ଡେସ୍କ: ରାଜ୍ୟରେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ବିଜେପିର ଦୁଇ ଜଣ ବରିଷ୍ଠ ନେତା ଭୁବନେଶ୍ୱର ପହଂଚିଛନ୍ତି। ସେହି ନେତାମାନେ ହେଉଛନ୍ତି ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ। ଉଭୟ ନେତା ଭୁବନେଶ୍ୱରରେ ରହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ଜଣାପଡିଛି।
Popular Categories



