କେରଳରେ ବର୍ଷା ବିତ୍ପାତ, ୧୧ ମୃତ

ତିରୁଅନନ୍ତପୁରମ : କେରଳରେ ପ୍ରାୟ ଏକ ସପ୍ତାହ ଧରି ପ୍ରବଳ ବର୍ଷା ଲାଗି ରହିଛି। ଏହି ପ୍ରାକ୍‌-ମୌସୁମୀ ବର୍ଷାରେ ଏପର୍ଯ୍ୟନ୍ତ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରାଜ୍ୟର ୮ ଜିଲା ଯଥା ତିରୁଅନନ୍ତପୁରମ, ପଟନମଥିଟ୍ଟା, ଆଲାପୁଜା, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଇଡୁକି, କୋଜିକୋଡ ଏବଂ କନ୍ନୁର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୦ ମିଲିମିଟର ବର୍ଷା ହୋଇଛି ବୋଲି … Continue reading କେରଳରେ ବର୍ଷା ବିତ୍ପାତ, ୧୧ ମୃତ