ଇଣ୍ଡିମେଣ୍ଟରେ ଫାଟ – ୩୭ ଆସନ ଜିତିବାରୁ ଅଖିଳେଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି

ନୂଆଦିଲ୍ଲୀ – ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ଇଣ୍ଡିମେଣ୍ଟ ଭଲ ପ୍ରଦର୍ଶନ କରିଛି । ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟର ସହଯୋଗୀ ସମାଜବାଦୀ ପାର୍ଟି ବେଶ୍‌ ଭଲ ପ୍ରଦର୍ଶନ କରିଛି । ଦଳ ରାଜ୍ୟରେ ୩୭ଟି ଆସନରେ ବିଜୟ ଲାଭ କରିଛି । ଏହାପରେ ମେଣ୍ଟର ସରକାର ଗଠନ କରିବା ନେଇ କସରତ ଆରମ୍ଭ ହୋଇଛି । ତେବେ ଏନ୍‌ଡିଏ ପୂର୍ଣ୍ଣ ବହୁମତ ହାସ କରିଥିବାରୁ ଇଣ୍ଡି ମେଣ୍ଟ କିପରି ସରକାର ଗଠନ କରି ହେବ ତାହାର … Continue reading ଇଣ୍ଡିମେଣ୍ଟରେ ଫାଟ – ୩୭ ଆସନ ଜିତିବାରୁ ଅଖିଳେଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି