ଓଡ଼ିଆ ପୁଅ ପ୍ରମୋଦ କୁମାର ଦେଶର ତୃତୀୟ ପ୍ରଭାବଶାଳୀ ଅଧିକାରୀ

ସମ୍ବଲପୁର : ଓଡ଼ିଆ ପୁଅ ତଥା ସମ୍ବଲପୁର ନିବାସୀ ବରିଷ୍ଠ ଆଇଏଏସ ଅଧିକାରୀ ଡ. ପ୍ରମୋଦ କୁମାର ମିଶ୍ର ଦେଶର ତୃତୀୟ ପ୍ରଭାବଶାଳୀ ଅଧିକାରୀ ଭାବେ ଉଭା ହୋଇଛନ୍ତି। ଇଣ୍ଡିଆ ଟୁଡେ ପତ୍ରିକାର ଅପ୍ରେଲ ୧୯ ତାରିଖରେ ପ୍ରକାଶିତ…
Read More...

ମଣିଷ ଖପୁରୀ ସହ ଗୁଣିଗାରେଡି ସାମଗ୍ରୀ ଜବତ

ନୀଳଗିରି: ନୀଳଗିରି-ମିତ୍ରପୁର ରାସ୍ତାର ଷ୍ଟେସନସାହିରେ ଏକ ନିମ୍ବଗଛ ମୂଳରୁ ମଣିଷ ଖପୁରୀ ସହ ଗୁଣିଗାରେଡି ସାମଗ୍ରୀ ଜବତ କରାଯାଇଛି । ସେଠାରେ ମଣିଷ ଖପୁରୀ ଥୁଆ ଯାଇଥିବାବେଳେ ଗୁଣିଗାରେଡି କରାଯାଇଥିବା ଲୋକେ…
Read More...

ବାପା-ଜେଜେ କରୁଥିଲେ କଂଗ୍ରେସର ସେବା, ଏବେ ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଦଳ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ନୋଟିସ୍‌କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଖାରଜ କରିଦେଇଛନ୍ତି । ନାଇଡୁ ବିରୋଧୀଙ୍କ ଅଭିଯୋଗକୁ…
Read More...

ଚୀନର କାରାଓକେ ଲାଉଞ୍ଜରେ ଅଗ୍ନିକାଣ୍ଡ, ୧୮ ଜୀବନ୍ତ ଦଗ୍ଧ

ବେଜିଂ : ଦକ୍ଷିଣ ଚୀନର କାରାଓକେ ଲାଉଞ୍ଜରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । କେହି ଉଦ୍ଦେଶ୍ୟମୂଳକ ଭାବେ ନିଅାଁ ଲଗାଇ ଦେଇଥିବା…
Read More...

ପଥଚାରୀଙ୍କ ଉପରେ ମାଡ଼ିଗଲା ଭ୍ୟାନ, ୧୦ ମୃତ

ଟରଣ୍ଟୋ : କାନାଡାର ଟରଣ୍ଟୋ ସହରରେ ସୋମବାର ଏକ ଭ୍ୟାନ ରାସ୍ତାକଡ଼ ଚଲାପଥରେ ଯାଉଥିବା ଦଳେ ପଥଚାରୀଙ୍କ ଉପରେ ମାଡ଼ିଯାଇଛି । ଏଥିରେ ଅନ୍ୟୁନ ୧୦ ଜଣ ପଥଚାରୀ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ଭ୍ୟାନ…
Read More...

୫ ପାକିସ୍ତାନୀ ସୈନ୍ୟ ମୃତ, ଅନେକ ପୋଷ୍ଟ ଧ୍ୱଂସ

ଶ୍ରୀନଗର : ଜାମ୍ମୁ କାଶ୍ମୀର ରାଜୌରୀ ସୀମାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୫ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବାବେଳେ ପାକିସ୍ତାନର ଅନେକ ପୋଷ୍ଟ ଧ୍ୱଂସ ହୋଇଯାଇଛି । ପାକିସ୍ତାନୀ ସେନାର ଅସ୍ତ୍ର ବିରତି…
Read More...

ଗାଡ୍‌ଛିରୋଲିରେ ୬ ମାଓବାଦୀ ନିହତ

ନାଗପୁର : ମହାରାଷ୍ଟ୍ରର ଗାଡ୍‌ଛିରୋଲି ଜିଲାରେ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୋମବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୬ ଜଣ ମାଓବାଦୀ ପ୍ରାଣ…
Read More...

ଦୁଇ ମାଓ କମାଣ୍ଡରଙ୍କ ଅତ୍ମସମର୍ପଣ

ମାଲକାନଗିରି : ମାଲକାନଗିିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବହୁ ମାଓ ହିଂସାରେ ସଂମ୍ପୃକ୍ତ ଆନ୍ଧ୍ର ଓଡିଶା ଜୋନାଲ କମିଟି ଚିତ୍ରକୋଣ୍ଡା ଦଳମର ମିଲିସିଆ ମାଓ କମାଣ୍ଡର ଗେମିଲି ସାତିଶ ଓ ତା ସହଯୋଗୀ…
Read More...

କେନ୍ଦୁଝରରେ କୁଆପଥର ବର୍ଷା

କେନ୍ଦୁଝର : ସୋମବାର ଅପରାହ୍ଣର କେନ୍ଦୁଝର ସହରର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କାଳବୈଶାଖୀ ଝଡବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ କୁଆପଥର ବୃଷ୍ଟି ଯୋଗୁଁ ପୁରୁଣାସହରର ବଡଦାଣ୍ଡ ସମେତ ଆଖପାଖ ଅଞ୍ଚଳ…
Read More...

ଝୁଲଣ ଗୋସ୍ୱାମୀଙ୍କ ସମ୍ମାନାର୍ଥେ ଡାକଟିକଟ

କଲକାତା  : ଭାରତୀୟ ଡାକତାର ବିଭାଗ ପକ୍ଷରୁ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଉନ୍ମୋଚିତ ହୋଇଯାଇଛି। ଶୁକ୍ରବାର କଲକାତା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବରେ ଆୟୋଜିତ ଉତ୍ସବରେ ପୂର୍ବତନ…
Read More...

ଏଣିକି ଆଇଟିଆଇରେ ଇ-ନାମଲେଖା

ଭୁବନେଶ୍ୱର : ଏଣିକି ରାଜ୍ୟର ଶିଳ୍ପ ତାଲିମ ପ୍ରତିଷ୍ଠାନ(ଆଇଟିଆଇ)ରେ ଇ-ନାମଲେଖା ହେବ। ଚଳିତ ଶିକ୍ଷାବର୍ଷରେ ସମସ୍ତ ସରକାରୀ ଆଇଟିଆଇରେ ଇ-ନାମଲେଖା ସମ୍ପନ୍ନ ହେବ। ଏଥିପାଇଁ ଅନ୍‍ଲାଇନ୍‍ ଆବେଦନ ପ୍ରକ୍ରିୟା ମେ’ ତୃତୀୟ…
Read More...

ବିବାହ ଉତ୍ସବରେ ବିମାନ ଆକ୍ରମଣ: ୨୦ମୃତ

ସାନ୍ନା  : ୟେମେନ୍‍ର ଏକ ବିବାହ ଉତ୍ସବରେ ବିମାନ ଆକ୍ରମଣ ହେବା ଫଳରେ ୨୦ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ପ୍ରାୟ ୪୦ଜଣ ଗୁରୁତର ଆହତ ହୋଇଛନ୍ତି। ଦେଶର ସରକାରକୁ ସମର୍ଥନ କରୁଥିବା ସାଉଦିଆରବ ନେତୃତ୍ୱରେ ପରିଚାଳିତ…
Read More...

କର୍ଣ୍ଣାଟକରେ ହେବ ଝୁଲା ସରକାର

ନୂଆଦିଲ୍ଲୀ : ଆସନ୍ତା ମାସରେ ହେବାକୁ ଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ ଝୁଲା ହେବ। ରାଜ୍ୟରେ କୌଣସି ରାଜନୈତିକ ଦଳ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ ବୋଲି ଏକ ସର୍ଭେ…
Read More...

୨୦୧୯ ବିଶ୍ୱକପ୍‍ ପରେ ଅବସର ନିଷ୍ପତ୍ତି : ଯୁବରାଜ

ନୂଆଦିଲ୍ଲୀ : ବରିଷ୍ଠ ଭାରତୀୟ କ୍ରିକେଟ୍‍ର ଯୁବରାଜ ସିଂହ କେବେ ଅବସର ନେବେ ତାହାକୁ ନେଇ ନାନା ମତ ପ୍ରକାଶ ପାଉଥିବା ବେଳେ ୨୦୧୯ ବିଶ୍ୱକପ୍‍ ପରେ ଅବସର ଗ୍ରହଣ ସଂପର୍କରେ ସେ ନିଷ୍ପତ୍ତି ନେବେ ବୋଲି ଯୁବରାଜ ସ୍ପଷ୍ଟ…
Read More...

ପଶ୍ଚିମରେ ଅସହ୍ୟ ତାତି

ଭୁବନେଶ୍ୱର : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରା ଅସହ୍ୟ ହେବାରେ ଲାଗିଛି। ଝାଞ୍ଜି ବହିବା ସହିତ ଆକାଶରୁ ନିଆଁହୁଳା ବର୍ଷିବା ପରି ମନେ ହେଉଛି। ଦିନରେ ଘରୁ ବାହାରିବାକୁ ଲୋକମାନେ ଭୟ କରୁଛନ୍ତି। ରାତିରେ ବି ଅସହ୍ୟ…
Read More...

୩୫୦ ପୀଡ଼ିତାଙ୍କ ମୁହଁରେ ହସ

କଟକ : ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ତେବେ ସଂଶୋଧିତ ଆଇନ ଆସିଯିବା ପରେ କଟକ ଜିଲାରେ ୩୫୦ ପୀଡିତାଙ୍କ ମୁହଁରେ…
Read More...

ବାଚସ୍ପତିଙ୍କ ରୁଲିଂ : ଆଜି ବିବୃତି ରଖିବେ ସରକାର

ଭୁବନେଶ୍ୱର : ନାବାଳିକା ବଳାତ୍କାର ଘଟଣାରେ ସରକାର ମଙ୍ଗଳବାର ବିବୃତି ରଖିବାକୁ ବାଚସ୍ପତି ପ୍ରଦୀପକୁମାର ଅମାତ ରୁଲିଂ ଦେଇଛନ୍ତି। ମଙ୍ଗଳବାର ଗୃହ କାର୍ଯ୍ୟ ଶେଷ ସୁଦ୍ଧା ସରକାର ଏ ସମ୍ପର୍କରେ ବିବୃତି ରଖିବାକୁ ସେ…
Read More...

ଦିଲ୍ଲୀ ଡେୟାର ଡେଭିଲ୍‍ସକୁ ୪ ରନ୍‍ରେ ପରାସ୍ତ କଲା କିଙ୍ଗସ୍‍ ଏକାଦଶ ପଞ୍ଜାବ

ଦିଲ୍ଲୀ : କିଙ୍ଗସ୍‍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ ଡେୟାର ଡେଭିଲ୍‍ସ ମଧ୍ୟରେ ସୋମବାର ଅନୁଷ୍ଠିତ ଆଇପିଏଲ୍‍ ମ୍ୟାଚ୍‍ରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଦିଲ୍ଲୀ ଡେୟାର ଡେଭିଲ୍‍ସକୁ ୪ ରନ୍‍ରେ ପରାସ୍ତ କରିଛି…
Read More...

୫୫ ମାସର ସର୍ବୋଚ୍ଚ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ  : ଦେଶରେ ତୈଳ ଦର ବୃଦ୍ଧିି ଧାରା ଜାରି ରହିଛି। ରବିବାର ରେକର୍ଡସ୍ତର ଛୁଇଁଥିବା ପେଟ୍ରୋଲ ମୂଲ୍ୟ ସେପୁନର୍ବାର ୫ ବର୍ଷର ସର୍ବୋଚ୍ଚସ୍ତର ଛୁଇଁଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ ୭୪.୫୦ ଏବଂ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପ୍ରତିରୋଧକାରୀମାନେ ସକ୍ରୀୟ ରହିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ। ପର ଧନରେ ଧନୀ ହେବେ। ବିନୀତ ସ୍ୱଭାବର ହେବେ।…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଶ୍ରମିକ ମୃତ, ମାଓବାଦୀଙ୍କ ସମ୍ପୃକ୍ତି ଆଶଙ୍କା

ରାଇଘର : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ବ୍ଲକ ଛତିଶଗଡ ଶେଷ ସୀମାକୁ ଲାଗିଥିବା ହଳଦୀ ଗ୍ରାମ ପଞ୍ଚାୟତର ଭେନସ ଡଙ୍ଗରିପାରି ରାସ୍ତା ମଧ୍ୟରେ ସୋମବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି।…
Read More...

ବିସିସିଆଇ ଉପରେ ନିର୍ଭର କରୁଛି ଭାରତ-ପାକ୍‍ ସିରିଜ୍‍ : ନଜମ୍‍

କଲକାତା :  ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ ଆୟୋଜନ ବିସିସିଆଇ ଉପରେ ନିର୍ଭରଶୀଳ ବୋଲି ମତ ଦେଇଛନ୍ତି ପାକିସ୍ତାନ କ୍ରିକେଟ୍‍ ବୋର୍ଡ(ପିସିବି) ଅଧ୍ୟକ୍ଷ ନଜମ୍‍ ସେଠି। ପିଟିଆଇକୁ…
Read More...

ରାସ୍ତାରେ ମଡେଲଙ୍କୁ ଦୁର୍ବୃତ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ

ଇନ୍ଦୋର:  ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମଡେଲ୍‌ ଯାଉଥିବା ବେଳେ ଏକ ବ୍ୟସ୍ତ ବହୁଳ   ରାସ୍ତାରେ  ୨ ଜଣ ଦୁର୍ବୃତ୍ତ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମଡେଲ ଜଣଙ୍କ ନିଜ…
Read More...

ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବଲରାଜ ଭଟ୍ଟି ନିହତ

ନଇଡା : ପୁଲିସ ସହ ଗୁଳିବିନିମୟରେ ଦୁର୍ଦ୍ଧର୍ଷ ଅପରାଧୀ ବଲରାଜ ଭଟ୍ଟି ପ୍ରାଣ ହରାଇଛି। ସୋମବାର ସକାଳେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାଣା ପୁଲିସର ମିଳିତ ଅଭିଯାନ ବେଳେ ଏହି ଗୁଳିବିନିମୟ ହୋଇଥିଲା। ବଲରାଜର ମୁଣ୍ଡ…
Read More...

ୟେଦୁରାପ୍ପାଙ୍କୁ ଧକ୍କା: ପୁଅକୁ ମିଳିଲାନି ବିଜେପି ଟିକଟ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଦଳୀୟ କନ୍ଦଳ ଆରମ୍ଭ ହୋଇଛି। ସୋମବାର ବିଜେପିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥôତାଲିକା ପ୍ରକାଶ ପାଇଥିବାବେଳେ ଦଳର ରାଜ୍ୟ ସଭାପତି ବିଏସ୍‌…
Read More...

ଗୁଗଲ ଫାଇଲ ଗୋ ଆପ୍‌ ଏଣିକି ଓଡ଼ିଆ ଭାଷାରେ

ନୂଆଦିଲ୍ଲୀ : ଗୁଗଲ ଦ୍ୱାରା ପ୍ରସ୍ତୁତ ‘ଫାଇଲ ଗୋ’ ଆପ ଏଣିକି ଓଡ଼ିଆ ଭାଷାରେ ଉପଲବ୍ଧ ହୋଇଛି । ସୋମବାର ଗୁଗଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫାଇଲ ଗୋ ଆପ୍‌ ଫୋନ୍‌ରେ ମହଜୁଦ୍‌ (ଷ୍ଟୋରେଜ) ଫଟୋ, ଭିଡ଼ିଓ, ଅନ୍ୟ ଫାଇଲ…
Read More...

ବିସ୍ପୋରଣରେ ତିନି ଶ୍ରମିକ ମୃତ

ନବରଙ୍ଗପୁର:  ନବରଙ୍ଗପୁରରେ ବିସ୍ପୋରଣ ଘଟି ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।  ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଡାଙ୍ଗ୍ରୀପଡା  ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରେ…
Read More...

୭୬% ଭାରତୀୟ ଶିଶୁ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଚାହାଁନ୍ତି : ସର୍ବେକ୍ଷଣ

ନୂଆଦିଲ୍ଲୀ : ୭୬% ଭାରତୀୟ ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସପକ୍ଷରେ ଅଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ…
Read More...

ବଜ୍ରପାତରେ ଶ୍ରମିକ ମୃତ

ଆରଡି,/ଚାନ୍ଦବାଲି: ସୋମବାର ଅପରାହ୍ଣ ସମୟରେ ବଜ୍ରପାତ ଯୋଗୁଁ  ଭଦ୍ରକ ଜିଲା ଚାନ୍ଦବାଲିରେ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ପ୍ରଫୁଲ କୁମାର ରାଉତ ବୋଲି…
Read More...

ମା’ ହେବେ ସାନିଆ ମିର୍ଜା

ନୂଆଦିଲ୍ଲୀ : ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଗର୍ଭବତୀ ଅଛନ୍ତି । ଅକ୍ଟୋବର ତାଙ୍କର ପ୍ରଥମ ସନ୍ତାନ ଜନ୍ମଲାଭ କରିବ ବୋଲି ଆଶା କରାଯାଉଛି । ଅପ୍ରେଲ ୧୨ରେ ସ୍ୱାମୀ ପାକିସ୍ତାନ କ୍ରିକେଟର ଶୋହେବ ମଲ୍ଲିକଙ୍କ ସହ…
Read More...

ବ୍ରିଟେନ ରାଜକୁମାର ଓ୍ୱିଲିୟମ ତୃତୀୟ ସନ୍ତାନର  ପିତା ହେଲେ

ଲଣ୍ଡନ : ବ୍ରିଟେନର ରାଜକୁମାର ଓ୍ୱିଲିୟମ  ଏକ  ଶିଶୁ ପୁତ୍ରର ପିତା ହୋଇଛନ୍ତି । ସୋମବାରରେ ତାଙ୍କର ପତ୍ନୀ କାଟେ ମିଡିଲେଟନ୍‌ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହା ଓ୍ୱିଲିୟମ ଦମ୍ପତିଙ୍କର  ତୃତୀୟ ସନ୍ତାନ । …
Read More...

କୁଆପଥର ବର୍ଷା ପରେ ଧଳା ଚାଦରରେ ଘୋଡେଇ ହେବାପରି ଦିଶିଲା କେନ୍ଦୁଝର ସହର

କେନ୍ଦୁଝର:  ଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗୁଳି ଗୁଳି ଯୋଗୁଁ ସାଧାରଣ ଲୋକ ଅନେକ କଷ୍ଟ ପାଉଛନ୍ତି । ମଝିରେ ମଝିରେ କାଳ ବୈଶାଖୀ ବର୍ଷା ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ଦେଉଛି  ।  …
Read More...

ଭାରତ, ଚୀନବାସୀ ପରସ୍ପରର ଭାଷା ଶିକ୍ଷା କରିବାର ଦରକାର: ସୁଷମା

ବେଜିଂ : ଭାରତ ଓ ଚୀନ୍‌ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାକୁ ହେଲେ ଉଭୟ ଦେଶବାସୀଙ୍କ ମଧ୍ୟରେ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ହେବ। ଏ ନେଇ ଉଭୟଦେଶର ଲୋକେ ପରସ୍ପରର ଭାଷା ଶିକ୍ଷା କରିବାର…
Read More...

ତୃଣମୂଳ-ବିଜେପି କର୍ମୀ ମୁହାଁମୁହିଁ, ଜଣେ ମୃତ

କୋଲକତା : ପଶ୍ଚିମବଙ୍ଗ ପଞ୍ଚାୟନ ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀପତ୍ର ଦାଖଲ ବେଳେ ବୀରଭୂମଠାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷ ମଧ୍ୟରେ ହିଂସା ଘଟି ଜଣେ ବ୍ୟକ୍ତି ପ୍ରାଣ…
Read More...

କର୍ଣ୍ଣାଟକ ନିର୍ବାଚନ : ବିଜେପିର ୯ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିଜେପି ସୋମବାର ଏହାର ଚତୁର୍ଥ ପ୍ରାର୍ଥôପତ୍ର ଘୋଷଣା କରିଛି। ଏଥିରେ ୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଭଦ୍ରାବତୀ, ଯଶୱନ୍ତପୁର, ବିଟିଏମ୍‌ ଲେଆଉଟ, ରାମନଗରମ୍‌,…
Read More...

ଟ୍ରେନ୍‌ରେ ନାବାଳିକାଙ୍କୁ ଉତ୍ପୀଡ଼ନ : ବିଜେପି ନେତା ଗିରଫ

ଥିରୁଭନନ୍ତପୁରମ୍‌ : ଗୋଟିଏ ପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଉଦ୍ଦିଷ୍ଟ ଅଧ୍ୟାଦେଶରେ ରବିବାର ମୋହର ମାରିଥିବା ବେଳେ ଅନ୍ୟ ପଟେ…
Read More...

ମହାଭିଯୋଗ : ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ନୋଟିସକୁ ଖାରଜ କରିବା ନେଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିଷ୍ପତ୍ତି ବିରୋଧରେ…
Read More...

ଡ୍ରଗ୍ସ ସହ ବାଂଲାଦେଶ ମହିଳା କ୍ରିକେଟର ଗିରଫ

ଢାକା : ବାଂଲାଦେଶ ମହିଳା କ୍ରିକେଟ ଦଳର ଜଣେ କ୍ରିକେଟରଙ୍କୁ ପୁଲିସ୍‌ ଡ୍ରଗ୍ସ ସହ ଗିରଫ କରିଛି । ମହିଳା କ୍ରିକେଟରଙ୍କ ନିକଟରୁ ୧୪୦୦ ମିନ୍ଥୋଫେଟାମାଇନ୍‌ ବଟିକା ଜବତ କରାଯାଇଛି । ଉଲ୍ଲେଖ ଯେ ମିନ୍ଥୋଫେଟାମାଇନ ଏକ…
Read More...

ଚଳନ୍ତା କାରରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

ନୋଏଡ଼ା : ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଭଳି କଠୋର ଆଇନ୍‌ ଅଣାଯିବା ପରେ ବି ଦେଶରେ ବଳାତ୍କାର ଭଳି ଅପରାଧ ଥମିବାର ନାମ ନେଉନାହିଁ। ଏକ ତାଜା ଘଟଣା କ୍ରମେ ଗ୍ରେଟର ନୋଏଡ଼ାଠାରେ ଏକ ଘରୋଇ ସ୍କୁଲର ଏକାଦଶ ଶ୍ରେଣୀ…
Read More...

ବଲିଉଡ଼ ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ୬ ମାସ ଜେଲ୍‌

ନୂଆଦିଲ୍ଲୀ : ବଲିଉଡ଼ର ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ୭ଟି ଚେକ୍‌ ବାଉନ୍ସ ମାମଲାରେ ଦିଲ୍ଲୀର କାରକାଡୁମା ଅଦାଲତ ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି । ତେବେ କିଛି ସମୟ ପରେ ସେ ଅଦାଲତରୁ ଜାମିନ୍‌ ପାଇଛନ୍ତି । ତେବେ…
Read More...

ବହୁ ବିବାହ, ନିକାହ ହଲାଲା ବିରୋଧରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ : ମୁସଲମାନଙ୍କ ମଧ୍ୟରେ ପ୍ରଚଳିତ ବହୁ ବିବାହ, ନିକାହ ହଲାଲା, ନିକାହ ମୁତାହ ଏବଂ ନିକାହ ମିସୟାକୁ ବେଆଇନ ଘୋଷଣା କରିବା ପାଇଁ ସାମାଜିକ କର୍ମୀ ନାଇଶ ହାସାନଙ୍କ ପକ୍ଷରୁ ଦାଖଲ ଆବେଦନକୁ ସୁପ୍ରିମକୋର୍ଟ…
Read More...

ଇନ୍ଦ୍ରାଣୀ କହିଲେ ମୋର ଜୀବନ ପ୍ରତି ବିପଦ

ନୂଆଦିଲ୍ଲୀ: ସୀନା ବୋରା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ ହୋଇଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜୀବନ ପ୍ରତି ବିବଦ ରହିଛି ବୋଲି ସେ କୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ…
Read More...

ମେଘାଳୟରୁ ଉଠିଲା ଆଫସ୍ପା, ଅରୁଣାଚଳରେ କୋହଳ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ବିବାଦୀୟ ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ୍‍ ‘ଆଫସ୍ପା’କୁ ମେଘାଳୟରୁ ସମ୍ପୂର୍ଣ୍ଣ ରୂପେ ଉଠାଇ ଦିଆଯାଇଛି। ସେହିପରି ଅରୁଣାଚଳ ପ୍ରଦେଶର କେତେକ ସ୍ଥାନରେ…
Read More...

ରାଜନୀତି ପାଇଁ ଚାକିରି ଛାଡ଼ିଲେ ୫୦ ଆଇଆଇଟି ବୈଜ୍ଞାନିକ

ନୂଆଦିଲ୍ଲୀ: ଦଳିତଙ୍କ ଉନ୍ନତି ପାଇଁ ଦଳ ଗଠନ କରିଛନ୍ତି ୫୦ ଜଣ ଆଇଆଇଟି ଡ୍ରିଗୀ ଧାରୀ ବୈଜ୍ଞାନିକ। ସେଥିପାଇଁ ସେମାନେ ଉଚ୍ଚବେତନଯୁକ୍ତ ଚାକିରି ଛାଡ଼ିଛନ୍ତି। ଦଳର ନାମ ରଖିଛନ୍ତି ବହୁଜନ ଆଜାଦ୍‍ ପାର୍ଟି। ଦଳରେ…
Read More...

ସୂଚନା ଓ ଜ୍ଞାନର ମନ୍ଦିର ମଦର ୱାକ୍ସ ମ୍ୟୁଜିୟମ୍‍

କୋଲକତା: ସ୍ଥାନୀୟ ନ୍ୟୁ ଟାଉନ୍‍ ସେକ୍ଟର ୫ ଇକୋ ପାର୍କ ସମ୍ମୁଖରେ ରହିଛି ମଦର ୱାକ୍ସ ମ୍ୟୁଜିୟମ୍‍। ଏଠାରେ କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ, ଚଳଚ୍ଚିତ୍ର ଓ କ୍ରୀଡ଼ା କ୍ଷେତ୍ରର କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ମହମ…
Read More...

ଟଙ୍କା ମରୁଡ଼ି: ଦାୟୀ କିଏ?

ଭୁବନେଶ୍ୱର: ଦେଶର ଅର୍ଦ୍ଧାଧିକ ଅଞ୍ଚଳରେ ପୁଣି ନଗଦ ନିଅଣ୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍‍ଗୁଡ଼ିକ ଟଙ୍କା ଶୂନ୍ୟ ହୋଇଯାଇଛି। ଦୈନନ୍ଦିନ ଚଳଣି ଓ ଜରୁରୀକାଳିନ ଖର୍ଚ୍ଚ ପାଇଁ ଲୋକମାନେ ବ୍ୟାଙ୍କ ଶାଖା ଆଗରେ ଧାଡ଼ି…
Read More...

ଯିବା ଲୋକ କ’ଣ ଫେରିବେ ବି କେବେ!

ନୂଆଦିଲ୍ଲୀ: ମୁମ୍ବଇର ବିଖ୍ୟାତ ବିଲ୍ଡର ହୀରାନନ୍ଦାନୀ ଗ୍ରୁପର ସଂସ୍ଥାପକ ସୁରେନ୍ଦ୍ର ହୀରାନନ୍ଦାନୀ ଭାରତର ନାଗରିକତା ଛାଡ଼ି ଦେଇଛନ୍ତି। ଏବେ ସେ ସାଇପ୍ରସର ନାଗରିକ ହୋଇଛନ୍ତି। ସାଇପ୍ରସ ବିଶ୍ୱର ସେହି ଦେଶମାନଙ୍କ…
Read More...

ଖାରଜ ହେଲା ମହାଅଭିଯୋଗ; ଅଭିଯୋଗର ଯୋଗ୍ୟତା ନିର୍ଦ୍ଧାରଣ କରିବାର କ୍ଷମତା ସଭାପତିଙ୍କ ନୁୂହେଁ:କଂଗ୍ରେସ

ନୂଆଦିଲ୍ଲୀ: ମହାଅଭିଯୋଗ ପ୍ରସ୍ତାବ ସଭାପତି ବେଙ୍କୟା ନାଇଡ଼ୁଙ୍କ ଦ୍ୱାରା ଖାରଜ ହେବା ପ୍ରକ୍ରିୟାକୁ ସହଜରେ ଗ୍ରହଣ କରି ପାରୁ ନାହିଁ କଂଗ୍ରେସ। ସିଜେଆଇ(ପ୍ରଧାନ ବିଚାରପତି)ଙ୍କ ବିରୋଧରେ ଆଣିଥିବା ମହାଅଭିଯୋଗ ଅଯୋଗ୍ୟ…
Read More...

କୋର୍ଟରେ ପୂର୍ବତନ ସ୍ତ୍ରୀକୁ ହାଣିଲା ଯୁବକ

ସମ୍ବଲପୁର: ସୋମବାର ସକାଳ ପ୍ରାୟ ୯ଟା ୩୦ରେ ସମ୍ବଲପୁରର ପରିବାର କଲ୍ୟାଣ ଅଦାଲତଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠ ସ୍ଥିତ ସିନ୍ଦୁରପଙ୍କ ନିବାସୀ ସଙ୍ଗୀତା ଚୌଧୁରୀ (୧୮) ନାମକ ଜନୈକ ମହିଳା ତାଙ୍କ ପୂର୍ବତନ…
Read More...

ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ: ଆଉ ୩ ଅଟକ

ବଲାଙ୍ଗୀର: ପାର୍ସଲ ବୋମା ବିସ୍ଫୋରଣରେ ପାଟଣାଗଡ଼ର ନବବିବାହିତଙ୍କ ମୃତାହତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜୋରଦାର କରିଛି। ଗତ କାଲି ୫ ଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା ଜାରି ରହିଥିବା ବେଳେ ଆଜି ଆଉ ୩ ଜଣଙ୍କୁ…
Read More...

ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ ବିରୋଧୀ ଦଳ ଆଣିଥିବା ମହାଅଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଖାରଜ…
Read More...

ବସ୍‌ରେ ଯାତ୍ରୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲାରୁ ଜୟପୁର ଆସୁଥିବା ଵସରେ ଜଣେ ଯାତ୍ରୀ ଵସିଵା ଅଵସ୍ଥାରେ ମୃତ୍ୟୁବରଣ କରିଛନ୍ତି ଓ ତାଙ୍କ ଶବ ଵସ ଭିତରେ ରହିଛି। ଵସ ଜୟପୁର ସରକାରୀ ବସ ଷ୍ଟାଣ୍ଡରେ ଅଛି । ମୃତକ ଜଣକ ବିଏସ୍ଏଫ୍ର ୱାରଲେସ୍ ଅପରେଟର…
Read More...

ଏମସିଏଲ୍‌ର ଦୁଇ ଖଣି ବନ୍ଦ

ଅନୁଗୁଳ: ତାଳଚେରସ୍ଥିତ ଏମ୍ସିଏଲ୍ର ହିଙ୍ଗୁଳା ଓ ବଳରାମ ଓପନ୍ କାଷ୍ଟ କୋଇଲା ଖଣି ବନ୍ଦ ହୋଇଯାଇଛି। ଡଅଂରା ଠାରୁ ବଳରାମ ପ୍ରସାଦ ପର୍ୟ୍ୟନ୍ତ ବିଦ୍ୟୁତ ଲାଇନ ଟଣା ନ ଯିବା ପ୍ରତିବାଦରେ ବଳରାମ ପ୍ରସାଦ ଓ କୁମୁଣ୍ଡା…
Read More...

ଘରେ ପଶିଲା ଟ୍ରକ୍‍: ୧ ମୃତ, ୨ ଆହତ

ଅନୁଗୁଳ: ଠାକୁରଗୁଡ଼ ଥାନା ସାନହୁଲା ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‍ ଭାରସମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଥିଲା। ସେତେବେଳେ ସେଠାରେ ଭୋଜି ଚାଲିଥିଲା। ଫଳରେ ଶ୍ରୀକାନ୍ତ ବେହେରା ନାମକ ଜଣେ ବ୍ୟକ୍ତିଙ୍କ…
Read More...

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଅଭିଯୋଗ

ଅନୁଗୁଳ: ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। କଣିହାଁ ନିକଟସ୍ଥ ଡେରଙ୍ଗଠାରେ ଘଟିଥିବା ଏହି ଘଟଣା ପାଇଁ ଦାୟୀ କରି ଇନ୍ଦ୍ରମଣି…
Read More...

ୱାଘା ସୀମାରେ ହାସନ୍‍ଙ୍କ ଅରୁଚିକର ଆଚରଣ ; ବିଏସ୍ଏଫ କ୍ଷୁବ୍ଧ

ଅମୃତସର : ପଞ୍ଜାବର ୱାଘା ସୀମାନ୍ତରେ ସାନ୍ଧ୍ୟକାଳୀନ ଧ୍ୱଜା ଅବତରଣ ସମୟରେ ପାକିସ୍ତାନୀ କ୍ରିକେଟ୍‍ର ହାସନ ଅଲ୍ଲୀଙ୍କ ଅରୁଚିକର ଆଚରଣକୁ ନେଇ ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ) ଅଧିକାରୀ ବେଶ୍‍ କ୍ଷୁବ୍ଧ ଥିବା…
Read More...

୪ ହଜାର ମାମଲା ଫଇସଲା

କଟକ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ରାଜ୍ୟରେ ୩ ହଜାର ୯୪୨ଟି ମାମଲାର ଆପୋଷ ବୁଝାମଣା କରାଯାଇ ଫଇସଲା ହୋଇଛି। ଜୋରିମାନା ଓ କ୍ଷତି ପୂରଣ ବାବଦରେ ୪୧୪ କୋଟି ୧୦…
Read More...

ବିଜେପି ସହ ହାତ ମିଳାଇବ ଏଆଇଏଡିଏମ୍‍କେ

ଚେନ୍ନଇ : ବିଜେପି ସହ ହାତ ମିଳାଇବା ନେଇ ସୂଚନା ଦେଇଛି ଏଆଇଏଡିଏମକେ। ରବିବାର ଏଆଇଏଡିଏମ୍‍କେ କହିଛି ଯେ ଦଳ ଏବେ ବିଜେପି ସହ ମିଶି କାମ କରୁଛି। ଦୁଇ ଦଳର ସମ୍ପର୍କ ଏବେ ଡବଲ ବ୍ୟାରେଲ ବନ୍ଧୁକ ଭଳି। ରାଜନୈତିକ…
Read More...

ଭୁବନେଶ୍ୱର; ଆର୍‍ଏସ୍‍ପି ଚମ୍ପିଆନ

କଟକ: ଓଡ଼ିଶା ବାସ୍କେଟ୍‍ବଲ ଆସୋସିଏସନ୍‍ ଆନୁକୂଲ୍ୟରେ ଚାଲିଥିବା ଜୁନିୟର ରାଜ୍ୟ ବାସ୍କେଟ୍‍ବଲ ଚମ୍ପିଆନ୍‍ସିପ୍‍ ରବିବାର ସନ୍ଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି। କଟକର ଜବାହରଲାଲ ଇନ୍‍ଡୋର ଷ୍ଟାଡିୟମ୍‍ ଓ ବାରବାଟୀ…
Read More...

ସଲମାନଙ୍କ ବିରୋଧରେ ଜାରି ଗିରଫ ପରୱାନା ରଦ୍ଦ

ମୁମ୍ବଇ : ୨୦୦୨ର ହିଟ୍‍ ଆଣ୍ଡ ରନ୍‍ ମାମଲାକୁ ନେଇ ବଲିଉଡ୍‍ ଅଭିନେତା ସଲମାନ ଖାଁଙ୍କ ବିରୋଧରେ ଜାରି ଗିରଫ ପରୱାନାକୁ ଅଦାଲତ ରଦ୍ଦ କରିଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଜମାନତ ରାଶି…
Read More...

‘ତୁରନ୍ତ ନ୍ୟାୟ ଦେବା ବିଚାର ବିଭାଗର ମୁଖ୍ୟ କର୍ତ୍ତବ୍ୟ’

ନୟାଗଡ଼ ଜିଲା କୋର୍ଟର ନୂତନ ଗୃହ ଉଦଘାଟିତ ଅନୁଗୋଳ : ବିଚାର ବିଭାଗୀୟ ଅଧିକାରୀ ସଂଖ୍ୟା ସହ ଉନ୍ନତ ଭିତ୍ତିଭୂମି ନ୍ୟାୟପାଳିକାର ଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ। ରାଜ୍ୟରେ ଏହାର ଅଭାବ ରହିଛି। ନ୍ୟାୟ ପାଇଁ…
Read More...

 ରାଜସ୍ଥାନର ଚମକପ୍ରଦ ବିଜୟ

ଜୟପୁର : ଆଇପିଏଲ୍‍-୧୧ରେ ରବିବାର ୨ୟ ମ୍ୟାଚ୍‍ ମଧ୍ୟ ରୋମାଞ୍ଚକର ଭାବେ ଶେଷହୋଇଛି। ଏଥିରେ ରାଜସ୍ଥାନ ରୟାଲ୍‍ସ ୩ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‍ସକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ୍‍ କିଷନଙ୍କ…
Read More...

କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ପ୍ରୟାସ

ଶ୍ରୀକାନ୍ତ, ଜୟଦେବ ଅନୁପସ୍ଥିତ; ଦଳ ଛାଡ଼ିଲେ କୋରାପୁଟର ଶିବ ଭୁବନେଶ୍ୱର : ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେବା ପରେ ଅଣନିଃଶ୍ୱାସୀ ହୋଇ ପଡିଥିବା କଂଗ୍ରେସରେ ନେତା ଠାରୁ କର୍ମୀ ସଂଗଠିତ ହେବାର…
Read More...

୧୭ତୁମ୍ବ ଗୋଲେଇ ସରିଲା

ପୁରୀ: ରଥଖଳାରେ ରବିବାର ସନ୍ଧ୍ୟାସୁଦ୍ଧା ୧୭ଟି ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ସେଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥପାଇଁ ୫, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ନିମନ୍ତେ ୬ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ…
Read More...

 ମାଓବାଦୀଙ୍କ କବଳରୁ ମୁକୁଳିଲେ ୪ଅପହୃତ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ନିୟମଗିରି ପାଦଦେଶରେ ତ୍ରିଲୋଚନପୁର ଗାଁର ଗ୍ରାମରକ୍ଷୀଙ୍କ ସହ ଅପହୃତ ୪ ଗ୍ରାମବାସୀଙ୍କୁ ରବିବାର ପ୍ରତ୍ୟୁଷରୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ତିନିଦିନ ଧରି ସେମାନଙ୍କୁ…
Read More...

ସବୁ ଜିଲାରେ ବୁଲିବ ପିସିଆର୍‍

ଭୁବନେଶ୍ୱର : ଦ୍ୱୈତନଗରୀ କମିଶନରେଟ୍‍ ପୁଲିସ ସହରାଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଲାଗି ଆରମ୍ଭ ହୋଇଥିଲା ପିସିଆର୍‍ ବ୍ୟବସ୍ଥା। ଏକ କଣ୍ଟ୍ରୋଲ୍‍ରୁମ୍‍ ଅଧୀନରେ ପୁଲିସ କଣ୍ଟ୍ରୋଲ୍‍…
Read More...

ଜଳୁଛି ପଶ୍ଚିମ

-୧୩ ସହରରେ ପାରଦ ୪୦ ଡିଗ୍ରୀ ଟପିଲା ,-ବଲାଙ୍ଗିର, ସୋନପୁର ସବୁଠୁ ଉତ୍ତପ୍ତ ଜିଲା,-୨୮ରୁ କାଳବୈଶାଖୀ ଖସାଇବ ତାପମାତ୍ରା ଭୁବନେଶ୍ୱର : ଜଳୁଛି ଅଧା ଓଡ଼ିଶା। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅସହ୍ୟ ହୋଇଛି।…
Read More...

ଚେନ୍ନଇର ରୋମାଞ୍ଚକର ବିଜୟ

ହାଇଦରାବାଦ : ଆଇପିଏଲ୍‍-୧୧ରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ମାତ୍ର ୪ ରନ୍‍ରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ପରାସ୍ତ କରିଛି। ଅମ୍ବତି ରାୟୁଡୁ ଓ ସୁରେଶ ରୈନାଙ୍କ ଅର୍ଦ୍ଧଶତକ…
Read More...

ସୋମବାର ରାଶିଫଳ

ମେଷ: ଅଯାଚିତ ସାହାଯ୍ୟ ମିଳିପାରେ। ତଥାପି କାର୍ଯ୍ୟ ବିଳମ୍ବିତ ହେବ। ମାନ-ମନାନ୍ତର ଘଟିପାରେ। କଥା ବାର୍ତ୍ତାରେ ସଂଯମ ନ ହେଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସୁଖ ମିଳିବା କଷ୍ଟସାଧ୍ୟ। ମନ୍ତ୍ରଣାଦାତା ହୋଇପାରନ୍ତି।…
Read More...

ଦିନିକିଆ ଏମ୍‍ବିଏ ସାର୍ଟିଫିକେଟ୍ ପାଠ୍ୟକ୍ରମ

ଭୁବନେଶ୍ୱର : ଏମୱାଇଆରଏ ବି ସ୍କୁଲ, ମହୀଶୁର ପକ୍ଷରୁ ଭୁବନେଶ୍ୱର ସ୍ୱସ୍ତି ପ୍ରିମ୍ରିୟମ୍‍ଠାରେ ଦିନିକିଆ ଏମ୍‍ବିଏ ସାର୍ଟିଫିକେଟ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା, ଡ଼କ୍ଟର…
Read More...

ମଝି ଆକାଶରେ ଖସିପଡିଲା ଏୟାର ଇଣ୍ଡିଆ ବିମାନ ଝରକା କାଚ

ନୂଆଦିଲ୍ଲୀ : ଉଡାଣ ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଅସ୍ଥିରତା (ଟର୍ବୁଲେନ୍ସ) ଦେଖାଯିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଥିଲା। ଏପ୍ରିଲ ୧୯ ତାରିଖରେ ଏୟାର ଇଣ୍ଡିଆର ଏକ ବିମାନ ଅମୃତସରରୁ ନୂଆଦିଲ୍ଲୀ…
Read More...

ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ପାଇଁ ୩.୫ ଲକ୍ଷ କୋଟି ଆବଶ୍ୟକ: ରାଜନାଥ

ନୂଆଦିଲ୍ଲୀ : ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ୨୦୨୦ରୁ ୨୦୨୫ ମଧ୍ୟରେ ୩.୫ ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ୧୫ଶ…
Read More...

ୟେଚୁରି ପୁଣି ସାଧାରଣ ସମ୍ପାଦକ ନିର୍ବାଚିତ

ହାଇଦରାବାଦ : ସୀତାରାମ ୟେଚୁରି ସିପିଏମ ଦଳର ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଦଳୀୟ ବୈଠକରେ ୟେଚୁରି ନିଦ୍ୱର୍ନ୍ଦ୍ୱରେ ଏହି ପଦକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ…
Read More...

ଉତ୍ତର ପ୍ରଦେଶ ଡିଜିଙ୍କର ନକଲି ଟ୍ୱିଟର ଆକାଉଣ୍ଟ ଖୋଲିଲେ ଦଶମ ଶ୍ରେଣୀ ଛାତ୍ର, ଘଟଣାର ତଦନ୍ତ ନିର୍ଦେଶ

ଲକ୍ଷ୍ମୌ:  ଏକ ଦଶମ ଶ୍ରେଣୀର ଛାତ୍ର ଉତ୍ତର ପ୍ରଦେଶ ପୁଲିସ ଡିଜିଙ୍କର ନକଲି ଟ୍ୱିଟର ଆକାଉଣ୍ଟ ଖୋଲି ଥିବା ଅଭିଯୋଗ ହୋଇଛି ।  ଏହାପରେ ଗୋରଖପୁର ଏସ୍‌ପିଙ୍କୁ ଏକ ଠକେଇ ମାମଲର ତଦନ୍ତ ପାଇଁ ନିର୍ଦେଶ ଏହି ଆକାଉଣ୍ଟରୁ…
Read More...

ମହାନଦୀ ଉପରେ ଗବେଷଣା କରାଗଲେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସହଯୋଗ କରାଯିବ: କୁଳପତି

ସମ୍ବଲପୁର: ଜଳକୁ ନେଇ ୩ୟ ବିଶ୍ୱଯୁଦ୍ଧ ହେବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ଜଳ ସଙ୍କଟ ଦେଖାଯାଉଛି। ମହାନଦୀ ଉପରେ ଗବେଷଣା କରାଗଲେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସହଯୋଗ କରାଯିବ। ରବିବାର କାବେରୀ ହୋଟେଲ ଦିଲୀପ…
Read More...

ସ୍ୱଚ୍ଛ ମହାନଦୀ ଓ ସବୁଜ ସମ୍ବଲପୁର ବାର୍ତ୍ତା ନେଇ ମିନି ମାରାଥନ୍

ସମ୍ବଲପୁର: ସ୍ୱଛ ମହାନଦୀ ଓ ସବୁଜ ସମ୍ବଲପୁର ବାର୍ତ୍ତା ନେଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ସକାଳ ସାଢେ ୬ଟାରେ ନେଲ୍ସନ୍ ମାଣ୍ଡେଲା ଛକ ଠାରୁ ମନ୍ଦଲିଆ ଛକ ପର୍ଯ୍ୟନ୍ତ…
Read More...

ପିପିଲିରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୮୦ଟି ଋଣଖିଲାପି ମାମଲାର ଫଏସଲା

ପିପିଲି:ପିପିଲି କୋର୍ଟର ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ରବିବାର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି ।  ଏଥିରେ ବିଭିନ୍ନ ବ୍ୟାଙ୍କର ୮୦ଟି ଋଣଖିଲାପି ମାମଲାର ଫଏସଲା କରାଯାଇଛି । ଏଥରେ  …
Read More...

ବିଜେପି ନେତାଙ୍କୁ ମୋଦିଙ୍କ ପରାମର୍ଶ; ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦିଅନି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମୋଦି ଆପ’ ମାଧ୍ୟମରେ ରବିବାର ବିଜେପି ସାଂସଦ ଓ ବିଧାୟକଙ୍କ ସହ କଥାବାର୍ତ୍ତା କରିବା ସହ ବିବାଦୀୟ ବୟାନ ଦେଇ ଗଣମାଧ୍ୟମକୁ ମସଲା ନ ଦେବାକୁ ପରାମର୍ଶ ଦେଇଛନ୍ତି ।…
Read More...

ନାବାଳିକାକୁ ଅସଦାରଚଣ ଅଭିଯୋଗରେ ବାପ ପୁଅ ପୁଲିସ ଦ୍ୱାରା ଅଟକ

ଭଦ୍ରକ: ଚରମ୍ପା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ବାପ ଓ ପୁଅକୁ ପୁଲିସ ଅଟକ ରଖିଛି  । ଏହି ଦୁଇ ଜଣ ଜଣେ ନାବାଳିକାକୁ ଅସଦାରଚଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ପୁଅ ସତ୍ୟ…
Read More...

ମହାଭିଯୋଗ ନୋଟିସ ଖାରଜ ହେଲେ ସୁପ୍ରିମକୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ଦେଇଥିବା ମହାଭିଯୋଗ ନୋଟିସ ଉପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା…
Read More...

ପଳାତକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ବିଜୟ ମାଲ୍ୟ, ନିରବ ମୋଦି ଏବଂ ମେହୁଲ ଚୋକସୀ ଭଳି ଫେରାର୍‌ ତଥା ପଳାତକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଫେରାର୍‌ ଅର୍ଥନୈତିକ ଅପରାଧ…
Read More...

କର୍ଣ୍ଣାଟକ : କଂଗ୍ରେସର ଶକ୍ତି ମନ୍ତ୍ରୀ ସବୁଠୁ ଧନୀ ପ୍ରାର୍ଥୀ, ୫ ବର୍ଷରେ ସମ୍ପତ୍ତି ବଢିଛି ୫୮୯ କୋଟି

ନାଗପୁର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାସକ କଂଗ୍ରେସର ଶକ୍ତି ମନ୍ତ୍ରୀ ଡିକେ ଶିବକୁମାର ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ଚର୍ଚ୍ଚାକୁ ଆସିଛନ୍ତି । କଂଗ୍ରେସ ଶାସନ କାଳରେ ମାତ୍ର ୫…
Read More...

କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରବିବାର ପ୍ରକାଶିତ ପ୍ରାର୍ଥୀ ତାଲିକାରେ ୧୧ଜଣଙ୍କ ନାମ ରହିଛି। ଘୋଷିତ ତାଲିକା ଅନୁଯାୟୀ…
Read More...

ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କପ୍ତିପଦା:  ମୟୁରଭଞ୍ଜ ଜିଲ୍ଲା କପ୍ତିପଦାରେ ଯୌତୁକ ଟଙ୍କା ପାଇଁ ସ୍ତ୍ରୀକୁ ନିର୍ମମ ଭାବେ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।  ବିଶୋଳ ପଞ୍ଚାୟତର ମହୁଲ ଡିହ ଗ୍ରାମରେ ଏହି ଘଟଣା ଘଟିଛି । ବିଶ୍ୱଜିତ…
Read More...

୧୭ ମାଓବାଦୀ ନିହତ

ନାଗପୁର : ମହାରାଷ୍ଟ୍ର ବିଦର୍ଭ ଅଧୀନ ଗାଡ଼ଚିରୋଲି ଜିଲାରେ ରବିବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୧୭ ସନ୍ଦୀଗ୍ଧ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ବହାମରାଗଡ଼ ତହସିଲ ତାଡ଼ଗାଓଁ ଥାନା ଅଧୀନ ବୋରିଆ ଜଙ୍ଗଲରେ…
Read More...

ମାଛ କାଲିଆ

ଆବଶ୍ୟକୀୟ ସାମଗ୍ର: କଟା ରୋହି ମାଛ, ହଳଦୀ, ଲୁଣ, ଲଙ୍କା ଗୁଣ୍ଡ, ତେଲ, କଟା ପିଆଜ, କଞ୍ଚ ଲଙ୍କା, ବଟା ଟମାଟୋ, ଅଦା ରସୁଣ ପେଷ୍ଟ, ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ରୋହି ମାଛକୁ ଭଲ…
Read More...

ଆସନ୍ତା ସପ୍ତାହରେ ଜିନପିଙ୍ଗଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଚୀନର ଭେଟିବେ । ବେଜିଂଠାରେ ରବିବାର ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି…
Read More...

ବୟସ୍କ ମହିଳାଙ୍କ ପରଲୋକ

ଟୋକିଓ: ବିଶ୍ୱର ସବୁଠାରୁ ବୟସ୍କ ମହିଳା ନବି ତାଜିମାଙ୍କ ୧୧୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିକାଇ ଆଇସ୍‍ଲ୍ୟାଣ୍ଡର ଏକ ଡାକ୍ତରଖାନାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୭ ସେପ୍ଟେମ୍ବରରେ ୧୧୭…
Read More...

ଋଣ ଆଦାୟ ପାଇଁ ପିଏନ୍‍ବିର ‘ଗାନ୍ଧିଗିରି’

ନୂଆଦିଲ୍ଲୀ: ସାଂଘାତିକ ଠକେଇ ଓ ଅନାଦାୟ ଋଣ ଭାରରେ ଆକ୍ରାନ୍ତ ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ(ପିଏନ୍‍ବି) ଋଣ ଆଦାୟ କରିବା ପାଇଁ ଗାନ୍ଧିଗିରି ଆପଣେଇବ ବୋଲି ସୂଚନା ମିଳିଛି। ଋଣ ଆଦାୟର ଏହି ନୂଆ କୌଶଳରେ ପିଏନ୍‍ବିର…
Read More...

ଆମେରିକାରେ ୱାଫଲେ ହାଉସରେ ଗୁଳିକାଣ୍ଡ; ୪ ମୃତ

ୱାଶିଂଟନ : ଆମେରିକାର ଏକ ୱାଫଲେ ହାଉସରେ ରବିବାର ସକାଳେ ଗୁଳିକାଣ୍ଡ ଘଟି ୪ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ଏକ ରେସ୍ତୋରାଁ ଭିତରେ ଥିବା ୱାଫେଲ ହାଉସରେ ଭୋର ୩ଟା ୨୫ ମିନିଟ୍‌ରେ…
Read More...

ଚୁଡିକୁ ନେଇ କିଛି ଖାସ୍ ତଥ୍ୟ, ନିଶ୍ଚୟ ପଢନ୍ତୁ ବିବାହିତ ମହିଳା

ବିବାହିତ ମହିଳାଙ୍କ ପାଇଁ ସୌଭାଗ୍ୟର ପ୍ରତୀକ ହେଉଛି ଚୁଡି । ବିବାହ ହେଉ ଅବା ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଚୁଡି ବଦଳାଇଥାନ୍ତି । ବଜାରରେ ବିଭିନ୍ନ ରଙ୍ଗର ଚୁଡି ମିଳୁଥିବା ବେଳେ ମହିଳାମାନେ ମଧ୍ୟ ସବୁରଙ୍ଗର…
Read More...

ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ପାଇଁ ୮୫ ଲକ୍ଷ ଟଙ୍କା ଜୋରିମାନା

ମୁମ୍ବଇ: ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଜଣେ ଇଞ୍ଜିନିୟରଙ୍କୁ ୮୫ ଲକ୍ଷ ଟଙ୍କା ଜୋରିମାନା ସହିତ ୧୦ ବର୍ଷ ଜେଲ୍‍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜୋରିମାନା ଅନାଦେୟ ସେ ଅଧିକ ୪ ବର୍ଷ ଜେଲ ଦଣ୍ଡ ଭୋଗିବେ।…
Read More...

କାବୁଲରେ ଆଇଏସଆଇଏସର ଆତ୍ମଘାତି ଆକ୍ରମଣ:୩୧ମୃତ

କାବୁଲ: ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଏକ ଆତ୍ମଘାତି ଆକ୍ରମଣରେ ୩୧ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। କାବୁଲର ଏକ ମତଦାତା ପରିଚୟ ଓ ପଞ୍ଜିକରଣ କେନ୍ଦ୍ର ସମ୍ମୁଖରେ ଜଣେ ବ୍ୟକ୍ତି…
Read More...

ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରାଉରକେଲା/ ଖୋର୍ଦ୍ଧା: ଦୁଇଟି ଅଲଗା ଅଲଗା ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ଆଜି ସକାଳେ ରାଉରକେଲା କୋଅପରେଟିଭ୍‌ କଲୋନିର ଶ୍ରୀକୁମାର ସାହୁଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର…
Read More...

୨ ମାସର କନ୍ୟାକୁ କଚାଡ଼ି ମାରିଲା ବାପା

ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଓ କନ୍ୟାର ପିତୃତ୍ୱକୁ ସନ୍ଦେହ କରି ୧୭ ବର୍ଷର ଜଣେ ନାବାଳକ ପିତା ନିଜର ୨ ମାସର ଶିଶୁକୁ କଚାଡ଼ି ମାରିଛି। ଦିଲ୍ଲୀ ମଙ୍ଗୋଲପୁରୀ ଅଞ୍ଚଳରେ ଘଟିଛି ଏହି ଘଟଣା। ପତ୍ନୀ ଘରେ ନଥିବା ବେଳେ ଏହି…
Read More...

ବର୍ଷରେ ୬୪,୧୩୮ ନାବାଳିକା ବଳାତ୍କାର; ପୋସ୍କୋ ଆକ୍ଟରେ କ’ଣ ବଦଳିବ ସ୍ଥିତି

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଘଟୁଥିବା ନାବାଳିକା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ଦେଶରେ ଶିଶୁ ସୁରକ୍ଷାକୁ ମଜବୁତ୍‌ କରିବା ଉଦ୍ଦେଶ୍ୟରେ ସରକାର ପୋସ୍କୋ ଆଇନକୁ କଡ଼ାକଡ଼ି…
Read More...

ବଳାତ୍କାରକୁ ରୋକାଯାଇପାରିବ ନାହିଁ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଶିଶୁ ବଳାତ୍କାର ଓ ହତ୍ୟା ଘଟଣା ଏବେ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱରଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ‘ଦେଶରେ…
Read More...

ରାଜ୍ୟବାସୀଙ୍କୁ ବୁଝାଇବାର ବେଳ ଆସିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାର ଓଡ଼ିଶାର ମହାନଦୀ ପାଣି ବନ୍ଦ କରିଛନ୍ତି। ଫଳରେ ମହାନଦୀ ଶୁଖିବାକୁ ବସିଲାଣି। ଏ ବିଷୟରେ ବିଜେଡି କର୍ମୀମାନେ ରାଜ୍ୟବାସୀଙ୍କୁ ବୁଝାଇବାର ବେଳ ଆସିଛି ବୋଲି…
Read More...

ଭାରତୀୟ ସେନାରେ ସାମିଲ ହେବ ଏଣ୍ଟି ଟ୍ୟାଙ୍କ ମିସାଇଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 'ମେକ୍‌ ଇନ ଇଣ୍ଡିଆ' କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ସେନାକୁ ଏକ ବଡ଼ ଧରଣର ସଫଳତା ମିଳିଛି। ମେକ ଇନ ଇଣ୍ଡିଆ ଅନ୍ତର୍ଗତ ପ୍ରସ୍ତୁତ 'ନାଗ୍‌' କ୍ଷେପଣାସ୍ତ୍ର ତଥା ଏଣ୍ଟି ଟ୍ୟାଙ୍କ…
Read More...

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା

ପିପିଲି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ଭୋର ସମୟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆମ୍ବୁଲାନ୍ସର ବାମପାର୍ଶ୍ବ ଓ ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ…
Read More...