www.samajalive.in
Saturday, December 6, 2025
26.1 C
Bhubaneswar

ଶୋଇପଡ଼ିଲେ ଷ୍ଟେସନ ମାଷ୍ଟର, ଅଟକିଲା ଟ୍ରେନ୍….

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଇଟାୱା ନିକଟସ୍ଥ ଉଦି ମୋର ରୋଡ୍‌ ରେଳଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ରାଜସ୍ଥାନର କୋଟାରୁ ପାଟନା ଯାତ୍ରା କରୁଥିବା ଏକ୍ସପ୍ରେସ ଟ୍ରେନ୍‌ଟି କୌଣସି କାରଣରୁ ଇଟାୱା ପୂର୍ବବର୍ତ୍ତୀ ଷ୍ଟେସନ ଉଦି ମୋର୍‌ ରୋଡ୍‌ରେ ଅଟକିଥିଲା। ତେବେ ଷ୍ଟେସନ ମାଷ୍ଟର ନିଘୋଡ ନିଦରେ ଶୋଇପଡିଥିବାରୁ ଉକ୍ତ ଟ୍ରେନ୍‌କୁ ସବୁଜ ସଙ୍କେତ (ଗ୍ରୀନ୍‌ ସିଗ୍‌ନାଲ) ଦେବାକୁ ଭୁଲିଯାଇଥିଲେ। ଟ୍ରେନ୍‌ର ଲୋକୋ ପାଇଲଟ୍‌ ବାରମ୍ବାର ହର୍ଣ୍ଣ ବଜାଇଥିଲେ ସୁଦ୍ଧା ​ଷ୍ଟେସନ ମାଷ୍ଟରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନଥିଲା। ତେବେ ଅନ୍ୟ କର୍ମଚାରୀମାନେ ଡାକିବା ଫଳରେ ଷ୍ଟେସନ ମାଷ୍ଟର ଧଡପଡ ହୋଇ ଉଠିପଡିଥିଲେ। ୩୦ ମିନିଟ ବିଳମ୍ବରେ ଟ୍ରେନ୍‌ଟି ଏହି ଷ୍ଟେସନ ଛାଡିଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories