www.samajalive.in
Monday, December 8, 2025
20.1 C
Bhubaneswar

ଏଫ୍ଆଇଏଚ୍ ପ୍ରୋ ଲିଗ, ହାରିଲା ମହିଳା ହକି ଦଳ

ଡେସ୍କ: ଲଣ୍ଡନରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଭାରତୀୟ ମହିଳା ହକି ଦଳ ଜର୍ମାନୀଠାରୁ ୨-୪ ଗୋଲରେ ପରାସ୍ତ ହୋଇଛି। ସୁନୀଲିତା ଟପ୍ପୋ ଓ ଦୀପିକା ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ କରାଇଥିଲେ ହେଁ ପ୍ରୋ ଲିଗରେ କ୍ରମାଗତ ସପ୍ତମ ପରାଜୟର ସମ୍ମୁଖୀନ ହୋଇଥିବାରୁ ଦଳ ଏହାକୁ ବଜାୟ ରଖି ପାରିନଥିଲା। ଭାରତୀୟ ପୁରୁଷ ଦଳ ଆଜି ସନ୍ଧ୍ୟାରେ ଜର୍ମାନୀକୁ ଭେଟିବ। ଭାରତୀୟ ପୁରୁଷ ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories