ବିଶ୍ୱ ରକ୍ତଦାତା ଦିବସ ପାଳିତ Samajalive Desk Jun 14, 2024 କେନ୍ଦୁଝରଗଡ଼଼: ଜିଲା ସ୍ୱାସ୍ଥ୍ୟ ସମିତି କେନ୍ଦୁଝର ଆନୁକୁଲ୍ୟରେ ବୁଧବାର ବିଶ୍ୱ ରକ୍ତଦାତା ଦିବସ ଜିଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଏ.ଆର ଖାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଡିଟିୟୁ… Read More...
କେନ୍ଦୁଝରଗଡ଼ରେ ରଜ, କାଳୀପଡ଼ିଆରେ ଦଶମ ରଜ ମହୋତ୍ସବ ଉଦ୍ଘାଟିତ Samajalive Desk Jun 14, 2024 କେନ୍ଦୁଝରଗଡ଼଼: ଘରେ ଘରେ କୁଣିଆଁ ସହ ଆରମ୍ଭ ହାଇଛି ଗଣପର୍ବ ରଜ। ଏଥିପାଇଁ ସମଗ୍ର ଜିଲା ହୋଇଉଠିଛି ବେଶ୍ ଉତ୍ସବମୁଖର। ଜିଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଜିଲାବାସୀ ବେଶ୍ ଗର୍ବିତ ଥିବାବେଳେ ଆଦିବାସୀ… Read More...
ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ Samajalive Desk Jun 14, 2024 ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଳିକ୍ୟାମ୍ପ ୫୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଶ୍ରୀ ସିଦ୍ଧି ବିନାୟକ ସ୍କୁଲରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଆଜି ଶେଷ… Read More...
ପରିବେଶ ସୁରକ୍ଷାର ବାସ୍ତବ ଚିତ୍ର – ସେଦିନର ଘଞ୍ଚ ଜଙ୍ଗଲ ଆଜି ଲଣ୍ଡା ପର୍ବତ Samajalive Desk Jun 14, 2024 ରେଙ୍ଗାଲି: ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ତୃଣମୂଳ ସ୍ତରରେ ଜଙ୍ଗଲ ଓ ପରିବେଶ ସୁରକ୍ଷାର ବାସ୍ତବ… Read More...
ବିଶ୍ୱ ରକ୍ତଦାତା ଦିବସ ପାଳିତ Samajalive Desk Jun 14, 2024 କଣ୍ଟାବାଞ୍ଜି: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ସରକାରୀ ଡାକ୍ତରଖାନାର ଠାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବ୍ଲଡ ବ୍ୟାଙ୍କ ଦ୍ୱାରା ବିଶ୍ୱ ରକ୍ତ ଦାତା ଦିବସ ପାଳନ କରାଯାଇଥିଲା। ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ… Read More...
ଟ୍ରାକ ମଝିରେ ଜୀବନ, ଉପରେ ଟ୍ରେନ…ଜାଣନ୍ତୁ କଣ ଥିଲା ଘଟଣା Samajalive Desk Jun 14, 2024 ଡେସ୍କ: କିଛିଦିନ ପୂର୍ବରୁ ପାଟଣା ଜଙ୍କସନରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ଜଣେ ବ୍ୟକ୍ତି ଯାଇ ରେଳ ଧାରଣା ଉପରେ ଶୋଇ ପଡ଼ିଥିଲେ। ଏହା ଉପରେ ଏକ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟ ଅତିକ୍ରମ… Read More...
ସମ୍ପର୍କରେ କଳଙ୍କ, ଏମିତି ବିବାହ କଲେ ପ୍ରେମୀ ଯୁଗଳ Samajalive Desk Jun 14, 2024 ଡେସ୍କ: ଝାଡ଼ଖଣ୍ଡ ହଜାରୀବାଗ ଅଂଚଳର ଘଟଣା। ଗତ ଏପ୍ରିଲରେ ମାସିପିଢ଼ୀରୁ ଫେରାର ହୋଇଥିବା ପ୍ରେମିକ ଦମ୍ପତି ଯେଉଁମାନେ ସମ୍ପର୍କରେ ମାଇଁ-ଭଣଜା ହେବେ, ସୁରଜକୁଣ୍ଡ ଧାମରେ ବିବାହ କରିଛନ୍ତି। ସୂଚନା ଅନୁଯାୟୀ,… Read More...
‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା Samajalive Desk Jun 14, 2024 ଡେସ୍କ: ଅନେକ ସମୟରେ ଜନସାଧାରଙ୍କୁ ମିଥ୍ୟା ସୂଚନା ଜରିଆରେ ବିଭ୍ରାନ୍ତ କରିବା ନୂଆ କଥା ନୁହେଁ। ସେମିତି ଏକ ସମ୍ବାଦ ଗତ ୨/୩ ଦିନ ହେବ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଯେଉଁମାନେ ୧ରୁ ଅଧିକ ସିମ… Read More...
ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ Samajalive Desk Jun 12, 2024 ବୌଦ୍ଧ: ଜାମୁ କାଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ ଯାଉଥିବା ସମୟରେ ଜୁନ ନଅ ତାରିଖ ଦିନ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ଦଶ ଜଣ ନିର୍ଦୋଷ ହିନ୍ଦୁଙ୍କ ଜୀବନ ଚାଲିଗଲା। ଏହି ଘଟଣାକୁ ସମଗ୍ର ଦେଶବାସୀ… Read More...
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ Samajalive Desk Jun 12, 2024 ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ରାମକୃଷ୍ନ ବାଳାଶ୍ରମ, ବୀରନରଂସିହପୁର, ବୌଦ୍ଧ ଠାରେ ବିଶ୍ୱ ଶିଶୁ ସୁରକ୍ଷା ଦିବସ ଉପଲକ୍ଷେ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଯେମିତି ଶିଶୁ ଶ୍ରମ… Read More...
ଋଥଯାତ୍ରା ପ୍ରସ୍ତୁତି ନେଇ ବୈଠକ Samajalive Desk Jun 12, 2024 ବୌଦ୍ଧ: ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରଥଯାତ୍ରାକୁ ମାଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ନିତିକାନ୍ତି ଠିକ୍ ଭାବରେ ପରିଚାଳନା କରିବା ପାଇଁ… Read More...
ଦିନକ ପରେ ଗଣପର୍ବ ରଜ, ମହୋତ୍ସବ ପାଇଁ ସଜେଇ ହେଲାଣି କାଳୀପଡ଼ିଆ Samajalive Desk Jun 12, 2024 କେନ୍ଦୁଝରଗଡ଼଼: ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ ଏହି ଗୀତ ଆଉ ଶୁଣିବାକୁ ମିଳୁନାହିଁ। ଆଧୁନିକତା ଛାପ ସତ୍ତ୍ବେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଗାଁ ମାନଙ୍କରେ ରଜପର୍ବରେ କିନ୍ତୁ ଏହି ଗାଉଁଲି ଛାଟ… Read More...
ପ୍ରଶାସନ ପକ୍ଷରୁ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି Samajalive Desk Jun 12, 2024 କେନ୍ଦୁଝରଗଡ଼଼: ରାଜ୍ୟରେ ନୂତନ ସରକାର ଶପଥଗ୍ରହଣ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଜିଲା ସଦର ମହକୁମାସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ… Read More...
ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ପାଳିତ Samajalive Desk Jun 12, 2024 କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଦୃତ ଶିଶୁ ଗୃହ ନରଣପୁର ଠାରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ବୁଧବାର ପାଳିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍ ଅଶୋକ କୁମାର… Read More...
ପ୍ରକାଶ ପାଇଲା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତ୍ତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ Samajalive Desk Jun 12, 2024 ସ୍ନାତ୍ତକ କଳାରେ ଆଫ୍ରିଦ ଆଲାମ,ବିଜ୍ଞାନରେ ମୋତିଲାଲ ଓ ବାଣିଜ୍ୟରେ ମୌସୁମୀ ଟପ୍ପର ଟୁଇଙ୍କିଲ ଶ୍ରେଷ୍ଠ ସ୍ନାତ୍ତକ ଓ ପୂଜାରାଣୀ ଶ୍ରେଷ୍ଠ ସ୍ନାତକୋତ୍ତର କେନ୍ଦୁଝରଗଡ଼଼: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ… Read More...
୨୦ ବର୍ଷ ହେଲା ଖତ ଖାଉଛି ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଗୋଦାମ ଏବଂ ରେଞ୍ଜ୍ ଅଫିସ Samajalive Desk Jun 12, 2024 ରେଙ୍ଗାଲି: ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ରେଙ୍ଗାଲିରେ ଥିବା କେନ୍ଦୁପତ୍ର ଗୋଦାମ, ରେଞ୍ଜ କାର୍ଯ୍ୟାଳୟ ଓ କର୍ମଚାରୀ ମାନଙ୍କ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଜଙ୍ଗଲ ପାଲଟିଛି। ଖତ ଖାଉଥିବା ଏହି ସରାକାରୀ… Read More...
ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ଫୁଲବାଣୀ ବିଧାୟକ Samajalive Desk Jun 12, 2024 ଫୁଲବାଣୀ:ନବ ନିର୍ବାଚିତ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଭୁବନେଶ୍ୱରସ୍ଥିତ ଏମ୍ସକୁ ଯାଇ ଜଣେ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ମିଳିଥିବା ସୁଚନା ଅନୁସାରେ ବୁଢ଼ାଦାନୀ ଗ୍ରାମର ଲିପ୍ସାଲତା କହଁରଙ୍କ ଗତ କିଛିଦିନ… Read More...
ଆଖଣ୍ଡଳମଣି ମନ୍ଦିରରେ ସରିଲା ଦେବଦମ୍ପତିଙ୍କ ବିବାହ Samajalive Desk Jun 12, 2024 ଆରଡି: ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ମଙ୍ଗଳବାର ଉତ୍ସବ ମୁଖର ହୋଇଥିଲା ସମଗ୍ର ପୀଠ। ବିବାହ ପାଇଁ ବରପିତା ଓ କନ୍ୟାପିତାଙ୍କ ଘରେ ବନ୍ଧୁପରିଜନଙ୍କର ଭିଡ ଲାଗିଥିବା ବେଳେ ପୀଠର ସମସ୍ତଙ୍କ ଘରେ ଉଛୁଳି… Read More...
ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ Samajalive Desk Jun 12, 2024 ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଫୁଲବାଣୀ ବ୍ଲକ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର… Read More...
ନୂଆ ବିଜେପି ସରକାର – ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀ Samajalive Desk Jun 12, 2024 ଡେସ୍କ: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେବାକୁ ଯାଉଥିବା ବେଳେ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ। ଏହି ଶପଥ ଗ୍ରହଣ ଉତ୍ସବରେ ୧୧ ଜଣ ବିଧାୟକ କ୍ୟାବିନେଟ… Read More...
ଭାରତ-ପାକ୍ ସୀମାନ୍ତରେ ଯବାନଙ୍କୁ ଭେଟିବେ ଉପରାଷ୍ଟ୍ରପତି Samajalive Desk Jun 12, 2024 ଡେସ୍କ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆସନ୍ତାକାଲି (ଜୁନ ୧୩) ଜୈସଲମେର ଗସ୍ତ କରିବେ। ଏହି ଦୁଇ ଦିନିଆ ଗସ୍ତ ସମୟରେ ଶ୍ରୀ ଧନଖଡ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟକୁ ଯାଇ ସେଠାରେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା… Read More...
ଉତ୍ତରକାଶୀରେ ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ, ୩ ମହିଳା ମୃତ Samajalive Desk Jun 12, 2024 ଡେସ୍କ: ଉତ୍ତରାଖଣ୍ଡ ଗଙ୍ଗୋତ୍ରୀଧାମ ଦର୍ଶନ କରି ଫେରୁଥିବା ଚାରିଧାମ ତୀର୍ଥଯାତ୍ରୀଙ୍କ ଏକ ବସ ଖାଇକୁ ଖସି ପଡିବା ଫଳରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଖାଇ ୨୦ ମିଟର ଗଭୀର। ବସରେ ପ୍ରାୟ ୨୯ଜଣ ଲୋକ ଥିଲେ ଏବଂ… Read More...
ଶପଥ ଗ୍ରହଣରେ ଯୋଗ ଦେବେ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ପହଁଚିଲେ ପ୍ରଧାନମନ୍ତ୍ରୀ Samajalive Desk Jun 12, 2024 ଡେସ୍କ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ପରେ ଶପଥ ନେବେ ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ… Read More...
ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ Samajalive Desk Jun 12, 2024 ଡେସ୍କ: ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମାଜିକ ଗଣମାଧ୍ୟମ ଏକ୍ସରେ ପୂର୍ବତନ… Read More...
ଶ୍ରୀଜୀଉଙ୍କ ଆଶିଷ ଭିକ୍ଷା କଲେ ବିଜେପି ନେତା Samajalive Desk Jun 11, 2024 ଡେସ୍କ: ବୁଧବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପୂର୍ବରୁ ବିଜେପିର ଏକ ଦଳ ମଙ୍ଗଳପୁର ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଏହି ଦଳରେ ନିମାପଡ଼ାର… Read More...
ଆତଙ୍କବାଦୀଙ୍କୁ ଧରିବାକୁ ସେନା ଓ ସିଆରପିଏଫର ୧୧ଟି ଦଳ ନିୟୋଜିତ Samajalive Desk Jun 11, 2024 ଡେସ୍କ: ଶିବଖୋଡି ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଭିଯାନକୁ ଜୋରଦାର୍ କରିଛି। ସେନା ଓ ସିଆରପିଏଫର ୧୧ଟି ଦଳ ରିୟାସି ଜଙ୍ଗଲକୁ… Read More...
କାନିମୋଝି ହେଲେ ଡିଏମକେ ସଂସଦୀୟ ଦଳ ନେତା Samajalive Desk Jun 11, 2024 ଡେସ୍କ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କଡ଼ଗମ (ଡିଏମକେ)ର ଅଧ୍ୟକ୍ଷ ଏମକେ ଷ୍ଟାଲିନ ଥଥୁକୁଡି ଆସନରୁ ସାଂସଦ ଥିବା କାନିମୋଝିଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ସଂସଦୀୟ ଦଳର ନେତା ଘୋଷଣା… Read More...
ପରିବର୍ତ୍ତନର ମଙ୍ଗ ଧରିବେ ମୋହନ, ପ୍ରଭାତୀ ଓ କନକବର୍ଦ୍ଧନ Samajalive Desk Jun 11, 2024 ମୋହନ ଚରଣ ମାଝୀ (ମନୋନୀତ ମୁଖ୍ୟମନ୍ତ୍ରୀ) ମୋହନ ଚରଣ ମାଝୀ ଓଡିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ହେବେ। ଆଜି ଭୁବନେଶ୍ୱର ଠାରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହି… Read More...
କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ Samajalive Desk Jun 9, 2024 ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଏମଭି-୩ ଗ୍ରାମ ନିକଟସ୍ଥ କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ… Read More...
ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା Samajalive Desk Jun 9, 2024 ଲକ୍ଷ୍ମୀପୁର: ରବିବାର ରାଜ୍ୟ ବରିଷ୍ଠ ବିଜେପି ନେତା ତଥା ବ୍ରଜରାଜନଗର ନବନିର୍ବାଚିତ ବିଧାୟକ ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଯାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କାରଣ ଆଜି… Read More...
ନିମନ୍ତ୍ରଣ ନାହିଁ, ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବନି ଇଣ୍ଡିଆ ମେଣ୍ଟ Samajalive Desk Jun 9, 2024 ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ନାହିଁ ବିରୋଧୀ ଇଣ୍ଡିଆ ମେଣ୍ଟ। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜୁନ୍ ୯ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ… Read More...
ମହାନଦୀ କୂଳରେ ହସୁଛି ଜଗନ୍ନାଥ ବନପ୍ରକଳ୍ପ: ନାଲିଫିତା ତଳେ ସବୁଜ ମହାନଦୀ ମିଶନ Samajalive Desk Jun 9, 2024 ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ ଅର୍ନ୍ତଗତ ସରୁଣ୍ଡି ମହାନଦୀ ପଠାରେ ରହିଥିବା ଜଗନ୍ନାଥ ବନପ୍ରକଳ୍ପର ସବୁଜିମା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ମହାନଦୀ କୂଳରେ ଏଭଳି ଏକ ବନ… Read More...
ଶୀତଳଷଷ୍ଠୀ ସମୟରେ ବିଜୁଳିର ଲୁଚକାଳି ଜାରି Samajalive Desk Jun 9, 2024 ସମ୍ବଲପୁର: ସମ୍ବଲପୁର ସହରରେ ବିଜୁଳିର ଲୁଚକାଳି ଯୋଗୁଁ ସହରବାସୀ ନାହିଁ ନ ଥିବାର ଅସୁବିଧା ଭୋଗ କରୁଛନ୍ତି। ରାଜ୍ୟ ସରକାର ବିଦ୍ୟୁତ କାଟ ନ କରିବା ଓ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ… Read More...
କାଠ ଗଣ୍ଡି ଭରସାରେ ଘର, ଦିବ୍ୟାଙ୍ଗ ଦମ୍ପତ୍ତି ପାଇଁ ସାତ ସପନ ଆବାସ ଯୋଜନା Samajalive Desk Jun 9, 2024 ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗାଁରେ ରହୁଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି। ପରିବାର କହିଲେ ପୁରୁନ ଆଉ ତାଙ୍କ ସ୍ତ୍ରୀ ଡ଼ାଲ ଦଳପତି, ନା ଅଛି ପୁଅ ନା ଅଛି ଝିଅ। ଯିଏ ଏମାନଙ୍କ… Read More...
ଆସନ୍ତା ୪ ଦିନ ଯାଏଁ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ପ୍ରବାହ Samajalive Desk Jun 9, 2024 ଡେସ୍କ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପୂର୍ବ ଓ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ,… Read More...
ନିଟ୍-ୟୁଜି ପରୀକ୍ଷାରେ ଗ୍ରେସ୍ ମାର୍କ ବିଭ୍ରାଟ, ସମୀକ୍ଷା କରିବ ୪ ଜଣିଆ କମିଟି Samajalive Desk Jun 9, 2024 ଡେସ୍କ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା- ଅଣ୍ଡର ଗ୍ରାଜୁଏଟ୍ (ନିଟ୍-ୟୁଜି)ରେ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯାଇଥିବା ଗ୍ରେସ୍ ମାର୍କର ସମୀକ୍ଷା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏକ ୪ ଜଣିଆ… Read More...
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ Samajalive Desk Jun 9, 2024 ଡେସ୍କ: ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ ଏବଂ ନୂତନ କେନ୍ଦ୍ର ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଷ୍ଟ୍ରପତି ନୂଆ… Read More...
ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ କଡା ସୁରକ୍ଷା ବ୍ୟବସ୍ଥା Samajalive Desk Jun 8, 2024 ଡେସ୍କ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ ଜୁନ ୯ ଓ ୧୦ ତାରିଖ ପାଇଁ ଉଡାଣ ନିଷିଦ୍ଧ… Read More...
ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ କରିବେ ୨ ନେତା Samajalive Desk Jun 8, 2024 ଡେସ୍କ: ରାଜ୍ୟରେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ବିଜେପିର ଦୁଇ ଜଣ ବରିଷ୍ଠ ନେତା ଭୁବନେଶ୍ୱର ପହଂଚିଛନ୍ତି। ସେହି ନେତାମାନେ ହେଉଛନ୍ତି ମଧ୍ୟପ୍ରଦେଶର… Read More...
ଭୁଶୁଡିଲା ବିମାନ ବନ୍ଦର ପାଚେରୀ, ନିମ୍ନ ମାନର ନିର୍ମାଣ ଅଭିଯୋଗ Samajalive Desk Jun 8, 2024 ଡେସ୍କ: ମାଲକାନଗିରି ଜିଲ୍ଲାରେ ନବ ନିର୍ମିତ ବିମାନ ବନ୍ଦରର ପାଚେରୀ ପୁଣି ଥରେ ଭୁଶୁଡି ପଡ଼ିଛି। ନିମ୍ନ ମାନର କାମ ଯୋଗୁଁ ଏଭଳି ଘଟିଥିବା କୁହାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ… Read More...
ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ନିର୍ବାଚିତ Samajalive Desk Jun 8, 2024 ଡେସ୍କ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ସର୍ବସମ୍ମତି କ୍ରମେ କଂଗ୍ରେସ ସଂସଦୀୟ ଦଳ, ସିପିପି ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଛି। ଶନିବାର ସନ୍ଧ୍ୟାରେ ଦଳୀୟ ନେତା ରାଜୀବ ଶୁକ୍ଳା ଗଣମାଧ୍ୟମକୁ… Read More...
ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଦେଖନ୍ତୁ ଭିଡିଓ Samajalive Desk Jun 8, 2024 ବାସୁଦେବପୁର: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଚାଳକ ଓ କର୍ମଚାରୀ। ଏମିତି ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ଥାନା ଅଧିନ ବେତଡା ପେଟ୍ରୋଲ ପମ୍ପ ସମ୍ମୁଖ… Read More...
ନରେନ୍ଦ୍ର ମୋଦୀ – ଲଗାତାର ତୃତୀୟ ଥର ପାଇଁ ହେବେ ଭାରତର ପ୍ରଧାନମନ୍ତ୍ରୀ Samajalive Desk Jun 8, 2024 ଡେସ୍କ: ଆସନ୍ତାକାଲି (ଜୁନ ୯ ରବିବାର) ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ କେନ୍ଦ୍ରର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସରକାର ଗଠନ ପାଇଁ ମନୋନୀତ ପ୍ରଧାନମନ୍ତ୍ରୀ… Read More...
ବିଜେପି ସଂସଦୀୟ ବୋର୍ଡ ନେବ ନିଷ୍ପତ୍ତି – କିଏ ହେବେ ମୁଖ୍ୟମନ୍ତ୍ରୀ Samajalive Desk Jun 8, 2024 ଡେସ୍କ: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ସୋମବାର ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେହିଦିନ ସକାଳେ ବିଜେପି ବିଧାୟକ… Read More...
ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି ଜନତା – କଂଗ୍ରେସ ଅଧ୍ୟକ୍ଷ Samajalive Desk Jun 8, 2024 ଡେସ୍କ: ସମ୍ପ୍ରସାରିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦେଶର ଜନତା ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି। ସେ ଦେଶର କୋଟି କୋଟି କଂଗ୍ରେସ… Read More...
ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା Samajalive Desk Jun 8, 2024 ଡେସ୍କ: ଲୋକସଭାରେ ବିରୋଧୀ ଦଳ ନେତା ଭୂମିକା ଗ୍ରହଣ କରିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛି। ଶନିବାର ନୂଆଦିଲ୍ଲୀରେ ସିଡବ୍ଲ୍ୟୁସି… Read More...
ଏଫ୍ଆଇଏଚ୍ ପ୍ରୋ ଲିଗ, ହାରିଲା ମହିଳା ହକି ଦଳ Samajalive Desk Jun 8, 2024 ଡେସ୍କ: ଲଣ୍ଡନରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଭାରତୀୟ ମହିଳା ହକି ଦଳ ଜର୍ମାନୀଠାରୁ ୨-୪ ଗୋଲରେ ପରାସ୍ତ ହୋଇଛି। ସୁନୀଲିତା ଟପ୍ପୋ ଓ ଦୀପିକା ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ… Read More...
ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି Samajalive Desk Jun 8, 2024 ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି - ଏନଟିଏ କହିଛି ଯେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ-ନିଟ୍ ସ୍ନାତକୋତ୍ତର, ୨୦୨୪ର ପ୍ରକ୍ରିୟା ସମଗ୍ର ଦେଶରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ନିରପେକ୍ଷ ରହିଛି ଏବଂ ଏହି… Read More...
ଫୁଲବାଣୀ ବିଧାୟକ ଉମାଚରଣଙ୍କୁ ମନ୍ତ୍ରୀ ପଦବୀ ପାଇଁ କୁଇ ସମାଜର ଦାବୀ Samajalive Desk Jun 8, 2024 ଫୁଲବାଣୀ: ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଫୁଲବାଣୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଉମାଚରଣ ମଲ୍ଲିକଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନୀତ କରିବା ପାଇଁ କୁଇ ସମାଜ ସେଵା ସମିତି… Read More...
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୫ ନକ୍ସଲ ନିହତ Samajalive Desk Jun 7, 2024 ଡେସ୍କ: ଛତିଶଗଡ଼ ନାରାୟଣପୁର-ଦାନ୍ତେଓ୍ଵାଡା ସୀମାନ୍ତ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗ୍ରୁପ୍ ଯବାନଙ୍କ ସହ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀ ମାନେ ସମ୍ପୃକ୍ତ ଅଂଚଳରୁ ବିପୁଳ ପରିମାଣର… Read More...
ଶ୍ରୀଲଙ୍କାର ଋଣ ସମସ୍ୟାର ଶୀଘ୍ର ସମାଧାନ ହେବ – ଆଇଏମ୍ଏଫ୍ Samajalive Desk Jun 7, 2024 ଡ଼େସ୍କ: ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ଦର୍ଶାଇ ଶ୍ରୀଲଙ୍କାର ଋଣ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି - ଆଇଏମ୍ଏଫ୍ ବିଶ୍ୱାସ ବ୍ୟକ୍ତ କରିଛି। ସାମାଜିକ… Read More...
ନିଟ୍-ୟୁଜି ପାଇଁ କଟ୍ ଅଫ୍ ମାର୍କ ବିବାଦ, ସ୍ପଷ୍ଟୀକରଣ ଦେଲା ଏନଟିଏ Samajalive Desk Jun 7, 2024 ଡେସ୍କ: ଜାତୀୟ ପରୀକ୍ଷଣ ସଂସ୍ଥା - ଏନଟିଏ କହିଛି ଯେ ନ୍ୟାସନାଲ ଏଲିଜିବିଲିଟି-ଏଣ୍ଟ୍ରାନ୍ସ ଟେଷ୍ଟ, ନିଟ୍-ୟୁଜି ପାଇଁ କଟ୍ ଅଫ୍ ମାର୍କ ବୃଦ୍ଧି ପରୀକ୍ଷାର ପ୍ରତିଦ୍ୱନ୍ଦ୍ୱିତା ଏବଂ ପରୀକ୍ଷାର୍ଥୀଙ୍କ ଉଚ୍ଚ… Read More...
ଆଇସିସି ପୁରୁଷ ଟି-୨୦ କ୍ରିକେଟ ବିଶ୍ୱକପ୍, ଆଜି କାନାଡ଼ା-ଆୟରଲ୍ୟାଣ୍ଡ ମୁକାବିଲା Samajalive Desk Jun 7, 2024 ଡେସ୍କ: ଆଇସିସି ପୁରୁଷ ଟି-୨୦ କ୍ରିକେଟ ବିଶ୍ୱକପରେ ଆଜି ରାତିରେ ନାସାଓ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ କାନାଡ଼ା-ଆୟରଲ୍ୟାଣ୍ଡ ମୁକାବିଲା ହେବ।… Read More...
ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ Samajalive Desk Jun 7, 2024 ଡ଼େସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆଜି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖଡଗେ କହିଛନ୍ତି, ସୁପ୍ରିମକୋର୍ଟଙ୍କ… Read More...
ଜୁନ ୯ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ Samajalive Desk Jun 7, 2024 ଡେସ୍କ: ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ ରବିବାର (ଜୁନ ୯) ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଆଜି… Read More...
୪ ଆଶାୟୀ…କିଏ ହେବେ ଓଡିଶା ମୁଖ୍ୟମନ୍ତ୍ରୀ! Samajalive Desk Jun 7, 2024 ଡେସ୍କ: ରାଜ୍ୟରେ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ପରେ ଭାରତୀୟ ଜନତା ପାର୍ଟି ଏବେ ରାଜ୍ୟ ସରକାରଙ୍କ ନେତୃତ୍ୱ ନେବା ପାଇଁ ନିଜ ଦଳରେ ସର୍ବୋତ୍ତମ ଉପଲବ୍ଧ… Read More...
ସଂସଦ ଭବନ ପରିସରରେ ନିର୍ମାଣ ହେଉଛି ପ୍ରେରଣା ସ୍ଥଳ Samajalive Desk Jun 6, 2024 ଡେସ୍କ: ଲୋକସଭା ସଚିବାଳୟ ସଂସଦ ଭବନ ପରିସରରେ ପ୍ରେରଣା ସ୍ଥଳର ବିକାଶ କରୁଛି ଏବଂ ଏଥିରେ ଦେଶର ମହାନ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସମସ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ପୂର୍ବରୁ ସଂସଦ ଭବନର ବିଭିନ୍ନ… Read More...
ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର, ଶୁକ୍ରବାର ଏନଡିଏ ବୈଠକ Samajalive Desk Jun 6, 2024 ଡେସ୍କ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର (ଜୁନ୍ ୭) ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପି, ଟିଡିପି, ଜେଡିୟୁ, ଏଲଜେପି… Read More...
ଗ୍ରୀଷ୍ମ ପ୍ରବାହ ଓ ଜଙ୍ଗଲ ନିଆଁର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା Samajalive Desk Jun 6, 2024 ଡେସ୍କ: ଗ୍ରୀଷ୍ମ ପ୍ରବାହ ଏବଂ ଜଙ୍ଗଲ ନିଆଁର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ର ଏକ ବୈଠକ ଅନୁଷ୍ଠିତ… Read More...
ରାଷ୍ଟ୍ରପତିଙ୍କୁ ଲୋକସଭା ନିର୍ବାଚନ ଫଳାଫଳ ପ୍ରଦାନ କଲେ ନିର୍ବାଚନ କମିଶନ Samajalive Desk Jun 6, 2024 ଡେସ୍କ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଜି ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ୧୮ତମ ଲୋକସଭାର ସାଧାରଣ ନିର୍ବାଚନ ପରେ ଜନପ୍ରତିନିଧି… Read More...
କାଳବୈଶାଖୀ ତାଣ୍ଡବ, ଉପୁଡିଲା ଶହ ଶହ ଗଛ ଓ ବିଦ୍ୟୁତ ଖୁଣ୍ଟ Samajalive Desk Jun 6, 2024 ପାଟଣା: ସାହାରପଡା ବ୍ଲକ ଅଞ୍ଚଳରେ ଗୁରୁବାର କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ନରେ ହଠାତ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ସହ ଘନଘନ ବଜ୍ରପାତ ହୋଇଥିଲା। ଏହି ସମୟରେ ବାଲିପଶି ଗ୍ରାମରେ… Read More...
ଲକ୍ଷ୍ମୀ ବସରୁ ହଟିଲା ଲୋଗୋ Samajalive Desk Jun 6, 2024 ପାଟଣା: ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଚଳା ଚଳ କରୁଥିବା ଲକ୍ଷ୍ମୀ ବସ ଆୟ କମ ଖର୍ଚ୍ଚ ବେଶି ନୀତିରେ ଚାଲିଥିବା ବେଳେ ଗତକାଲି ଠାରୁ ଚଳା ଚଳ କରୁଥିବା ଲକ୍ଷ୍ମୀ ବସରୁ ଲୋଗୋ ହଟାଇ ଦିଆଯାଇଛି। ଏପରିକି କେତେକ… Read More...
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଗାଇ ମୃତ୍ୟୁ ଅଭିଯୋଗ Samajalive Desk Jun 6, 2024 ଲଡ଼ୁଗାଁ: କୋକସରା ବ୍ଲକ ସିଉନି ଗ୍ରାମରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଗାଈ ମୃତ୍ୟୁର ଦୁଃଖଦ ଖବର ଆସିଛି। ଅଭିଯୋଗ ଅନୁସାରେ ଚାଷୀ ପୃଥ୍ୱୀରାଜ ବେହେରାଙ୍କ ଗାଈ ଚରିବାକୁ ଯାଇଥିବା ସମୟରେ ଶିଉନି ଦେଇ ପାତ୍ରବସା… Read More...
କୋକସରାରେ ଝଡ ତୋଫାନ, ଗଛ ପଡି ରାସ୍ତା ଅବରୋଧ Samajalive Desk Jun 6, 2024 ଲଡ଼ୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ମଧ୍ୟାହ୍ନ ପରେ ପରେ ଆରମ୍ଭ ହୋଇଯାଉଛି ଝଡ଼ ତୋଫାନ। ଏହାର ପ୍ରଭାବରେ କୋଉଠି ଗଛର ଡ଼ାଳ ଘର ଉପରେ ପଡୁଛି ତ ଆଉ କେଉଁଠି ବିରାଟକାୟ ଗଛ ଗୁଡ଼ିକ ଚେରରୁ ଉପୁଡ଼ି ରାସ୍ତା… Read More...
ଶୃଙ୍ଖଳିତ ଭାବେ ଶେଷ ହେଲା ନିର୍ବାଚନ Samajalive Desk Jun 6, 2024 ଆଠଗଡ଼: ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶୃଙ୍ଖଳିତ ଓ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଠଗଡ଼ରେ ୮୧.୧୬% ଓ ବଡମ୍ବାରେ ୭୬.୫୬% ମତଦାନ ହୋଇଥିଲା। ଉଭୟ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ… Read More...
ଜନସାଧାରଣଙ୍କୁ ସୌଭିକ୍ଙ୍କ କୃତଜ୍ଞତା Samajalive Desk Jun 6, 2024 ଚୌଦ୍ୱାର: ଗତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି… Read More...
ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଜଳାଭିଷେକ Samajalive Desk Jun 6, 2024 ବୌଦ୍ଧ: ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ସୁଶାସନ ଓ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ବାବା ଶ୍ରୀଚନ୍ଦ୍ରଚୁଡ ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ ସଦସ୍ୟ ମିଳିତ ଭାବେ… Read More...
ଆଇନ ସେବା ପ୍ରାଧିକରଣ ଓ ୱାଇସିଡିଏ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ Samajalive Desk Jun 6, 2024 ବୌଦ୍ଧ: ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଦିନ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଗ୍ରାମପୁର ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଜିଲା ଆଇନସେବା ପ୍ରାଧିକରଣର ସଚିବ ସ୍ୱାସ୍ୱତି ମିଶ୍ରଙ୍କ… Read More...
ପୂର୍ବତନ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସଂପର୍କରେ ମିଥ୍ୟା ଖବର ପ୍ରଚାର ନେଇ ଥାନାରେ ଏତଲା Samajalive Desk Jun 6, 2024 ବୌଦ୍ଧ: ଚଳିତ ସାଧାରଣ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ବିଜେପି ପ୍ରାର୍ଥୀଙ୍କ ଦ୍ୱାରା ପରାଜିତ ହେବାପରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ସମାଲୋଚନାମୂଳକ ଖବର ପ୍ରଚାରିତ ହେବାରେ ଲାଗିଛି।… Read More...
ନିଆରା ଢ଼ଙ୍ଗରେ ସାବିତ୍ରୀ ବ୍ରତ ପାଳିଲେ ବିହାରୀ ବ୍ରାହ୍ମଣ ମହିଳା Samajalive Desk Jun 6, 2024 କେନ୍ଦୁଝରଗଡ଼: ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତୀଥିରେ ସାବିତ୍ରୀ ବ୍ରତ ପାଳିତ ହୋଇଥାଏ। ହିନ୍ଦୁ ଧର୍ମର ସଧବା ମହିଳା ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ନୂତନ ବସ୍ତ୍ର ପରିଧାନ କରି ଉପବାସରେ ଏହି ବ୍ରତକୁ… Read More...
ଡି.ଡି.ବିଶ୍ୱବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ Samajalive Desk Jun 6, 2024 କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି… Read More...
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ Samajalive Desk Jun 6, 2024 କେନ୍ଦୁଝରଗଡ଼଼: ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ଗୁରୁବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତେଲକୋଇ ଥାନା ଶିରିଆବାହାଳ ଗ୍ରାମର ଟୁକୁନା… Read More...
କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ Samajalive Desk Jun 6, 2024 କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତରେ ଥିବା ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ପୂଜାରିଗୁଡା… Read More...
ବିଜେପି ପାଇଁ ଆହ୍ୱାନ, ରାଜ୍ୟର ବହୁମୁଖୀ ବିକାଶ Samajalive Desk Jun 6, 2024 ଡେସ୍କ: ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଓ ପରେ ଏକଜିଟ ପୋଲ ନେଇ ଜାତୀୟ ସ୍ଥରରେ ବିଜେପିକୁ ଯେଉଁଭଳି ସଫଳତା ମିଳିବ ବୋଲି ଆକଳନ କରାଯାଉଥିଲା, ସେଭଳି ଯଦିଓ ହେଲାନାହିଁ କିନ୍ତୁ ଦଳ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ… Read More...
ଆନ୍ଧ୍ରପ୍ରଦେଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ Samajalive Desk Jun 5, 2024 ଡେସ୍କ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଆଜି ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ୱାଇଏସଆର ଜଗନ ମୋହନ ରେଡ୍ଡୀ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ୨୫ ଲୋକସଭା… Read More...
ନିର୍ବାଚିତ ସାଂସଦଙ୍କୁ ସ୍ୱାଗତ କରିବା ପାଇଁ ଲୋକସଭା ସଚିବାଳୟ ପ୍ରସ୍ତୁତ Samajalive Desk Jun 5, 2024 ଡେସ୍କ: ଅଷ୍ଟାଦଶ ଲୋକସଭାର ସଦସ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଲୋକସଭା ସଚିବାଳୟ ପ୍ରସ୍ତୁତ। ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସଦସ୍ୟମାନଙ୍କୁ ସ୍ୱାଗତ କରିବା ଏବଂ ସୁରୁଖୁରୁରେ ପଞ୍ଜୀକରଣ… Read More...
ବିଶ୍ୱ ପରିବେଶ ଦିବସରେ ‘ଏୟାର-ପ୍ରଭା’ ଆପ୍ ଉନ୍ମୋଚିତ Samajalive Desk Jun 5, 2024 ଡେସ୍କ: ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଏମ୍ଇଆଇଟିୱାଇର ସଚିବ ଏସ୍ କ୍ରିଷ୍ଣନ ସ୍ୱଦେଶୀ ବାୟୁ ଗୁଣବତ୍ତା ନିରୀକ୍ଷଣ ବ୍ୟବସ୍ଥା ଉଦଘାଟନ କରିବା ସହ ଏୟାର-ପ୍ରଭା ଆପ୍ ଉନ୍ମୋଚନ କରିଛନ୍ତି। ଏହି ଆପ ଏମଇଆଇଟିୱାଇ… Read More...
ଏକ ପେଡ୍ ମା’ କେ ନାମ ଅଭିଯାନର ଶୁଭାରମ୍ଭ କଲେ ମୋଦୀ Samajalive Desk Jun 5, 2024 ଡେସ୍କ: ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା କେ ନାମ’’ (ମା’ଙ୍କ ନାମରେ ଗୋଟିଏ ଗଛ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ… Read More...
ବିଜେପିର ପ୍ରଦର୍ଶନକୁ ନେଇ କ’ଣ ଥିଲା ବିଶ୍ୱ ଗଣମାଧ୍ୟମରେ ପ୍ରତିକ୍ରିୟା Samajalive Desk Jun 5, 2024 ଡେସ୍କ: ଲୋକସଭା ନିର୍ବାଚନ ଫଳାଫଳ ୨୦୨୪ ଘୋଷଣା ପରେ ଅଧିକାଂଶ ବିଶ୍ୱ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ପ୍ରଦର୍ଶନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ… Read More...
କ୍ୟୁଏସ୍ ବିଶ୍ୱ ମାନ୍ୟତାରେ ଆଇଆଇଟି ବମ୍ବେ ପ୍ରଥମ ଭାରତୀୟ ଅନୁଷ୍ଠାନ Samajalive Desk Jun 5, 2024 ଡେସ୍କ: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବମ୍ବେ (ଆଇଆଇଟି ବମ୍ବେ) ଚଳିତ ବର୍ଷ କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ସ୍ଥାନ ପାଇଛି।… Read More...
କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ମନା କଲେ ଦିଲ୍ଲୀ କୋର୍ଟ Samajalive Desk Jun 5, 2024 ଡେସ୍କ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ଦିଲ୍ଲୀର ଏକ ଅଦାଲତ ମନା କରିଦେଇଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି… Read More...
ଆଜି ବସିବ ଏନଡ଼ିଏ ଓ ଇଣ୍ଡିଆ ମେଣ୍ଟ ବୈଠକ Samajalive Desk Jun 5, 2024 ଡେସ୍କ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ସରକାର ଗଠନ ପାଇଁ ରାଜନୈତିକ ଦଳଗୁଡ଼ିକ ଉଦ୍ୟମ ଜୋରଦାର କରିଛନ୍ତି। ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୨ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ସଂଖ୍ୟା… Read More...
ଚଳିତ ନିର୍ବାଚନ ଭାରତୀୟ ସମ୍ବିଧାନ ଉପରେ ଆସ୍ଥାର ବିଜୟ – ନରେନ୍ଦ୍ର ମୋଦୀ Samajalive Desk Jun 4, 2024 ଡେସ୍କ: ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବ। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ… Read More...
ଆନ୍ଧ୍ରରେ ସରକାର ଗଢ଼ିବ ତେଲୁଗୁ ଦେଶମ ପାର୍ଟି, ଓଡ଼ିଶାରେ ବିଜେପି Samajalive Desk Jun 4, 2024 ଡେସ୍କ: ଆନ୍ଧ୍ରପ୍ରଦେଶର ୧୭୫ଟି ଆସନ ମଧ୍ୟରୁ ୧୩୭ଟି ଆସନର ଫଳାଫଳ ପ୍ରକାଶ ପାଇଛି। ତେଲୁଗୁ ଦେଶମ ପାର୍ଟି ୧୧୦ , ଜନସେନା ପାର୍ଟି ୧୮ , ବିଜେପି ୫ ଏବଂ ୱାଇଏସ୍ ଆର୍ କଂଗ୍ରେସ ପାର୍ଟି ୪ଟି ଆସନରେ ବିଜୟୀ ହୋଇଛନ୍ତି।… Read More...
କେନ୍ଦ୍ରରେ ପୁଣି କ୍ଷମତାକୁ ଫେରୁଛି ଏନଡିଏ, ବିରୋଧୀ ଆସନରେ ଇଣ୍ଡି ମେଣ୍ଟ Samajalive Desk Jun 4, 2024 ଡେସ୍କ: ବିଜେପି ନେତୃତ୍ୱାଧୀନ ଏନଡିଏ ଲୋକସଭା ନିର୍ବାଚନରେ ଏକକ ବୃହତ୍ତମ ମେଣ୍ଟ ଭାବେ ଉଭା ହେଉଛି। ଦଳ ୧୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୨୪ଟିରେ ଆଗୁଆ ରହିଛି । ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଯାଉଛି… Read More...
ଲୋକସଭା ନିର୍ବାଚନ ଫଳାଫଳ ଜନତା ଏବଂ ଗଣତନ୍ତ୍ରର ବିଜୟ – କଂଗ୍ରେସ ଅଧ୍ୟକ୍ଷ Samajalive Desk Jun 4, 2024 ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଲୋକସଭା ନିର୍ବାଚନ ଫଳାଫଳକୁ ଜନତା ଏବଂ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଖଡଗେ କହିଛନ୍ତି, ଚଳିତ ନିର୍ବାଚନରେ… Read More...
ଭୋଟ ଗଣତି ସୂଚନା ଅପଡେଟ୍ ନେଇ କଂଗ୍ରେସର ଅଭିଯୋଗ Samajalive Desk Jun 4, 2024 ଡେସ୍କ: ଲୋକସଭା ନିର୍ବାଚନ ୨୦୨୪ର ଭୋଟ ଗଣତି ସମୟରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଏବଂ ସଲମାନ ଖୁର୍ସିଦଙ୍କ ସମେତ ଦଳର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଅଭିଯୋଗ… Read More...
ଏଯାଏଁ ଫେରିନି ୭ ହଜାର କୋଟିର ୨ହଜାର ଟଙ୍କିଆ ନୋଟ୍ Samajalive Desk Jun 4, 2024 ଡେସ୍କ: ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିବା ପରେ ଗତ ମେ' ମାସ ସୁଦ୍ଧା ୯୭.୮୨% ନୋଟ ବ୍ୟାଙ୍କକୁ ଫେରିଥିବା ଜଣାପଡିଛି। ଲୋକମାନଙ୍କ ପାଖରେ ଏବେବି ୭ ହଜାର ୭୭୫ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ… Read More...
ଅଷ୍ଟାଦଶ ଲୋକସଭା – ବିଜେପି ୨୩୭, କଂଗ୍ରେସ ୯୩ଟି ଆସନରେ ଆଗୁଆ Samajalive Desk Jun 4, 2024 ଡେସ୍କ: ଅଷ୍ଟାଦଶ ଲୋକସଭା ନିମନ୍ତେ ମତ ଗଣନା ଜାରି ରହିଛି। ୫୪୩ଟି ଆସନ ମଧ୍ୟରୁ ବିଜେପି ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୩୭ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୪ଟି ଆସନରେ ବିଜୟୀ ହେବା ସହ ୯୩ଟି ଆସନରେ ଆଗୁଆ… Read More...
ଭୋଟ ଗଣତି ପାଇଁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା Samajalive Desk Jun 4, 2024 ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଭୋଟ ଗଣତି ପରେ ଫଳାଫଳ ସଂପର୍କରେ ନିର୍ବାଚନ କମିଶନ ଏବଂ ଗଣତିକେନ୍ଦ୍ର ପରିସରରେ ଖୋଲା ଯାଇଥିବା ମିଡିଆ ସେଣ୍ଟରକୁ ତୁରନ୍ତ ସୂଚନା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସୁରକ୍ଷା… Read More...
ବିଦ୍ୟୁତ କରେଣ୍ଟରେ ବୃଦ୍ଧା ମୃତ Samajalive Desk Jun 4, 2024 ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ କରକମଳ ଗ୍ରାମର ଜଣେ ବୃଦ୍ଧା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। କରକମଳ ଗ୍ରାମର ସ୍ୱର୍ଗତ ପଠାଣୀ ମହାନ୍ତିଙ୍କ ପତ୍ନୀ କାଞ୍ଚନ… Read More...
ସିଜୁ ମୁଣ୍ଡିଆ ନିକଟ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର Samajalive Desk Jun 4, 2024 ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଅଧିନ ଗୋପିବଲ୍ଲଭପୁର ଗ୍ରାମ ନିକଟସ୍ଥ ସିଜୁ ମୁଣ୍ଡିଆ ପାଖରେ ଥିବା ଏକ ଘରୋଇ ଜମି ପଡ଼ିଆରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାର ବିବରଣୀରୁ ପ୍ରକାଶ ଯେ… Read More...
ବୋରପଦର ଠାରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ Samajalive Desk Jun 4, 2024 ଲାଞ୍ଜିଗଡ: ବିଶ୍ୱଶାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ନାମଯଜ୍ଞ ମାନ ଅନୁଷ୍ଠିତ ହେଉଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋରପଦର ଗ୍ରାମରେ ବିଶ୍ୱଶାନ୍ତି ପାଇଁ… Read More...
ବ୍ଲକ ପ୍ରଶାସନ ନ ଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଅସହାୟ ପରିବାର Samajalive Desk Jun 4, 2024 ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ୧୪ ନମ୍ବର ୱାର୍ଡର ନିରଞ୍ଜନ ବେହେରାଙ୍କ ଘର ଉପରେ କାଳ ବୈଶାଖୀରେ ୨ଟି ବିଶାଳକାୟ ଗଛ ପଡିବା ପରେ ଘର ଭିତରେ ଥିବା ୨ ଜଣ ମା ଓ ପୁଅ ଅଳ୍ପକେ ମୃତ୍ୟୁ… Read More...
ଲଡୁଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ Samajalive Desk Jun 4, 2024 ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଶିଶୁ ମନ୍ଦିର ପଡା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଲଡୁଗାଁ ସରପଞ୍ଚ ତଥା ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଲଡୁଗାଁ ସ୍ଥିତି ଦିନକୁ ଦିନ… Read More...
ନବରଙ୍ଗପୁରରେ ଲୋକସଭା ଓ ୪ ବିଧାନସଭାର ଭୋଟ ଗଣତି Samajalive Desk Jun 4, 2024 ନବରଙ୍ଗପୁର: ନବରଙ୍ଗପୁରରେ ସାଧାରଣ ନିର୍ବାଚନର ଭୋଟଗଣତି ଆଜି ଅନୁଷ୍ଠିତ ହେବ। ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ଫଳ ବାହାରିବ। ତେବେ ଏହାକୁ ନେଇ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କର ହୃଦ ସ୍ପନ୍ଦନ ବଢୁଛି। ଭୋଟ ଗଣତି… Read More...
କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଅନ୍ଧାରରେ ୧୬ରୁ ଅଧିକ ଗାଁ Samajalive Desk Jun 4, 2024 ଫୁଲବାଣୀ: ଗତ ଶନିବାର ଦିନ ବେଳା କାଳବୈଶାଖୀରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡ଼ି ହେବାରୁ ଡିଣ୍ଡିରା ଗାଁ ପଞ୍ଚାୟତର ପ୍ରାୟ ୧୬ରୁ ଅଧିକ ଗାଁର ୭୦୦ରୁ ଅଧିକ ଲୋକେ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି। ତେବେ… Read More...
କଳାପଥର ଔଷଧ ବ୍ୟବସାୟୀଙ୍କ ତରଫରୁ ଦହିପଣା ବଣ୍ଟନ Samajalive Desk Jun 3, 2024 କଳାପଥର (ବାଙ୍କୀ): କଳାପଥର ଡାକ୍ତରଖାନା ପରିସରରେ ଔଷଧ ବ୍ୟବସାୟୀଙ୍କ ତରଫରୁ ଅଞ୍ଚଳରେ ପ୍ରଚଣ୍ତ ଖରାରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ସମେତ ପରିବାରବର୍ଗଙ୍କୁ ଦହିପଣା ବଣ୍ଟନ କରିଛନ୍ତି। ପୂର୍ବରୁ ଏହି ବ୍ୟବସାୟୀ… Read More...
ଏଲଏନଟି କମ୍ପାନୀର ମନମାନି Samajalive Desk Jun 3, 2024 ବାଉଁଶୁଣି: ବାଉଁଶୁଣି ଅଞ୍ଚଳରେ ଦୀର୍ଘ ଦିନ ହେବ ଜଳ ସମସ୍ୟା ଲାଗି ରହିଥିଲା ଓ ଏଥିପାଇଁ ବାଉଁଶୁଣି ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଅଭିଯୋଗ କରିଥିଲେ। ଅଞ୍ଚଳବାସୀଙ୍କ… Read More...
ରେଡ଼କ୍ରସ ପାଣ୍ଠିକୁ ସହାୟତା Samajalive Desk Jun 3, 2024 ବୁର୍ଲା: ବୁର୍ଲା ପିଡବ୍ଲ୍ୟୁଡି କଲୋନୀସ୍ଥିତ ଶ୍ରୀ ଶ୍ରୀ ବିଶ୍ୱେଷରାୟ ମନ୍ଦିର ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର କମିଟି ତରଫରୁ ରେଡ଼କ୍ରସ ସୋସାଇଟିକୁ ୪୧ ହଜାର ଟଙ୍କା ପ୍ରଦାନ କରାଯାଇଛି। କମିଟି ତରଫରୁ… Read More...