ବିଜେପିର ପ୍ରଦର୍ଶନକୁ ନେଇ କ’ଣ ଥିଲା ବିଶ୍ୱ ଗଣମାଧ୍ୟମରେ ପ୍ରତିକ୍ରିୟା

ଡେସ୍କ: ଲୋକସଭା ନିର୍ବାଚନ ଫଳାଫଳ ୨୦୨୪ ଘୋଷଣା ପରେ ଅଧିକାଂଶ ବିଶ୍ୱ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ପ୍ରଦର୍ଶନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭାରତୀୟ ସଂସଦର ନିମ୍ନ ସଦନରେ ତାଙ୍କ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଦଶନ୍ଧି ପୁରୁଣା ସଂଖ୍ୟାଗରିଷ୍ଠତା ହରାଇଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତ୍ୟାବର୍ତ୍ତନ କରିଛି। କିନ୍ତୁ ୨୯୦ରୁ ଅଧିକ ଆସନରେ ବିଜୟୀ ହେବାକୁ ଥିବା ଏନଡିଏ ମେଣ୍ଟ ୨୭୨ … Continue reading ବିଜେପିର ପ୍ରଦର୍ଶନକୁ ନେଇ କ’ଣ ଥିଲା ବିଶ୍ୱ ଗଣମାଧ୍ୟମରେ ପ୍ରତିକ୍ରିୟା