ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଜଣେ ସିଆର୍‌ପିଏଫ୍ ଯବାନ ସହିଦ

0

ସୁକମା: ଛତିଶଗଡ଼ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏତିରେ ଜଣେ ସିଆର୍‌ପିଏଫ୍ ଯବାନ ସହିଦ ହେଇଛନ୍ତି । ସହିଦ ଯବାନଙ୍କ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି । ଶୁକ୍ରବାର ରାତିରେ କିସ୍ତାରାମ ଜଙ୍ଗଲରେ ଏହି ଗୁଳିମୟ ହୋଇଥିଲା। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply