www.samajalive.in
Sunday, December 7, 2025
15.1 C
Bhubaneswar

ବିଶ୍ୱ ପରିବେଶ ଦିବସରେ ‘ଏୟାର-ପ୍ରଭା’ ଆପ୍ ଉନ୍ମୋଚିତ

ଡେସ୍କ: ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଏମ୍ଇଆଇଟିୱାଇର ସଚିବ ଏସ୍ କ୍ରିଷ୍ଣନ ସ୍ୱଦେଶୀ ବାୟୁ ଗୁଣବତ୍ତା ନିରୀକ୍ଷଣ ବ୍ୟବସ୍ଥା ଉଦଘାଟନ କରିବା ସହ ଏୟାର-ପ୍ରଭା ଆପ୍ ଉନ୍ମୋଚନ କରିଛନ୍ତି। ଏହି ଆପ ଏମଇଆଇଟିୱାଇ ସମର୍ଥିତ ଜ୍ଞାନ କୌଶଳ ଅଧୀନରେ ବିକଶିତ ହୋଇଛି।

ଏକ ପେଡ୍ ମା’ କେ ନାମ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

- Advertisement -

ଏହି ଅବସରରେ ସଚିବ ଏସ୍ କ୍ରିଷ୍ଣନ କହିଛନ୍ତି, ଏହା ଏକ ଅତ୍ୟନ୍ତ ବ୍ୟୟବହୁଳ, ‘ମେକ୍ ଇନ୍ ଇଣ୍ଡିଆ’ ସମାଧାନ, ଯାହା ଶିଳ୍ପର ଆବଶ୍ୟକତା ଉପରେ ନିର୍ଭର କରି ତିନୋଟି ଭାରିଆଣ୍ଟରେ ଉପଲବ୍ଧ। ବାୟୁର ବିଭିନ୍ନ ପାରାମିଟର ପାଇଁ ସିଷ୍ଟମକୁ ଭଲ ଭାବେ ପରୀକ୍ଷଣ କରାଯାଇ ଯାଞ୍ଚ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ ସହାୟକ ହେବ ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି।

ବିଜେପିର ପ୍ରଦର୍ଶନକୁ ନେଇ କ’ଣ ଥିଲା ବିଶ୍ୱ ଗଣମାଧ୍ୟମରେ ପ୍ରତିକ୍ରିୟା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories