ମାଲକାନଗିରି: ସେଲଫି ନେବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ଏଭଳି ଘଟିଛି। ଭୋଜି କରିବା ପାଇଁ ଗୁମ୍ମାଝରଣକୁ ଆସିଥିଲେ ଦୁଇ ଯୁବକ। ପଥର ଉପରେ ସେଲଫି ନେବେ ବେଳେ ହଠାତ ଗୋଡ଼ ଖସିଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଏ ପର୍ଯ୍ୟନ୍ତ ଦୁଇ ଯୁବକଙ୍କ ପରିଚୟ ମିଳିପାରିନାହିଁ।
Popular Categories



