www.samajalive.in
Monday, December 15, 2025
16.1 C
Bhubaneswar

ମାଟ୍ରିକରେ ଦିବ୍ୟପ୍ରସାଦଙ୍କୁ ୯୨ ପ୍ରତିଶତ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସରାସପଶି ପଞ୍ଚାୟତ ଗୋବରାବେଡା ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିବ୍ୟପ୍ରସାଦ ତ୍ରିପାଠୀ ଚଳିତ ମାଟ୍ରିକ ପରୀକ୍ଷାରେ ୯୨ ପ୍ରତିଶତ ଅର୍ଥାତ୍ ୫୫୨ ନମ୍ବର ରଖି ସଫଳତା ପାଇଛନ୍ତି। ସେ ଶ୍ରେଣୀରେ ପାଠ ପଢ଼ା ସହ ଘରେ ପ୍ରତେହ ୬ରୁ ଆଠ ଘଣ୍ଟା ମନଦେଇ ପାଠ ପଢୁଥିଲେ। ତାଙ୍କର ଏହି ସଫଳତା ପାଇଁ ସେ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା ଓ ଗୋବରାବେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହଳଧର ମହାନ୍ତଙ୍କ ପ୍ରଚେଷ୍ଟା ଥିବା କହିଛନ୍ତି।

ସାନଜାମୁପଶି ସ୍ଥିତ ବୁଟାସିଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମନୀଷା ମଞ୍ଜରୀ ମହାନ୍ତ ଚଳିତ ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ଅର୍ଥାତ୍ ୫୪୯ ନମ୍ବର ରଖି ସଫଳତା ହାସଲ କରିଛନ୍ତି।ତାଙ୍କର ଏହି ସଫଳତା ପଛରେ ପିତାମାତାଙ୍କ ଆଶୀର୍ବାଦ ଓ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମାଙ୍କ କଠିନ ପରିଶ୍ରମ ଥିବା କହିଛନ୍ତି। ସାହାରପଡ଼ା ବ୍ଲକ ଅନ୍ତର୍ଗତ ଗଦଗଦି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୨ର ଛାତ୍ରୀ ଏ-୧ ଗ୍ରେଡରେ କୃତିତ୍ୱ ହାସଲ କରିଛନ୍ତି। ଏହି ବିଦ୍ୟାଳୟର ଛାତ୍ରୀ ତନ୍ମୟୀ ମହାନ୍ତ ସର୍ବାଧିକ ୯୨ ପ୍ରତିଶତ ଅର୍ଥାତ ୫୫୨ ନମ୍ବର ଏବଂ ଛାତ୍ରୀ ପ୍ରାଚୀ ପ୍ରତ୍ୟାଶା ପ୍ରଧାନ ସର୍ବାଧିକ ୯୧.୧୬ ପ୍ରତିଶତ ଅର୍ଥାତ ୫୪୭ ନମ୍ବର ରଖି ଏହି କୃତିତ୍ୱ ହାସଲ କରିଛନ୍ତି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories