www.samajalive.in
Friday, December 12, 2025
26.1 C
Bhubaneswar

ସଂସଦ ଭବନ ପରିସରରେ ନିର୍ମାଣ ହେଉଛି ପ୍ରେରଣା ସ୍ଥଳ

ଡେସ୍କ: ଲୋକସଭା ସଚିବାଳୟ ସଂସଦ ଭବନ ପରିସରରେ ପ୍ରେରଣା ସ୍ଥଳର ବିକାଶ କରୁଛି ଏବଂ ଏଥିରେ ଦେଶର ମହାନ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସମସ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ପୂର୍ବରୁ ସଂସଦ ଭବନର ବିଭିନ୍ନ ସ୍ଥାନରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ସଂସଦ ପରିସରକୁ ଆସିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେଭଳି ସହଜରେ ଏହି ମହାନ ନେତାଙ୍କ ପ୍ରତିମୂର୍ତ୍ତି ଦେଖିପାରିବେ ଏବଂ ସେମାନଙ୍କ ଜୀବନ ଓ ଦର୍ଶନରୁ ପ୍ରେରଣା ନେଇପାରିବେ ବୋଲି ଏହି ପ୍ରେରଣା ସ୍ଥଳକୁ ଏଭଳି ଭାବେ ବିକଶିତ କରାଯାଉଛି।

ଇଣ୍ଡିମେଣ୍ଟରେ ଫାଟ – ୩୭ ଆସନ ଜିତିବାରୁ ଅଖିଳେଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି

- Advertisement -

ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି ଯେ ସଂସଦ ପରିସରରେ ବିଭିନ୍ନ ସ୍ଥାନରେ ଅବସ୍ଥିତ ଥିବାରୁ ପର୍ଯ୍ୟଟକମାନେ ଏହି ପ୍ରତିମୂର୍ତ୍ତିଗୁଡ଼ିକୁ ସହଜରେ ଦେଖି ପାରୁନାହାନ୍ତି। ଏହି ପ୍ରେରଣା ସ୍ଥଳରେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଓ ଅବଦାନ ସମ୍ପର୍କରେ ଆଧୁନିକ ଜ୍ଞାନକୌଶଳ ଜରିଆରେ ପର୍ଯ୍ୟଟକଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଉଛି।

ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର, ଶୁକ୍ରବାର ଏନଡିଏ ବୈଠକ

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories