ନିଟ୍-ୟୁଜି ପାଇଁ କଟ୍ ଅଫ୍ ମାର୍କ ବିବାଦ, ସ୍ପଷ୍ଟୀକରଣ ଦେଲା ଏନଟିଏ
ଡେସ୍କ: ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏ କହିଛି ଯେ ନ୍ୟାସନାଲ ଏଲିଜିବିଲିଟି-ଏଣ୍ଟ୍ରାନ୍ସ ଟେଷ୍ଟ, ନିଟ୍-ୟୁଜି ପାଇଁ କଟ୍ ଅଫ୍ ମାର୍କ ବୃଦ୍ଧି ପରୀକ୍ଷାର ପ୍ରତିଦ୍ୱନ୍ଦ୍ୱିତା ଏବଂ ପରୀକ୍ଷାର୍ଥୀଙ୍କ ଉଚ୍ଚ କାର୍ଯ୍ୟଦକ୍ଷତା ମାନକୁ ପ୍ରତିଫଳିତ କରୁଛି। ନିକଟରେ ନିଟ୍ ୟୁଜି ଫଳାଫଳକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ଏଜେନ୍ସି ଏହି ସ୍ପଷ୍ଟୀକରଣ ଜାରି କରିଛି। ଏନସିଇଆରଟି ପାଠ୍ୟପୁସ୍ତକର ପୁରୁଣା ଓ ନୂଆ ସଂସ୍କରଣରେ ପାର୍ଥକ୍ୟ ଥିବାରୁ ଗୋଟିଏ ବିକଳ୍ପ ବଦଳରେ ଦୁଇଟି ବିକଳ୍ପକୁ ଠିକ୍ ଭାବେ … Continue reading ନିଟ୍-ୟୁଜି ପାଇଁ କଟ୍ ଅଫ୍ ମାର୍କ ବିବାଦ, ସ୍ପଷ୍ଟୀକରଣ ଦେଲା ଏନଟିଏ
Copy and paste this URL into your WordPress site to embed
Copy and paste this code into your site to embed