ବୁର୍ଲା ଭିମସାରରେ ମହିଳା ଓ ସ୍ତ୍ରୀ ପ୍ରସୂତି ବିଭାଗର ଲିପ୍ଟ ଅଚଳ

ବୁର୍ଲା: ବୁର୍ଲା ଭିମସାରର ମହିଳା ଓ ସ୍ତ୍ରୀ ପ୍ରସୂତି ବିଭାଗରେ ରହିଥିବା ଲିଫ୍ଟ ବାରମ୍ବାର ଅଚଳ ହୋଇଛି। ଏ ନେଇ ହସପିଟାଲ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି ମହିଳା ଓ ସ୍ତ୍ରୀ ପ୍ରସୂତି ବିଭାଗୀୟ ମୁଖ୍ୟ। ସେପଟେ ଲିଫ୍ଟ…
Read More...

ରାତି ପାହିଲେ ଭୋଟ ଗଣତି, କଳାହାଣ୍ଡିରେ ହେବ ୨୨ ରାଉଣ୍ଡ ଗଣତି

ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନ ତଥା ଏଥି ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଏବଂ ଧର୍ମଗଡ ପଂଚାୟତ କଲେଜ୍ ପରିସରରେ ଭୋଟ ଗଣତି…
Read More...

ରାସାୟନିକ ଦ୍ରବ୍ୟ ସ୍ପ୍ରେ କରି ଲୁଟ ଅଭିଯୋଗ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଛେଳିଆ ଗ୍ରାମରେ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘରର ପଛପଟ ଗ୍ରିଲ ଭାଙ୍ଗି ଦୁର୍ବୃତ୍ତ ମାନେ ଘରର ସମସ୍ତ ସଦସ୍ୟଙ୍କୁ ରାସାୟନିକ ଦ୍ରବ୍ୟ ସ୍ପ୍ରେ କରି ସୁନା, ରୂପା ଅଳଙ୍କାର…
Read More...

ଗୋଳାବନ୍ଧ ଆର୍ମି ଏଡ଼ି କଲେଜ ପରିସରରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ଆର୍ମି ଏ ଡ଼ି କଲେଜ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଉତ୍ତର ପ୍ରଦେଶର ରାହୁଲ ଅଗ୍ରୱାଲ (୩୭)। ମୃତ…
Read More...

ଗଞ୍ଜେଇ ସହ ବାଇକ୍ ଜବତ, ଅଭିଯୁକ୍ତ ଫେରାର

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ଚଢାଉ କରି ୨୦୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଓ ଏକ ବାଇକ୍ ଜବତ କରିଛି। ତେବେ ଅଭିଯୁକ୍ତ ଫେରାର ହୋଇଯାଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି…
Read More...

ଜାତୀୟ ରାଜପଥରେ ଗୋଠଛଡ଼ା ଦନ୍ତା, ଅଳ୍ପକେ ବର୍ତିଲେ ବାଇକ ଚାଳକ

ପାଟଣା: ପାଟଣା ବନାଞ୍ଚଳ ଇଲାକାରେ ଉପଦ୍ରବ ଜାରି ରଖିଥିବା ଗୋଠଛଡ଼ା ଦନ୍ତାଟି ମଥୁରାପଶି ନିକଟ ଜଙ୍ଗଲରେ ଥିବାବେଳେ ଆଜି ଅପରାହ୍ନରେ ଏହା ୨୦ ନଂ ଜାତୀୟ ରାଜପଥର ପିପିଳିଆ ଘାଟି ମଙ୍ଗଳା ମନ୍ଦିର ନିକଟରେ ରାସ୍ତାର…
Read More...

ବିଶ୍ୱବିଦ୍ୟାଳୟ ଟପ୍ପର ଛାତ୍ରୀ ନମ୍ରତାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗରେ…
Read More...

ରୂପାନ୍ତର ଅପେକ୍ଷାରେ ଦୁର୍ଗା ମନ୍ଦିର

କଲ୍ୟାଣସିଂହପୁର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କଲ୍ୟାଣସିଂହପୁରର ଆଖ ପାଖ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ରୂପାନ୍ତରଣ ତଥା ଧର୍ମାନୁଷ୍ଠାନ ଗୁଡ଼ିକ ନବ ନିର୍ମାଣ ଓ ପୁରାତନ ଧର୍ମାନୁଷ୍ଠାନ…
Read More...

ସେବା ସଂସ୍ଥାନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ପାତ୍ରପୁର: ପାତ୍ରପୁର ବ୍ଳକ ଖରଣୀ ପଡା ପଞ୍ଚାୟତ ଅମୁଣ୍ଡି ଗ୍ରାମର ଜଣେ ଯୁବକ ସାମ୍ବୁ ମହାନ୍ତି ଦୁଇ ବର୍ଷ ହେଲା ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଉନ୍ନତ ଚିକିତ୍ସା ନିମନ୍ତେ ସେବା ସଂସ୍ଥାନ ପକ୍ଷରୁ…
Read More...

ଭଙ୍ଗାଦଦରା କୁଡ଼ିଆରେ ବିତୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାଳିଆଗୁଡା ଗାଁରେ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ। ପ୍ରାୟ ଏକ ବର୍ଷ ହେବ ହୁଈକା ନବେରାଓଙ୍କ ମୃତ୍ୟୁ ହେବା…
Read More...

ବୌଦ୍ଧ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବୌଦ୍ଧ: ଆସନ୍ତା ୪ ତାରିଖ ଦିନ ବୌଦ୍ଧରେ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ସହିତ କନ୍ଧମାଳ ଲୋକସଭା ପାଇଁ ଭୋଟ ଗଣତି କରାଯିବ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ ଗଣତି କାର୍ଯ୍ୟ ହେବାକୁଥିବାବେଳେ…
Read More...

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା – ମୁଖ୍ୟ ଆର୍କଷଣ ଥାଇଲାଣ୍ଡର ଲୋକ ନୃତ୍ୟ ଓ କେରଳର ବାଜା

ସମ୍ବଲପୁର: ପ୍ରାୟ ୪ ଶହ ବର୍ଷରୁ ଉର୍ଦ୍ଧ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରର ବିଭିନ୍ନ ପୂଜା କମିଟୀ ମାନେ ଜୋରସୋରରେ ପ୍ରାକ ପ୍ରସ୍ତୁତି ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଗତ ମାସ ୧୦…
Read More...

ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି 

ବୌଦ୍ଧ : ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍‌‌ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଆରମ୍ଭ ହେବ ବୋଲି…
Read More...

ଶୀତଳଷଷ୍ଠୀ ଯାତ୍ରା – ପ୍ରଥମ ଥର ପାଇଁ ସାମିଲ ହେବେ ଆର୍ନ୍ତଜାତୀୟ ଲୋକ କଳାକାର

ସମ୍ବଲପୁର: ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଗତ ମାସରୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଆଗାମୀ ୬ ତାରିଖରୁ ଏହାର ଶୁଭାରମ୍ଭ ହେବ। ପ୍ରାୟ ୪ ଶହ ବର୍ଷ ହେବ ପ୍ରତି ବର୍ଷ ଜ୍ୟେଷ୍ଠ…
Read More...

ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ରକ୍ତଦାନ

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟୀ ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ପ୍ରତି ବର୍ଷ ଗ୍ରୀଷ୍ମ ଋତୁ ଅବସରରେ ରକ୍ତର ଅଭାବକୁ ଧ୍ୟାନରେ ରଖି ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।…
Read More...

ବରିଷ୍ଠ ସାମ୍ବାଦିକ ରାଧେଶ୍ୟାମ ବର୍ମାଙ୍କୁ ନାରଦ ସମ୍ମାନ ପ୍ରଦାନ

ସମ୍ବଲପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାର ବିଭାଗ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା (ପଶ୍ଚିମ) ସମ୍ବଲପୁର ମହାନଗର ର ତତ୍ୱାବଧାନରେ ଦେବର୍ଷି ନାରଦ ଜୟନ୍ତୀ ପାଳନ ଓ ନାରଦ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି।…
Read More...

ସମ୍ବଲ ପକ୍ଷରୁ ୩ ଅଜଣା ଶବ ସଂସ୍କାର

ସମ୍ବଲପୁର: ଅସହାୟ ଶବ ମାନଙ୍କୁ ସମ୍ମାନର ସହିତ ଅନ୍ତିମ ସଂସ୍କାର କରି ଆସୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଲ ପକ୍ଷରୁ ବିଗତ ୪ ଦିନ ମଧ୍ୟରେ ୩ଟି ଅଜଣା ଶବ ସଂସ୍କାର କରାଯାଇଛି। ଗତ ୨୯ ତାରିଖରେ ବୁର୍ଲା ମେଡିକାଲ…
Read More...

ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ

ସମ୍ବଲପୁର: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ଏହାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ୍…
Read More...

ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ବେଦାନ୍ତ ନଗର ଖେଳପଡିଆଠାରେ  ଗୋଲଡେନ ସ୍ପୋର୍ଟ୍ସ କ୍ଳବ ଏବଂ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ମିଳିତ  ଆନୁକୂଲ୍ୟରେ ଇଣ୍ଟର ଭିଲେଜ୍ ନକ୍ଆଉଟ୍ କ୍ରିକେଟ୍…
Read More...

ଭୋଟ ଗଣତି ପାଇଁ ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

ଫୁଲବାଣୀ: ସାଧାରଣ ନିର୍ବାଚନ ପାଇଁ ୪ ତାରିଖରେ ହେବ ଭୋଟ ଗଣତି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ସ୍ଥାନୀୟ ପଲିଟେକନିକ ଠାରେ…
Read More...

ଅତାବିରା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହରୀ ନାମଯଜ୍ଞ

ରେଙ୍ଗାଲି କ୍ୟାମ୍ପ: ଅତାବିରା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ଏହି ନାମ ଯଜ୍ଞ ପାଇଁ  ଗତ ଶୁକ୍ରବାର ଦିନ ଭବ୍ୟ ଶୋଭାଯାତ୍ରା ସହ …
Read More...

ଅରୁଣାଚଳ ପ୍ରଦେଶରେ ଆଗରେ ବିଜେପି, ସିକିମରେ ଶାସକ କ୍ରାନ୍ତିକାରୀ ମୋର୍ଚ୍ଚା

ଡେସ୍କ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ସୁରୁଖୁରୁରେ ଚାଲିଛି। ଫଳାଫଳ ଆସିବା ଆରମ୍ଭ ହୋଇଛି। ଅରୁଣାଚଳ ପ୍ରଦେଶରେ ବିଜେପି ବିପୁଳ ବିଜୟ ଆଡ଼କୁ ଗତି କରୁଛି। ସିକ୍କିମରେ ଶାସକ…
Read More...

ଶ୍ୱଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର କଟିଲା ଗୋଡ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅର୍ନ୍ତଗତ ଆମ୍ବଝରୀ ଗ୍ରାମରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ୱଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର ଗୋଡ କଟିବା ଭଳି ଏକ ଘଟଣା ଘଟିଯାଇଛି। ମିଳିଥିବା ସୁଚନା ମୁତାବକ…
Read More...

ରାଜ୍ୟ ଦୌଡ କୁଦ ପ୍ରତିଯୋଗିତାରେ ସମ୍ବଲପୁର ଦଳ

ସମ୍ବଲପୁର: ରାଜ୍ୟର ୭୦ତମ ଦୌଡକୁଦ ପ୍ରତିଯୋଗିତାରେ ସମ୍ବଲପୁରରୁ ଏକ ୩୩ ଜଣିଆ ଦଳ ଅଂଶଗ୍ରହଣ କରୁଛନ୍ତି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଶନିବାର ଠାରୁୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଜିଲାରୁ ଉଭୟ…
Read More...

ବିଶ୍ୱ ପରିବେଶ ଦିବସ ପାଇଁ ଜେଏସଡବ୍ଲ୍ୟୁ ବିପିସଏଲ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ସମ୍ବଲପୁର: ଆଗାମୀ ବିଶ୍ୱ ପରିବେଶ ଦିବସ ପାଇଁ ଜେଏସଡବ୍ଲ୍ୟୁ ବିପିସଏଲ ଓ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବରେ ଜେଏସଡବ୍ଲ୍ୟୁ ବିପିସଏଲ ଅନ୍ତର୍ଗତ ସ୍କୁଲ ଗୁଡିକରେ ଜନତା ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ…
Read More...

ସମ୍ପର୍କ: ଏକ ବିରାଟ ପ୍ରଶ୍ନବାଚୀ

ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ଉପରେ ଗଢି ଉଠିଥାଏ ଏକ ବିଶାଳ ସମ୍ପର୍କ।ସେ ହୋଇଥାଇ ପାରେ ପିତା ପୁତ୍ର, ଭାଇ ଭଉଣୀ, ମାଆ ପୁଅ, ସ୍ୱାମୀ ସ୍ତ୍ରୀ, ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀ ଇତ୍ୟାଦି ଇତ୍ୟାଦି; କିନ୍ତୁ ଯଦି କୌଣସି…
Read More...

କିଏ ଜିତିବ?

ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ସରିଲା। ବର୍ତ୍ତମାନ ସବୁଠି ଗୋଟିଏ ଆଲୋଚନା। କିଏ ଜିତିବ? ଇଏ ଜିତିବ, ସିଏ ଜିତିବ ! ଯିଏ ଜିତିବ, ସାଧାରଣ ଲୋକମାନଙ୍କ ପାଇଁ କ’ଣ କରିବ ? ସ୍ୱାଧୀନତା ପରେ ଦେଶରେ ୧୭ ଟି ସାଧାରଣ…
Read More...

ଚୌକିଦାର

ଶୂନ୍‌ଶାନ୍‌ ରାତି। ନିଶା ଗର୍ଜୁଥିବ। ଗଭୀର ନିଶୀଥର ନିର୍ଜନତାକୁ ଭେଦକରି ନିର୍ଦିଷ୍ଟ ବ୍ୟବଧାନରେ ଶୁଭୁଥିବ ‘ଠକ୍, ଠକ୍, ଠକ୍’ ଶବ୍ଦ। ତା ସହିତ ଭାସି ଆସି ନିଶବ୍ଦତାରେ ମିଳେଇ ଯାଉଥିବ ଦରଭଙ୍ଗା କଣ୍ଠସ୍ୱର, “ହୁସିଆର୍,…
Read More...

ଅସହିଷ୍ଣୁତା କବଳରେ ଗଣତନ୍ତ୍ର

ଏବେ ଆମ ଦେଶରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଶେଷ ହୋଇଛି। ୨୦୨୪ ନିର୍ବାଚନରେ ଦଳମାନଙ୍କର ଚିନ୍ତାଧାରା, ମୁଖିଆଙ୍କ ଚିତ୍ର ଚରିତ୍ର, ନେତାଙ୍କ ହାବଭାବ ଓ ସମର୍ଥକଙ୍କ କାର୍ଯ୍ୟକଳାପ ଦେଖିଲେ ମନେହୁଏ ଯେ ଏହା ଅତୀତର…
Read More...

କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ

ମେଷ: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଗୁରୁବାର ଓ ଶୁକ୍ରବାର ସୌଖୀନ ଦ୍ରବ୍ୟ କିଣାକିଣି…
Read More...

ମୌସୁମୀ ପ୍ରଭାବ – କେରଳରେ ହେଉଛି ପ୍ରବଳ ବର୍ଷା

ଡ଼େସ୍କ: କେରଳରେ ପ୍ରବଳ ବର୍ଷା ଜାରି ରହିଛି। ତ୍ରିସୁର, ମାଲାପୁରମ୍ ଓ କୋଝିକୋଡ଼ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଇଡୁକ୍କି, ପାଲକ୍କଡ ଓ ୱାୟନାଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଲାପୁଜା,…
Read More...

ଆଫଗାନିସ୍ତାନରେ ଡଙ୍ଗା ବୁଡ଼ି ୨୦ ମୃତ

ଡ଼େସ୍କ: ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ନଦୀରେ ବୁଡ଼ି ଯିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ନାଙ୍ଗରହାର ପ୍ରାଦେଶିକ ସୂଚନା ବିଭାଗ ମୁଖ୍ୟ କୁରେଶୀ ବଦଲୁନ କହିଛନ୍ତି ଯେ ମୋମାଣ୍ଡ ଦାରା ଜିଲ୍ଲାର…
Read More...

ସୁଧୁରୁଛି ମଣିପୁର ବନ୍ୟା ପରିସ୍ଥିତି

ଡ଼େସ୍କ: ମଣିପୁରରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ଅଧିକାଂଶ ତଳିଆ ଅଞ୍ଚଳରେ ଜଳ ସ୍ତର କମିବାରେ ଲାଗିଛି। ଖୱାଇରାମବନ୍ଦ ଇମ୍ଫାଲ ବଜାରର କିଛି ଅଂଶ ବର୍ତ୍ତମାନର ବନ୍ୟାରେ ଏବେ ବି ପ୍ରଭାବିତ ହୋଇଛି। ଗତ ୩ ଦିନ…
Read More...

ମେ’ ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି

ଡ଼େସ୍କ: ଚଳିତ ବର୍ଷ ମେ' ମାସରେ ମୋଟ ସାମଗ୍ରୀ ଓ ସେବା କର (ଜିଏସ୍ ଟି) ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି ଟଙ୍କା ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଏହା ବାର୍ଷିକ ୧୦ ପ୍ରତିଶତ…
Read More...

ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣନା

ଡ଼େସ୍କ: ଲୋକସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ବିଧାନସଭା ଏବଂ ଅନ୍ୟ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେବ।ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ…
Read More...

ଗ୍ରୀଷ୍ମ ପ୍ରବାହ ଯୋଗୁ ଜୀବନହାନୀ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି

ଡ଼େସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଅନେକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଗରମ ଯୋଗୁଁ ଜୀବନ ହାନି ବିଷୟରେ ଜାଣିବା ଦୁଃଖଦାୟକ…
Read More...

ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଡେସ୍କ: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ…
Read More...

ଭାରତୀୟ ମତଦାତା ଗଣତନ୍ତ୍ରର ମୂଲ୍ୟବୋଧକୁ ଉଜ୍ଜୀବିତ ରଖିଛନ୍ତି – ନିର୍ବାଚନ ଆୟୋଗ

ଡେସ୍କ: ମତଦାନକୁ ସଫଳ କରିବାରେ ଭୋଟର, ରାଜନୈତିକ ଦଳ, ନିର୍ବାଚନ ସହ ସମ୍ପୃକ୍ତ ସମସ୍ତଙ୍କୁ ନିର୍ବାଚନ ଆୟୋଗ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଆଜି ଭାରତ ଇତିହାସ ରଚିଛି, ଲୋକସଭା…
Read More...

ଲୋକସଭା ନିର୍ବାଚନ, ରାତି ୮ଟା ସୁଦ୍ଧା ୫୯%ରୁ ଅଧିକ ମତଦାନ

ଡେସ୍କ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ରାତି ୮ଟା ସୁଦ୍ଧା ୫୯%ରୁ ଅଧିକ ମତଦାନ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ…
Read More...

ବହୁ ପରିମାଣର ମଦ ଜବତ, ୬ ଗିରଫ

ଚୌଦ୍ୱାର: ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଚାଲିଥିବା ବିଶେଷ ସୁତ୍ରରୁ ଖବର ପାଇ ଚୌଦ୍ୱାର ଅବକାରୀ ଅଧୀକ୍ଷକ ମାନସୀ ନାୟକ ସଦଳ ବଳେ ଟାଙ୍ଗୀ ଓ ଚୌଦ୍ୱାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ…
Read More...

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, ଅଂଶୁଘାତରେ ମୃତ୍ୟୁ ଆଶଙ୍କା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳଷ୍ଟେସନ ପ୍ଲାଟଫର୍ମ ନମ୍ବର ୨ରେ ଅଜଣା ବୃଦ୍ଧଙ୍କ ମୃତ ଦେହ ଜିଆରପି ପୁଲିସ ଉଦ୍ଧାର କରିଛି। ବୃଦ୍ଧଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି। ଅଂଶୁଘାତରେ ବୃଦ୍ଧଙ୍କ…
Read More...

ଲଇଡା ପଞ୍ଚାୟତର ୧୧ ନଳକୂପ ଅଚଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମପଞ୍ଚlୟତର ବିଭିନ୍ନ ଗ୍ରାମରେ ଥିବା ୧୧ଟି ନଳକୂପ ଗତ ୨/୩ ମାସ ହେଲା ଅଚଳ ହୋଇପଡିଛି। ବିଭାଗୀୟ କର୍ତ୍ତୃପକ୍ଷ ଏସଂକ୍ରାନ୍ତରେ ଅବଗତ ଥିଲେ ମଧ୍ୟ…
Read More...

ଅବକାରୀ ଚଢ଼ାଉ,୨ ମଦ ବେପାରୀ ଗିରଫ

ପାଟଣା: ପାଟଣା ଅବକାରୀ ବିଭାଗ ମଦ ବେପାରୀଙ୍କ ଉପରେ ଚଢ଼ାଉ ସମୟରେ ଦୁଇ ମଦ ବେପାରୀଙ୍କୁ ଗିରଫ କରାଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ଚଢ଼ାଉ କରି ସାହାରପଡା ଫାଣ୍ଡି ଅନ୍ତର୍ଗତ…
Read More...

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ଶୋକ

ପାଟଣା: କେନ୍ଦୁଝର ଜିଲ୍ଲାର ଅନ୍ୟତମ ବରପୁତ୍ର ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ଅନନ୍ତ ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର…
Read More...

ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଷ୍ଟେସନ ୟାର୍ଡ଼ ନିକଟ ସିଗନାଲ ପାଖରେ ମାଲବାହୀ ଗୁଡ଼ସ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ, ସେମଧ୍ୟରୁ ଗୋଟିଏ ବଗି ତଳକୁ ଖସି ଅକାମି ହୋଇଯାଇଥିବା ରେଳବାଇ ସୂତ୍ରରୁ ଜଣାପଡିଛି।…
Read More...

ଦେବଗିରି ନାଳର ପୋଲ ଉପରୁ ଖସି ବାଳକ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଦେବଗିରି ନାଳ ପୋଲ ଉପରୁ ଖସି ବାଳକ ଚିନ୍ତାଡି ମୁନା (୧୩) ଗୁରୁତର ହୋଇଛି। ଶନିବାର ଅପରାହ୍ନରେ ସଦରମହକୁମାର ମୁଖ୍ୟ ରାସ୍ତା ଠାରୁ ଦେବଗିରି…
Read More...

୭୨ ଟଙ୍କା ଶସ୍ତା ହେଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର

ଡେସ୍କ: ତୈଳ ଓ ଗ୍ୟାସ ବିପଣନ କମ୍ପାନୀର ସୂଚନା ଅନୁଯାୟୀ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମରେ ୭୨ ଟଙ୍କା ହ୍ରାସ ପାଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଇଣ୍ଡିଆନ ଅଏଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,…
Read More...

ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ପହଁଚିଲେ ଡାକ୍ତରୀ ଟିମ୍‌‌

ଡ଼େସ୍କ: ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ଜଣାପଡିଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦୁଇ ଦିନରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ଜଣଙ୍କ ମଧ୍ୟରୁ ଡାକ୍ତରଖାନା ଆସିବା…
Read More...

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬% ମତଦାନ

ଡେସ୍କ: ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଶେଷ ହେବାକୁ ଯାଉଛି। ୮ଟି ଜିଲ୍ଲାର ଭୋଟରମାନେ ୬ଟି…
Read More...

ପୁରୀ ବାଣ ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ ଘଟଣା – ଜୁନ ୫ରେ ବସିବ ତଦନ୍ତ କମିଟି ବୈଠକ

ଡେସ୍କ: ଗତ ମେ' ୨୯ରେ ପୁରୀ ନରେନ୍ଦ୍ର ପୁଷ୍ପରିଣୀଠାରେ ଭଉଁରୀ ଯାତ୍ରା ଘଟିଥିବା ବାଣ ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ହେବ। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ପରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍‌‌ କମିଶନର…
Read More...

ରାଜ୍ୟରେ ୪୯୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା – ଅପରାହ୍ନ ୩ଟା ସୁଦ୍ଧା ୪୯.୭୭% ମତଦାନ

ଡେସ୍କ: ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଚାଲଛି। ୮ଟି ଜିଲ୍ଲାର ଭୋଟରମାନେ ୬ଟି ଲୋକସଭା ଆସନ…
Read More...

ରାସ୍ତାକଡରୁ ଅବାଧରେ ଚାଲିଛି ଗଛକଟା, ପରିବେଶବିତ୍‌ଙ୍କ ଉଦ୍‌‌ବେଗ

ଗୁରୁଡ଼ିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆଡିହ ଓ ନାରଙ୍ଗବସ୍ତ ଗାଁ ମଧ୍ୟସ୍ଥଳରେ ରାସ୍ତା ପାର୍ଶ୍ବରୁ ବେଧଡକ ଭାବେ ଗଛକଟା ଚାଲିଛି। ଯାହାକୁ ନେଇ ପରିବେଶବିତ୍‌‌ ମାନେ ଉଦବେଗ ପ୍ରକାଶ କରିଛନ୍ତି। ପୁରୁଣା…
Read More...

ଧନ୍ଦାମୂଳକ ଶିକ୍ଷାରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ସଫଳତା

ବୌଦ୍ଧ: ହରଭଙ୍ଗା ବ୍ଲକ୍ ସରସରା ସ୍ଥିତ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ…
Read More...

ବ୍ୟାଙ୍କକୁ ଯିବା ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା

ବାଉଁଶୁଣି: ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ୫୭ ନମ୍ବର ଜାତୀୟ ରାଜପଥର ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ପାଖରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡିଥିବା ଦେଖିବାକୁ ମିଳିଛି। ଏହି ଅଳିଆ…
Read More...

ଦଳୀୟ ପ୍ରଚାରକୁ ନେଇ ଆକ୍ରମଣ, ଥାନାରେ ଅଭିଯୋଗ

ଧାମରା: ଦୋସିଙ୍ଗା ପଂଚାୟତରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ତିକ୍ତତା ଦେଖା ଦେଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଦୋସିଙ୍ଗା ପଂଚାୟତ ବିଦ୍ୟୁତ ପ୍ରଭା ଗ୍ରାମରେ ଦଳୀୟ ପ୍ରଚାରକୁ ନେଇ ବୁଧବାର ଦିନ…
Read More...

ବାଣ ଫୁଟାଇବା ବେଳେ ଅଘଟଣ – ୨୦ ଆହତ, ୮ ଗୁରୁତର

ପୁରୀ: ପୁରୀରେ ବାଣ ଫୁଟାଇବା ବେଳେ ନିଆଁ ଲାଗିଯାଇ ୨୦ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କ ମଧ୍ୟରେ ୮ ଜଣ ଗୁରୁତର ଅଛନ୍ତି। ବୁଧବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ପୁରୀ…
Read More...

ବିଶ୍ୱ ଋତୁସ୍ରାବ ଦିବସ ପାଳନ

ଫୁଲବାଣୀ: ଆଇଟିଆଇ କଲେଜ ଠାରେ ବିଶ୍ୱ ଋତୁସ୍ରାବ ଦିବସ ପାଳନ କରାଯାଇଛି। ଆଇନା ଅନୁଷ୍ଠାନ ଦ୍ୱାରା ଏହି କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରୋଗ୍ରାମ ମ୍ୟାନେଜର କଳ୍ପନା ମହାନ୍ତି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଓ…
Read More...

୭୬ ଲିଟର ମଦ ସହ ୪ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମୋଟ ୭୬ ଲିଟର ଦେଶୀ ମଦ ସହିତ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଆଠଗଡ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହ, ନିରୀକ୍ଷକ ହେମନ୍ତ…
Read More...

ବିତିଗଲା ୬ ବର୍ଷ ହେଲେ ବଦଳିନି ବଙ୍ଗୋମୁଣ୍ଡା ଡେଙ୍ଗାଗୁଡ଼ା ଆର୍ ଡି ରାସ୍ତା

ଲଡୁଗାଁ: ରାସ୍ତା ଦୁଇପାଖ ବଡ ବଡ ଖାଲରେ ଭର୍ତ୍ତି ହୋଇଛି। ଅସରାଏ ବର୍ଷା ହେଲେ ଖାଲରେ ପାଣି ପୁରି ରହୁଛି। ଯାନବାହାନ ତ ଦୂରରେ ଥାଉ ରାସ୍ତାରେ ଚାଲି ଚାଲି ଯିବା ଅସମ୍ଭବ ହୋଇ ପଡିଛି। ଏହା କୋଉ ଦୁର୍ଗମ ଅଞ୍ଚଳର…
Read More...

ମାଟ୍ରିକ୍ ପରୀକ୍ଷାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଳାପଥର(ବାଙ୍କୀ): ତାଳବସ୍ତ ନୋଡାଲ୍ ଉଚ୍ଚବିଦ୍ୟାଳୟର ଛାତ୍ରୀ ବର୍ଷା ନାୟକ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୫୪୦ ନମ୍ବର ରଖି ସ୍କୁଲରେ ଶ୍ରେଷ୍ଠସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ତାଙ୍କ…
Read More...

କମ୍ପ୍ୟୁଟର ବିଜ୍ଞାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଛାତ୍ରୀ ନମ୍ରତା ବେହେରା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ…
Read More...

ଏ ଗ୍ରେଡରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ମାଲକାନଗିରି: ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ପାବାର ସଚିନ ପ୍ରକାଶ,…
Read More...

ମାଟ୍ରିକ ମେଧାବୀଙ୍କୁ ଛାତ୍ର ବିଜେଡ଼ିର ସମ୍ବର୍ଦ୍ଧନା

ଆଠଗଡ: ଆଠଗଡ ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ତିନିଜଣ ମେଧାବୀ ଛାତ୍ରୀଙ୍କୁ ଛାତ୍ର ବିଜେଡ଼ି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଠଗଡ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ଦିବ୍ୟାନନ୍ଦା ବେହେରା ସର୍ବୋଚ୍ଚ…
Read More...

ଓଡ଼ିଶା ଉପକୂଳରୁ ରୁଦ୍ରମ୍ -୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡେସ୍କ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଆଜି (ବୁଧବାର) ଭାରତୀୟ ବାୟୁସେନାର ଏସୟୁ – ୩୦ ଏମକେ -୧ ପ୍ଲାଟଫର୍ମରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ -୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…
Read More...

ଜୁନ ୩ରୁ +୩ ଆଡ଼ମିସନ ପ୍ରକ୍ରିୟା ଆରମ୍ଭ

ଡେସ୍କ: ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ…
Read More...

ଧରାପଡିଲା ବିଜେପିର ମିଛ ଭିଡିଓ ପ୍ରସଙ୍ଗ – ବିଜେଡି

ଶସ୍ତା ଲୋକପ୍ରିୟତା ପାଇଁ ଏଡ଼ିଟେଡ଼ ଭିଡିଓ ପ୍ରସାର କରୁଛି ବିଜେପି - ବିଜେଡି ଡେସ୍କ: ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ମିଥ୍ୟା ତଥ୍ୟ ପ୍ରସାର କରୁଥିବା ବିଜେଡି କହିଛି। ବିଜେପି ନିଜ ମିଡ଼ିଆ ସେଲ ଦ୍ୱାରା…
Read More...

ମୋଦୀ ନୁହଁନ୍ତି ଭଲ ବନ୍ଧୁ – ନବୀନ

ଡେସ୍କ: ଆପଣ କୁଆଡେ ମୋ ବନ୍ଧୁ। ଭଲ ବନ୍ଧୁ କେବେ ପବ୍ଲିକରେ ସ୍ୱାସ୍ଥ୍ୟ ବିଷୟ ପଚାରେ ନାହିଁ। ଯଦି ଏତେ ଚିନ୍ତା, ତାହେଲେ ତୁମେ ମୋତେ ଫୋନ କରି ପଚାରି ପାରିଥାନ୍ତ। ଏମିତି କିଛି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…
Read More...

କେନ୍ଦ୍ରାପଡ଼ା ଲୋକସଭା ଆସନ – ଜୁନ ୧ରେ ଟକ୍କର କଡାକଡି

ଡେସ୍କ: ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହି ଆସନରୁ ଜିତୁଥିବା ନେତା ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିବା ସହ ରାଜନୈତିକ…
Read More...

ଚୌଦ୍ୱାରରେ ମୋ ବସ୍‌‌ ଡ୍ରାଇଭରଙ୍କୁ ମରଣାତ୍ମକ ଆକ୍ରମଣ

ଚୌଦ୍ୱାର: ୮୦ ନମ୍ବର ରୁଟରେ କଟକରୁ ଚୌଦ୍ୱାର ଯାତାୟତ କରୁଥିବା ମୋ ବସ୍‌‌ର ଜଣେ ଡ୍ରାଇଭରଙ୍କୁ ୩ ଜଣ ଯୁବକ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଆକ୍ରମଣରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇ କଟକ ବଡ଼…
Read More...

ଦୁଇ ମେଧାବୀ ବିଦ୍ୟାର୍ଥୀଙ୍କୁ ସମାଜ ପାଠକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟଆ ଅଞ୍ଚଳର ମେଧାବୀ ଛାତ୍ର ଦିବ୍ୟଜ୍ୟୋତି ନାୟକ ଓ ସ୍ୱୟଂସ୍ମିତା ବରାଳଙ୍କୁ ଗୁରୁଡ଼ିଝାଟିଆ ପାଠକ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅନନ୍ତପୁର ପଞ୍ଚାୟତ ଅନ୍ତର୍ଗତ…
Read More...

ବସ୍ତା ନିର୍ବାଚନ ମଣ୍ଡଳୀ ହେବ ରାଜ୍ୟର ଏକ ନମ୍ବର – ଭି.କେ.ପାଣ୍ଡିଆନ

ବାଲିଆପାଳ: ସାଧାରଣ ନିର୍ବାଚନ ପାଇଁ ତାରିଖ ପାଖରେ ଆସୁଥିବା ବେଳେ ବିଜେଡ଼ି ପ୍ରଚାର ଜୋରଦାର କରିଛି। ଆଜି ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକର ବାସୁଦେବପୁର ପଡ଼ିଆରେ ବିଜେଡ଼ିର ଷ୍ଟାର ପ୍ରଚାରକ ୫ଟି ଅଧ୍ୟକ୍ଷ…
Read More...

ପ୍ରିତିରଞ୍ଜନଙ୍କ ପାଇଁ ପ୍ରଚାର ମଇଦାନରେ ପତ୍ନୀ ଝିଲ୍ଲିକ

ଯାଜପୁର: ସୁକିନ୍ଦା ବିଧାନସଭା ଆସନରୁ ବିଜୁ ଜନତା ଦଳ ପକ୍ଷରୁ ଲଢ଼ୁଥିବା ପ୍ରିତିରଞ୍ଜନଙ୍କ ପାଇଁ ପ୍ରଚାର ମଇଦାନରେ ପତ୍ନୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ। ନିର୍ବାଚନ ଯେତିକି ନିକଟତର ହେଉଛି…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବ୍ୟାଡମି଼ଣ୍ଟନ ପୁରୁଷ ଦଳର ଚେନ୍ନାଇ ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବଲ ବ୍ୟାଡମିଣ୍ଟନ ପୁରୁଷ ଦଳ ଚେନ୍ନାଇ ଗସ୍ତ କରିଛି। ଚେନ୍ନଇ ସ୍ଥିତ ଜେ ପି ଆର ବିଶ୍ୱବିଦ୍ୟାଳୟ ଠାରେ ଚଳିତ ମାସ ୩୧…
Read More...

ନଇଁ ପଡ଼ିଛି ବିଦ୍ୟୁତ ଖୁଣ୍ଟ, ଟାଟା ପାୱାର ନିରବ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ଠାରୁ ଆର୍ ଆଇ ଅଫିସ୍ ଦେଇ ସିର୍ଲିଗୁଡା ଯିବା ରାସ୍ତା ସଂଯୋଗ କରୁଥିବା କଲୋନୀ ପଡ଼ା ନିକଟେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହିଛି।…
Read More...

କାର ସହ ୧୬ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: କିଛିଦିନର ନୀରବତା ପରେ ପୁଣି ଫିରିଙ୍ଗିଆ ପୋଲିସ ଏକ କାର ସହ ୧୬ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଡ୍ରାଇଭର ସହ ଦୁଇଜଣ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗିରଫ…
Read More...

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମ ସୁନା

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧ କିଲୋଗ୍ରାମ ସୁନା ମିଳିଛି। ଗୋଟିଏ ଦିନରେ ହୁଣ୍ଡିରୁ ଏତେ ପରିମାଣର ସୁନା ଗହଣା ମିଳିବା ପ୍ରଥମ ଘଟଣା ବୋଲି ଜଣାପଡିଛି। ଆଜି ହୁଣ୍ଡିରୁ ପ୍ରାୟ ୬ ଲକ୍ଷ ୨୮ ହଜାର ୨୩୭…
Read More...

ଆଇପିଏସ ଡିଏସ୍‌ କୁଟ୍ଟେ ନିଲମ୍ବିତ, ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ

ଡେସ୍କ: ନିର୍ବାଚନ ଆୟୋଗ ଭାରତୀୟ ପୁଲିସ ସେବାରେ କାର୍ଯ୍ୟରତ ଅଧିକାରୀ ଡିଏସ୍‌ କୁଟ୍ଟେଙ୍କୁ ନିଲମ୍ବନ କରିଛନ୍ତି। ଏ ନେଇ ନିର୍ବାଚନ ଆୟୋଗ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ସ୍ଵାତି ମାଲିୱାଲ ମାମଲା – ବିଭବ କୁମାରଙ୍କ ପୁଲିସ ହେପାଜତ ୩ ଦିନ ବୃଦ୍ଧି

ଡେସ୍କ: ଦିଲ୍ଲୀର ଏକ କୋର୍ଟ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କ ପୁଲିସ ହେପାଜତକୁ ଆହୁରି ତିନି ଦିନ ବୃଦ୍ଧି କରିଛନ୍ତି। ମେ' ୧୩ରେ ଶ୍ରୀମତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ…
Read More...

ଜାମିନ ଅବଧି ବୃଦ୍ଧି ସମ୍ପର୍କିତ କେଜ୍ରିୱାଲଙ୍କ ଆବେଦନ ତାଲିକାଭୁକ୍ତ କଲେ ନାହିଁ ସୁପ୍ରିମକୋର୍ଟ

ଡେସ୍କ: ସୁପ୍ରିମକୋର୍ଟର ଏକ ଅବକାଶକାଳୀନ ଖଣ୍ଡପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ମଦ କାରବାର ଅଭିଯୋଗରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ…
Read More...

ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ନିମନ୍ତେ ମେ’ ୨୯ରୁ ଆବେଦନ

ଡେସ୍କ: ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବି.ଏଡ଼, ବିଏଚଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ନିମନ୍ତେ ମେ' ୨୯ ତାରିଖରୁ ଆବେଦନ ଗ୍ରହଣ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ…
Read More...

ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କଲେ ୬୩ ହଜାର ୧୪୮ ଛାତ୍ରଛାତ୍ରୀ

ଡେସ୍କ: ରାଜ୍ୟର ୧୧୩ଟି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଆବେଦନ ଶେଷ ହୋଇଛି। ଏଥିପାଇଁ ମେ' ୨୭ ଶେଷ ତାରିଖ…
Read More...

ବୋର୍ଡ଼ ସ୍କୁଲର ଉଚ୍ଚକୋଟୀର ମାଟ୍ରିକ ପରୀକ୍ଷାଫଳ 

ଡେସ୍କ: ଚଳିତ ୨୦୨୪ବର୍ଷ ନିମନ୍ତେ କଟକ ମହାନଗର ନିଗମ ଅନ୍ତର୍ଗତ ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉଚ୍ଚକୋଟୀର ମାଟ୍ରିକ ପରୀକ୍ଷା ପ୍ରଦର୍ଶନ କରିଛନ୍ତି।…
Read More...

ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷା ପାସହାର ୯୪.୮୮ ପ୍ରତିଶତ

ନବରଙ୍ଗପୁର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲାରେ ୭ ଜଣ ଏ-ୱାନ ପାଇଥିବାବେଳେ ସେଥି ମଧ୍ୟରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ରହିଛନ୍ତି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ…
Read More...

ଜଗନ୍ନାଥ ରଥ ସାରଥୀଙ୍କ ପରଲୋକ

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥଙ୍କ ରଥର ସାରଥୀ (ଡାହୁକ) ଦିବାକର ରଣା (୭୨)ଙ୍କର ପରଲୋକ ଘଟିଛି। ୧୯୮୩ ରୁ ୨୦୧୯ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ରଥର ସାରଥୀ ଥିବା ଶ୍ରୀ ରାଣାଙ୍କର ବାର୍ଦ୍ଧକ୍ୟ ଜନିତ…
Read More...

ଏବିଭିପିର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଘୋଷଣା

ନବରଙ୍ଗପୁର: ଦେଶର ସର୍ବବୃହତ ରାଷ୍ଟ୍ରବାଦୀ ଅଣରାଜନୈତିକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ନବରଙ୍ଗପୁର ନଗର ତରଫରୁ ଦାରୁବନ୍ଧସାହିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ…
Read More...

ହାତୀ ପଲ ଭାଙ୍ଗିଥିବା ସୋଲାର ବୋର ମରାମତି କଲେ ସରପଞ୍ଚ

କଲ୍ୟାଣସିଂହପୁର: ରାୟଗଡାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ପାର୍ତ୍ତିବେଡ଼ା ଗ୍ରାମରେ କିଛିଦିନ ତଳେ ହାତୀ ପଲ ସେଠାରେ କଦଳୀ ପଣସ, ଆମ୍ବ ଖାଇବା ପରେ ଶୋଷ ହେବାରୁ ପାଣି ପିଇବା ପାଇଁ ପାଇପକୁ ଝିକି…
Read More...

ଦଶମ ବୋର୍ଡରେ ୟତନରାଜ ଜିଲ୍ଲା ଶ୍ରେଷ୍ଠ

ଭବାନୀପାଟଣା: ଦଶମ ବୋର୍ଡ ପରୀକ୍ଷାରେ ମେଦିନୀପୁର ହାଇସ୍କୁଲ ଛାତ୍ର ୟତନରାଜ ସାହୁ ଜିଲ୍ଲା ଶ୍ରେଷ୍ଠ ହେଇଛନ୍ତି। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚଳିତ ବର୍ଷ ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷାରେ କଳାହାଣ୍ଡି…
Read More...

ବଜ୍ରାଘାତରେ ବଳଦ ମୃତ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବା ବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ…
Read More...

ପାଟଣା ନିର୍ବାଚନ ମଣ୍ଡଳୀରେ ୮୦.୯୯ ପ୍ରତିଶତ ମତଦାନ

ପାଟଣା: ରାଜ୍ୟର ୨୩ ନଂ ପାଟଣା ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ପାଇଁ ପାଟଣା ବ୍ଲକର ୨୦, ସାହାରପଡା ବ୍ଲକର ୨୦, ଝୁମ୍ପୁରା ବ୍ଲକର ୧୦ ଓ ଚମ୍ପୁଆ ବ୍ଲକର ୬ଟି ପଞ୍ଚାୟତ ଅଞ୍ଚଳକୁ ମିଶାଇ ମୋଟ ୫୬ଟି ପଞ୍ଚାୟତ…
Read More...

ମାଟ୍ରିକରେ ଦିବ୍ୟପ୍ରସାଦଙ୍କୁ ୯୨ ପ୍ରତିଶତ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସରାସପଶି ପଞ୍ଚାୟତ ଗୋବରାବେଡା ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିବ୍ୟପ୍ରସାଦ ତ୍ରିପାଠୀ ଚଳିତ ମାଟ୍ରିକ ପରୀକ୍ଷାରେ ୯୨ ପ୍ରତିଶତ ଅର୍ଥାତ୍ ୫୫୨ ନମ୍ବର ରଖି ସଫଳତା ପାଇଛନ୍ତି।…
Read More...

କଲ୍ୟାଣସିଂହପୁର ବିଦ୍ୟାଳୟରେ ଶତପ୍ରତିଶତ ଦଶମ ପରୀକ୍ଷା ଫଳ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୦୦ଭାଗ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।…
Read More...

ପୁଣି ଥରେ ତ୍ରିକୋଣୀୟ ମୁକାବିଲା ଅପେକ୍ଷାରେ – କିଏ ହାତେଇବ ବାଲେଶ୍ୱର ଆସନ

ଡେସ୍କ: ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେହି ଆସନ୍ନ ପାଇଁ ପ୍ରାର୍ଥୀ ଛିଡା କରାଇଛନ୍ତି।…
Read More...

ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆ କାନ୍ସରେ ଜିତିଲେ ଗ୍ରାଣ୍ଡପ୍ରି ପୁରସ୍କାର

ଡେସ୍କ: ଫିଲ୍ମ ନିର୍ମାତା ପାୟଲ କାପାଡିଆ ଆଜି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ତାଙ୍କ ଚଳଚ୍ଚିତ୍ର 'ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍' ପାଇଁ କାନ୍ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଣ୍ଡପ୍ରି ପୁରସ୍କାର ଜିତି ଇତିହାସ…
Read More...

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆମେରିକା ଗସ୍ତ

ଡେସ୍କ: ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ କ୍ରିକେଟରଙ୍କ ପ୍ରଥମ ଦଳ ଆମେରିକା ଅଭିମୁଖେ ଯାତ୍ରା କରିଛି। ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଯଶପ୍ରୀତ…
Read More...

ବେଲଜିୟମ୍ ଠାରୁ ହାରିଲା ଉଭୟ ପୁରୁଷ ଓ ମହିଳା ହକି ଦଳ

ଡେସ୍କ: ଏଫ୍ ଆଇଏଚ୍ ପ୍ରୋ ହକି ଲିଗରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆୟୋଜକ ବେଲଜିୟମ୍ ଠାରୁ ପରାସ୍ତ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ଡ୍ର ହେବା ପରେ ପୁରୁଷ ଦଳ ୧-୩ ଗୋଲରେ ଶୁଟ୍ ଆଉଟରେ ପରାଜୟର…
Read More...

ଆଜି ମଧ୍ୟରାତ୍ରିରେ ଅତିକ୍ରମ କରିବ ଭୟଙ୍କର ସାମୁଦ୍ରିକ ଝଡ ‘ରିମାଲ’

ଡେସ୍କ: ଭାରତୀୟ ପାଣିପାଗ ବିଭାଗ - ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ରିମାଲ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜଠାରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ…
Read More...

୫୮ଟି ଲୋକସଭା ଆସନରେ ମତଦାନ ଶେଷ, ମତଦାନ ହାର ୬୧.୭୬%

ଡେସ୍କ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗତକାଲି ୬୧.୭୬% ମତଦାନ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା। ଉତ୍ତରପ୍ରଦେଶର ୧୪ଟି,…
Read More...

ଇଭିଏମ ହେରଫେର ଅଭିଯୋଗ

ଆଠଗଡ: ଆଠଗଡ ନିର୍ବାଚନ ମଣ୍ଡଳୀର ୧୫୦ ନଂ ବୁଥର ପ୍ରିଜାଇଡିଂ ଅଫିସର ଇଭିଏମ ମେସିନରେ ଟାମ୍ପରିଂ କରୁଥିବା ଅଭିଯୋଗରେ ବିଜେପି କର୍ମୀଙ୍କ ଦ୍ୱାରା ଦୀର୍ଘ ସମୟ ଧରି ଅଟକ ରଖି ହୋ ହଲ୍ଲା କରିଥିବା ଜଣାପଡିଛି। ଦୋରଡ…
Read More...

ବଢୁଛି ସନ୍ଦେହ – ଜଣେ ଭୋଟର, ଦୁଇ ପ୍ରକାର ଡିଜିଟାଲ ଚିରିକୁଟି

ଡେସ୍କ: ରାଜ୍ୟରେ ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ବହୁ ଲୋକ ଭୋଟ ପରିଚୟ ପତ୍ର ଥାଇ ଭୋଟ କେନ୍ଦ୍ରକୁ ଯାଇ ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଏମିତି ଏକ ଘଟଣା…
Read More...

ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଗିରଫ କରିଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା କାରାଗାରକୁ ପଠାଇ ଦିଆଯାଇଛି।…
Read More...