www.samajalive.in
Friday, December 5, 2025
26.1 C
Bhubaneswar

କ୍ୟୁଏସ୍ ବିଶ୍ୱ ମାନ୍ୟତାରେ ଆଇଆଇଟି ବମ୍ବେ ପ୍ରଥମ ଭାରତୀୟ ଅନୁଷ୍ଠାନ

ଡେସ୍କ: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବମ୍ବେ (ଆଇଆଇଟି ବମ୍ବେ) ଚଳିତ ବର୍ଷ କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ସ୍ଥାନ ପାଇଛି। ପ୍ରଥମ ଥର ପାଇଁ ଆଇଆଇଟି ବମ୍ବେ ଶ୍ରେଷ୍ଠ ୧୨୫ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଆଇଆଇଟି ବମ୍ବେ ୧୧୮ତମ ସ୍ଥାନ ହାସଲ କରିଛି। ଏହାର ମୋଟ ସ୍କୋର ୧୦୦ରୁ ୫୬.୩ ରହିଛି। ଗତବର୍ଷ ଏହି ଅନୁଷ୍ଠାନ ୧୪୯ତମ ସ୍ଥାନରୁ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି।

ଆଜି ବସିବ ଏନଡ଼ିଏ ଓ ଇଣ୍ଡିଆ ମେଣ୍ଟ ବୈଠକ

- Advertisement -

ଗତକାଲି ପ୍ରକାଶିତ ଫଳାଫଳରେ ଚଳିତ ବର୍ଷ ୩୧ ସ୍ଥାନରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ବିଭିନ୍ନ ମାନଦଣ୍ଡ ମଧ୍ୟରେ ଆଇଆଇଟି ବମ୍ବେ ସର୍ବୋଚ୍ଚ ସ୍କୋର କରି ବିଶ୍ୱସ୍ତରରେ ୬୩ତମ ସ୍ଥାନରେ ରହିଛି। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶିରେଶ କେଦାରେ ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ସଫଳତାକୁ ଶ୍ରେୟ ଦେବା ସହ ଆଗକୁ ଆହୁରି ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି।

କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ମନା କଲେ ଦିଲ୍ଲୀ କୋର୍ଟ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories