www.samajalive.in
Monday, December 8, 2025
27.1 C
Bhubaneswar

ବେଲଜିୟମ୍ ଠାରୁ ହାରିଲା ଉଭୟ ପୁରୁଷ ଓ ମହିଳା ହକି ଦଳ

ଡେସ୍କ: ଏଫ୍ ଆଇଏଚ୍ ପ୍ରୋ ହକି ଲିଗରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆୟୋଜକ ବେଲଜିୟମ୍ ଠାରୁ ପରାସ୍ତ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ଡ୍ର ହେବା ପରେ ପୁରୁଷ ଦଳ ୧-୩ ଗୋଲରେ ଶୁଟ୍ ଆଉଟରେ ପରାଜୟର ସମ୍ମୁଖୀନ ହୋଇଥିଲା। ପୁରୁଷ ଦଳ ପକ୍ଷରୁ ଅରାଇଜିତ୍ ସିଂହ ହୁଣ୍ଡାଲ ଓ ସୁଖଜିତ ସିଂହ ଗୋଲ୍ ଦେଇଥିବା ବେଳେ ଆୟୋଜକ ଦଳ ପକ୍ଷରୁ ଡେନାୟର ଫେଲିକ୍ସ ଓ ଭାନ୍ ଆବେଲ ଫ୍ଲୋରେଣ୍ଟ ଗୋଲ୍ ଦେଇଥିଲେ। ଏହା ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ବେଲଜିୟମଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜି ନିଜର ପରବର୍ତ୍ତୀ ଏଫ୍ ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବେ।

କେରଳରେ ବର୍ଷା ବିତ୍ପାତ, ୧୧ ମୃତ

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories