ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି – ଏନଟିଏ କହିଛି ଯେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ-ନିଟ୍ ସ୍ନାତକୋତ୍ତର, ୨୦୨୪ର ପ୍ରକ୍ରିୟା ସମଗ୍ର ଦେଶରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ନିରପେକ୍ଷ ରହିଛି ଏବଂ ଏହି ପରୀକ୍ଷାର କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। ମେ’ ୫ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଚଳିତ ମାସ ୪ ତାରିଖରେ ଫଳ ପ୍ରକାଶ ପାଇଥିଲା। ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି pic.twitter.com/AbQCG3OSmW — … Continue reading ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି