www.samajalive.in
Tuesday, December 9, 2025
16.1 C
Bhubaneswar

୭୬ ଲିଟର ମଦ ସହ ୪ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମୋଟ ୭୬ ଲିଟର ଦେଶୀ ମଦ ସହିତ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଆଠଗଡ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହ, ନିରୀକ୍ଷକ ହେମନ୍ତ ମହାନନ୍ଦିଆ ଓ ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ନେତୃତ୍ବରେ ଆଠଗଡ, ଖଣ୍ଟୁଣୀ ଓ ଗୁରୁଡିଝାଟିଆ ଅଞ୍ଚଳରେ ଚଢାଉ କରାଯାଇଥିଲା। ପାଟଲିଙ୍ଗା ଗ୍ରାମର ସନାତନ ନାଏକଙ୍କ ଠାରୁ ୨୦ ଲିଟର, ରାଧାକିଶୋରପୁରର ବିପିନ ବିହାରୀ ନାଏକଠାରୁ ୧୮ ଲିଟର ଓ ସେହି ଗ୍ରାମର ପବିତ୍ର ବେହେରାଠାରୁ ୨୧ ଲିଟର ଏବଂ କୋଳଥପଙ୍ଗୀ ଗ୍ରମରୁ ଅକ୍ଷୟ ନାଏକଠାରୁ ୧୭ ଲିଟର ଦେଶୀ ମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories