲିଗ୍ ମ୍ୟାଚ୍: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରାଜସ୍ଥାନ

ଗୌହ୍ବାଟି : ଆଇପିଏଲ୍ ମହାସମର। ଆଜି ଗୌହ୍ବାଟିରେ କଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ ଖେଳାଯିବ। ଦୁଇ ଦଳ ପ୍ଲେ ଅଫରେ ପହଞ୍ଚି ସାରିଥିବାରୁ ଶୀର୍ଷ ସ୍ଥାନ ହାସଲ ନେଇ…
Read More...

ଆଜି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସକାଳେ ମହାପ୍ରଭୂଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ଶୋ କରିବେ ମୋଦୀ। ତାପରେ ଅନୁଗୁଳଠାରେ ସକାଳ…
Read More...

କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ: ସାପ୍ତାହିକ ରାଶିଫଳ

ମେଷ:ରବିବାର ଓ ସୋମବାର କର୍ମ ଅନୁରୂପ ଫଳ ପ୍ରାପ୍ତ ହେବ। ଆୟ ମଧ୍ୟମ ରହିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସମ୍ମାନିତ ହେବେ। ଶୁକ୍ରବାର ଓ…
Read More...

ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ: କହିଲେ ଆସ୍ଥା ହରାଇଥିବାରୁ ଇସ୍ତଫା ଦେଲି

ଭୁବନେଶ୍ଵର: ବିଜେଡି ଛାଡିଲେ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର…
Read More...

ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ 

ନୀଳଗିରି: ନୀଳଗିରି ଥାନା ଅଧୀନ ପଞ୍ଚଲିଙ୍ଗେଶ୍ୱରରେ ଜଣେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶନିବାର ରାତିରେ ସ୍ଥାନୀୟ ମାଉଣ୍ଟେନ ଟ୍ରେଲ ହୋଟେଲର ମାଲିକ ବିବେକ ସ ପରିବାର ସହ ହୋଟେଲରେ ବସିଥିଲେ। ଏହି…
Read More...

ଆଜି ୩ ଜିଲ୍ଲାରେ ପ୍ରଚାର କରିବେ ନବୀନ

ଭୁବନେଶ୍ଵର: ଆଜି ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁଝର, ଭଦ୍ରକ ଓ ସମ୍ବଲପୁରରେ ପ୍ରଚାର କରିବେ ନବୀନ। ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀ ପଟ୍ଟନାୟକ ପ୍ରଥମେ କେନ୍ଦୁଝର ନିର୍ବାଚନମଣ୍ଡଳୀର…
Read More...

ଜୀବନରେ ଭଲ ସମୟ ଆସିବାର ୪ ସଙ୍କେତ, ଭୁଲରେ ବି କରନ୍ତୁନି ଅଣଦେଖା….

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ତା ଜୀବନରେ କେବେ ନା କେବେ ଖରାପ ସମୟର ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରିଥାଏ। ଏହି ସମୟରେ ମଣିଷ ଚିନ୍ତା କରେ ଯେ , ଏହି ମୁହୁର୍ତ୍ତ ଯେମିତି ଶୀଘ୍ର ଅତିକ୍ରମ କରିଯାଉ। ଏବଂ ଭଲ ସମୟ…
Read More...

୧୯ରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ: ୨୦ରେ ରୋଡ୍ ଶୋ, ସଭା

ଭୁବନେଶ୍ଵର: ମୋଦୀଙ୍କ ଫୋକସ୍ ରେ ଓଡିଶା। ପୁଣି ନିର୍ବାଚନୀ ପ୍ରଚାର ଲାଗି ୧୯ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯ ତାରିଖ ଅର୍ଥାତ୍ ରବିବାର ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚିବେ । ୨୦ ତାରିଖ…
Read More...

ନିର୍ବାଚନବେଳେ ଓଡ଼ିଶା ଆସନ୍ତି ‘ରାଜନୈତିକ ପର୍ଯ୍ୟଟକ’: ନବୀନ

ଭୁବନେଶ୍ବର : କେନ୍ଦ୍ରୀୟ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏବଂ କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ଓଡ଼ିଶାରେ ବିଜେଡି ଓ ରାଜ୍ୟ ସରକାରଙ୍କୁ…
Read More...

ସମ୍ବଲପୁର, ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: କହିଲେ ବିରୋଧୀ ନେତା ମିଛ କହୁଛନ୍ତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରି ବିଜେଡି ପାଇଁ ଭୋଟ ମାଗିଛନ୍ତି।…
Read More...

ଜଟଣୀ ଓ ଉତ୍ତର ଭୁବନେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ବର : ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଜଟଣୀ ଏବଂ ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର କରିଛନ୍ତି। ସେ ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଜଟଣୀ…
Read More...

ଇୟରଫୋନ୍ ଦେଇ ପାରି ହେଉଥିଲେ ଟ୍ରାକ୍, ଧକ୍କା ଦେଲା ଟ୍ରେନ୍…

ନୂଆଦିଲ୍ଲୀ: କାନରେ ଇୟର ଫୋନ୍ ଦେଇ ରେଳଲାଇନ୍ ପାର୍ ହେବା ପଡିଲା ମହଙ୍ଗା। ଟ୍ରେନ୍ ଧକ୍କାରେ ଦୁଇ ଭଉଣୀଙ୍କର ଜୀବନ ଚାଲିଯାଇଛି। ଉତ୍ତର ପ୍ରଦେଶ ଆଗ୍ରାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମୃତକ କିରଣ ଏବଂ ସରିତା…
Read More...

ଗାଈକୁ ଧକ୍କା ଦେଇ ଦୋକାନ ଭିତରକୁ ମାଡିଗଲା ସ୍କର୍ପିଓ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା। ପରେ ଏକ କପଡା ଦୋକାନ ସଟର…
Read More...

ନିଆରା ଚାଳକ: ହେଲ୍‌ମେଟ ପିନ୍ଧି ଚଳାଉଛନ୍ତି କାର୍‌

ନୂଆଦିଲ୍ଲୀ: ଆମେ ସାଧାରଣତଃ ଟ୍ରାଫିକ ନିୟମ ପାଳନ କରିବାକୁ ଯାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧୁ। ମାତ୍ର ଆପଣମାନେ କେବେ ଚାରିଚକିଆ ଯାନ ଚଳାଇବାବେଳେ ହେଲମେଟ୍ ପିନ୍ଧିବା ଦେଖିଛନ୍ତି କି? ହଁ ଆଜ୍ଞା…
Read More...

ଏହି ରାଶିର ଲୋକେ ଆଜି ଧାର୍ମିକ କାର୍ଯ୍ୟରେ ମନ ଦେବେ: ଶନିବାର ରାଶିଫଳ

ମେଷ: ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ମୁକ୍ତା ସଂଗ୍ରହ କରିବାରେ ଯତ୍ନବାନ୍‌ ହେବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଋଣ ପରିଶୋଧ କରିପାରନ୍ତି। ସୁସ୍ଥ ରହିବେ। ବୃଷ: ଶାସ୍ତ୍ରପଟୁ…
Read More...

ଆସନ୍ତାକାଲି ପୁଣି ଓଡିଶା ଆସୁଛନ୍ତି ମୋଦି

ଭୁବନେଶ୍ଵର: ମୋଦିଙ୍କ ଫୋକସ୍ ରେ ଓଡିଶା। ପୁଣି ନିର୍ବାଚନୀ ପ୍ରଚାର ଲାଗି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି…
Read More...

ଓଡିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା

ଭୁବନେଶ୍ଵର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଓଡିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା। କେନ୍ଦ୍ରମନ୍ତ୍ରୀ ଅଶ୍ଵନୀ ବୈଷ୍ଣବ ଆଜି ସୁନ୍ଦରଗଡ ବଣାଇ ଏବଂ ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ…
Read More...

ପଞ୍ଚମ ପର୍ଯ୍ୟାୟ ପାଇଁ ଆଜି ସରୁଛି ପ୍ରଚାର

ନୂଆଦିଲ୍ଲୀ: ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ଆସନ୍ତା ୨୦ ତାରିଖରେ ହେବ ଭୋଟ୍ ଗ୍ରହଣ। ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ। ୮ଟି ରାଜ୍ୟ…
Read More...

ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ଆଜି ସରୁଛି ପ୍ରଚାର

ଭୁବନେଶ୍ଵର: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର। ଶେ​‌ଷ ଦିନରେ ୩ ପ୍ରମୂଖ ଦଳ ପ୍ରଚାର ଜୋରଦାର କରିବେ। ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ , ସଙ୍ଗୀତା…
Read More...

ଗାଡି ଲକ୍‌ କରି ଚାଲିଗଲା ବାପା: ଭିତରେ ରହିଗଲା ଶିଶୁ କନ୍ୟା, ଆଉ ତାପରେ..

କୋଟା: ରାଜସ୍ଥାନ କୋଟା ଜିଲ୍ଲା ଇଟାଓ୍ବା ଅଞ୍ଚଳରେ ଏକ  ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛୁଆ ଖେଳୁ ଖେଳୁ ହଠାତ୍ କାର୍ ଭିତରେ ପଶିଯାଇଛି । ଏବଂ ତାଙ୍କ ବାପା ଭୁଲରେ ଗାଡିଟିକୁ ଲକ୍ କରିଦେଇଛନ୍ତି।   ଆଉ…
Read More...

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍ ହୋଇପାରେ ମୃତ୍ୟୁ…

ନୂଆଦିଲ୍ଲୀ: ସାରା ବିଶ୍ଵରେ ଦିନକୁ ଦିନ ହୃଦରୋଗ ବଢିବାରେ ଲାଗିଛି। ଯାହାକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଏକ ଗୁରୁତ୍ଵପୂର୍ଣ୍ଣ ଚେତାବନୀ ଦେଇଛି।  ଡବ୍ଲୁଏଚଓ ଅନୁଯାୟୀ,ୟୁରୋପରେ ପ୍ରତିଦିନ ୧୦ ହଜାର ଲୋକ ହୃଦଘାତରେ…
Read More...

ଖଲ୍ଲିକୋଟ ହିଂସା: ୮ ଗିରଫ

ଖଲ୍ଲିକୋଟ : ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଗିରଫ। ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର…
Read More...

ଆଜି ସନରାଇଜର୍ସ ହାଇଦ୍ରାବାଦ-ଗୁଜରାଟ ଟାଇଟାନ୍ସ ଟକ୍କର

ହାଇଦ୍ରାବାଦ: ଆଇପିଏଲ୍ ମହାସମର। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ  ଖେଳାଯିବ। ଉକ୍ତ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ପାଇଁ…
Read More...

ପରିବାର ସହିତ ଖୁସିରେ ସମୟ କାଟିବେ, ବାହାରକୁ ଯାତ୍ରା କରିବେ: ଗୁରୁବାର ରାଶିଫଳ

ମେଷ: ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ସ୍ବରୂପ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ପତ୍ନୀଙ୍କ ସହଯୋଗ ଉତ୍ସାହକୁ ଦ୍ବିଗୁଣିତ କରିବ। ବିଭିନ୍ନ ସ୍ତରରୁ ବୃତ୍ତିଗତ ଧନ ପ୍ରାପ୍ତ ହେବେ। ବୃଷ:…
Read More...

ଆଜି ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ

ଭୁବନେଶ୍ଵର: ଆଜି ନିର୍ବାଚନ ପ୍ରଚାରରେ ଦୁଲୁକିବ ରାଜଧାନୀ। ବିଜେଡି ଓ ବିଜେପିର ଦୁଇ ହେବିୱେଟ ମେଗା ରୋଡ ସୋ କରିବେ । ଓଡିଶା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ରାଜଧାନୀରେ ସେ ରୋଡ୍ ସୋ…
Read More...

ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ଵର: ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ…
Read More...

ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ସମ୍ବଲପୁର : ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେଡିରେ ​ଯୋଗଦେଇଛନ୍ତି।  ବୁଧବାର ସନ୍ଧ୍ୟାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ…
Read More...

କାର୍ ଦୁର୍ଘଟଣାରେ ୮ ମୃତ, ଜଣେ ଗୁରୁତର

ମଧ୍ୟପ୍ରଦେଶ: କାର୍ ଦୁର୍ଘଟଣାରେ ୮ ମୃତ , ଜଣେ ଗୁରୁତର। ଇନ୍ଦୋର-ଅହମ୍ମଦାବାଦ ଏନଏଚ୍ ଘାଟବିଲୋଡ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ କାରରେ ଥିବା ୮ଜଣଙ୍କର ମୃତ୍ୟୁ ଘଟିଛି। ଜଣେ…
Read More...

ଖଲ୍ଲିକୋଟ ହିଂସା: ଚାଲିଗଲା ଜଣଙ୍କର ଜୀବନ, ଥାନା ଆଗରେ ରାସ୍ତାରୋକ

ଖଲ୍ଲିକୋଟ : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଗୋଟିଏ…
Read More...

୧୯ରୁ ବଢ଼ିବ ତାତି: ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର : ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୩ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ଆସନ୍ତା ୧୯ରୁ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିପାରେ। ଆଜି (ଗୁରୁବାର) ବିଭିନ୍ନ ଅଞ୍ଚଳରେ…
Read More...

ଚଳଚଞ୍ଚଳ ରଥଖଳା: ୩ ରଥର ୨୪ ତୁମ୍ବ ବୋଳା କାମ ଶେଷ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଯାହାକୁ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ରଥ ନିର୍ମାଣ କାମ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ୩…
Read More...

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କର ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କର ପରଲୋକ ଘଟିଛି। ଆଜି ସକାଳ ୯ଟା ୨୮ ମିନିଟ୍‌ରେ ମାଧବୀ ରାଜେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ନିମୋନିଆ ସହ ସେସ୍ପିସରେ ପୀଡିତ…
Read More...

ଓଡିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍ ବିର୍ଲା

ବାଲେଶ୍ଵର: ଓଡିଶାରେ ଲୋକସଭା ବାଚସ୍ପତିି ଓମ୍ ବିର୍ଲା। ବାଲେଶ୍ଵରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ସେ ଯୋଗଦେଇ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ବାଲେଶ୍ଵରରେ ପହଞ୍ଚିବା ପରେ…
Read More...

ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ

ପୁରୀ: ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ। ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଜାଗେଶ୍ୱରୀ…
Read More...

ଇନୋଭା କାର୍‌ରୁ ଜବତ ହେଲା ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଟିଟିଲାଗଡ଼:  ବଲାଙ୍ଗୀର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କ ଠାରୁ ନିର୍ବାଚନ ଯାଞ୍ଚ ସ୍କ୍ଵାଡ୍‌ ୪ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି।  ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀ ବେହେରା ଟିଟିଲାଗଡ଼…
Read More...

ଜଳିଗଲା ଟ୍ରକ୍ ସହ ବସ୍: ୬ ମୃତ

ହାଇଦ୍ରାବାଦ : ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍ ସହ ବସ୍ , ୬ ମୃତ। ବାପଟଲା ଜିଲ୍ଲାରୁ ହାଇଦ୍ରାବାଦ ଯିବାବେଳେ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ବସ୍ ଏବଂ ଟ୍ରକ ଜଳିଯାଇଛି। ଘଟଣାସ୍ଥଳରେ ବସ୍ ଓ…
Read More...

ପାଣି ପାଇଁ ତାତିଲେ ମହିଳା

ନରସିଂହପୁର: ଦିନକୁ ଦିନ ତାତି ବଢିବାରେ ଲାଗିଛି। ଦିନ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ଏସବୁ ମଧ୍ୟରେ କିଛି ସ୍ଥାନରେ ପାନୀୟ…
Read More...

ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ

ଗୁଆହାଟୀ:  ଆଇପିଏଲ ମହାସମର। ବୁଧବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ପଞ୍ଜାବ ପ୍ଲେଅଫ ଦୌଡ଼ରୁ ବାଦ୍‌ ପଡ଼ିଥିବାବେଳେ ରାଜସ୍ଥାନ ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖି ଖେଳିବ।…
Read More...

ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ, ପ୍ରଶାସନ ସତର୍କ

ନୂଆଦିଲ୍ଲୀ : ଦିଲ୍ଲୀର ୪ଟି ଡାକ୍ତରଖାନା ଓ ତିହାର ଜେଲ୍‌କୁ ବୋମା ବିସ୍ଫୋରଣ ଧମକ ମିଳିଛି। ଇମେଲ୍ ମାଧ୍ୟମରେ ଏହି ବୋମା ବିସ୍ଫୋରଣ ଧମକ ମିଳିଥିବାବେଳେ ପୁଲିସ ଏହାର ଯାଞ୍ଚ କରିଛି। ତିହାର ଜେଲ୍‌ କର୍ତ୍ତୃପକ୍ଷ ଧମକ…
Read More...

ଚତୁର୍ଥ ପର୍ଯ୍ୟାୟ ପାଇଁ ସରିଲା ନାମାଙ୍କନପତ୍ର ଦାଖଲ: ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ଏବଂ ଦେଶର ସାମଗ୍ରିକ ଭାବେ ସପ୍ତମ ପର୍ଯ୍ୟାୟ ନିମନ୍ତେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ସରିଛି। ଏହି ପର୍ଯ୍ୟାୟରେ ଓଡ଼ିଶାର…
Read More...

ପୁଣି ବଢିବ ତାତି: ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା

ଭୁବନେଶ୍ବର : ସପ୍ତାହେ ହେଲା କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ଆଗାମୀ ୪୮ଘଣ୍ଟା ପରେ ପୁଣି ତାତି ବଢିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର…
Read More...

ଏହି ରାଶିର ଲୋକ ଆଜି ଧାର୍ମିକ କାର୍ଯ୍ୟରେ ଯୋଗଦେବେ : ବୁଧବାର ରାଶିଫଳ

ମେଷ:ସ୍ବାସ୍ଥ୍ୟରକ୍ଷା ପାଇଁ ପ୍ରଦୂଷଣମୁକ୍ତ ଗୃହକୁ ବାସସ୍ଥାନ ଭାବେ ପସନ୍ଦ କରିପାରନ୍ତି। କୃଷିର ଉନ୍ନତି ପାଇଁ ଜଳସେଚନକୁ ପ୍ରାଧାନ୍ୟ ଦେବେ। ଉଦାର ସ୍ବଭାବର ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।…
Read More...

ଆଜି ହାଇଭୋଲଟେଜ୍ ପ୍ରଚାର: ଓଡିଶା ଆସୁଛନ୍ତି ନଡ୍ଡା, ଶାହା ଏବଂ ରାହୁଲ

ଭୁବନେଶ୍ୱର : ଦଳୀୟ ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି। ବିଜେଡିକୁ ଘେରିବା…
Read More...

ବାରାଣସୀରୁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଯାଇ ଲଗାତାର ତୃତୀୟ ଥର ପାଇଁ ସେ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା !

ବୁର୍ଲା:  ବୁର୍ଲା ବିଷ୍ଣୁମନ୍ଦିରପଡାରେ ଅଭାବନୀୟ ଘଟଣା ଘଟିଛି। ସୋମବାର ରାତିରେ ଜଣେ ଯୁବକଙ୍କୁ ଘରୁ ଟାଣିନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ବୁର୍ଲା ବିଷ୍ଣୁମନ୍ଦିରପଡାର ବିଜୟ ଜାଲ ବୋଲି…
Read More...

ଏହି ରାଶିର ଲୋକେ ଆଜି ଚାକିରିରେ ଉନ୍ନତି କରିବେ: ମଙ୍ଗଳବାର ରାଶିଫଳ

ମେଷ: ରାଜଯୋଗ ଅଛି। ବରିଷ୍ଠ ବ୍ୟକ୍ତିଙ୍କ ପ୍ରତି ସମ୍ମାନବୋଧ ଭାଷା ପ୍ରକାଶ ଆପଣଙ୍କ ଧ୍ୟେୟ ହୋଇପାରେ। କୃଷକମାନଙ୍କୁ ବୈଷୟିକ ପରାମର୍ଶ ଦେଇ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ସୁସ୍ଥ ଜୀବନ ବିତାଇବେ। ବୃଷ: ସକଳ ଗୁଣର…
Read More...

ଲକ୍ଷ୍ମୀପୁର ବ୍ଲକରେ ୮୧.୭ ପ୍ରତିଶତ ମତଦାନ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଲକ୍ଷ୍ମୀପୁର ବ୍ଲକରେ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ବ୍ଲକର ୧୩ଟି ପଞ୍ଚାୟତରେ ୧୦୩ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିଲା…
Read More...

ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ମାଲକାନଗିରି: ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବାବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ଖଇରପୁଟ ମୁଦୁଲିପଡା ପଂଚାୟତ ବନ୍ଧଗୁଡା ର ଇନ୍ଦ୍ରଜିତ କିର୍ସାନୀ ବୋଲି ଜଣାପଡିଛି। ନିର୍ବାଚନ…
Read More...

ପ୍ରଦୀପ ପାଣିଗ୍ରାହୀଙ୍କୁ ଏମ୍ସ ସ୍ଥାନାନ୍ତର

ବ୍ରହ୍ମପୁର: ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଛି। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ ଏବଂ ଫୁସଫୁସରେ ତାଙ୍କର ଆଘାତ ଲାଗିଛି। ତେଣୁ ଅଧିକ ଚିକତ୍ସା…
Read More...

କୋଟାରୁ ନିଟ୍‌ ଆଶାୟୀ ଛାତ୍ର ନିଖୋଜ

କୋଟା : ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଦ୍ଦିଷ୍ଟ ନିଟ୍‌ ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଜଣେ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି। ଅମନ କୁମାର ସିଂହ ନାମକ ଏହି ଛାତ୍ର ଜଣକ ବିହାର ବାସିନ୍ଦା…
Read More...

ଆଜି ବାରାଣସୀରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ…
Read More...

ଓଡିଶାରେ ୭୪ ପ୍ରତିଶତ ମତଦାନ: ନବରଙ୍ଗପୁରରେ ସର୍ବାଧିକ

ଭୁବନେଶ୍ଵର: ରାଜ୍ୟରେ ସରିଲା ପ୍ରଥମ ଦଫା ଲଢେଇ। ଇଭିଏମରେ ସିଲ୍ ହୋଇଛି ୩୭ ସାଂସଦ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ…
Read More...

ଦେଶରେ ଚତୁର୍ଥ ପର୍ଯ୍ୟାୟରେ ୬୭.୨୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ୪ର୍ଥ ପର୍ଯ୍ୟାୟରେ…
Read More...

ଭାଙ୍ଗିଲା ବିଲବୋର୍ଡ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବଇ :ମୁମ୍ବଇରେ ବିଲବୋର୍ଡ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସୋମବାର ଅପରାହ୍ନରେ ପ୍ରବଳ ଧୂଳି ଝଡ଼ ଓ ବର୍ଷା ଯୋଗୁଁ ଘାଟକୋପର ଅଞ୍ଚଳରେ ଏକ ବିଲବୋର୍ଡ ଭୁଶୁଡି ପଡିଥିଲା। ଏଥିରେ ମୋଟ୍ ୮୮…
Read More...

୧୫ରେ ରାହୁଲ, ୧୬ରେ ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ଵର: ଓଡିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ । ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାହୁଲ । ଏହାପରେ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଙ୍ଗୀରରେ…
Read More...

ଚଳନ୍ତା ବୁଲେଟରେ ବିସ୍ଫୋରଣ: ୧୦ ଗୁରୁତର

ନୂଆଦିଲ୍ଲୀ: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଚଳନ୍ତା ବୁଲେଟରେ ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ହାଇଦ୍ରାବାଦ ଭବାନୀନଗର ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଏହି ଏକ ବଡ଼ ଅଘଟଣ ଘଟିଛି।…
Read More...

ସମୁଦ୍ର ଢେଉରେ ଭାସିଗଲେ ଗୋଟିଏ ପରିବାରର ୪ ସଦସ୍ୟ

ନୂଆଦିଲ୍ଲୀ: ଗୁଜୁରାଟ ନବସାରି ଜିଲ୍ଲା ଦାଣ୍ଡି ସମୁଦ୍ର କୂଳରେ ଅଭାବନୀୟ ଘଟଣା ଘଟିଛି। ରବିବାର ଗୋଟିଏ ପରିବାରର ୭ ସଦସ୍ୟ ମଜାମସ୍ତି କରୁଥିବାବେଳେ ହଠାତ୍ ସମୁଦ୍ର ମାଡି ଆସିଥିଲା। ଦେଖୁ ଦେଖୁ ଏକ ବିରାଟ ଢେଉରେ…
Read More...

ସ୍ବାଧୀନତାର ୭୫ ବର୍ଷ ପରେ ବି ବଦଳିନି ଅବସ୍ଥା: ଭୋଟ ଦେବାକୁ ଯାଉଛନ୍ତି ୧୨ କିଲୋମିଟରରୁ ଊର୍ଦ୍ଧ୍ବ ଦୂର

ଲକ୍ଷ୍ମୀପୁର: ସ୍ବାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହେଲାଣି । ବହୁତ କିଛି ବଦଳି ଗଲାଣି। ହେଲେ ଏବେବି ଏମିତି କିଛି ଗାଁ ଅଛି , ଯେଉଁଠି ଲୋକ ମାନଙ୍କୁ ଭୋଟ୍ ଦେବାକୁ ୧୨ କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଯିବାକୁ ପଡୁଛି।…
Read More...

ଆଜି ଏହି ରାଶିର ଲୋକେ ବ୍ୟବସାୟରେ ଲାଭବାନ ହେବେ: ସୋମବାର ରାଶିଫଳ

ମେଷ: ଆତ୍ମବିଶ୍ବାସୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଭକ୍ତିପୂର୍ଣ୍ଣ ସମ୍ମାନ ମିଳିବ। ସର୍ବଜୟୀ ହେବେ। ବୃଷ: ଭାଗ୍ୟଶାଳୀ ହେବେ।…
Read More...

କାମି ରିଟାଙ୍କ ରେକର୍ଡ ଏଭରେଷ୍ଟ ଆରୋହଣ

କାଠମାଣ୍ଡୁ : ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାରେ ନେପାଳୀ ପର୍ବତାରୋହୀ କାମି ରିଟା ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କାମି ରିଟା ରବିବାର ୨୯ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚି ଏଭଳି କୃତିତ୍ବର…
Read More...

ପ୍ରଥମ ପର୍ଯ୍ୟାୟ ମତଦାନ: ଇଭିଏମରେ ତ୍ରୁଟି, ଭୋଟିଂ ବିଳମ୍ବ

ମାଲକାନଗିରି: ଓଡିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୮ ଜିଲ୍ଲାରେ ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ…
Read More...

ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌: କହିଲେ ଆପଣଙ୍କ ଭୋଟ୍ , ଆପଣଙ୍କ ସ୍ଵର

ନୂଆଦିଲ୍ଲୀ: ଆଜି ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା…
Read More...

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ:ଆଜି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର : ଓଡିଶାରେ ଗଣତନ୍ତ୍ରର ମହାପର୍ବ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର କୋରାପୁଟ, ନବରଙ୍ଗପୁର , ବ୍ରହ୍ମପୁର , କଳାହାଣ୍ଡି ପାଇଁ ମତଦାନ ହେଉଛି। ୨୮ ବିଧାନସଭା କ୍ଷେତ୍ର ପାଇଁ…
Read More...

ନିର୍ବାଚନ ପାଇଁ ମୁତୟନ ରହିବେ ୧୭ ହଜାର ପୁଲିସ୍‌: ଡିଜିପି

ଭୁବନେଶ୍ଵର: ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରହିଛି। ଏଥିଲାଗି ଆଜି ପୁଲିସ ସେବା ଭବନ ଠାରେ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ…
Read More...

ଆଜି ଦିଲ୍ଲୀ କ୍ୟାପିଟାଲ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର

ବେଙ୍ଗାଲୁରୁ : ଆଇପିଏଲ ମହାସମର। ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ।ପ୍ଲେ ଅଫ ଦୌଡ଼ରେ…
Read More...

ଚଳଚଞ୍ଚଳ ରଥଖଳା: ଚାଲିଛି ତିନି ଠାକୁରଙ୍କ ରଥ ନିର୍ମାଣ କାମ

ପୁରୀ : ଚଳଚଞ୍ଚଳ ହୋଇଛି ରଥ ଖଳା। ଶନିବାର ଆରମ୍ଭ ହୋଇଛି ରଥ ନିର୍ମାଣ। ପ୍ରଥମେ ତିନି ରଥର ୪୨ ଚକ ନିର୍ମାଣ ପାଇଁ ତୁମ୍ୱ ପ୍ରସ୍ତୁତ କରାଯାଉଛି। ମା’ ଚର୍ଚ୍ଚିକାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବିଶ୍ବକର୍ମାମାନେ…
Read More...

ମହୁମାଛି ଆକ୍ରମଣ: ଗୋଟିଏ ପରିବାରର ୫ ଆହତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଛତାଭରି ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି। ଗୋଟିଏ ପରିବାର ୫ ଜଣ ସଦସ୍ୟ କାରରେ ବ୍ରହ୍ମପୁରରୁ ମୋହନା ଅଭିମୁଖେ…
Read More...

ଘାଟିରେ ଓଲଟିଲା ଅଟୋ: ୧୮ ଆହତ

ନବରଙ୍ଗପୁର: ଝରିଗାଁ ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଘାଟିରେ ଏକ ଅଟୋ ଓଲଟି ପଡିଛି। ଏଥିରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…
Read More...

ଆଫ୍‌ଗାନିସ୍ତାନରେ ଆକସ୍ମିକ ବନ୍ୟା, ୩୦୦ ମୃତ

କାବୁଲ : ଆଫ୍‌ଗାନିସ୍ତାନର ବାଘ୍‌ଲାନ ପ୍ରଦେଶରେ  ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଗୋଟିଏ ଦିନରେ ୩୦୦ ଲୋକଙ୍କର ପ୍ରାଣହାନି ଘଟିଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ବନ୍ୟାରେ…
Read More...

ଖୋଲିଲା ଗୋପାଳପୁର ବତୀଘର,ମଜା ନେଲେ ପର୍ଯ୍ୟଟକ 

ଗୋପାଳପୁର: ଦୀର୍ଘ ୧୧ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋପାଳପୁର ବତୀଘର। ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ଜଳମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତୀ ଜାହାଜ ନିର୍ଦେଶାଳୟ କଲିକତା କାର୍ଯ୍ୟାଳୟର ଚିଠି…
Read More...

ବିଜେପିରେ ସାମିଲ ହେଲେ ୫୦୦ରୁ ଅଧିକ କର୍ମୀ

ତେଲକୋଇ : ତେଲକୋଇ ରେ ଶକ୍ତିଶାଳୀ ହେଉଛି ଭାରତୀୟ ଜନତା ପାର୍ଟି। ଅନ୍ୟ ଦଳ ଛାଡି ବିଜେପି ରେ ସାମିଲ ହୋଇଛନ୍ତି ୫୦୦ରୁ ଅଧିକ କର୍ମୀ । ତେଲକୋଇ ମୂଖ୍ୟାଳୟର ନିଖିଳ ଉତ୍କଳ ଚଷା ସମାଜ ଘର ଠାରେ ଆୟୋଜିତ ବିଜେପି ର ମିଶ୍ରଣ…
Read More...