www.samajalive.in
Thursday, December 11, 2025
26.1 C
Bhubaneswar

ଆଫଗାନିସ୍ତାନରେ ଡଙ୍ଗା ବୁଡ଼ି ୨୦ ମୃତ

ଡ଼େସ୍କ: ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ନଦୀରେ ବୁଡ଼ି ଯିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ନାଙ୍ଗରହାର ପ୍ରାଦେଶିକ ସୂଚନା ବିଭାଗ ମୁଖ୍ୟ କୁରେଶୀ ବଦଲୁନ କହିଛନ୍ତି ଯେ ମୋମାଣ୍ଡ ଦାରା ଜିଲ୍ଲାର ବସୌଲ ଅଞ୍ଚଳରେ ସକାଳ ୭ଟାରେ ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ନଦୀରେ ବୁଡ଼ି ଯାଇଥିଲା। ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୁଧୁରୁଛି ମଣିପୁର ବନ୍ୟା ପରିସ୍ଥିତି

- Advertisement -

ଦୁର୍ଘଟଣାସ୍ଥଳକୁ ଜରୁରୀକାଳୀନ ରିଲିଫ ଟିମ୍ ପଠାଇ ଅଧିକ ମୃତଦେହ ଉଦ୍ଧାର କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ମେ’ ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories