ତାମିଲନାଡୁ ବିଷାକ୍ତ ମଦ ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା ରୁଜ୍ଜୁ କରି ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ

ଡେସ୍କ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର ଆୟୋଗ ସ୍ୱତଃସ୍ପୃତ ଭାବେ ଗ୍ରହଣ କରିଛନ୍ତି। ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ…
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଖଲୁବର ଯୁଦ୍ଧ ସ୍ମାରକୀ

ଡେସ୍କ: କାର୍ଗିଲ ଯୁଦ୍ଧର ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାରତୀୟ ସେନା ପର୍ଯ୍ୟଟକଙ୍କ ପାଇଁ ଲଦାଖରେ ଖଲୁବର ଯୁଦ୍ଧ ସ୍ମାରକୀ ଖୋଲିଛି। ଚଳିତ ବର୍ଷ ଜୁଲାଇ ୨୬ରେ ଦେଶ କାର୍ଗିଲ ବିଜୟ ଦିବସର ୨୫ତମ ବାର୍ଷିକୀ ପାଳନ…
Read More...

୧୯୮୫ ମସିହା ଆଜିର ଦିନରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଯାତ୍ରୀ

ଡେସ୍କ: ଏୟାର ଇଣ୍ଡିଆ ବିମାନ ୧୮୨ କନିଷ୍କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୨୯ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର। ୩୯ ବର୍ଷ ପୂର୍ବେ ୧୯୮୫ ମସିହା ଆଜିର…
Read More...

ଜୁନ ୨୪ରୁ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବେ ନବନିର୍ବାଚିତ ସଦସ୍ୟ

ଡେସ୍କ: ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ କରାଯିବ। କେନ୍ଦ୍ରରେ ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଅଧିବେଶନ।…
Read More...

ଗ୍ରେସ୍ ମାର୍କ ପାଇଥିବା ନିଟ୍-ୟୁଜି ଛାତ୍ରଛାତ୍ରୀଙ୍କ ପୁନଃ ପରୀକ୍ଷା ଆଜି

ଡେସ୍କ: ନିଟ୍-ୟୁଜି ୨୦୨୪ରେ ଗ୍ରେସ୍ ମାର୍କ ପାଇଥିବା ସମସ୍ତ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କ ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଚଳିତ ମାସ ପ୍ରାରମ୍ଭରେ ଜାରି କରିଥିବା ଏକ…
Read More...

ଅନ୍ୟ ଜଣେ ତାମିଲ ପ୍ରଶାସକଙ୍କ କାହାଣୀ

ବି.ଶିବରମଣ ଜଣେ ତାମିଲ ଆଇସିଏସ୍‌ ଅଫିସର ଥିଲେ। ଓଡ଼ିଶା ସହିତ ତାଙ୍କର ଦୀର୍ଘ ଓ ଘନିଷ୍ଟ ସମ୍ପର୍କ ଥିଲା। ଏ ପ୍ରବନ୍ଧରେ ଆଧୁନିକ ଓଡ଼ିଶା ଗଠନରେ ଶିବରମଣଙ୍କ ଭୂମିକା ଉପରେ ଅଳ୍ପ ଆଲୋଚନା କରିବା। ଶିବରମଣ ୧୯୩୪…
Read More...

ଜୀବନ ଆଦର୍ଶରେ ‘ଧାଡ଼ି’

ପୃଥିବୀରେ ଶୃଙ୍ଖଳିତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଜୀବ ହିସାବରେ ପିମ୍ପୁଡ଼ିକୁ ଗ୍ରହଣ କରାଯାଇପାରେ। ଟିକି ଜୀବ ହେଲେ ମଧ୍ୟ, ସେମାନେ ସର୍ବଦା ଧାଡ଼ି ବାନ୍ଧି ସବୁ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଧାଡ଼ିରେ ଅନେକ…
Read More...

ବଦଳିବ ବାହନର ବ୍ୟବହାର

ଭବିଷ୍ୟତ ଭୁବନେଶ୍ବର ଏମିତି ହୋଇଥିବ ଯେଉଁଠାରେ ଲୋକେ ଖୁସିରେ ଥିବେ, କୋଉ ମା ବ୍ୟସ୍ତ ନଥିବେ ପିଲାଟି ସ୍କୁଲରୁ ସୁରକ୍ଷିତ ଭାବେ ଫେରିବା ନେଇ ଏବଂ ଏହା ଏକ ସହର ହୋଇଥିବ ଯେଉଁଠାରେ ଲୋକମାନେ ବସ ବାସ କରୁଥିବେ, ଲୋକଙ୍କ…
Read More...

ସମ୍ପର୍କ

୨୦୦୬ ମସିହାର ଘଟଣାଟିଏ। ସେତେବେଳେ ପୁରୀ ଜିଲା କାକଟପୁର ବ୍ଲକର ବାଙ୍ଗୁରୀ ଗାଁ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ଯ୍ୟଭାର ଗ୍ରହଣ କରିଥାଏ। ବାଲେଶ୍ୱରର ଅରୁହାବାଡ଼ରେ ପୋଷ୍ଟିଂ ହୋଇଥିଲା। ସେହି…
Read More...

କେବେ ଏସ୍‌‌ସିବିରେ ଲାଗୁ ହେବ ‘ନିର୍ମଳ++’

କଟକ: କଟକ ବଡ ଡାକ୍ତରଖାନାର ବିଭିନ୍ନ କାର୍ଯ୍ୟ ସ୍ବଚ୍ଛତା ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବା ପାଇଁ ଏସ୍‌ସିବି ମେଡିକାଲକୁ ନିର୍ମଳ++ ଶ୍ରେଣୀରେ ସାମିଲ କରାଗଲା। ଏହି ଯୋଜନା ଦ୍ୱାରା ସଫେଇ ଠାରୁ ଆରମ୍ଭ କରି ସୁରକ୍ଷା…
Read More...

ମହାକାଶରୁ ଘର ଉପରେ ପଡ଼ିଲା ଆବର୍ଜନା, ନାସାଠାରୁ ୮୦ ହଜାର ଡଲାର କ୍ଷତିପୂରଣ ଦାବି

ଫ୍ଲୋରିଡା: ମହାକାଶରୁ ଘର ଉପରେ ଆବର୍ଜନା ପଡିବା ପରେ ଆମେରିକାର ଫ୍ଲୋରିଡାସ୍ଥିତ ଗୋଟିଏ ପରିବାର ଇତିମଧ୍ୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ନିକଟରେ ୮୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୭ ଲକ୍ଷ…
Read More...

ଟ୍ରାଫିକ ପୁଲିସକୁ ୫୦ ମିଟର ଘୋଷାଡ଼ି ନେଲା ନିଶାସକ୍ତ ଡ୍ରାଇଭର

ଫରିଦାବାଦ: ହରିୟାଣାର ଫରିଦାବାଦରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ମଦ୍ୟପ ଡ୍ରାଇଭର ନିଜ ଗାଡ଼ିରେ ପାଖାପାଖି ୫୦ ମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ସେହି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।…
Read More...

୬ ମାସ ନ ପୁରୁଣୁ ୧୮ ହଜାର କୋଟି ଟଙ୍କାରେ ନିର୍ମିତ ଅଟଳ ସେତୁରେ ଫାଟ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବଇ ସହରରେ କିଛି ମାସ ପୂର୍ବେ ଉଦ୍‌ଘାଟିତ ହୋଇଥିବା ଅଟଳ ସେତୁରେ ଫାଟ ସୃଷ୍ଟି ହୋଇଛି। ଏହି ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଏହା ଫାଟିଛି ବୋଲି ମହାରାଷ୍ଟ୍ର ପ୍ରଦେଶ…
Read More...

୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ, ୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୫ତାରିଖରୁ ବର୍ଷା ପରିମାଣ ବଢିବା ସହିତ ୨୬ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରାୟ…
Read More...

ସିବିଆଇକୁ ନିଟ୍‌-ୟୁଜି ଦୁର୍ନୀତି ତଦନ୍ତ ନିର୍ଦ୍ଦେଶ, ନିଟ୍‌-ପିଜି ପ୍ରବେଶିକା ସ୍ଥଗିତ

ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଶନିବାର ସମଗ୍ର…
Read More...

ସଂଶୋଧନ ହେବ ସିଜିଏସ୍‌ଟି ଆଇନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ୫୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଟିକସ ହାରରେ ପରିବର୍ତ୍ତନ, ବାଣିଜ୍ୟ ସୁବିଧା ପାଇଁ ଅନେକ ପଦକ୍ଷେପ ଗ୍ରହଣ…
Read More...

ନିଟ୍‌-ପିଜି ପ୍ରବେଶିକା ସ୍ଥଗିତ

ନୂଆଦିଲ୍ଲୀ: ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଶନିବାର…
Read More...

କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ରାଶିଫଳ

ମେଷ: ରବିବାର ସଫଳତା ପ୍ରାପ୍ତି ହେବ। ଶତ୍ରୁ ପରାସ୍ତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ବୁଧବାର ଓ…
Read More...

ନିଟ୍ ପରୀକ୍ଷା ଅନିୟମିତତା – ଝାଡ଼ଖଣ୍ଡରୁ ୬ ଗିରଫ

ଡେସ୍କ: ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାର ପୁଲିସ ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରୁ ୬ ଜଣଙ୍କୁ ଗିରଫ କରିଛି। ଦେବଘର ସଦର ଏସଡିପିଓ ରିତ୍ବିକ ଶ୍ରୀବାସ୍ତବ କହିଛନ୍ତି, ଦେବୀପୁର ଥାନା…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଡେସ୍କ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଥିଲେ ଯେ ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମ…
Read More...

ନକଲି ଚାଲାଣ ରୋକିବାକୁ ଲାଗୁ ହେବ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରମାଣୀକରଣ ବ୍ୟବସ୍ଥା

ଡେସ୍କ: ସମସ୍ତ ଇସ୍ପାତ, ଲୁହା ଓ ଆଲୁମିନିୟମ ତିଆରି ଦୁଗ୍ଧ କ୍ୟାନ୍ ଉପରେ ୧୨ ପ୍ରତିଶତ ସାମଗ୍ରୀ ଓ ସେବା କର - ଜିଏସଟି ଲାଗୁ କରିବାକୁ ଜିଏସଟି ପରିଷଦ ସୁପାରିସ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି…
Read More...

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ – ଅନୁଗୋଳର ଗ୍ରାହକ ଜିତିଲେ କାର୍

ଡେସ୍କ: ୪୯ ବର୍ଷରେ ପହଂଚିଥିବା ଶିଳ୍ପସଂସ୍ଥା ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଜଣେ ଗ୍ରାହକଙ୍କୁ ମୂଲ୍ୟବାନ କାର୍ ଓ ୫ ଜଣ ଗ୍ରାହକଙ୍କୁ ଇ-ସ୍ଫୁଟର ଉପହାର ଆକାରରେ ପ୍ରଦାନ କରିଛି। ଶନିବାର ଦିନ ଭୁବନେଶ୍ୱରର…
Read More...

ପ୍ରାକ-ବଜେଟ୍ ବୈଠକରେ ଦ୍ୱିତୀୟ ଏମ୍ସ ଓ ୫ ଲକ୍ଷ ଗୃହ ଦାବି କଲା ଓଡ଼ିଶା

ଡେସ୍କ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି…
Read More...

ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କଲେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ

ଡେସ୍କ: ସଂସଦର ଆଗାମୀ ଅଧିବେଶନ କାଳରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ…
Read More...

ଏନଟିଏ ଉଦ୍ଧାର ପାଇଁ କମିଟି ଗଠିତ, ୨ ମାସରେ ଦେବ ରିପୋର୍ଟ

ଡେସ୍କ: ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଓ ନେଟ-ୟୁଜିସି ପରୀକ୍ଷା ବାତିଲ ପରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ଏକ କମିଟି ଗଠନ କରିଛି। ସ୍ୱଚ୍ଛ, ସୁରୁଖୁରୁରେ ଏବଂ…
Read More...

ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ଜି.ଉଦୟଗିରି: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ କାର୍ଯ୍ୟାଳୟ ପରିସରରେ ଆସନ୍ତା ୨୩/୨୪ ଦୁଇ ଦିନ ଧରି ଅନୁଷ୍ଠାନର ରୋପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ଏକ…
Read More...

ମହିଳାଙ୍କ ଗଳାକାଟି ହତ୍ୟା

ବାସୁଦେବପୁର: ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଗଳାକାଟି ହତ୍ୟା। ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଶୁକଦେବପୁର ଗ୍ରାମର ବୋଲି ଜାଣିବାକୁ ମିଳିଛି। ସୂଚନାରୁ ଜଣାପଡିଛି,ଶୁକଦେବପୁର ଗ୍ରାମର ରବିନ୍ଦ୍ର ବେହେରା…
Read More...

ମହିନ୍ଦ୍ରା ପାୱାରୋଲର ରେଞ୍ଜର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚିତ

ଡେସ୍କ: ଜିଏସପି ପାୱାର ପ୍ରୋଜେକ୍ଟ ଯାହାକି ପ୍ରମୁଖ ଡିଜେଲ ଜେନେରେଟର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ ଆଜି ଏହାର ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ…
Read More...

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଯୋଗ ଦିବସ ପାଳିତ

ଡେସ୍କ: ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଲାଗି ସକାଳ ୬ ଘଟିକା…
Read More...

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଡେସ୍କ: ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ ଠାରେ ପତଞ୍ଜଳୀ ଯୋଗ ସମିତି କଟକ ଜିଲ୍ଲା ସହାୟତାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ…
Read More...

ରଥ ଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…
Read More...

ଫୁଲବାଣୀର ବିଭିନ୍ନ ଅନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଫୁଲବାଣୀ: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀରେ ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମଟି ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ…
Read More...

ମିଲିଟାରୀ ଷ୍ଟେସନ ପରିସରରେ ଯୋଗ ଦିବସ ପାଳିତ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିସରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା।​​ ଏଥିରେ ସମସ୍ତ ପଦବୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।…
Read More...

ଆଠଗଡର ବିଭିନ୍ନ ଅନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୁକ୍ରବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମହାଆଡମ୍ବରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଭଞ୍ଜ ମଣ୍ଡପ ଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ…
Read More...

ଗୋପାଳପୁର ସମେତ କନିଷିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗୋପାଳପୁର: ସାରା ବିଶ୍ବରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଉଥିବା ବେଳେ ଏହି କ୍ରମରେ ଗୋପାଳପୁର ଓ କନିଷି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ପ୍ରତିଦିନ…
Read More...

ତୁରୁମୁଙ୍ଗା କଲେଜରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଯୋଗ ଦିବସ ପାଳିତ

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ ତୁରୁମୁଙ୍ଗା ସ୍ଥିତ ଦଧିବାମନ କଲେଜରେ…
Read More...

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ: ସ୍ୱାମୀ ଘରେ ନଥିବା ବେଳେ ଓଢଣୀ ଦେଇ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି-ରାୟଗଡା ସୀମାନ୍ତ…
Read More...

ଭତ୍ତାରୁ ବଞ୍ଚିତ ଅସହାୟ ବଲ୍ଳବୀ ସିଂ

ରେଙ୍ଗାଲି: ସରକାର ଗରିବ ପରିବାରର ଅବିବାହିତ ଅସହାୟ ଯୁବତୀ/ମହିଳାମାନଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିମାସ ଭତ୍ତା ପ୍ରଦାନ କରାଯିବା ସକାଶେ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ତୃଣମୂଳ ସ୍ତରରେ କେତେକ…
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହାବିଦ୍ୟାଳୟରେ କଣ୍ଟାବାଞ୍ଜି ପରିସରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ସ୍ନାତକ…
Read More...

ଅତାବିରାରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏସି ଅନ୍ତର୍ଗତ ଅତାବିରା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଟିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ୍,…
Read More...

ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ

ଡ଼େସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆଜି (ଗୁରୁବାର) ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟର ଅବକାଶକାଳୀନ ଖଣ୍ଡପୀଠ…
Read More...

ଏନଟିଏର କାର୍ଯ୍ୟକାରିତା ଅନୁଧ୍ୟାନ କରିବ ଉଚ୍ଚସ୍ତରୀୟ କମିଟି – କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ଏନଟିଏ ସହ ଜଡିତ ସମସ୍ୟାର ଅନୁଧ୍ୟାନ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି କମିଟିର ସୁପାରିସ ଏନଟିଏର…
Read More...

ନିଟ-ନେଟ ବିବାଦ, ପିଲାଙ୍କ ପରିଶ୍ରମର ଫଳ ଦେବ କିଏ

ଡେସ୍କ: ନିଟ ୟୁଜି ବିବାଦ ଥମି ନ ଥିବା ବେଳେ ୟୁଜିସି ନେଟ ବିବାଦ ସମଗ୍ର ଛାତ୍ର ସମାଜକୁ ଅସ୍ଥିର କରିଛି। ଏହି ପ୍ରସଙ୍ଗ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଆଜି ଛାତ୍ରଛାତ୍ରୀମାନେ ଏ ନେଇ ବିରୋଧ ପ୍ରଦର୍ଶନ…
Read More...

ଏବେ ଟିକାବାଲି ବାନାଞ୍ଚଳରେ ୨୫ ଟିକିଆ ହାତୀପଲ

ଜି ଉଦୟଗିରି: ଦୀର୍ଘ ୩୬ଦିନ ପରେ ୨୫ ଟୀକିଆ ହାତୀପଲ ଏବେ ଜି ଉଦୟଗିରି ବନାଞ୍ଚଳଛାଡି ଟିକାବାଲି ବନ୍ୟାଞ୍ଚଳ ଅନ୍ତର୍ଗତ ଚକାପାଦ ସେକ୍ସନର ପସରା ବିଟ ଅନ୍ତର୍ଗତ ମୁଣ୍ଡାଗା ଅଞ୍ଚଳକୁ ଚାଲିଯାଇଥିବା ବନବିଭାଗ ପକ୍ଷରୁ…
Read More...

ଅଂଶୁଘାତରୁ ବଡ଼ମ୍ବା ବନାଞ୍ଚଳରେ ଛୁଆ ହାତୀ ମୃତ

ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରେ ଏକ ଛୁଆ ମାଈ ହାତୀର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତ ହାତୀ ଛୁଆଟିକୁ ବନ ବିଭାଗ କର୍ମଚାରୀମାନେ ବନାଞ୍ଚଳ ଅନ୍ତର୍ଗତ ଛାଞ୍ଚୁଣିଆ ନିକଟସ୍ଥ ତଳ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲରେ…
Read More...

ଆସାମୀ ଚମ୍ପଟ, ବାଂଶଡା ଥାନା ଏବଂ ଘଂଟେଶ୍ୱର ଫାଣ୍ଡି ପୁଲିସ ଗ୍ରାମବାସୀଙ୍କ ଦ୍ୱାରା ଅଟକ

ଧାମରା: କରଞମାଳ ଫାଣ୍ଡି ଅଂଚଳରେ ହୋଇଥିବା ଏକ ମର୍ଡର କେସର ଆସାମୀ ମାନଙ୍କୁ ଧରିବାକୁ ଯାଇ ପୁଲିସ ହଟହଟା ହୋଇଛି। ଏହି ଘଟଣାରେ ଗ୍ରାମବାସୀ ମାନେ ବାଂଶଡା ଥାନା ଷ୍ଟାଫ ଏବଂ ଘଂଟେଶ୍ୱର ଫାଣ୍ଡି ଷ୍ଟାଫଙ୍କୁ ବହୁ ସମୟ ଧରି…
Read More...

୧୦ ବର୍ଷ ହେଲା ବସୁନି ଟାସ୍କ ଫୋର୍ସ କମିଟି ବୈଠକ

ରେଙ୍ଗାଲି: କେନ୍ଦୁପତ୍ର ସଂଗ୍ରାହ କରି ସେଥିରୁ ବିଡି ତିଆରି କରି ଆମ ରାଜ୍ୟର ଲକ୍ଷାଧିକ ଗରିବ ଶ୍ରମିକ ପରିବାର ଜୀବନ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ରାଜ୍ୟ ଏବଂ କେନ୍ଦ୍ର ସରକାର ଶ୍ରମିକ…
Read More...

ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌‌ଯାପିତ

କେନ୍ଦୁଝରଗଡ଼଼: ଚଳିତ ମାସ ୧୭ ତାରିଖରୁ ଜେଲରୋଡସ୍ଥିତ କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍‌‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ…
Read More...

ଭାରତୀୟ ଶିଶୁ ଚିକିତ୍ସକ ସଂଘ ପକ୍ଷରୁ ପରିପୂରକ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଖୁଆଇବାକୁ ପରାମର୍ଶ ଦିଆଯାଇଥାଏ। ଏହି ବିଷୟରେ ବର୍ତ୍ତମାନ ଜନସାଧାରଣ ସଚେତନ ମଧ୍ୟ। କିନ୍ତୁ ୬ ମାସ ପରେ ଶିଶୁକୁ କ’ଣ ଓ କିପରି ଖାଦ୍ୟ ଖାଇବାକୁ ଦେବାକୁ…
Read More...

ପୁଣି ଭୁଷୁଡିଲା ମାଲକାନଗିରି ବିମାନ ବନ୍ଦର ପାଚେରୀ

ମାଲକାନଗିରି: ପୁଣି ଭୁଷୁଡି ପଡିଲା ମାଲକାନଗିରି ଭଡାଜାହାଜ ପଡିଆ ପାଚେରୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣଧୀନ ବିମାନ ବନ୍ଦର ପାଚେରୀର ପଶ୍ଚିମ ପାର୍ଶ୍ୱରେ ପ୍ରାୟ…
Read More...

ଜିମସାରରେ ନର୍ସିଂ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ

ଡେସ୍କ: ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାନ (ଜିମସାର)ର ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ…
Read More...

ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନର ବିଦ୍ୟାଧନ୍ ଓଡ଼ିଶା ଛାତ୍ରବୃତ୍ତି – ୨୦୨୪

ଡେସ୍କ: ବାର୍ଷିକ ଆୟ ୨ ଲକ୍ଷରୁ କମ୍ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଧନ୍ ଛାତ୍ରବୃତ୍ତି ଦିଆଯିବ। ୨୦୨୪ ମସିହାରେ ଓଡ଼ିଶା ବୋର୍ଡରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା…
Read More...

ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ନିଷ୍ପତ୍ତି ହୋଇନି କହିଲେ ଆଇନମନ୍ତ୍ରୀ

ଡେସ୍କ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି। ବୁଧବାର ପୂର୍ବାହ୍ନରେ ରତ୍ନଭଣ୍ଡାର ଖୋଲିବା ନେଇ ଏକ ବଡ ଖବର ଆସିଥିଲା ଯେ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର…
Read More...

ଶଙ୍ଖ ଭବନରେ ସରିଲା ବିଜେଡ଼ି ବୈଠକ, ନବୀନ ବିରୋଧୀ ଦଳ ନେତା

ଡ଼େସ୍କ: ଭୁବନେଶ୍ବର ଶଙ୍ଖ ଭବନରେ ଶେଷ ହେଲା ବିଜେଡ଼ି ବିଧାୟକ ଦଳ ବୈଠକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି। ବିଜେଡି ବିଧାୟକ ଦଳ…
Read More...

ଆଜି ସଂଧ୍ୟାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ

ଡେସ୍କ: କଂଗ୍ରେସ ବିଧାୟକ ଦଳର ବୈଠକ ଆଜି ସଂଧ୍ୟାରେ ଅନୁଷ୍ଠିତ ହେବ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…
Read More...

ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି, ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ

ଡେସ୍କ: ବିଜେପି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ାଙ୍କ…
Read More...

୧୦୪ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଫୁଲବାଣୀ: ନିର୍ବାଚନ ପାଇଁ କିଛିଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଆରମ୍ଭ କରିଛି ଚୋରା ଗଂଜେଇ ଜବତ ଅଭିଯାନ। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଂଚଳରୁ ଗଞ୍ଜେଇ କାରବାର ଉପରେ ରୋକ…
Read More...

ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ…
Read More...

ଅଭିଯୋଗ ପରେ ଫେରିଗଲା ୮ଟି ସାର ଗାଡି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ସାର ବଣ୍ଟନ ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ ଓ ନିଗମ ମଧ୍ୟରେ ତାଳମେଳ ରହୁନି। ଘଟଣା ପ୍ରକାଶ ପାଇବା ପରେ ଆଜି ଜିଲାସ୍ତରୀୟ ଅଧିକାରୀ ମାନେ ଆସି ତଦନ୍ତ କରିଥିବା…
Read More...

ପିଏମ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦ ହଜାର କୋଟିରୁ ଅଧିକ ଟଙ୍କାର…
Read More...

ଆଜିଠାରୁ ଲାଗୁ ହେଲା ଡାକଘର ଅଧିନିୟମ ୨୦୨୩

ଡେସ୍କ: ଆଜିଠାରୁ ଲାଗୁ ହୋଇଛି ଡାକଘର ଅଧିନିୟମ ୨୦୨୩। ଗତବର୍ଷ ଅଗଷ୍ଟ ୧୦ରେ ରାଜ୍ୟସଭାରେ 'ଡାକଘର ବିଲ୍, ୨୦୨୩' ଆଗତ ହୋଇଥିଲା ଏବଂ ଡିସେମ୍ବର ୪ରେ ରାଜ୍ୟସଭାରେ ପାରିତ ହୋଇଥିଲା। ପରେ ଡିସେମ୍ବର ୧୩ ଏବଂ ୧୮ରେ ଏହି…
Read More...

​୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ୨୨.୧୯% ବୃଦ୍ଧି

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪ ଲକ୍ଷ ୬୨ ହଜାର ୬୬୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ୩ ଲକ୍ଷ ୮୨ ହଜାର ୪୧୪ କୋଟି ଟଙ୍କା ଥିଲା। ଏହା ୨୦.୯୯%…
Read More...

ଇଟାଲୀ ଉପକୂଳରେ ଜାହାଜ ଦୁର୍ଘଟଣା: ୧୧ ମୃତ, ୬୬ ନିଖୋଜ

ଡେସ୍କ: ଇଟାଲୀ ଉପକୂଳରେ ମଙ୍ଗଳବାର ଦୁଇଟି ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ ଅଛନ୍ତି। ଇଟାଲୀ କର୍ତ୍ତୃପକ୍ଷ କହିଛନ୍ତି, ଇଟାଲୀ ଉପକୂଳ ନିକଟରେ ଦୁଇଟି ପ୍ରବାସୀ ଡଙ୍ଗା…
Read More...

ନିଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଓ ଏନଟିଏକୁ କହିଲେ ସୁପ୍ରିମକୋର୍ଟ – ୦.୦୦୧% ଅବହେଳା ହେଲେ ମଧ୍ୟ ସମାଧାନ…

ନିଡେସ୍କ: ଚଳିତ ବର୍ଷ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ…
Read More...

ବିଜୟନଗରରେ ପାନୀୟ ଜଳ ସମସ୍ୟା, ପ୍ରତିବାଦରେ ପମ୍ପ ହାଉସରେ ତାଲା ପକାଇଲେ ମହିଳା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ବିଜୟନଗରରେ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ମହିଳା ମାନେ ପମ୍ପ ହାଉସରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ୨୦୦୯ ମସିହାରେ ବିଜୟନଗର ଗ୍ରାମ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲାଞ୍ଜିଗଡ ପ୍ରେସକ୍ଲବର କର୍ମକର୍ତ୍ତା

ଲାଞ୍ଜିଗଡ: ଓଡିଶାର ନୁଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ…
Read More...

ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ‘ମନ୍ କି ବାତ୍’, ଜୁନ ୩୦ରେ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୩୦ତାରିଖରେ ଆକାଶବାଣୀରେ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀ ଓ ବିଦେଶରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର…
Read More...

ସିକିମରେ ପ୍ରବଳ ବର୍ଷା, ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ସିକିମର ମଙ୍ଗନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ଫଳରେ ଫସି ରହିଥିବା ପ୍ରାୟ ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ…
Read More...

ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍‌‌ – ୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ଡେସ୍କ: ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍‌‌ରେ ଆଜି ଅଷ୍ଟ୍ରେଲିଆ ୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କରିଛି। ଆଜି ଭାରତୀୟ ସମୟ ସକାଳ ୬ଟାରେ ଏହି ମ୍ୟାଚ ସେଣ୍ଟ ଲୁଇସିଆର ଗ୍ରସ ଆଇଶଲେଟ ଡାରେନ ସାମୀ…
Read More...

ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତୀୟ ରେଳବାଇ

ଡେସ୍କ: ଏକାଧିକ ସ୍ଥାନରେ ଜନସେବା କାର୍ଯ୍ୟକ୍ରମରେ ଅଧିକାଂଶ ଲୋକଙ୍କ ସାମିଲ ହେବା ନେଇ ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତୀୟ ରେଳବାଇ ସ୍ଥାନ ପାଇଛି। ରେଳ ମନ୍ତ୍ରଣାଳୟ ଚଳିତ ବର୍ଷ ଫେବ୍ରୁଆରି ୨୬ରେ ଏକ କାର୍ଯ୍ୟକ୍ରମ…
Read More...

ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନ ପରିସରରେ ନବନିର୍ମିତ 'ପ୍ରେରଣା ସ୍ଥଳ'କୁ ଉଦଘାଟନ କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ…
Read More...

ଜମ୍ମୁ-କଶ୍ମୀରରେ ସୁରକ୍ଷା ସ୍ଥିତି ଓ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ

ଡେସ୍କ: ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ଏବଂ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ…
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କୋଟଲାଙ୍ଗ ଗ୍ରାମର ଅର୍ଜୁନ ଗାଣ୍ଟାଙ୍କ ପୁଅ ଟୁନା ଗାଣ୍ଟା (୧୬)ର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳ ସମୟରେ ନିଜ…
Read More...

ଆଖଣ୍ଡଳମଣିଙ୍କ ଦର୍ଶନ କରି ଆଶିଷ କାମନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଆରଡି: ରାଜ୍ୟରେ ବିଜେପି ସରକାର ଗଠନ ପରେ ମନ୍ତ୍ରୀ ପଦ ପାଇଥିବା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଶନିବାର ଆରଡିପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ତ୍ରୀଙ୍କ ସହ ଭଦ୍ରକ…
Read More...

ମନମୁଣ୍ଡା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ମନମୁଣ୍ଡା: ଚଳିତବର୍ଷ କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ହେଉଥିବା ରଥଯାତ୍ରା ପର୍ବକୁ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ଶନିବାର ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ଥୁତି ବୈଠକ ଅନୁଷ୍ଠିତ…
Read More...

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ ରାଜ୍ୟ ସରକାର – କେଭିଙ୍କୁ ଶକ୍ତି, ପ୍ରଭାତୀଙ୍କୁ ମିଶନ ଶକ୍ତି ଓ ସୁରେଶଙ୍କୁ…

ଡେସ୍କ: ରାଜ୍ୟର ନବଗଠିତ ବିଜେପି ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ ନେଇ ଉତ୍କଣ୍ଠା ରହିଥିଲା, ତାହା ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ…
Read More...

ସୋନପୁରରୁ ଝାରମୁଣ୍ଡା ଷ୍ଟେସନ ଯାଏଁ ହେଲା ଟ୍ରେନ ସ୍ପିଡ ଟ୍ରାଏଲ ରନ୍

ବାଉଁଶୁଣି: ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗୀର ବ୍ରଡ଼ ଗଜ ରେଳପଥରେ ଆରମ୍ଭ ହୋଇଛି ଟ୍ରେନ ସ୍ପିଡ ଟ୍ରାଏଲ ରନ୍। ଉକ୍ତ ଟ୍ରେନ ସ୍ପିଡ ଟ୍ରାଏଲ ରନକୁ ନିରୀକ୍ଷଣ କରିଛନ୍ତି ଦକ୍ଷିଣ - ପୂର୍ବ ରେଳବାଇ ସର୍କଲର ନିରାପତ୍ତା…
Read More...

ପ୍ରହସନ ପାଲଟିଛି ୨୪ ଘଣ୍ଟିଆ ଶୁଦ୍ଧ ଟ୍ୟାପ ପାଣି ଯୋଗାଣ

ଗୋପାଳପୁର: ରାଜ୍ୟର ଦ୍ଵିତୀୟ ସହର ଯେଉଁଠି ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ୨୦୨୨ ମସିହାରେ ଆରମ୍ଭ ହୋଇଥିବା ପୂର୍ବତନ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିଲା, କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ବୋଲି…
Read More...

ଫ୍ରେଣ୍ଡସ୍ କ୍ଲବର ଷଷ୍ଠ ରଜ ମହୋତ୍ସବ ଉଦଘାଟିତ

ଆଠଗଡ: ଆଠଗଡ ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ୩ ଦିନ ବ୍ୟାପୀ ଷଷ୍ଠ କନ୍ଦରପୁର ରଜ ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। ଏହି ୩ ଦିନିଆ ରଜ…
Read More...

ଇଦ୍ ପାଳନ ପାଇଁ ଢାକାରେ ପ୍ରବଳ ଜନଗହଳି, ଟ୍ରେନ ଛାତରେ ଯାତ୍ରା କରୁଛନ୍ତି ଯାତ୍ରୀ

ଡେସ୍କ: ଇଦ୍-ଉଲ୍-ଆଧା ପାଇଁ ବାଂଲାଦେଶ ଢାକାରେ ପ୍ରବଳ ଜନ ଗହଳି ହୋଇଛି। ଇଦ୍ ପର୍ବ ଅବସରରେ ରାଜଧାନୀ ଛାଡ଼ି ନିଜ ନିଜ ସହର ଓ ଗାଁକୁ ଯିବା ପାଇଁ ଲୋକଙ୍କ ଭିଡ଼ ଯୋଗୁଁ ଢାକାରୁ ବାହାରକୁ ଯାଉଥିବା ରାଜପଥଗୁଡ଼ିକରେ…
Read More...

ସେଲଫି ନେବାବେଳେ ଚାଲିଗଲା ଦୁଇଟି ଜୀବନ

ମାଲକାନଗିରି: ସେଲଫି ନେବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ଏଭଳି ଘଟିଛି। ଭୋଜି କରିବା ପାଇଁ ଗୁମ୍ମାଝରଣକୁ ଆସିଥିଲେ ଦୁଇ ଯୁବକ। ପଥର ଉପରେ…
Read More...

ଅବକାରୀ ନୀତି ମାମଲା ଶୁଣାଣି ସମୟର ଭିଡିଓ ହଟାଇବାକୁ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡ଼େସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଶୁଣାଣି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରୁ ହଟାଇ ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ…
Read More...

ଜୁନ ୧୮ରେ ଆକାଉଣ୍ଟକୁ ଆସିବ ପିଏମ-କିଷାନ ସମ୍ମାନ ନିଧି ଟଙ୍କା

ଡେସ୍କ: ଆସନ୍ତା ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ୩ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ…
Read More...

କଳାହାଣ୍ଡିର କଇଁଛ ଝରିଗାଁରେ ଜବତ, ୪ ଗିରଫ

ଭବାନିପାଟଣା: କଳାହାଣ୍ଡିରୁ ଚୋରାଚାଲାଣ ହେଉଥିବା ୧୭୬ଟି କଇଁଛକୁ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବନ ବିଭାଗ ଜବତ କରିଛି। ଜବତ କଇଁଛର ଓଜନ ପ୍ରାୟ ଦୁଇ କ୍ଵିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ବନ ବିଭାଗ…
Read More...

ତାଏକୋଣ୍ଡୋ ପ୍ରମୋସନ ଓ ବ୍ଲାକ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

ବୌଦ୍ଧ: ତାଏକୋଣ୍ଡୋ ଏକାଡେମୀ ବୌଦ୍ଧ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବୌଦ୍ଧ ଜିଲ୍ଲା କ୍ୟୁରୋଗି ଓ ପୂମସି ଚାମ୍ପିଅନସିପ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିଅନସିପ ର ସମାରୋପ ଉତ୍ସବରେ ଓଡ଼ିଶା…
Read More...

୨୪ ବର୍ଷ ପରେ ରାଜ୍ୟରେ ଶାସନ ଭାର ପରିବର୍ତ୍ତନ, ଫିଟିବ କି ବିବାଦୀୟ କୋଟିଆ ପଞ୍ଚାୟତର ସମାଧାନର ବାଟ?

ପଟ୍ଟାଙ୍ଗି: ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ପରେ ଚଳିତ ନିର୍ବାଚନ ରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ହାସଲ କରି ରାଜ୍ୟରେ ଶାସନ ଭାର ଗ୍ରହଣ କରିଛି। ମୋହନ ଚରଣ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ…
Read More...

ଗ୍ରାସୀମ ଇଣ୍ଡଷ୍ଟ୍ରିଜର କଲୋନୀ ପରିସରରେ ରଜ ପର୍ବ ପାଳନ

ଗଞ୍ଜାମ: ରଜ ପର୍ବ ଓଡ଼ିଶାର ଏକ ଲୋକପ୍ରିୟ ଓ ନିଆରା ପର୍ବ ଯାହା ନାରୀତ୍ବର ସମ୍ପୂର୍ଣ୍ଣ ଅସ୍ତିତ୍ୱର ସମ୍ମାନର ଏକ ମହୋତ୍ସବ। ଏହି ପର୍ଵ ଆମ ସାମାଜିକ ଜୀବନରେ ଖୁବ ଗଭୀର ଭାବେ ଜଡ଼ିତ। ଓଡ଼ିଶାର ଏହି ସଂସ୍କୃତି ଓ…
Read More...

ନବ ନିର୍ବାଚିତ ବରଗଡ଼ ସାଂସଦ ଓ ଅତାବିରା ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରେଙ୍ଗlଲିକ୍ୟାମ୍ପ: ଅତାବିରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ନବ ନିର୍ବାଚିତ ବିଜେପିର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ରଞ୍ଜନ…
Read More...

ଜି-୭ ଶିଖର ସମ୍ମିଳନୀ – ଅନେକ ନେତାଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ

ଡେସ୍କ: ଇଟାଲୀର ଅପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଜି ଅପରାହ୍ନରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସାକ୍ଷାତ…
Read More...

ଜନନୀ ଆଶ୍ରମ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ

ଚୌଦ୍ୱାର: ଡାଳିଯୋଡ଼ା ସାହିତ୍ୟ ସଂସଦ ଆନୁକୁଲ୍ୟରେ ମଙ୍ଗରାଜପୁର ପଞ୍ଚାୟତ ଆମ୍ବିଳିଝରୀସ୍ଥିତ ମାନସିକ ଅନଗ୍ରସର ମହିଳା ସେବା ଅନୁଷ୍ଠାନ ଜନନୀ ଆଶ୍ରମର ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି। ସଂସଦ ସଭାପତି…
Read More...

ସୀତାବିଞ୍ଜିରେ ୪ ଦିନିଆ ରଜ ମହୋତ୍ସବ ଉଦଘାଟିତ

ପାଟଣା: ଉଭୟ ପୌରାଣିକ ଓ ଐତିହାସିକ ଗୁରୁତ୍ଵର ପ୍ରମାଣ ରଖିଥିବା ପ୍ରତ୍ନତାତ୍ବିକ ସ୍ଥଳ ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତର ସୀତାବିଞ୍ଜିରେ ଆଜି ଠାରୁ ଜୁନ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ସୀତାବିଞ୍ଜି ରଜ…
Read More...

କାଳବୈଶାଖୀରେ ଚିନାମାଳିପଶି ୫-ଟି ଉଚ୍ଚ ବିଦ୍ୟାଳୟ ଛାରଖାର

ପାଟଣା: କାଳବୈଶାଖୀ ଝଡ ଫଳରେ ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟଟି ଛାର ଖାର ହୋଇଯାଇଛି। ଏହି ବିଦ୍ୟାଳୟଟି ୫-ଟିରେ ରୂପାନ୍ତରିକରଣ କରାଯାଇ ଗତ ୨୦୨୩ ଏପ୍ରିଲ ୨୫ରେ…
Read More...

ନୂତନ ପ୍ରଜାତିର କୋଚିଆ ମାଛ ‘ଓପିକଥସ ସୂର୍ଯ୍ୟାଇ’ ଉପରେ ଗବେଷଣା

ଗୋପାଳପୁର: ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଏକ ନୂତନ ପ୍ରଜାତିର କୋଚିଆ ମାଛ ଚିହ୍ନଟ କରାଯାଇଛି। ବୈଜ୍ଞାନିକ ଡ଼ ଅନିଲ ମହାପାତ୍ରଙ୍କ ସୂଚନା ଅନୁସାରେ ଏହା ପୃଥକ ଭାବେ ଏକ ନୂତନ ପ୍ରଜାତି ମାଛ ଏବଂ ଏହି…
Read More...

ଜ୍ୟେଷ୍ଠ ଘଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଜ୍ୟେଷ୍ଠ ଘଣ୍ଟ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ସରପଞ୍ଚ ଗୌତମ ବାର୍ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ ଜୋନ ଜିଲା ପରିଷଦ ସଦସ୍ୟ…
Read More...

ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶ୍ରୀ ଗଣେଶ ମନ୍ଦିରରେ ତିନିଟି ତାଲା ଭାଙ୍ଗି ହୁଣ୍ଡିରୁ ଗୋଟିଏ ବର୍ଷର ଦାନ ରାଶି ଚୋରି ହୋଇଛି। ସକାଳ ୬ଟାରେ ମନ୍ଦିର ସମ୍ମୁଖରେ ଥିବା ସାଉଥ୍…
Read More...

ଛତିଶଗଡ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗୋପାଳପୁର: ଗୋପାଳପୁରର ନବ ନିର୍ବାଚିତ ବିଧାୟକ ତଥା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭୂବନେଶ୍ବର ଠାରେ ନିଜ ବାସଭବନରେ ଥିବା ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟି ଆଲୋଚନା…
Read More...

ରାଜନଗର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରରେ ଆଜି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗ ଦେଇ ପ୍ରଥମେ ମା' ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିର ଦର୍ଶନ କରି ମନ୍ଦିର କମିଟି ସଭାପତି ସଭାପତି ପ୍ରତାପ ଚନ୍ଦ୍ର ରଣା ଓ…
Read More...

ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉଦଘାଟନ କଲେ ଲୋକସଭା ସଦସ୍ୟ ଅନନ୍ତ ନାୟକ

କେନ୍ଦୁଝରଗଡ଼଼: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା ଆମ୍ବୁଲାନ୍ସକୁ ଲୋକସଭା ସଦସ୍ୟ ଅନନ୍ତ ନାୟକ ଶୁକ୍ରବାର ଉଦ୍‌‌ଘାଟନ କରିଛନ୍ତି। ଅତ୍ୟାଧୁନିକ…
Read More...

ଶ୍ୱେତପଦ୍ମାଙ୍କ ମଣ୍ଡଳ ଚିତ୍ରକଳାରେ ପାରମ୍ପରିକ ବନବାସୀ ବେଶରେ ମା’ ଧରିତ୍ରୀ

କେନ୍ଦୁଝରଗଡ଼଼: ରାଜ୍ୟର ବେଶ୍‌‌ ଜଣାଶୁଣା ମଣ୍ଡଳ ଚିତ୍ରଶିଳ୍ପୀ କେନ୍ଦୁଝର ସହର ବଣିଆପାଟର ଶ୍ୱେତପଦ୍ମା ମିଶ୍ର ଓଡ଼ିଶାର ଗଣପର୍ବ ରଜ ଅବସରରେ ପାରମ୍ପରିକ ମଣ୍ଡଳ ଚିତ୍ରକଳାରେ ଓଡିଆ ବନବାସୀ ବେଶରେ ମା’ ଧରିତ୍ରୀଙ୍କ…
Read More...