www.samajalive.in
Saturday, December 6, 2025
14.1 C
Bhubaneswar

ଜୀବନରେ ଭଲ ସମୟ ଆସିବାର ୪ ସଙ୍କେତ, ଭୁଲରେ ବି କରନ୍ତୁନି ଅଣଦେଖା….

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ତା ଜୀବନରେ କେବେ ନା କେବେ ଖରାପ ସମୟର ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରିଥାଏ। ଏହି ସମୟରେ ମଣିଷ ଚିନ୍ତା କରେ ଯେ , ଏହି ମୁହୁର୍ତ୍ତ ଯେମିତି ଶୀଘ୍ର ଅତିକ୍ରମ କରିଯାଉ। ଏବଂ ଭଲ ସମୟ ଶୀଘ୍ର ପାଖେଇ ଆସୁ। ଜ୍ୟୋତିଷଙ୍କ କହିବାନୁଯାୟୀ ଭଲ ସମୟ ଆସିବା ପୂର୍ବରୁ ଆମକୁ କିଛି ସଙ୍କେତ ମିଳିଥାଏ। ଆଜି ଆମେ ଆପଣଙ୍କ ମାନଙ୍କୁ ୪ଟି ସଙ୍କେତ ବିଷୟରେ କହିବାକୁ ଯାଉଛୁ। ପ୍ରଥମରେ ଯଦି ଆପଣମାନେ ରାସ୍ତାରେ ଯାଉଥିବାବେଳେ ଜଳ ଭର୍ତ୍ତି ପାତ୍ର ଦେଖୁଛନ୍ତି। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଦ୍ଵିତୀୟତଃ ହାତ କୁଣ୍ଡାଇ ହେବା। ଯଦି ପୁରୁଷଙ୍କ ଡାହାଣ ହାତ ଏବଂ ମହିଳା ମାନଙ୍କର ବାମ  ହାତ ବାରମ୍ବାର କୁଣ୍ଡାଇ ହୁଏ। ତାହାଲେ ଯଦି ଆପଣଙ୍କ ଧନ ସମ୍ପର୍କିତ କୌଣସି ସମସ୍ୟା ରହୁଛି , ତାହାଲେ ତାହା ଅନ୍ତ ହେବାର ସମୟ ଆସୁଛି। ତୃତୀୟତଃ ଯଦି ଘରକୁ କଳା ଜନ୍ଦା ଆସୁଛନ୍ତି। କଳା ଜନ୍ଦାଙ୍କୁ ଶୁଭ ବୋଲି ମନାଯାଏ। ଯଦି ଆପଣଙ୍କ ଘରକୁ କଳା ଜନ୍ଦା ଆସୁଛନ୍ତି , ତେବେ ଆଗାମୀ ଦିନରେ ଆପଣଙ୍କ କ୍ୟାରିୟର ଏବଂ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ। ଚତୁର୍ଥରେ ଶଙ୍ଖ ଧ୍ବନୀ ଶୁଭିବା। ଯଦି ସକାଳ ସମୟରେ ଆପଣଙ୍କୁ ଶଙ୍ଖ ଧ୍ବନୀ ଶୁଣିବାକୁ ମିଳୁଛି , ତେବେ ଏହା ଭଲ ଦିନ ଆସିବାର ସଙ୍କେତ ଦେଉଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories