ଡେସ୍କ: ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍ରେ ଆଜି ଅଷ୍ଟ୍ରେଲିଆ ୫ ୱିକେଟ୍ରେ ସ୍କଟ୍ଲାଣ୍ଡକୁ ପରାସ୍ତ କରିଛି। ଆଜି ଭାରତୀୟ ସମୟ ସକାଳ ୬ଟାରେ ଏହି ମ୍ୟାଚ ସେଣ୍ଟ ଲୁଇସିଆର ଗ୍ରସ ଆଇଶଲେଟ ଡାରେନ ସାମୀ ନେସନାଲ କ୍ରିକେଟ ଷ୍ଟାଡିଅମରେ ଆରମ୍ଭ ହୋଇଥିଲା। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୮୦ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୧୯ ଓଭର ୪ଟି ବଲରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା।
ଆଜି ରାତି ୮ଟାରେ ଅନ୍ୟ ଏକ ମ୍ୟାଚ୍ରେ ଫ୍ଲୋରିଡ଼ା ସ୍ଥିତ ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କରେ ପାକିସ୍ତାନ ଓ ଆୟରଲାଣ୍ଡ ମୁହାଁମୁହିଁ ହେବେ। ଗତକାଲି ଇଂଲଣ୍ଡ ୪୧ ରନ୍ରେ ଡକ୍ୱର୍ଥ ଲୁଇସ୍ ନିୟମରେ ନାମ୍ବିଆକୁ ପରାସ୍ତ କରିଥିଲା। ଇଂଲଣ୍ଡର ୧୨୬ ରନ୍ ଜବାବରେ ନାମ୍ବିଆ ୮୪ ରନ୍ ସ୍କୋର କରିବାକୁ ସମର୍ଥ ହୋଇଥିଲା।
ମୋଦୀଙ୍କୁ ପ୍ରଶଂସା କଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ, ଗାଜାରେ ଯୁଦ୍ଧବିରତି ପାଇଁ ସହାୟତା ଲୋଡିଲେ
ଅନ୍ୟପକ୍ଷରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ କ୍ରିକେଟରେ ଗତକାଲି ରାତିରେ ଭାରତ ଓ କାନାଡା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ଭାରତ ୭ ପଏଣ୍ଟ ସହ ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ଥିବା ବେଳେ ଆମେରିକା ଓ କାନାଡା ଏଥିରୁ ବାଦ୍ ପଡ଼ିଛନ୍ତି।
ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ ଉପରାଷ୍ଟ୍ରପତି
ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ଵକପ ୨୦୨୪ |
|||||||||||||||||||
|
ଗୃପ ଏ |
ମ୍ୟାଚ | ବିଜୟ | ପରାଜୟ | ପଏଣ୍ଟ | ଗୃପ ବି | ମ୍ୟାଚ | ବିଜୟ | ପରାଜୟ | ପଏଣ୍ଟ | ଗୃପ ସି | ମ୍ୟାଚ | ବିଜୟ | ପରାଜୟ | ପଏଣ୍ଟ | ଗୃପ ଡି |
ମ୍ୟାଚ |
ବିଜୟ | ପରାଜୟ |
ପଏଣ୍ଟ |
| ଭାରତ |
୪ |
୩ | ୦ |
୭ |
ଅଷ୍ଟ୍ରେଲିଆ |
୪ |
୪ | ୦ |
୮ |
ଅଫଗାନିସ୍ଥାନ |
୩ |
୩ | ୦ |
୬ |
ଦକ୍ଷିଣ ଆଫ୍ରିକା |
୪ |
୪ | ୦ |
୮ |
| ଆମେରିକା |
୪ |
୨ | ୧ |
୫ |
ଇଂଲଣ୍ଡ |
୪ |
୨ | ୧ |
୫ |
ୱେଷ୍ଟଇଣ୍ଡିଜ |
୩ |
୩ | ୦ |
୬ |
ବାଂଲାଦେଶ |
୩ |
୨ | ୧ |
୪ |
| କାନାଡା |
୪ |
୧ | ୨ |
୩ |
ସ୍କଟଲାଣ୍ଡ |
୪ |
୨ | ୧ |
୫ |
ନ୍ୟୁଜିଲାଣ୍ଡ |
୩ |
୧ | ୨ |
୨ |
ନେଦରଲାଣ୍ଡସ |
୩ |
୧ | ୨ |
୨ |
| ପାକିସ୍ତାନ |
୩ |
୧ | ୨ |
୨ |
ନାମ୍ବିଆ |
୪ |
୧ | ୩ |
୨ |
ଉଗାଣ୍ଡା |
୪ |
୧ | ୩ |
୨ |
ନେପାଳ |
୩ |
୦ | ୨ |
୧ |
|
ଆୟାରଲାଣ୍ଡ |
୩ | ୦ | ୨ |
୧ |
ଓମାନ |
୪ |
୦ | ୪ |
୦ |
ପାପୁଆ ନ୍ୟୁ ଗିନି |
୩ |
୦ | ୩ |
୦ |
ଶ୍ରୀଲଙ୍କା |
୩ | ୦ | ୨ |
୧ |



