ନାବାଳିକାକୁ ଅସଦାରଚଣ ଅଭିଯୋଗରେ ବାପ ପୁଅ ପୁଲିସ ଦ୍ୱାରା ଅଟକ
ଭଦ୍ରକ: ଚରମ୍ପା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ବାପ ଓ ପୁଅକୁ ପୁଲିସ ଅଟକ ରଖିଛି । ଏହି ଦୁଇ ଜଣ ଜଣେ ନାବାଳିକାକୁ ଅସଦାରଚଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ପୁଅ ସତ୍ୟ ବାରିକ ଓ ବାପା ବେଙ୍ଗ ବାରିକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ବାଳ ଅପରାଧ ନିୟନ୍ତ୍ରଣ ଆଇନ ଧାରା ୮ ଓ ୧୨ ଏବଂ ଭାରତୀୟ ପିଙ୍ଗଳଧାରା ୩୫୪,୩୫୪-କ, ୩୫୪-ଘ, ୫୦୬ ଦଫା ଅନୁସାରେ ୮୮/୨୦୧୮ ସଂଖ୍ୟାରେ ଏକ ମାମଲା ରୁଜୁ କରାଯାଇଛି7