ଭୁଶୁଡିଲା ବିମାନ ବନ୍ଦର ପାଚେରୀ, ନିମ୍ନ ମାନର ନିର୍ମାଣ ଅଭିଯୋଗ

ଡେସ୍କ: ମାଲକାନଗିରି ଜିଲ୍ଲାରେ ନବ ନିର୍ମିତ ବିମାନ ବନ୍ଦରର ପାଚେରୀ ପୁଣି ଥରେ ଭୁଶୁଡି ପଡ଼ିଛି। ନିମ୍ନ ମାନର କାମ ଯୋଗୁଁ ଏଭଳି ଘଟିଥିବା କୁହାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ହୋଇଥିବା ବର୍ଷା ଯୋଗୁଁ ମାଟି ଧୋଇ ହୋଇଯିବାରୁ ବିମାନ ବନ୍ଦରର ବିଭିନ୍ନ ସ୍ଥାନରେ ପ୍ରାୟ ୬୦ ମିଟର ଲମ୍ବର ପାଚେରୀ ଭୁଶୁଡି ପଡ଼ିଛି। ତେବେ ଏହି ବିମାନ ବନ୍ଦର କାର୍ଯ୍ୟ ଶେଷ ହୋଇଣ ଥିବା ବେଳେ ପାଚେରୀ ଭୁଶୁଡି ପଡ଼ିବା ନିର୍ମାଣ … Continue reading ଭୁଶୁଡିଲା ବିମାନ ବନ୍ଦର ପାଚେରୀ, ନିମ୍ନ ମାନର ନିର୍ମାଣ ଅଭିଯୋଗ