bjd  ek lkhya koti banner

ସମୁଦ୍ର ଢେଉରେ ଭାସିଗଲେ ଗୋଟିଏ ପରିବାରର ୪ ସଦସ୍ୟ

mission shakti banner

ନୂଆଦିଲ୍ଲୀ: ଗୁଜୁରାଟ ନବସାରି ଜିଲ୍ଲା ଦାଣ୍ଡି ସମୁଦ୍ର କୂଳରେ ଅଭାବନୀୟ ଘଟଣା ଘଟିଛି। ରବିବାର ଗୋଟିଏ ପରିବାରର ୭ ସଦସ୍ୟ ମଜାମସ୍ତି କରୁଥିବାବେଳେ ହଠାତ୍ ସମୁଦ୍ର ମାଡି ଆସିଥିଲା। ଦେଖୁ ଦେଖୁ ଏକ ବିରାଟ ଢେଉରେ ପରିବାରର ସବୁ ସଦସ୍ୟ ଭାସିଯାଇଥିଲେ। ଏହାଦେଖି ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଆଉ ୪ ଜଣଙ୍କର ପତ୍ତା ମିଳୁନି। ଦମକଳବାହିନୀ ଏବଂ ସ୍ଥାନୀୟ ପୁଲିସ୍ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

Comments are closed.