ସର୍ବକାଳୀନ ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନ୍‍ଡିଏ ସରକାରଙ୍କ ଅମଳରେ ତୈଳ ଦର ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଏଥିସହିତ ତୈଳ ବିକ୍ରି କ୍ଷେତ୍ରରେ ଦକ୍ଷିଣ ଏସିଆରେ ଭାରତ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି।…
Read More...

ପୋଖରୀରେ ବୁଡ଼ି ଜଣେ ଛାତ୍ରୀ ମୃତ

ନୀଳଗିରି: ପୋଖରୀରେ ବୁଡ଼ି ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ସେ ଅଯୋଧ୍ୟାର ଯୁକ୍ତ ଶ୍ରେଣୀର ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ହେଲା ନୀଳଗିରି ଥାନା ଅନ୍ତର୍ଗତ ଜଡିବଲି ଗ୍ରାମର ଲିସା ଜେନା(୧୭) ବୋଲି ଜଣାପଡିଛି ।…
Read More...

ଓଡ଼ିଶାରେ ପୁଣି ୨ ଶିଶୁ କନ୍ୟାଙ୍କୁ ବଳାତ୍କାର

ସାଲେପୁର/ମାର୍ଶାଘାଇ: ଓଡ଼ିଶାକୁ ପୁଣି ଲଜ୍ଜା। ଆଜି ଅବିଭକ୍ତ କଟକ ଜିଲାର ଦୁଇଟି ସ୍ଥାନରେ ୨ ଶିଶୁ କନ୍ୟା ବଳାତ୍କାରର ଶିକାର ହୋଇଛନ୍ତି। ସାଲେପୁର ଓ ମାର୍ଶାଘାଇରେ ଘଟିଛି ଏହି ବର୍ବର ଅମାନବୀୟ ଘଟଣା। କଟକ ଜିଲା…
Read More...

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ସ୍ଥାନୀୟ ଏକ ଘରୋଇ ମେଡିକାଲ୍‌ କଲେଜର ଜଣେ ତୃତୀୟ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ରାବାସର କଠୋରିରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଅପରପକ୍ଷରେ ମୃତ ଛାତ୍ରଙ୍କ…
Read More...

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ଅଟକ

ବଲାଙ୍ଗିର: ଗତ ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପାଟଣାଗଡ଼ର ନବଦମ୍ପତିଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲ୍ ମେହେରଙ୍କୁ ଅଟକ…
Read More...

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ୩ ଗୁରୁତର

ପିପିଲି :ପିପିଲି-ଡେଲାଙ୍ଗ ରାସ୍ତାରେ ଦୁଇଟି ଦୁର୍ଘଟଣା ଘଟାଇବା ପରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଛି । ଶନିବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ…
Read More...

ପ୍ରଶାସନିକ ଅଧିକାରୀମାନଙ୍କ ସାମର୍ଥ୍ୟ ଦେଶର ଲାଭ ପାଇଁ ବୃହତ ଯୋଗଦାନ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ଶ୍ରୀ  ମୋଦି କହିଥିଲେ ଯେ ଏହା ହେଉଛି ପ୍ରଶଂସା,…
Read More...

ଜରାନିବାସକୁ ଦୁଇ କୋଟିର ଜମି ଦାନ

କେନ୍ଦ୍ରାପଡା : ଆଜିର ଦିନରେ ସାମାନ୍ୟ ଟଙ୍କା ପାଇଁ ଭାଇ-ଭାଇ, ବାପ-ପୁଅ ତଥା ଘର-ପରିବାର ଭିତରେ ଜଘନ୍ୟକାଣ୍ଡ ଘଟୁଛି; କିନ୍ତୁ ଏପରି ସମୟରେ ସମାଜରେ ଏଭଳି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ତ୍ୟାଗ ଅନ୍ୟମାନଙ୍କ…
Read More...

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ : କେଉଁ ଦେଶରେ କେମିତି

କଠୁଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶବାସୀଙ୍କୁ ଦୋହଲାଇ ଦେଇଛି। ଶିଶୁଙ୍କ ପ୍ରତି ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅସାମାଜିକମାନଙ୍କୁ କଠୋରରୁ ଅତିକଠୋର ଦଣ୍ଡ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର…
Read More...

ବାଲେଶ୍ୱର, ବଲାଙ୍ଗିର ମେଡିକାଲ କଲେଜକୁ ସବୁଜ ସଙ୍କେତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ଆରମ୍ଭ ହେବାକୁ ନେଇ ସରକାରଙ୍କ ଆଶା ପୂରଣ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମେଡିକାଲ…
Read More...

କଂଗ୍ରେସ ହସିଲେ ଓଡ଼ିଶା ହସିବ : ନିରଞ୍ଜନ

-ଶାନ୍ତି,ମୁକ୍ତି,ପ୍ରଗତି ଓ କ୍ରାନ୍ତି ପାଇଁ ଆହ୍ୱାନ, -ତୃଣମୂଳସ୍ତରରେ ପହଞ୍ଚିବ ଏଆଇସିସି:ଜିତେନ୍ଦ୍ର ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ…
Read More...

ବାଙ୍ଗାଲୋର ୬ ୱିକେଟରେ ବିଜୟୀ

ବାଙ୍ଗାଲୋର : ଆଇପିଏଲ୍‍-୧୧ରେ ଶନିବାର ୨ୟ ମ୍ୟାଚ୍‍ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ଏବି ଡି’ଭିଲିଅର୍ସଙ୍କ ବିଧ୍ୱଂସୀ ଇନିଂସ ବଳରେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ୬ ୱିକେଟ ବ୍ୟବଧାନରେ…
Read More...

ଦୁର୍ଦାନ୍ତ ଅପରାଧୀ ଜିତୁ ଗିରଫ, ପିସ୍ତଲ ଓ ଗୁଳି ଜବତ

କଟକ  : କଟକ ସହରରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ଅପରାଧ ଘଟାଇ ଆତଙ୍କରାଜ ସୃଷ୍ଟି କରିଆସୁଥିବା ଜଣେ ଦୁର୍ଦାନ୍ତ ଅପରାଧୀକୁ ଶନିବାର କନ୍ଦରପୁର ପୁଲିସ ଗିରଫ କରିଛି। ଏକାଧିକ ଘଟଣାରେ ପୁଲିସ ତାକୁ ଧରିବା ପାଇଁ…
Read More...

୪ଜିଲାପାଳଙ୍କ ବଦଳି

ଭୁବନେଶ୍ୱର : ଜିଲାପାଳ ସ୍ତରରେ ସାମାନ୍ୟ ଅଦଳବଦଳ କରାଯାଇଛି। ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମିନାଙ୍କୁ ସୁନ୍ଦରଗଡ଼ ଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ସୁନ୍ଦରଗଡ଼ ଜିଲାପାଳ ବିନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ…
Read More...

ଛାତ୍ରଛାତ୍ରୀ ଅଭାବ : ୧.୩୬ଲକ୍ଷ ଆସନ କମାଅ

ନୂଆଦିଲ୍ଲୀ : ଛାତ୍ରଛାତ୍ରୀ ଅଭାବକୁ ନେଇ ଦେଶର ଇଞ୍ଜିନିୟରିଂ କଲେଜଗୁଡିକ ଆସନ ସଂଖ୍ୟା କମାଇବାକୁ ଏହାର ପରିଷଦକୁ ନିବେଦନ କରିଛନ୍ତି। ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ରିପୋର୍ଟ ଅନୁଯାୟୀ ଆଗାମୀ…
Read More...

ମହିଳାଙ୍କୁ ଗୁଳିମାଡ଼

ପୁରୀ : ପୁରୀ ଗୋଖାସାହିରେ ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କୁ ଶନିବାର ରାତିରେ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ସଦର ହାସପାତାଳରେ ଭର୍ତ୍ତି କରାଯାଇଛି। ଗୋଟିଏ ଗୁଳି ସତ୍ୟଭାମାଙ୍କ ପେଟରେ…
Read More...

ରବିବାର ରାଶିଫଳ

ମେଷ: ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ପ୍ରଶଂସାର ପାତ୍ର ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ବୃଷ: ସମ୍ମାନିତ…
Read More...

୪ ଦିନିଆ ଚୀନ୍‍ ଗସ୍ତରେ ସୁଷମା

ନୂଆଦିଲ୍ଲୀ : ଏପ୍ରିଲ ୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଙ୍ଘାଇ ସହଯୋଗିତା ସଂସ୍ଥା (ଏସ୍‍ସିଓ) ସମ୍ମିଳନୀରେ ଯୋଗଦେବା ନିମନ୍ତେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଶନିବାର ସକାଳେ ଚୀନ୍‍ ଗସ୍ତରେ…
Read More...

ବାଜ୍ୟାପ୍ତି ହେବ ପଳାତକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ : ବିଜୟ ମାଲ୍ୟ, ନୀରବ ମୋଦି ଏବଂ ମେହୁଲ ଚୋକସୀ ଭଳି ଫେରାର୍‍ ତଥା ପଳାତକ ଅର୍ଥନୈତିକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି କେନ୍ଦ୍ର ସରକାର ନୂତନ ଆଇନ ପ୍ରସ୍ତୁତ କରିଛନ୍ତି। ଏ ନେଇ ଉଦ୍ଦିଷ୍ଟ…
Read More...

ଗେଲ୍‍ ଝଡ଼ ; କିଙ୍ଗ୍‍ସ ଏକାଦଶ ବିଜୟୀ

କଲକାତା : ଆଇପିଏଲ୍‍-୧୧ରେ କ୍ରମାଗତ ୩ୟ ମ୍ୟାଚ୍‍ରେ କ୍ରିସ୍‍ ଗେଲ୍‍ଙ୍କ ବ୍ୟାଟ୍‍ ଗର୍ଜିଛି। ଶନିବାର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‍ରେ ଗେଲ୍‍ ଝଡ଼ ଦେଖିବାକୁ ମିଳିଥିଲା। ଫଳରେ କ୍ରମାଗତ ୩ୟ ମ୍ୟାଚ୍‍ରେ ପଞ୍ଜାବ…
Read More...

ବଙ୍ଗୋପସାଗରରେ ଆସିବ ଉଚ୍ଚ ଜୁଆର, ୬ ଜିଲାକୁ ସତର୍କ ସୂଚନା ଜାରି

ଚେନ୍ନାଇ:  ବଙ୍ଗୋପ ସାଗର ଓ ଆରବ ସାଗରରେ ଉଚ୍ଚା ଜୁଆର ଆସିବ ।  ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୁଦ୍ର ତଟବର୍ତ୍ତୀ ୯ଟି ରାଜ୍ୟ ସହ ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜ ଓ ଲକ୍ଷାଦ୍ୱୀପ  ଏଥିଯୋଗୁଁ ପ୍ରଭାବିତ ହେବ ବୋଲି…
Read More...

ଜରି ଗୋଟାଳିଙ୍କର ସାଧୁତା, ୩୩ ହଜାର ଟଙ୍କାଥିବା ପର୍ସକୁ ପାଇ ଫେରାଇଲେ

ମୁମ୍ବାଇ:  ଆଜି କାଲିର ଦୁନିଆରେ ଭଲ ମଣିଷଟିଏ ପାଇବା ଭାରି କଷ୍ଟକର । ଦୁନିଆ ଭିତରେ ଭଲ କିଏ ଆଉ ଖରାପ ଜାଣିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଥିବାରୁ ଆମେ ଅନେକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥାଉ । ଆଉ  ଅଚିହ୍ନା…
Read More...

ଦେଶରେ ଗ୍ରୀଷ୍ମ ପ୍ରବାହ ଓ ଧୂଳି ଝଡର ସତର୍କତା ଜାରି କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଧୂଳି ଝଡ ଓ ଘଡଘଡ ସହ ବର୍ଷା ହୋଇ ପାରେ ବୋଲି…
Read More...

ବିଶ୍ୱର ୫୫ପ୍ରତିଶତ ବ୍ୟାଙ୍କ ଖାତା କେବଳ ଭାରତରେ ଖୋଲିଛି

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ଅର୍ଥନୀତିକୁ ନେଇ ରାଜନୈତିକ ବୟାନବାଜୀ ଚାଲିଥିବାବେଳେ ସମ୍ପ୍ରତ୍ତି ବିଶ୍ୱ ବ୍ୟାଙ୍କ ଦ୍ୱାରା ଜାରି ଏକ ରିପୋର୍ଟ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନୂଆ ସୁରାକ ମିଳିଛି। ଚଳିତ ବର୍ଷ ଦେଶରେ…
Read More...

ଅନ୍ତର୍ଜାତୀୟ ମହିଳା କ୍ରୀଡାବିତଙ୍କୁ ଜଣେ ଡାକ୍ତର ୨ ବର୍ଷକାଳ ବଳାତ୍କାର କରିଥିବା ଅଭିଯୋଗ

କୋହ୍ଲାପୁର:  ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଖେଳାଳୀଙ୍କୁ ଜଣେ ଡାକ୍ତର ୨ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଏହି ମହିଳା ଖେଳାଳୀଙ୍କୁ କର୍ଣ୍ଣାଟକର ଜଣେ ଡାକ୍ତର ବିବାହର ପ୍ରଲୋଭନ…
Read More...

ମହିଳା ଲୁଟେରା ଗ୍ୟାଙ୍ଗ ଗିରଫ

ଵ୍ରହ୍ମପୁର: ପୁଲିସ ହାତରେ ଧରାପଡିଲେ ମହିଳା ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ବରର ଏକ ଅଳଙ୍କାର ଦୋକାନରୁ ଚୋରି ଅକ୍ଷୟ ତୃତୀୟା ଦିନ ୪ଜଣ ମହିଳା ଏକ ଚେନ ଚୋରି କରିଥିଲେ । ସିସିଟିଭି ଆଧାରରେ ତଦନ୍ତ ଚାଲିଥିବା ବେଳେ…
Read More...

ମଦ ପିଇଲେ ଚାଲିବନି ଗାଡ଼ି

ଡେରାଡୁନ: କେନ୍ଦ୍ର ସଡ଼କ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦେଶରେ ପ୍ରତି ଘଣ୍ଟାରେ ୧୬ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ଅଧିକାଂଶ ନିଶାସକ୍ତ ଭାବରେ ଗାଡ଼ି ଚାଳନା ଯୋଗୁଁ ଘଟୁଛି। ଏବେ କିନ୍ତୁ ଏକ…
Read More...

ପ୍ରେମୀଯୁଗଳଙ୍କ ଭିଡ଼ିଓ ଭାଇରାଲ ଘଟଣା, ଆତ୍ମସମର୍ପଣ କଲା ନାବାଳିକା ପ୍ରେମିକା

ନୀଳଗିରି: ନିଜକୁ ଅସୁରକ୍ଷିତ ମନେକରି ପ୍ରେମୀଯୁଗଳ ନିଜ ଭିଡ଼ିଓ ଭାଇରାଲ କରିବା ଘଟଣାରେ ସମ୍ପୃକ୍ତା ନାବାଳିକା ପ୍ରେମିକା ଶନିବାର ବାଲେଶ୍ୱର ଏସ୍‌ପିଙ୍କଠାରେ ଆତ୍ମସମର୍ପଣ କରିଛନ୍ତି । ଖନ୍ତାପଡ଼ା ଥାନା…
Read More...

ନୀରବ ମୋଦିଙ୍କ ୫ମିଲିୟନ ଆଦାୟ ପାଇଁ ହଂକଂରେ ପିଏନବି

ନୂଆଦିଲ୍ଲୀ: ପଞ୍ଜାନ ନ୍ୟାସନାଲ ବ୍ୟାଙ୍କଠାରୁ ରୂଣ ନେଇ ଫେରାର ଥିବା ନୀରବ ମୋଦିଙ୍କ ହଂକଂ ବ୍ୟାଙ୍କରେ ଥିବା ୫ମିଲିୟନ ଡଲାରକୁ ହେପାଜତକୁ ନେବା ପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। ନୀରବ…
Read More...

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଜଣେ ସିଆର୍‌ପିଏଫ୍ ଯବାନ ସହିଦ

ସୁକମା: ଛତିଶଗଡ଼ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏତିରେ ଜଣେ ସିଆର୍‌ପିଏଫ୍ ଯବାନ ସହିଦ ହେଇଛନ୍ତି । ସହିଦ ଯବାନଙ୍କ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି । ଶୁକ୍ରବାର ରାତିରେ…
Read More...

ଝଡ଼ ବର୍ଷ ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଏ ସମ୍ପର୍କରେ ସତର୍କ…
Read More...

ବେଆଇନ ପଥର ବୋଝେଇ ଟ୍ରକ୍‌ରୁ ୪୦ହଜାର ଜୋରିମନା

ପିପିଲି: ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏକ ମାଙ୍କଡା ପଥର ବୋଝେଇ ଟ୍ରକ୍‌ରୁ ପିପିଲି ତହସିଲଦାର ୪୦ହଜାର ଟଙ୍କା ଜୋରିମନା ଆଦାୟ କରିଛନ୍ତି । ଶନିବାର…
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ଅତ୍ୟାଧୁନିକ ବ୍ୟବସ୍ଥା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଟର୍ମିନାଲ୍‍ ୧ ଓ ଟର୍ମିନାଲ୍‍ ୨ ମଧ୍ୟରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସୌଧ ନିର୍ମାଣ ହେବ। ଦୁଇ ଟର୍ମିନାଲ୍‍କୁ ଏହି ସୌଧ ସଂଯୋଗ କରିବା ସହିତ…
Read More...

ଅଭିଯୁକ୍ତ କୋର୍ଟରେ ହାଜର

କନ୍ଧମାଳ: ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ ହୋଇଥିବା ସୁମନ୍ତ ଖଟୁଆକୁ ବୌଦ୍ଧ ଜେଲରୁ କନ୍ଧମାଳ ଜିଲା କୋର୍ଟରେ ହାଜର କରାଯାଇଛି । ଗୋଚ୍ଛାପଡା ଓ ଫିରିଙ୍ଗିଆ ଅଞ୍ଚଳରେ ସୁମନ୍ତ ବେଆଇନ ଗଞ୍ଜେଇ କରାବାର କରୁଥିଲା। ଏହି…
Read More...

ନଦୀରେ ଗଲା ଦୁଇ ନାବାଳକଙ୍କ ଜୀବନ

କେନ୍ଦ୍ରାପଡା: ନଦୀକୁ ଯାଇ ଅକାଳରେ ପ୍ରାଣ ହାରିଛନ୍ତି ଦୁଇ ନାବାଳକ । ଜଣକୁ କୁମ୍ଭୀର ଟାଣି ନେଇ ଯାଇଥିବା ବେଳେ ଅନ୍ୟ ଜଣେ ନଦୀରେ ବୁଡି ପ୍ରାଣ ହାରିଛି । ରାଜନଗର ବ୍ଲକ ଅର୍ନ୍ତଗତ ଗୋପାଳପୁର ପଞ୍ଚାୟତର ଢିହାପାରି…
Read More...

ଆଣବିକ ପରୀକ୍ଷଣ ବନ୍ଦ କଲା ଉତ୍ତରକୋରିଆ

ସିଓଲ୍‍: ଆଣବିକ ପରୀକ୍ଷଣ ଓ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ଉତ୍‍କ୍ଷେପଣକୁ ଉତ୍ତର କୋରିଆ ସ୍ଥଗିତ କରିଛି। ଏଥିସହିତ ସମସ୍ତ ପରୀକ୍ଷଣ ସ୍ଥଳ ଓ ପରୀକ୍ଷାଗାରକୁ ବନ୍ଦ କରିଦେଇଛି। ଏହା ପଛର ନିର୍ଦ୍ଦିଷ୍ଟ କାରଣ…
Read More...

ଶିଶୁ ବଳାତ୍କାରୀଙ୍କୁ ଫାଶୀ!

ନୂଆଦିଲ୍ଲୀ: ଶିଶୁ ଓ ୧୨ ବର୍ଷରୁ କମ୍‍ ବୟସର ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡ ମିଳିବ। କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ଏ ସଂକ୍ରାନ୍ତୀୟ ଏକ ଅଧ୍ୟାଦେଶ ଲୋକସଭାରେ ଆଗତ କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ବିଧାନସଭାରେ ତେଲ ତାତି: ଗୃହ ମୁଲତବୀ

ଭୁବନେଶ୍ୱର: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଥିଲେ ମଧ୍ୟ ଭାରତରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ…
Read More...

ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ୨ ଗିରଫ

ଫିରିଙ୍ଗିଆ: ବେଆଇନ ଗଞ୍ଜେଇ ଚାଲଣ କରୁଥିବା ବେଳେ ଫିରିଙ୍ଗିଆ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ୪୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ କାରବାରରେ ବ୍ୟବହୃତ ହେଉଥିବା କଳା ରଙ୍ଗର…
Read More...

ଦଳୀୟ ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ପ୍ରାକ୍ତନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ଦଳଗତ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ବାଜପେୟୀ ସରକାର ଅମଳରେ ଯଶବନ୍ତ ଅର୍ଥ ଓ ବିଦେଶ ମନ୍ତ୍ରଣାଳୟ ଦାୟିତ୍ୱ…
Read More...

ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା

ଘାଜିଆବାଦ: ଇନ୍ଦିରାପୁରମ୍‍ର ସେଣ୍ଟ ଫ୍ରାନ୍‍୍‍ସିସ୍‍ ସ୍କୁଲ୍‍ର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାରେ ଉକ୍ତ ସ୍କୁଲ୍‍ର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ପୁଲିସ ଗିରଫ କରିଛି।…
Read More...

ସିଜେଆଇଙ୍କ ବିରୋଧରେ ମହାଅଭିଯୋଗରେ ସାମିଲ ହେବାକୁ ପ୍ରମାଣ ମାଗିଲେ ଟିଏମସି ଓ ଡିଏମକେ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଆଣିଥିଲେ ମଧ୍ୟ ଏହାକୁ ନେଇ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟରେ ସମନ୍ୱୟର ଘୋର ଅଭାବ ପରିଲକ୍ଷିତ…
Read More...

ସଡକ ଦୁର୍ଘଟଣାରେ ବସ ଚାଳକ ମୃତ

ବାଲେଶ୍ୱର : ୬୦ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ନାମକ ଏକ ଘରୋଇ ବସ୍ ଜଳେଶ୍ୱର ନିକଟ ଭେଲୋରା ଛକ ନିକଟରେ ଏକ ମାଛ ଟ୍ରକ୍ ପଛରୁ…
Read More...

ଏଟିଏମର ଟଙ୍କା ସଙ୍କଟକୁ ନେଇ ବିଜେଡିର ଧାରଣା

କଟକ: ଏଟିଏମରୁ ଟଙ୍କା ବାହାରୁ ନଥିବାରୁ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ଏହାର ପ୍ରତିବାଦରେ ବିଜେଡି କର୍ମୀ ଆଜି ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଏଟିଏମ୍ ସମ୍ମୁଖରେ ଦୁଇ ଘଣ୍ଟା ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ…
Read More...

ବିବାହ ପାଇଁ ଆବୁସାଲେମ୍‌ର ପାରୋଲ ଖାରଜ୍‌

ନୂଆଦିଲ୍ଲୀ:ମୁମ୍ବାଇ ବୋମା ବିସ୍ଫୋରଣରେ ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଆବୁସାଲେମ ଦ୍ୱିତୀୟ ବିବାହ ପାଇଁ ପାରୋଲ ଆବେଦନକୁ ଖାରଜ କରିଛନ୍ତି ମୁମ୍ବଇ କମିଶନର। ୧୯୯୩ ମୁମ୍ବଇ ସିରିଜ ବୋମା ବିସ୍ଫୋରଣରେ…
Read More...

ମାଓ ପୋଷ୍ଟର ଜବତ

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ମାଓ ପୋଷ୍ଟର ଜବତ ହୋଇଛି । ଦଣ୍ଡାବାଡି ଗ୍ରାମର ୫ ଜଣ ବ୍ୟକ୍ତିଙ୍କୁ ମାଓବାଦୀମାନେ ମୃତ୍ୟୁଦଣ୍ଡ ଧମକ ଦେଇଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ଏତିରେ ବିକାଶ ନାଁରେ…
Read More...

ଆଦିବାସୀ ମହିଳାଙ୍କୁ ବନକର୍ମଚାରୀଙ୍କ ଗଣବଳାତ୍କାର ଅଭିଯୋଗ !

ନୀଳଗିରି: ଗଛ ଉପରେ ମଞ୍ଚା କରି ହାତୀଙ୍କୁ ଜଗିଥିବା ଜଣେ ଆଦିବାସୀ ମହିଳାଙ୍କୁ କୁଲଡିହା ବନକର୍ମଚାରୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଶତାଧିକ ଗ୍ରାମବାସୀ ୩ଜଣ ବନକର୍ମଚାରୀଙ୍କୁ ନିସ୍ତୁକ…
Read More...

ଲଜ୍ଜା: ୪ ମାସର ଶିଶୁକୁ ବଳାତ୍କାର ଓ ହତ୍ୟା

ଇନ୍ଦୋର: ଦେଶରେ ଗତ କିଛିଦିନ ହେଲା ଉଦ୍‍ବେଗଜନକ ଭାବେ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଲଗାତାର ଘଟି ଚାଲିଥିବା ବେଳେ ସେଥିରେ ପୁଣି ଆଉ ଏକ ଘଟଣା ଯୋଡ଼ି ହୋଇଯାଇଛି। ଗୁରୁବାର ଭୋରରେ ଜଣେ ୪ ମାସର ଶିଶୁକୁ ବଳାତ୍କାର…
Read More...

ମେରୁଦଣ୍ଡ ସୁସ୍ଥ ରହିବାର ସରଳ ସୂତ୍ର

ମେରୁଦଣ୍ଡ ହାଡ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ। ଯୋଗ ଅନୁସାରେ ଏଥିରେ ବିଭିନ୍ନ ଚକ୍ର ରହିଛି। ଶରୀରର ଅନ୍ତଃସ୍ରାବୀ ବ୍ୟବସ୍ଥା ଲାଗି ମେରୁଦଣ୍ଡର ସଂରଚନା ଖୁବ୍‍ ଉପକାରୀ। ଏଥିସହିତ ତଳିପେଟ ଏବଂ ଛାତିର…
Read More...

ଟଙ୍କା ଅଭାବ ନାଁରେ ବିଜେଡ଼ି ଆତଙ୍କ ସୃଷ୍ଟି କରୁଛି : ବିଜେପି

ଭୁବନେଶ୍ୱର  : ଓଡିଶାରେ ଅର୍ଥନୈତିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିବା ସହ ରାଜ୍ୟରେ ବିଜେଡ଼ି ଆତଙ୍କର ବାତାବରଣ ସୃଷ୍ଟି କରୁଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି। ବିଜେପି…
Read More...

ଅପରାଧ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳା ଓ ନାବାଳିକା ବଳାତ୍କାର ପ୍ରସଙ୍ଗକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ବିଧାନସଭା ଗୃହ ବେଶ ସରଗରମ ହୋଇଉଠିଥିଲା। ଏନେଇ ବିରୋଧୀଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ସର୍ବସାଧାରଣରେ ସାଂସଦଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଚାରପତିଙ୍କୁ ପଦରୁ ବହିଷ୍କାର ପାଇଁ ଅଣାଯାଉଥିବା ମହାଭିଯୋଗ ବାବଦରେ ସର୍ବସାଧାରଣରେ ମନ୍ତବ୍ୟ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଏକେ ସିକ୍ରି ଓ ଅଶୋକ…
Read More...

‘ହିନ୍ଦୁଧର୍ମ ସ୍ଥାପନାର ବାର୍ତ୍ତାବହ ଆଦି ଶଙ୍କରାଚାର୍ଯ୍ୟ’

ଭୁବନେଶ୍ୱର : ଭାରତ ବର୍ଷରେ ହିନ୍ଦୁଧର୍ମ ସ୍ଥାପନାର ବାର୍ତ୍ତାବହ ଥିଲେ ଆଦି ଶଙ୍କରାଚାର୍ଯ୍ୟ। ସେ ଶ୍ରେଷ୍ଠ ସଂସ୍କାରକ ଥିଲେ ବୋଲି କହିଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ…
Read More...

ଅର୍ଜୁନ ପୁରସ୍କାର ପାଇଁ ମାନିକାଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଅନ୍ୟତମ ତାରକା ମାନିକା ବାତ୍ରାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ପାଇଁ ଭାରତୀୟ ଟେବୁଲ ଟେନିସ ମହାସଂଘ (ଟିଟିଏଫ୍‍ଆଇ) ସୁପାରିସ କରିଛି। ଏହି ରାଜ୍ୟଗୋଷ୍ଠୀ…
Read More...

ପୁଣି ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଖାରଜ

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିସ ଚିଟ୍‍ଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ପୁଣି ହାଇକୋର୍ଟରୁ ନିରାଶ ହେବାକୁ ପଡିଛି। ତାଙ୍କ ନିୟମିତ ଜାମିନ ଆବେଦନ ଉପରେ…
Read More...

ରଥଯାତ୍ରା ପୂର୍ବରୁ ଭଦ୍ରକ-ପଲାସା ମଧ୍ୟରେ ଚାଲିବ ଦ୍ରୁତଗାମୀ ମେମୁ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର : ଦିଲ୍ଲୀ, ମୁମ୍ବଇ, ଚେନ୍ନଇ ଭଳି ମହାନଗରରେ ଯେପରି ବଡ଼ ବଡ଼ ଲୋକାଲ୍‌ ଟ୍ରେନ୍‌ ଚାଲୁଛି, ସେହି ଟ୍ରେନ୍‌ ଏବେ ଓଡ଼ିଶାରେ ଦୌଡ଼ିବ। ସ୍ୱତନ୍ତ୍ର ବ୍ୟବସ୍ଥା ଓ ଜ୍ଞାନକୌଶଳ ପାଇଁ କମ୍‌ ସମୟ ମଧ୍ୟରେ ଅଧିକ ବେଗ…
Read More...

ଗ୍ରାମରକ୍ଷୀ ସମେତ ୪ଅପହୃତ

ଲାଞ୍ଜିଗଡ : ଗତ କିଛିମାସ ହେଲା କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକରେ ମାଓବାଦୀଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଥିବାବେଳେ ଶୁକ୍ରବାର ରାତିରେ ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଗାଁର ୪ ଜଣଙ୍କୁ ମାଓବାଦୀମାନେ…
Read More...

ଏଟିଏମରେ ଟଙ୍କା ଅଭାବ : ବିଜେଡିର ଦୁଇଘଣ୍ଟିଆ ପ୍ରତିବାଦ ଆଜି

ଭୁବନେଶ୍ୱର : ଏଟିଏମରେ ଟଙ୍କା ଅଭାବକୁ ନେଇ ଗତକାଲି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି ଏହାର ପ୍ରତିବାଦରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ବିଜେଡ଼ି ଡକରା ଦେଇଛି। ଆସନ୍ତାକାଲି ସକାଳ…
Read More...

କାର୍ଯ୍ୟାନୁଷ୍ଠାନ ସୁପାରିସ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜାରେ ବିଶୃଙ୍ଖଳା ସୃଷ୍ଟି କରିଥିବା କିଛି ସେବକଙ୍କୁ ଚିହ୍ନଟ କରିଛି ମନ୍ଦିର ପ୍ରଶାସନ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି।…
Read More...

ୱାଟ୍‌ସନଙ୍କ ଶତକ : ଚେନ୍ନଇର ୩ୟ ବିଜୟ

ମୋହାଲି : ଆଇପିଏଲ୍‍-୧୧ରେ କ୍ରମାଗତ ୨ୟ ଦିନରେ ଶତକ ଦେଖିବାକୁ ମିଳିଛି। ଗୁରୁବାର କ୍ରିସ୍‍ ଗେଲ୍‍ଙ୍କ ପରେ ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ସେନ୍‍ ୱାଟ୍‍ସନ ଶତକ ମାରିଛନ୍ତି। ତାଙ୍କର ଏହି ଶତକ ବଳରେ…
Read More...

ଶନିବାର ରାଶିଫଳ

ମେଷ: ଅଭାବ ଦୂରେଇ ଯିବ। ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ।…
Read More...

ଶିଡିରୁ ଖସି ପଡିି ଛାତ୍ର ମୃତ

ସୁନ୍ଦରଗଡ଼/ଟାଙ୍ଗରପାଲି : କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିରକାଲଡିହି ସେବାଶ୍ରମର ଜଣେ ଅନ୍ତେବାସୀ ଆଜି ସକାଳେ ଛାତ୍ରାବାସ ଶିଢିରୁ ଖସି ପ୍ରାଣ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି। ଏହା ଜଣା ପଡିବା ପରେ ଅଭିଭାବକ…
Read More...

ବେଙ୍ଗାଲୁରୁ ସୁପର କପ୍‍ ଫୁଟ୍‍ବଲ ଚମ୍ପିଆନ୍‍

ଭୁବନେଶ୍ୱର : ବେଙ୍ଗାଲୁରୁ ଏଫ୍‍ସି ସୁପର କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ୍‍ ଗୋଲ୍‍ ଏବଂ ଭେନେଜୁଏଲାର ଫରୱାର୍ଡ ମିକୁ ଓ ରାହୁଲ ଭିକେଙ୍କ ଗୋଲ…
Read More...

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଚୀନ୍‍ର ସମର୍ଥନ

ବେଜିଂ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନ ପୂର୍ବେ ଲଣ୍ଡନରେ ପାକିସ୍ତାନକୁ ‘ଆତଙ୍କବାଦର କାରଖାନା’ ବର୍ଣ୍ଣନା କରିବା ପ୍ରସଙ୍ଗକୁ ଚୀନ୍‍ ବିରୋଧ କରିଛି। ପାକିସ୍ତାନର ପକ୍ଷ ନେଇ ଚୀନ୍‍ ବୈଦେଶିକ…
Read More...

ତ୍ରିରଙ୍ଗା ଚିରା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଧବାର ଲଣ୍ଡନ ଗସ୍ତ ସମୟରେ ଭାରତୀୟ ଜାତୀୟ ପତାକା ଚିରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ରିଟେନ୍‍ ସରକାରଙ୍କ ନିକଟରେ ଭାରତ ପକ୍ଷରୁ ନିବେଦନ…
Read More...

ନୂତନ ମନ୍ଦିରକୁ ଆସିଲେ ପଞ୍ଚୁବରାହୀ

କେନ୍ଦ୍ରାପଡ଼ା : ବଙ୍ଗୋପସାଗରରେ ୮୦ଭାଗ ଲୀନ ହୋଇଥିବା ସାତଭାୟା ଗ୍ରାମର ଆରାଧ୍ୟ ଦେବୀ ପଞ୍ଚୁବରାହୀ ପାଞ୍ଚଟି ପିକ୍ଅପ ଭ୍ୟାନ୍ ରେ (ପାଞ୍ଚ ଭଉଣୀ) ଆଜି ସକାଳୁ ବଗପାଟିଆସ୍ଥିତ ନୂତନ ମନ୍ଦିରକୁ ଶୋଭାଯାତ୍ରାରେ ଆସୁଛନ୍ତି…
Read More...

ନିଆଳିରୁ ୪ ହଜାର ବର୍ଷ ପୁରାତନ ସଭ୍ୟତାର ସନ୍ଧାନ

ନିଆଳି : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କଟକ ଜିଲା ନିଆଳି ଅଞ୍ଚଳରୁ ୪ ହଜାର ବର୍ଷ ପୁରୁଣା ସଭ୍ୟତାର ସନ୍ଧାନ ପାଇଛି । ସେଠାରେ ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଖନନରୁ ଅସ୍ଥିର ଅସ୍ତ୍ର ଏବଂ…
Read More...

ବଳାତ୍କାର ଅଭିଯୁକ୍ତ ବିଧାୟକଙ୍କ କୁଳଦୀପଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉତ୍ତରପ୍ରଦେଶ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସେନ୍‌ଗରଙ୍କୁ ‘ୱାଇ-ବର୍ଗ’ର…
Read More...

ମୁଗାବେଙ୍କ ବିରୋଧରେ ହୀରା ଲୁଟ ଅଭିଯୋଗ

ହାରାରେ : ହୀରା ଲୁଟ ମାମଲାରେ ଜିମ୍ବାୱେର ପୂର୍ବତନ ଶାସକ ରୋବର୍ଟ ମୁଗାବେ ଦେଶର ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇଛନ୍ତି। ତାଙ୍କ ଶାସନକାଳରେ ଦେଶର ପୂର୍ବାଞ୍ଚଳରୁ ହୀରା ଲୁଟ୍‌ ଘଟଣା ସମ୍ପର୍କରେ କମିଟି ସମ୍ମୁଖରେ…
Read More...

ପୋଡ଼ି ହୋଇ ଦମ୍ପତି ଗୁରୁତର

ନୀଳଗିରି: ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗାଁରେ ସ୍ବାମୀ-ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଗାଁର ଶ୍ରୀନାଥ ଦଳେଇ ସହ ତାଙ୍କ ସ୍ତ୍ରୀ ମାମିନାଙ୍କର…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କଟକ : ମାଲକାନାଗିରି ଜିଲା ଆନ୍ଧ୍ରାଲ ପଞ୍ଚାୟତ କୋଡ଼ାପୁଟ ଅଞ୍ଚଳରୁ କୁମ୍ବି ତଲାସୀ ଅଭିଯାନରେ ବିଏସ୍‌ଏଫ ଯବାନ ବିପୁଳ ପରିମାରଣ ମାଓ ସାମଗ୍ରୀ ଜବତ କରିଛନ୍ତି । ମାଓବାଦୀମାନେ ବିସ୍ଫୋରକ ଓ ଅନ୍ୟ ସାମଗ୍ରୀକୁ ଗାତ ଭିତରେ…
Read More...

ଶିଶୁଙ୍କ ବଳାତ୍କାରୀଙ୍କୁ ହେବ ମୃତ୍ୟୁଦଣ୍ଡ!

ନୂଆଦିଲ୍ଲୀ : କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଶିଶୁଙ୍କ ପ୍ରତି ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଲାଗି ସମଗ୍ର ଦେଶରେ ଦାବି ଜୋର ଧରିଛି। ଏହାକୁ…
Read More...

ସ୍ୱତନ୍ତ୍ର ମାନ୍ୟତା ଦାବିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତୀକ ଅନଶନ

ବିଜୟୱାଡ଼ା : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାହୁ ନାଇଡୁ ନିଜ ଜନ୍ମ ଦିନରେ ଶୁକ୍ରବାର ଆଇଜିଏମ୍‌ ଷ୍ଟାଡିୟମରେ ଦିନିକଆ ପ୍ରତୀକ ଅନଶନରେ ବସିଥିଲେ । ନାଇଡୁ ଅନଶନରେ…
Read More...

୧୨ଫୁଟର ଅହିରାଜ ଉଦ୍ଧାର

ନୀଳଗିରି : ନୀଳଗିରି ଏନ୍ଏସି ଅଧୀନ ମିରିଗିଣି ଅଞ୍ଚଳରୁ ଶୁକ୍ରବାର ଏକ ୧୨ଫୁଟର ଅହିରାଜ ବା କିଙ୍ଗକୋବ୍ରାକୁ ଉକ୍ତ ଗ୍ରାମର ବାବୁଲି ବେହେରା ନାମକ ଯୁବକ ଉଦ୍ଧାର କରିଛନ୍ତି। ସାପଟି ତାଙ୍କ ବାଡିରେ ପଶି ଭୟଙ୍କର ଶବ୍ଦ…
Read More...

କୁଲଡିହା ଅଭୟାରଣ୍ୟରୁ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି: କୁଲଡିହା ଅଭୟାରଣ୍ୟରୁ ଜଣେ ସଶସ୍ତ୍ର ଶିକାରୀକୁ ବନ ବିଭାଗ  ଗିରଫ କରିଛି । ଶିକାରୀ ତଥା ରିଷିଆ ଗାଁର ସୁନ୍ଦରମୋହନ ସିଂ ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ବନବିଭାଗ ହାତରେ ଧରାପଡ଼ିଛନ୍ତି ।…
Read More...

୫ ଲକ୍ଷ ଟଙ୍କା ଜାଳିଦେଲା ପ୍ରେମିକ

ସିହୋରି : ମଧ୍ୟପ୍ରଦେଶ ସିହୋରି ଜିଲାରେ ଏକ ଭିନ୍ନ ଘଟଣା କ୍ରମେ ପ୍ରେମିକା ବାହା ହେବାକୁ ମନା କରିବାରୁ ଜଣେ ପ୍ରେମିକ ୫ ଲକ୍ଷ ଟଙ୍କା ନିଅାଁ ଲଗାଇ ଜାଳିଦେଇଛି। ସୂଚନା ଅନୁସାରେ ଏକ ଫାଇନାନ୍ସ କମ୍ପାନୀରେ କ୍ୟାସିଅର…
Read More...

କଂଗ୍ରେସ ବିଚାରପତିଙ୍କୁ ଡରାଇବାକୁ ଚେଷ୍ଟା କରୁଛି : ଅରୁଣ ଜେଟଲୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି । ବିଜେପି ଏହି ଘଟଣାରେ କଂଗ୍ରେସ ବିରୋଧରେ ସମ୍ବିଧାନ…
Read More...

ଝାଡ଼ଖଣ୍ଡ ପୌର ନିର୍ବାଚନରେ ବିଜେପିର ବାଜିମାତ

ରାଞ୍ଚି : ଝାଡ଼ଖଣ୍ଡର ୫ ନଗର ନିଗମ ସମେତ ୨ପୌର ପରିଷଦ ନିର୍ବାଚନରେ ବିଜେପି ବାଜିମାତ କରିଛି । ଶୁକ୍ରବାର ପ୍ରକାଶିତ ଫଳାଫଳ ଅନୁସାରେ ୩୪ରୁ ୨୦ଟି ପୌର ପରିଷଦରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ପ୍ରକାଶ ଯେ…
Read More...

ମହାଭିଯୋଗ ଉପରେ କଂଗ୍ରେସରୁ ଉଠିଲା ବିରୋଧର ସ୍ୱର, ଦସ୍ତଖତ କଲେନି ମନମୋହନ

ନୂଆଦିଲ୍ଲୀ : କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ୭୧ ସାଂସଦଙ୍କ ଦସ୍ତଖତ ସମ୍ବଳିତ ପତ୍ର ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ହେଲେ…
Read More...

ବାଲି ଖଦାନ ଉପରେ ଚଢ଼ାଉ, ୬ଟି ଆନ୍ଦ୍ର ଟ୍ରକ ଜବତ

ବ୍ରହ୍ମପୁର: ବେଧଡ଼କ ଆନ୍ଦ୍ରକୁ ବାଲି ଚାଲାଣ ହେଉଥିବା ବେଳେ ତହସିଲଦାରଙ୍କ ପାଖରେ କିଛି ଖବର ନଥିବା ବେଳେ ଉପଜିଲାପାଳ ଚଢ଼ାଉ କରି ସଫଳ ହୋଇଛନ୍ତି । ରାତି ଅଧିଆ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ବାଲି ଖଦାନ ଉପରେ ଚଢ଼ାଉ…
Read More...

ଡକାୟତି ଯୋଜନା ପଣ୍ଡ, ୪ ଡକାୟତ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଦ୍ବାରା ୪ ଡକାୟତ ଗିରଫ ହୋଇଛନ୍ତି । ଗଣେଶ ବିହାର ଏକ ପରିତ୍ୟକ୍ତ ଘରେ ଡକାୟତ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ।…
Read More...

୪ ଦିନ ପରେ ଭକ୍ତଙ୍କୁ ମିଳିଲା ଅଭଡା

ପୁରୀ: ବାଦବିବାଦର ଅନ୍ତ ଘଟାଇ ଚାରି ଦିନର ପରେ ଆଜି ବାହାରିଛି ମହାପ୍ରଭୁଙ୍କ ଅଭଡା ଭୋଗ । ଚାରି ଦିନ ପରେ ଆନନ୍ଦ ବଜାରରେ ଭକ୍ତମାନେ ଆଜି ଆନନ୍ଦରେ ଅଭଡା ଖାଉଥିବା ଦେଖିବାକୁ ମିଳିଛି । ଆଜି ମହାପ୍ରଭୁଙ୍କ ସବୁ…
Read More...

ଆରପାରିରେ ଜଷ୍ଟିସ ସଚ୍ଚର

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ରାଜିନ୍ଦର ସଚ୍ଚରଙ୍କ ୯୪ବର୍ଷ ବୟରେ ନିଧନ ହୋଇଯାଇଛି। ଭାରତରେ ମୁସଲିମ ସମୁଦାୟଙ୍କ ପାଇଁ ନିର୍ମିତ ଜଷ୍ଟିସ ସଚ୍ଚର କମିଟି ପାଇଁ ସେ ଦୀର୍ଘ ସମୟ ଧରି…
Read More...

ଜରୁରିକାଳୀନ ସ୍ଥିିତି ସୃଷ୍ଟି ହୋଇଛି: କୈଳାସ ସତ୍ୟାର୍ଥୀ

ଭୁବନେଶ୍ୱର: ଦେଶରେ କ୍ରମବର୍ଦ୍ଧିଷ୍ଣୁ ଶିଶୁ ବଳାତ୍କାର ଘଟଣା ଓ ସ୍ଥିତିକୁ ନୋବେଲ୍‍ ପୁରସ୍କାର ବିଜୟୀ କୈଳାସ ସତ୍ୟାର୍ଥୀ ଜାତୀୟ ଜରୁରିକାଳନୀ ସ୍ଥିିତି ସହିତ ତୁଳନା କରିଛନ୍ତି। କୈଳାସ ସତ୍ୟାର୍ଥୀ ଚିଲ୍‍ଡ୍ରେନ୍‍ସ…
Read More...

ମଦ୍ୟପ ଶିକ୍ଷକଙ୍କୁ ଛେଚିଲେ ଗ୍ରାମବାସୀ

ମାଲକାନଗିରି: ପୁଣି ଗୁରୁଙ୍କ ଚରିତ୍ରରେ ଲାଗିଛି ଦାଗ । ଜଣେ ମଧ୍ୟପ ଶିକ୍ଷକଙ୍କୁ ଗାମବାସୀ ଉତ୍ତମ ମାଧ୍ୟମ ଦେଇ ମାତାଲ ଅବସ୍ତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି । ମାଲକାନଗିରି…
Read More...

ମହିଳା ଓ ଶିଶୁ ସୁରକ୍ଷାକୁ ଅଗ୍ରାଧିକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳା ଓ ଶିଶୁ ସୁରକ୍ଷାକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଛନ୍ତି। ମହିଳା ଓ ନାବାଳିକା ବିରୋଧୀ ମାମଲାଗୁଡ଼ିକର ତ୍ୱରିତ ଅନୁସନ୍ଧାନ, କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି…
Read More...

ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

କଟକ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ । ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ୟ୍ୟଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ବହୁ ପୂର୍ବରୁ ଜାମିନ ମିଳିଥିବା ବେଳେ…
Read More...

ଡକାୟତି ଉଦ୍ୟମରେ ବିଫଳ ହେଲେ ଲୁଟେରା

ଵ୍ରହ୍ମପୁର: ଡ଼କାୟତି ଉଦ୍ୟମ କରି ବିଫଳ ହୋଇଛନ୍ତି ଡ଼କାୟତ । ଗଜପତିନଗର ଛକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଡିବି ଖୋଡାସିଙ୍ଗି ଶାଖାରେ ଡକାୟତି ଉଦ୍ୟମ ହୋଇଛି । ଗତ ରାତିରେ ଚେଷ୍ଟ ଭାଙ୍ଗି ଡକାୟତି ଉଦ୍ୟମ କରିଥିଲେ…
Read More...

ପୂର୍ବରୁ ମଧ୍ୟ ଏହି ୬ ମୁଖ୍ୟ ବିଚାରପତିଙ୍କ ବିରୋଧରେ ହୋଇଥିଲା ମହାଅଭିଯୋଗ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ଆଣିବା ପାଇଁ କଂଗ୍ରେସ ସମେତ ପ୍ରମୁଖ ୭ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ଜଷ୍ଟିସ ଲୈହା ମାମଲାରେ ପରାଜିତ ହେବା ପରେ କଂଗ୍ରେସ…
Read More...

ହ୍ରଦ ତଳେ ଥିଲା ୧୦୭ ବର୍ଷର ପୁରୁଣା ଜାହାଜ !

ଏଇ ନିକଟରେ ଆମେରିକାର ଲେକ୍ ସୁପରିୟରର ୨୭୦ ଫୁଟ୍ ଗଭୀରରେ ୧୦୭ ବର୍ଷ ପୁରାତନ ଜାହାଜ ଠାବ ହୋଇଛି। ଶୀତରେ ଅଧିକାଂଶ ଦିନ ଏହି ହ୍ରଦରେ ବରଫ ଜମାଟ ବାନ୍ଧେ। ତେବେ ଏହାର ନିମ୍ନଭାଗରେ ଯେ ଏତେ ବଡ଼ ଜାହାଜଟିଏ ଥିବ, ତାହା…
Read More...

ସିଜେଆଇଙ୍କ ବିରୋଧରେ ମହାଅଭିଯୋଗ; ଉପ-ରାଷ୍ଟ୍ରପତିଙ୍କୁ ଭେଟିଲେ ୭ବିପକ୍ଷ ଦଳ ନେତା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ଆଣିବା ପାଇଁ ପ୍ରମୁଖ ୭ ବିରୋଧୀ ଦଳ ଏକତ୍ରିତ ହୋଇଛନ୍ତି। ଶୁକ୍ରବାର ବିପକ୍ଷ ଦଳର ନେତାଙ୍କ ବୈଠକ ଗୁଲାମନବୀ ଆଜାଦଙ୍କ…
Read More...

ତ୍ବଚାରେ ଚମକ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଛୁରି ମାଲିସ୍

ପ୍ରାଚୀନ ପରମ୍ପରା ଆଜି ମଧ୍ୟ ବିଶ୍ବସ୍ତରରେ ଲୋକପ୍ରିୟ। ଅଧିକାଂଶଙ୍କ ଧାରଣା ଯେ ଗତ କିିଛି ବର୍ଷ ମଧ୍ୟରେ ବ୍ୟୁଟିପାର୍ଲରର ଫେସିଆଲ ଓ ଅନ୍ୟାନ୍ୟ ମସାଜ୍ ବ୍ୟବସ୍ଥା ଯୁବତୀ-ମହିଳାଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି।…
Read More...

ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପାଖକୁ ଯିବା ଜରୁରୀ

ଇଉରୋପୀୟ ରାଷ୍ଟ୍ର ଲିଥୁଆନିଆ ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଏ। ହେଲେ ଏଠାକାର କଡ଼ାକଡ଼ି ନିୟମ ସ୍ଥାନୀୟ ଲୋକଙ୍କ ପଛୁଆ ଚିନ୍ତାଧାରାକୁ ସ୍ପଷ୍ଟ ଦର୍ଶାଇଥାଏ। ଏଠାରେ ପୁରୁଷଙ୍କୁ ସହଜରେ ଡ୍ରାଇଭିଂ ଲାଇସେନ୍ସ…
Read More...

ମେ ମାସରେ ବିବାହ କରିବେ ସୋନମ 

ସୋନମ କପୁର ଓ ତାଙ୍କ ଘନିଷ୍ଠ ବନ୍ଧୁ ଆନନ୍ଦ ଆହୁଜାଙ୍କ ବିବାହକୁ ନେଇ ବିଭିନ୍ନ ଖବର ଗଣମାଧ୍ୟମରେ ଉଡ଼ୁଛି। ତେବେ ନିର୍ଦେଶକ ଫରହା ଖାନ୍ ସ୍ପଷ୍ଟ କରିଛନ୍ତି ଯେ ସୋନମଙ୍କ ବିବାହ ମେ’ ମାସରେ ହେଉଛି। ବିବାହ…
Read More...

ଆସନ୍ତା କାଲି ବିଜେଡିର ୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା ନଗଦ ଟଙ୍କା ସଙ୍କଟର ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା କାଲି ପ୍ରତି ବ୍ଲକ୍‍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମ୍ମୁଖରେ ୨ ଘଣ୍ଟିଆ ପ୍ରତିବାଦ ବିକ୍ଷୋଭ କରିବ ବୋଲି କହିଛି।…
Read More...

ସ୍କୁଲ ସିଡିରୁ ପଡି ସପ୍ତମ ଶ୍ରେଣୀ ଛାତ୍ର ମୃତ

ସୁନ୍ଦରଗଡ : କିଞ୍ଜିରିକେଲା ଥାନା ଅନ୍ତର୍ଗତ ବିରକାଲ ଡ଼ିହି ଆଶ୍ରମ ସ୍କୁଲରେ ଦ୍ୱିତୀୟ ମହଲା ସିଡ଼ିରୁ ଖସି ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସ୍କୁଲ ଟିଫିନ୍ ଛୁଟି ବେଳେ ସାଙ୍ଗ ସାଥୀଙ୍କ…
Read More...

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଅନଶନ ଆରମ୍ଭ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅନଶନ ଆରମ୍ଭ କରିଛନ୍ତି। ଆଜି ନିଜ ଜନ୍ମ ଦିନରେ ଶ୍ରୀ ନାଇଡ଼ୁ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‍ ସମ୍ମୁଖରେ ସକାଳ ୭ଟାରୁ…
Read More...

ଟ୍ରାକ୍ଟର ଓଲଟି ୨ ମୃତ ଓ ୨ ଗୁରୁତର

ବଲାଙ୍ଗିର: ବେଲପଡ଼ା ବ୍ଲକ ଲଥାଚେନ୍ ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡିଛି । ବାଲି ଉଠାଇବା ପାଇଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ…
Read More...

ଗୁଜରାଟ ଦଙ୍ଗା: ବାବୁ ବଜରଙ୍ଗୀ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ: ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଗୁଜରାଟ ହାଇକୋର୍ଟ ବାବୁ ବଜରଙ୍ଗୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମାୟା କୋଡନାନି ଓ ଗନପତ୍‍…
Read More...

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତ ଥାନାରେ ଅଟକ

ଭବାନୀପାଟଣା : ପୁଣି ଜଣେ ନବାଳିକା ବଳାତ୍କାର ଶିକାର ହୋଇଛନ୍ତି । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଇ ଦିନ ଧରି ବଳତ୍କାର କରିବା ପରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ଆସିଛି କଳାହାଣ୍ଡି…
Read More...