ଶ୍ରୀଲଙ୍କାର ଋଣ ସମସ୍ୟାର ଶୀଘ୍ର ସମାଧାନ ହେବ – ଆଇଏମ୍ଏଫ୍

ଡ଼େସ୍କ: ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ଦର୍ଶାଇ ଶ୍ରୀଲଙ୍କାର ଋଣ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି –  ଆଇଏମ୍ଏଫ୍ ବିଶ୍ୱାସ ବ୍ୟକ୍ତ କରିଛି। ସାମାଜିକ ଗଣମାଧ୍ୟମ ଏକ୍ସରେ ଶ୍ରୀଲଙ୍କାର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଆଇଏମଏଫ ଶ୍ରୀଲଙ୍କାର ଅର୍ଥନୀତିରେ ହେଉଥିବା ସଂସ୍କାର ଏବଂ ବିକାଶକୁ ଗ୍ରହଣ କରିବା ସହ ବାହାର ଦେଶର ବାଣିଜ୍ୟିକ ଋଣଦାତାଙ୍କ ସହ ଚୁକ୍ତି ଚୂଡ଼ାନ୍ତ କରିବା ଏବଂ ସରକାରୀ ଋଣଦାତାଙ୍କ ସହ ନୀତିଗତ ଭାବରେ ଚୁକ୍ତି କାର୍ଯ୍ୟକାରୀ କରିବାକୁ କହିଛି। ସେ କହିଛନ୍ତି ଯେ ଘରୋଇ ଋଣ ପରିଚାଳନା ପଦକ୍ଷେପ ବହୁ ପରିମାଣରେ ସମ୍ପୂର୍ଣ୍ଣ ହୋଇଛି।

ନିଟ୍-ୟୁଜି ପାଇଁ କଟ୍ ଅଫ୍ ମାର୍କ ବିବାଦ, ସ୍ପଷ୍ଟୀକରଣ ଦେଲା ଏନଟିଏ

Comments are closed.