www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟାଙ୍କକୁ ଯିବା ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା

ବାଉଁଶୁଣି: ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ୫୭ ନମ୍ବର ଜାତୀୟ ରାଜପଥର ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ପାଖରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡିଥିବା ଦେଖିବାକୁ ମିଳିଛି। ଏହି ଅଳିଆ ଆବର୍ଜ୍ଜନାରୁ ପଚାସଢ଼ା ଦୁର୍ଗନ୍ଧ ସୃଷ୍ଟି ହେଉଛି। ପାଖରେ ଥିବା ସାହିବାସୀ ମଧ୍ୟ ନାକ ଫଟା ଗନ୍ଧରେ ରହି ପାରୁନାହାନ୍ତି। ଏହିଭଳି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପାଖରେ ସନ୍ଧ୍ୟା ସମୟରେ ଖାଦ୍ୟଦ୍ରବ୍ୟ ବିକ୍ରି ହେଉଛି। ଏହି ଗନ୍ଧରେ ଲୋକ ମଧ୍ୟ ବାଧ୍ୟ ହୋଇ ଠେଲା ପାଖରେ ଠିଆ ହୋଇ ଖାଇବା ସହିତ କିଣୁଛନ୍ତି। ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ଦେବା ପାଇଁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories