ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉଦଘାଟନୀ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଓ ଲୋକସଭାର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ଜମ୍ମୁ-କଶ୍ମୀରରେ ସୁରକ୍ଷା ସ୍ଥିତି ଓ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ … Continue reading ସଂସଦ ଭବନ ପରିସରରେ ନବନିର୍ମିତ ‘ପ୍ରେରଣା ସ୍ଥଳ’କୁ ଉଦଘାଟନ କରିବେ ଉପରାଷ୍ଟ୍ରପତି