ପୋଖରୀରେ ବୁଡ଼ି ଜଣେ ଛାତ୍ରୀ ମୃତ

0

ନୀଳଗିରି: ପୋଖରୀରେ ବୁଡ଼ି ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ସେ ଅଯୋଧ୍ୟାର ଯୁକ୍ତ ଶ୍ରେଣୀର ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ହେଲା ନୀଳଗିରି ଥାନା ଅନ୍ତର୍ଗତ ଜଡିବଲି ଗ୍ରାମର ଲିସା ଜେନା(୧୭) ବୋଲି ଜଣାପଡିଛି । ଆଜି ସକାଳେ ଗାଁ ପୋଖରୀରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ଅଧଘଣ୍ଟାଏ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

Leave A Reply