www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ୱିତୀୟ ଦିନରେ କଟକରେ ପ୍ରବାସୀ

ସମାଜ ଡିଜିଟାଲ ଡେସ୍କ: ଦ୍ୱିତୀୟ ଦିନରେ କଟକରେ ପହଞ୍ଚିଛନ୍ତି ପ୍ରବାସୀ ଭାରତୀୟ। ସେଠାରେ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ପ୍ରଥମେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲିବାପରେ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ ପ୍ରବାସୀ। ସକାଳେ କାନାଡ଼ାରୁ ଆସିଥିବା ଦୁଇ ପ୍ରବାସୀ ନେତାଜୀ ସଂଗ୍ରହାଳୟରେ ଥିବା ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିବା ସହ ବେଶ୍ ଖୁସି ପ୍ରକାଶ କରିଥିଲେ। ଭାରତ ମୁକ୍ତି ସଂଗ୍ରାମର ପ୍ରମୁଖ ନାୟକ ଥିଲେ ନେତାଜୀ। ସମସ୍ତେ ଏଠାକୁ ଆସିବା ଓ ତାଙ୍କ ବିଷୟରେ ଜାଣିବା ବୋଲି, ଜନ୍ମସ୍ଥାନ ବୁଲି ଦେଖିବା ପରେ ମତ ଦେଇଛନ୍ତି ପ୍ରବାସୀ ଭାରତୀୟ। ତେବେ ଏଠିକାର ସ୍ୱାଗତ ଓ ଆତିଥ୍ୟରେ ସେମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories