ମୋଦୀଙ୍କୁ ପ୍ରଶଂସା କଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ, ଗାଜାରେ ଯୁଦ୍ଧବିରତି ପାଇଁ ସହାୟତା ଲୋଡିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ମୁସ୍ତାଫା। ୩ୟ ଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ମୁସ୍ତାଫା ଏକ ଚିଠି ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଗାଜା ବିବାଦର ତ୍ୱରିତ ସମାଧାନ ପାଇଁ ମଧ୍ୟ ସେ ମୋଦୀଙ୍କ ସହାୟତା ଲୋଡ଼ିଛନ୍ତି। ମୁସ୍ତାଫା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ଯୁଦ୍ଧବିରତି ଆଣିବା ଲାଗି ଭାରତ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମକୁ ସୁଗମ କରୁ। ବିଶ୍ୱସ୍ତରରେ … Continue reading ମୋଦୀଙ୍କୁ ପ୍ରଶଂସା କଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ, ଗାଜାରେ ଯୁଦ୍ଧବିରତି ପାଇଁ ସହାୟତା ଲୋଡିଲେ