www.samajalive.in
Sunday, December 14, 2025
17.1 C
Bhubaneswar

ଆନ୍ଧ୍ରରେ ସରକାର ଗଢ଼ିବ ତେଲୁଗୁ ଦେଶମ ପାର୍ଟି, ଓଡ଼ିଶାରେ ବିଜେପି

ଡେସ୍କ: ଆନ୍ଧ୍ରପ୍ରଦେଶର ୧୭୫ଟି ଆସନ ମଧ୍ୟରୁ ୧୩୭ଟି ଆସନର ଫଳାଫଳ ପ୍ରକାଶ ପାଇଛି। ତେଲୁଗୁ ଦେଶମ ପାର୍ଟି ୧୧୦ , ଜନସେନା ପାର୍ଟି ୧୮ , ବିଜେପି ୫ ଏବଂ ୱାଇଏସ୍ ଆର୍ କଂଗ୍ରେସ ପାର୍ଟି ୪ଟି ଆସନରେ ବିଜୟୀ ହୋଇଛନ୍ତି।

ଓଡ଼ିଶାରେ ୧୪୭ ବିଧାନସଭା ନିର୍ବାଚନ ମଧ୍ୟରୁ ୯୦ଟିର ଫଳାଫଳ ପ୍ରକାଶ ପାଇଛି। ବିଜେପି ଏକକ ବୃହତ୍ତମ ଦଳ ଭାବେ ଉଭା ହେଉଛି। ଦଳ ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୩୦ଟିରେ ଆଗୁଆ ରହିଛି। ବିଜେଡି ୩୩ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୮ଟିରେ ଆଗୁଆ ରହିଛି। କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories