www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ବଲ ପକ୍ଷରୁ ୩ ଅଜଣା ଶବ ସଂସ୍କାର

ସମ୍ବଲପୁର: ଅସହାୟ ଶବ ମାନଙ୍କୁ ସମ୍ମାନର ସହିତ ଅନ୍ତିମ ସଂସ୍କାର କରି ଆସୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଲ ପକ୍ଷରୁ ବିଗତ ୪ ଦିନ ମଧ୍ୟରେ ୩ଟି ଅଜଣା ଶବ ସଂସ୍କାର କରାଯାଇଛି। ଗତ ୨୯ ତାରିଖରେ ବୁର୍ଲା ମେଡିକାଲ ଫାଣ୍ଡି ଦ୍ୱାରା ପ୍ରଦତ୍ତ ଅଜଣା ଶବ, ୧ ତାରିଖରେ ରେଳବାଇ ପୁଲିସ ଦ୍ୱାରା ପ୍ରଦତ୍ତ ଅଜଣା ଶବ ଏବଂ ରବିବାର କ୍ଷେତରାଜପୁର ଥାନା ଦ୍ୱାରା ପ୍ରଦତ୍ତ ଅଜଣା ଶବ ସମ୍ବଲ ଅନୁଷ୍ଠାନ ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଛି। ସଂସ୍ଥା ମାନଙ୍କ ଦ୍ୱାରା ଲିଖିତ ଅନୁରୋଧ ପରେ ସମ୍ମାନର ସହିତ ଅନୁଷ୍ଠାନର କର୍ମକର୍ତ୍ତା ସୌରୀ ପାଣିଗ୍ରାହୀ, ଶମ୍ଭୁ ପଟେଲ, କାଳିଆ ବାଗ, ସତ୍ୟ ଓ ଦିନୁ ମହାନନ୍ଦ ପ୍ରମୁଖ ସମ୍ମାନର ସହିତ ସ୍ଥାନୀୟ ରାଜଘାଟ ଠାରେ ଅନ୍ତିମ ସଂସ୍କାର କରିଛନ୍ତି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories