୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା

0

ପିପିଲି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ଭୋର ସମୟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆମ୍ବୁଲାନ୍ସର ବାମପାର୍ଶ୍ବ ଓ ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ସେଥିରେ ଥିବା କର୍ମଚାରୀଙ୍କର ପୌଣସି କ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ, ପୁରୀ ଡାକ୍ତରଖାନାରୁ ରୋଗୀଙ୍କୁ ନେଇ କଯକ ବଡଡା୍ତରଖାନାରେ ଛାଡି ପୁରୀ ଫେରୁଥିବା ବେ​‌ଳେ ଦୁର୍ଘଟଣା ଘଟିଛି । ରବିବାର ଭୋର ୫ଟା ସମୟରେ ଆମ୍ବୁଲାନ୍ସ ହରାଇ ରାସ୍ତାର ବାମପାର୍ଶ୍ବରେ ଥିବା ଲୁହା ବାରିକେଟ୍ ସହ ଧକ୍କା ହୋଇଥିଲା । ଫଳରେ ଗାଡିର ବାମପାର୍ଶ୍ବ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

Leave A Reply