nua o banner

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

BJD Bijuli 480×75 Mob
0

କଟକ : ମାଲକାନାଗିରି ଜିଲା ଆନ୍ଧ୍ରାଲ ପଞ୍ଚାୟତ କୋଡ଼ାପୁଟ ଅଞ୍ଚଳରୁ କୁମ୍ବି ତଲାସୀ ଅଭିଯାନରେ ବିଏସ୍‌ଏଫ ଯବାନ ବିପୁଳ ପରିମାରଣ ମାଓ ସାମଗ୍ରୀ ଜବତ କରିଛନ୍ତି । ମାଓବାଦୀମାନେ ବିସ୍ଫୋରକ ଓ ଅନ୍ୟ ସାମଗ୍ରୀକୁ ଗାତ ଭିତରେ ରଖି ଉପରେ ଘାସ ବିଛାଇଥିଲେ । ବିଏସ୍‌ଏଫର ଗୁଇନ୍ଦା ସଂସ୍ଥାରୁ ସୂଚନା ପାଇ ଏହି ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ସେଠାରୁ ଆମୁନିଅମ ନାଇଟ୍ରେଟ, ପେଟ୍ରୋଲ, ବ୍ୟାଟାରୀ, ବିଦ୍ୟୁତ୍‌ ତାର, କିରୋସିନ୍‌, ଇଲେକ୍ଟ୍ରି ସୁଇଚ, ନାଲି କପଡ଼ା, ପେଣ୍ଟ ବ୍ରସ୍‌ ଓ ଔଷଧ ଜବତ କରାଯାଇଛି।

Leave A Reply